Home Left

ପ୍ରଶାସନ ପକ୍ଷରୁ ତତ୍ପରତା: ବଙ୍ଗଭାଷୀଙ୍କୁ ମିଳିବ ସ୍ଥାୟୀ ଜମି ପଟ୍ଟା

ମହାକାଳପଡ଼ା,୫ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘର , ଖରିନାସୀ, ରାମନଗର ସମେତ ଅନ୍ୟ ବଙ୍ଗଭାଷୀ ଅଞ୍ଚଳରେ ସରକାରୀ ଜମି ଜମା ସମସ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ...

ଅଧିକାରୀଙ୍କ ଭୁଲ୍‌ ସର୍ଭେରୁ ଦାଦନ ପରିବାର ଆୟକରଦାତା

ନୂଆପଡ଼ା,୫ା୯ (ମକାରୁ ବେମାଲ):ଅଧିକାରୀଙ୍କ ଭୁଲ୍‌ ସର୍ଭେ ଯୋଗୁ ଏକ ଦାଦନ ପରିବାର ଆୟକରଦାତା ଭାବେ ପରିଗଣିତ ହେଉଛନ୍ତି। ଏହାର ବାସ୍ତବ ଚିତ୍ର ନୂଆପଡ଼ା ଜିଲା କୋମନା ବ୍ଲକ୍‌ କୋନାବିରା ପଞ୍ଚାୟତ ବିଲେଇଅଞ୍ଜର ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବିଲେଇଅଞ୍ଜର...

ଭାରତରେ ବଡ଼ ନିବେଶ କରିଛି ଏହି କମ୍ପାନୀ, ଟ୍ରମ୍ପ ପଚାରିଲେ -ଆମେରିକାରେ କେତେ ନିବେଶ କରିବେ?

ନୂଆଦିଲ୍ଲୀ,୫।୯: ହ୍ୱାଇଟ ହାଉସରେ ଆୟୋଜିତ ଏକ ରାତ୍ରିଭୋଜରେ ସିଲିକନ ଭ୍ୟାଲିର ଶୀର୍ଷ ଟେକ୍ନୋଲୋଜି ଲିଡରଙ୍କୁ ନେଇ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସିଧାସଳଖ ପ୍ରଶ୍ନ ପଚାରିଛନ୍ତି: ଆମେରିକାର ବୃହତ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଦେଶରେ କେତେ ନିବେଶ କରୁଛନ୍ତି? ଆପଲ,...

ପ୍ରସିଦ୍ଧ ଦେବଗଡ ଗଣେଶ ମେଳା: ଏତିକି ଟଙ୍କାରେ ନିଲାମ ହେଲା ଶ୍ରୀଗଣେଶଙ୍କ ଆଶୀର୍ବାଦ ଲଡୁ

ଦେବଗଡ,୫।୯(ଶଶାଙ୍କ ଶେଖର ଝାଙ୍କର):ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବଗଡ ଗଣେଶ ମେଳାର ନବମ ଦିନରେ ଶ୍ରୀଣେଶଙ୍କ ଆଶୀର୍ବାଦ ଲଡୁ ନିଲାମ ହୋଇଛି। ଏହି ନିଲାମରେ ଭାଗ୍ୟଶାଳୀ ବିଜେତା ଭାବେ ଦୁବାଇରେ ରହୁଥିବା ‘ପାୱାର ଅଫ ଷ୍ଟକ୍ସ’ର ସିଇଓ କଲା ଗ୍ରାମର ଶୁଭାଶିଷ...

ପାରିବାରିକ ସମ୍ପତ୍ତି ବିଭାଜନ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଡିଏନଏ ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବନି

କଟକ,୫।୯: ଓଡ଼ିଶା ହାଇକୋର୍ଟ ନିକଟରେ ରାୟ ଦେଇଛନ୍ତି ଯେ ପାରିବାରିକ ସମ୍ପତ୍ତି ବିଭାଜନ ମାମଲାରେ ଜଣେ ପକ୍ଷକୁ ତାଙ୍କର ପିତୃତ୍ୱ ନିର୍ଣ୍ଣୟ ପାଇଁ ଡିଏନଏ ପରୀକ୍ଷା କରିବାକୁ ବାଧ୍ୟ କରିବା ଅନୁଚିତ ଏବଂ ଏହା ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ...

ଗୋମାଂସ ବିକ୍ରି ପାଇଁ ପ୍ରସ୍ତୁତିବେଳେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୬ ଅଟକ

ଦେବଗଡ,୫।୯(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା ତଥା ତିଲେଇବଣି ବ୍ଲକ ଅନ୍ତର୍ଗତ କେନ୍ଦେଇଜୁରୀ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଉକ୍ତ ଗ୍ରାମର ୬ ଜଣ ଯୁବକଙ୍କୁ ଥାନାକୁ ନେଇ ଅଟକ ରଖିବା ସହ ପଚରାଉଚରା ଚଳାଇଛି । ସାଇଣ୍ଟିଫିକ୍‌...

ଅଭିଯୁକ୍ତଙ୍କ ଘରେ ପୀଡ଼ିତାଙ୍କୁ ପୁଣି ବଳାତ୍କାର: ପୂରା ଘଟଣା ଜାଣିଲେ…

ଭୋପାଳ,୫ା୯:ମଧ୍ୟପ୍ରଦେଶରେ ବଳାତ୍କାର ହୋଇଥିବା ଜଣେ ନାବାଳିକାଙ୍କୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ଅଭିଯୁକ୍ତଙ୍କ ପରିବାରକୁ ପଠାଇଥିବାବେଳେ ସେଠାରେ ସେ ପୁନର୍ବାର ବଳାତ୍କାରର ଶିକାର ହୋଇଛନ୍ତି। ଏହି ମାମଲାରେ ପନ୍ନା ଜିଲା ପୋଲିସ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସମେତ ମହିଳା...

ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସମ୍ପର୍କ ‘ଏବେ ନାହିଁ’, ବିଶ୍ୱ ନେତାଙ୍କୁ ଚେତାବନୀ

ନ୍ୟୁୟର୍କ/ୱାଶିଂଟନ,୫।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ ଥିଲା, କିନ୍ତୁ “ଏବେ ତାହା ନାହିଁ,” ବୋଲି ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ଉପଦେଷ୍ଟା ଜନ ବୋଲ୍ଟନ କହିଛନ୍ତି। ସେ...

ଦେଶରେ ଶିଶୁ ମୃତ୍ୟୁହାର ୨୫କୁ ହ୍ରାସ: ୧୦ ବର୍ଷ ମଧ୍ୟରେ ମୃତ୍ୟୁହାର ୩୭.୫% କମିଛି

ନୂଆଦିଲ୍ଲୀ,୫।୯(ପି.ଟି.):ଦେଶରେ ଶିଶୁ ମୃତ୍ୟୁ ହାର (ଆଇଏମ୍‌ଆର୍‌) ୨୦୧୩ରେ ୪୦ ଥିବାବେଳେ ଏବେ ତାହା ୨୫କୁ ହ୍ରାସ ପାଇଛି। ଅର୍ଥାତ୍‌ ୧୦ ବର୍ଷ ମଧ୍ୟରେ ମୃତ୍ୟୁହାର ୩୭.୫% କମିଛି। ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ଦ୍ୱାରା ଜାରି ୨୦୨୩ର ନମୁନା ପଞ୍ଜୀକରଣ...

ଗୁରୁ ଦିବସ: ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଚିନ୍ତାଧାରା ଜୀବନରେ ଆଣେ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିବର୍ଷ ସେପ୍ଟେମ୍ବର ୫ରେ ଭାରତରେ ଶିକ୍ଷକ ଦିବସ ବା ଗୁରୁ ଦିବସ ପାଳନ କରାଯାଏ। ଏହି ଦିନ ଦେଶର ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ହୋଇଥିଲା। ଡକ୍ଟର ରାଧାକୃଷ୍ଣନ ଜଣେ ମହାନ ଦାର୍ଶନିକ, ଶିକ୍ଷକ, ଲେଖକ ଏବଂ...

ନୂଆଦିଲ୍ଲୀରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ…

ଭୁବନେଶ୍ୱର,୪।୯: ନୂଆଦିଲ୍ଲୀରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଓଡ଼ିଶା ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ...

ବଡ଼ ନିଷ୍ପତ୍ତି ନେଲେ ନବୀନ, ମହିଳାଙ୍କୁ ପୁଣି ଗୁରୁଦାୟିତ୍ୱ

ଭୁବନେଶ୍ୱର,୪।୯: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର ଏକ ବଡ ଘୋଷଣା କରିଛନ୍ତି। ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପୁଣି ଦାୟିତ୍ୱ ଦିଆଯାଇଛି। ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri