Home Left

ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଦୁଇ ଶିଶୁଙ୍କୁ ଧରି ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

କେନ୍ଦୁଝର,୨୨ା୭(ନରେଶ ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଡ଼ା ପଞ୍ଚାୟତର ବଡ଼କୁମୁଣ୍ଡୁ ଗ୍ରାମର ଡିଲେଶ୍ୱର ମହାକୁଡ଼ ନାମକ ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଗତ ୧୮ ଜୁନ୍‌ ୨୦୨୨ରେ ସେ କାମ କରିବାକୁ ଯାଇଥିଲେ। ସେ ଅନ୍ୟମାନଙ୍କ ସହିତ…

ନିଯୁକ୍ତି ନ ମିଳିଲେ ଜୋରଦାର ହେବ ଆନ୍ଦୋଳନ

କେନ୍ଦୁଝର,୨୨ା୭(ନରେଶ ପଟ୍ଟନାୟକ): ନିଯୁକ୍ତି ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଓଡ଼ିଶା ଖଣି ନିଗମ, ଦୈତାରୀ ଆଗରେ ପ୍ରତିବାଦ ସଭା ପ୍ରଦର୍ଶନ କରିଛନ୍ତି। ଏହି ଖଣିରେ ୧୨୫୦ ଜଣ ନିଯୁକ୍ତି ପାଇଥିବା ବେଳେ ସେଥିରୁ ୩୫୦ଜଣ ସ୍ଥାୟୀ ଓ ୯୦୦ ଜଣ…

ଏହି ସ୍କୁଲରେ ସବୁ ଛାତ୍ରୀଛାତ୍ର ଦେଖିବାକୁ ଏକାପରି, ଜଣେ ଭୁଲ କଲେ ଆଉ ଜଣଙ୍କୁ ମିଳେ ଦଣ୍ଡ

କୁହାଯାଏ, ଏହି ଦୁନିଆରେ ସମାନ ଚେହେରାର ଅନେକ ଲୋକ ଅଛନ୍ତି, ଏହା ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ। ଯଦି ବିଶ୍ୱାସ ହେଉନି ତେବେ ଆଜି ଏମିତି କିଛି ଫଟୋ ଶେୟାର କରିବୁ ଯାହା ଦେଖିଲେ ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିବେ।…

ଟମାଟୋ ଖାଉଥିଲେ ଜାଣି ରଖନ୍ତୁ

ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ। -ଟମାଟୋରେ କ୍ୟାଲ୍‌ସିୟମ ଓ ଫସ୍‌ଫରସ୍‌ ରହିଥାଏ। ଏହା ହାଡ଼କୁ ମଜଭୂତ କରିଥାଏ। -ଟମାଟୋରେ ଭିଟାମିନ୍‌ ଏ ପ୍ରଚୁର ମାତ୍ରାରେ…

ରବିବାର ଖୋଲାଯିବ ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍‌

ସମ୍ବଲପୁର,୨୨।୭: ରବିବାର ସକାଳ ୯ଟାରେ ହୀରାକୁଦ ଡ୍ୟାମ୍‌ ଗେଟ୍‌ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲାଯିବ। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ…

କମେଡି ବାଦଶାହ ଚାର୍ଲି ଚାପଲିନଙ୍କ ଝିଅଙ୍କ ମୃତ୍ୟୁ

ଲୋକପ୍ରିୟ କଳାକାର ଏବଂ କମେଡିର ବାଦଶାହ ଚାର୍ଲି ଚାପଲିନ୍‌ଙ୍କ ନାଁ ତ ଶୁଣିଥିବେ। ହସେଇ ହସେଇ ବେଦମ କରୁଥିବା ଏହି କଳାକାର ଦର୍ଶକଙ୍କ ମନ କିଣି ନେଇଥିଲେ। ଜୀବନରେ ସବୁ ଅସୁବିଧା ଏବଂ ଯନ୍ତ୍ରଣାରେ ସେ ଲୋକଙ୍କୁ ହସାଇବାକୁ ଶିଖିଥିଲେ। ତେବେ…

ପୋଲ ଭୁଶୁଡିବା ଘଟଣା: ଏନ୍‌ଏଚଏଆଇ ଟିମ୍‌ର ଯାଞ୍ଚ

ଯାଜପୁର ୨୨।୭ (ରଞ୍ଜିତ ରାଉତ): ଯାଜପୁର କୁଆଖିଆ ଛକ ୧୬ ନମ୍ବର ଜାତୀୟ ରାଜପଥରେ ପୋଲ ଭୁଶୁଡିବା ଘଟଣାରେ ଏନ୍‌ଏଚଏଆଇର ଟିମ୍‌ ଶନିବାର ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରିଛନ୍ତି । ତେବେ ବିଶେଷଜ୍ଞ ଦଳ ଆସିବା ପୂର୍ବରୁ ଏନ୍‌ଏଚ୍‌ଏର ଆଞ୍ଚଳିକ…

କାଳିମେଘି ଗାଁରୁ ଚୋରି ଘଟଣା: ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଜବତ, ୪ ଗିରଫ

ବେଗୁନିଆପଡ଼ା,୨୨ା୭(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଓ କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ଏକ ଚୋରି ମାମଲାରେ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କୋଦଳା ପୋଲିସ। ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଗଠିତ ଏକ ପୋଲିସ ଟିମ୍‌…

କିଏ ଥିଲେ ଦୀପିକାଙ୍କ ପ୍ରଥମ କ୍ରଶ 

ବଲିଉଡ  ଅଭିନେତ୍ରୀ ଦୀପିକା ପାଦୁକୋନ  ତାଙ୍କ ସୁନ୍ଦର  ଅଭିନୟ ପାଇଁ  ଅନେକ ସମୟରେ    ଚର୍ଚ୍ଚାରେ ଥାଆନ୍ତି। ଦୀପିକା ରଣବୀର ସିଂଙ୍କୁ ବିବାହ କରିଥାଇ ପାରନ୍ତି, ମାତ୍ର ଏକ ସମୟ ଥିଲା ଯେତେବେଳେ ତାଙ୍କ ନାମ ଅନେକ ଅଭିନେତାଙ୍କ ଠାରୁ ମାରମ୍ଭ…

ଅପହରଣ ନୁହେଁ: ୨ ଭାଇଙ୍କୁ କର୍ଣ୍ଣାଟକ ପୋଲିସ ନେଇଛି

ଛତ୍ରପୁର,୨୨।୭(ସନ୍ତୋଷ ପାଢ଼ୀ): ଗଞ୍ଜାମ ଥାନା ଅଧୀନ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚା’ପାନ ଦୋକାନ କରିଥିବା ୨ ଦୁଇଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଶୁକ୍ରବାର ରାତିରେ କେହି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିବା…

୨୦୨୪-୨୫ ଶିକ୍ଷାବର୍ଷରୁ ଆଞ୍ଚଳିକ ଭାଷାରେ ପଢ଼ାଇବାକୁ ସିବିଏସ୍‌ଇର ଅନୁମତି

ନୂଆଦିଲ୍ଲୀ,୨୨ା୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏହାର ସ୍କୁଲ୍‌ଗୁଡ଼ିକରେ ଆଞ୍ଚଳିକ ଭାଷାରେ ପାଠ ପଢ଼ାଇବା ଲାଗି ଅନୁମତି ପ୍ରଦାନ କରିଛି। ଦେଶରେ ବହୁଭାଷୀୟ ଶିକ୍ଷାର ପ୍ରସାର ପାଇଁ ଏହା ଏକ ବଡ଼ ପଦକ୍ଷେପ। ପ୍ରାକ୍‌ ପ୍ରାଥମିକରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ…

ଦେଶରେ ମୁସଲମାନଙ୍କ ଜନସଂଖ୍ୟା ପ୍ରାୟ ୨୦ କୋଟି

ନୂଆଦିଲ୍ଲୀ,୨୨ା୭: ଭାରତରେ ମୁସଲମାନ ଜନସଂଖ୍ୟା ୨୦୨୩ରେ ୧୯.୭ କୋଟି ଆକଳନ କରାଯାଇଛି। ଲୋକ ସଭାରେ ତୃଣମୂଳ କଂଗ୍ରେସ ସଦସ୍ୟ ମାଲା ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନି ଏହା କହିଛନ୍ତି। ୨୦୧୧ରେ ଦେଶର ମୋଟ ଜନସଂଖ୍ୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri