Home Left

ହାଓ୍ବଡା-ବଡ଼ବିଲ ଜନଶତାବ୍ଦୀ ଟ୍ରେନ୍‌ ଉପରକୁ ପଥରମାଡ଼

ବଡ଼ବିଲ,୨ା୭(ଦେବପ୍ରିୟ ରଣା): ହାଓ୍ବଡ଼ା-ବଡ଼ବିଲ ଜନଶତାବ୍ଦୀ ଟ୍ରେନ୍‌ ଉପରକୁ ପଥର ମାଡ଼ ହୋଇଛି। ଫଳରେ ବଗିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ରବିବାର ଅପରାହ୍ନରେ ଝାଡ଼ଖଣ୍ଡ ରାଜ୍ୟ ବଡ଼ଜାମଦା ଷ୍ଟେଶନରୁ ଛାଡି ଟ୍ରେନ୍‌ଟି ବଡ଼ବିଲ ଅଭିମୁଖେ ଆସୁଥିଲା ବେଳେ କେହି ଦୁର୍ବୃତ୍ତ ଚଳନ୍ତା…

ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଯାଇଥିଲେ, ପଙ୍ଗୁ ହୋଇ ଫେରିଲେ

ବାଲିଗୁଡ଼ା,୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଯାଇ କିଛି ଦିନ ପରେ ପଙ୍ଗୁ ହୋଇ ଘରକୁ ଫେରିଛନ୍ତି ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ। ସୂଚନାନୁଯାୟୀ, କନ୍ଧମାଳ ଜିଲା…

ସାମାନ୍ୟ ବର୍ଷାରେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି

ବେଗୁନିଆପଡ଼ା,୨ା୭(ସୁଶାନ୍ତ କୁମାର ପଟ୍ଟନାୟକ): ମାତ୍ର ଅଧଘଣ୍ଟାଏ ବର୍ଷାରେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି। ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଦିଗାପଡ଼ା ପଞ୍ଚାୟତର ଜେ ଛଚିନାରେ ରବିବାର ଅପରାହ୍ନରେ ସାମାନ୍ୟ ବର୍ଷା ପରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପଯୁକ୍ତ…

ବାଇକ୍‌କୁ ଧକ୍କା ଦେଇ ଫେରାର ହୋଇଗଲା ଚାଳକ

ବ୍ରହ୍ମପୁର,୨ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗୋପାଳପୁର ଜଙ୍କଶନ ନିକଟ ଜାତୀୟ ରାଜପଥରେ କୌଣସି ଏକ ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ମୃତ୍ୟୁ ଘଟିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ କୋଳଥିଗାଁର ଶରତ ଜେନାଙ୍କ ପୁଅ ସୁବ୍ରତ(୩୨)। ଟ୍ରାଫିକ ଥାନା…

ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ବାଲିଗୁଡ଼ା,୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଜକିକିଆ ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ କ.ନୂଆଗାଁ…

ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଦୁଇ ଗୁରୁତର

ବାଣପୁର,୨ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ଛକ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ,…

ବ୍ରେକ୍‌ଅପ୍‌ ପରେ ଏକାଠି ନଜର ଆସିଲେ ଏହି ଯୋଡ଼ି

ମୁମ୍ବାଇ: ନିକଟରେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଦିଶା ପଟାନୀ ଏବଂ ଟାଇଗର ଶ୍ରଫଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦିଶା-ଟାଇଗର ସେମାନଙ୍କ ବ୍ରେକଅପ ପରେ ପ୍ରଥମଥର ପାଇଁ ସର୍ବସାଧାରଣରେ ଏକାଠି ନଜର ଆସିଛନ୍ତି। ଏହା ସହ ଜଡିତ ଏକ ଭିଡିଓ ସୋସିଆଲ…

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ, ରାତାରାତି ବିଗିଡ଼ିଯିବ ସମ୍ପର୍କ: ଚାଣକ୍ୟ

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି ହୁଅନ୍ତି। କିଛିଦିନ ପରେ ସେମାନେ ବିବାହ କରି କେତେ ବଡ଼ ଭୁଲ କରିଛନ୍ତି। ଅନୁତାପ…

ବ୍ଲକରେ ମହାଦୁର୍ନୀତି: ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ମୋରଡ଼ା,୨ା୭(ସ୍ମାରକ ମାଝି): ରବିବାର ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ପାକଟିଆ ପଞ୍ଚାୟତ ବ୍ଲକ କଂଗ୍ରେସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କଂଗ୍ରେସ ସମ୍ପାଦକ ପ୍ରଭାସକର ମହାପାତ୍ରଙ୍କ ନେତୃତ୍ୱରେ ବ୍ଲକର ୧୬ ପଞ୍ଚାୟତର ପୁରୁଖା କଂଗ୍ରେସ କର୍ମୀମାନେ ଏଥିରେ…

ବେଲୁନ୍‌ ପରି ଓଠ

ସୁନ୍ଦର ହେବା ପାଇଁ ସମସ୍ତେ ଚାହାନ୍ତି। ସେଥିପାଇଁ କିଏ ଘରୋଇ ଉପଚାରର ସାହାଯ୍ୟ ନିଅନ୍ତି ତ କିଏ ପାର୍ଲର ଯାଆନ୍ତି। ପୁଣି କିଏ ସର୍ଜରୀ କରାଇ କୃତ୍ରିମ ସୁନ୍ଦରତା ପାଇବାକୁ ଚେଷ୍ଟା କରନ୍ତି। ଏଇ ଯେମିତି ବୁଲଗେରିଆର ଆଣ୍ଡ୍ରିଆ ଇଭାନୋଭା। ସେ…

କମ୍ପ୍ୟୁଟର ହୁଡ ପ୍ରାଇଭେସି ସ୍କାର୍ଫ

କମ୍ପ୍ୟୁଟରରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଥାଉ। ତେଣୁ ବେଳେବେଳେ କାମ କରିବା ସମୟରେ ଆମେ ଏକାନ୍ତ ଚାହୁଁ। ଯେମିତିକି ସେହି ଗୁରୁତ୍ୱପୂର୍ଣ୍ଣ କାମକୁ ଅନ୍ୟ କେହି ନ ଦେଖନ୍ତୁ। ଏଇ ପ୍ରାଇଭେସିକୁ ନଜରରେ ରଖି ଲଣ୍ଡନର ରୟାଲ କଲେଜ୍‌ ଅଫ୍‌…

କୂଅ ସହ ବଗିଚାର ବାହାଘର

ଉତ୍ତର ପ୍ରଦେଶ, ବହରାଇଚ୍‌ ଜିଲ୍ଲାସ୍ଥ କଡ଼ସର୍‌ ବିଟୌରା ଗାଁରେ ହୋଇଥିବା ଏକ ଅଜବ ବିବାହର ଚର୍ଚ୍ଚା ଏବେ ଜୋର୍‌ ଧରିଛି। ଉକ୍ତ ବିବାହରେ ନା ଥିଲେ କେହି ବର ନା ଥିଲେ କନିଆ। ଭାବୁଥିବେ ତା’ହେଲେ ବାହା ହେଲେ କିଏ? ଅବିଶ୍ୱସନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri