ଶୋଇଥିବା ବେଳେ ଛାତ୍ରଙ୍କ ଆଖିରେ ଫେବିକୁଇକ ଅଠା ଲଗାଇଦେଲେ ସହପାଠୀ, ତା’ପରେ…
ଫୁଲବାଣୀ, ୧୨।୯(ରାକେଶ କୁମାର ରାଉତ): ସହପାଠୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ୭ ଛାତ୍ର । ଶୋଇଥିବା ବେଳେ ଆଖିରେ ଫେବିକୁଇକ ଅଠା ମାରି ଦେଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କନ୍ଧମାଳ ଜିଲା ଫିରିଙ୍ଗିଆ...
ଛଣଗିରି ସୁନା ଦୋକାନ ଲୁଟ ଘଟଣା: ପୁଣି ୨ ଅଭିଯୁକ୍ତ ଗିରଫ, ୧କେଜି ୧୩ ଗ୍ରାମ ସୁନା, ୨୨୩୧ ଗ୍ରାମ ରୂପା ଜବତ
ଖୋର୍ଦ୍ଧା,୧୨।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଛଣଗିରିସ୍ଥିତ ସାଇ ସୋନୁ ସୁନା ଦୋକାନରୁ ଲୁଟ ଘଟଣାରେ ଶୁକ୍ରବାର ପୋଲିସକୁ ପୁଣି ସଫଳତା ମିଳଛି। ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧କେଜି ୧୩ଗ୍ରାମ ସୁନା, ୨୨୩୧...
ଦନ୍ତାର ମୃତଦେହ ଠାବ: ମୃତ୍ୟୁର କାରଣ ଅସ୍ପଷ୍ଟ
ଦେବଗଡ଼,୧୨।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ରିଆମାଳ ବନାଞ୍ଚଳ ପଳସମା ସେକ୍ସନ କୋହ୍ଲବସା ପଞ୍ଚାୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଚିରଗୁଣିକୁଦର ନୁଆଁକଟାଠାରେ ଶୁକ୍ରବାର ଏକ ଦନ୍ତାହାତୀ ମୃତ୍ୟୁ ଘଟିଥିବା ଜନସାଧାରଣ ଦେଖିଥଲେ। ସେମାନେ ବନବିଭାଗକୁ...
ନଦୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧା, ମିଳୁନି ପତ୍ତା
ବରୀ,୧୨(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ମହାକାଳପଡ଼ା ପଂଚାୟତ ଅଧିନସ୍ଥ ନିଳାପଦା ଗ୍ରାମର ତିଲୋତ୍ତମା ସିଂ (୭୬)ବର୍ଷ ନାମକ ବୃଦ୍ଧା ବିରୂପା ନଦୀକୁ ଦିନ ୧୧ଟା ବେଳେ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବରୀ...
୧୧ ବର୍ଷପରେ ଭଞ୍ଜଭବନ ପରିସର ଜବରଦଖଲ ଉଚ୍ଛେଦ କଲା ଆର୍ଏସପି
ରାଉରକେଲା,୧୨।୯(ସଂଗୀତା ଜେନା): ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ ଭଞ୍ଜ ଭବନ, ଆଦର୍ଶ ପାଠାଗାର ଏବଂ ଭଞ୍ଜ କଳା କେନ୍ଦ୍ର ସମେତ ସମଗ୍ର ପରିସରକୁ ଦଖଲ କରିଛନ୍ତି। ଏହା ବହୁ ଦିନ ଧରି ଲିଜରେ ଥିଲା। ପାଠାଗାର, ସାହିତ୍ୟ ଘର, ପ୍ରେଖ୍ୟାଳୟ...
ଆସୁଛି କି ବଡ଼ ବିପଦ ଅବା ମାହାମାରୀ? କାହିଁକି ରାଜ୍ୟକୁ ଆଲର୍ଟ କଲେ ସ୍ବାସ୍ଥ୍ୟ ବିଭାଗ? ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୧୨।୯: ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ରାଜ୍ୟ ଏବେ ବନ୍ୟାରେ ବୁଡ଼ି ରହିଛି। କେନ୍ଦ୍ର ସରକାରଙ୍କ ବ୍ୟତୀତ ରାଜ୍ୟ ସରକାରମାନେ ମଧ୍ୟ ଏହି ବିପର୍ଯ୍ୟୟର ମୁକାବିଲା କରିବାରେ ଲାଗିପଡ଼ିଛନ୍ତି। ତଥାପି, ଏବେ ପୁଣି ଥରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...
ଜିଏସ୍ଟି ୨.୦ ପୂର୍ବରୁ ୪୦% ଭାରତୀୟ କେବଳ ଖାଦ୍ୟ କିଣିବାରେ ସକ୍ଷମ ଥିଲେ: ସର୍ଭେ
କେସିଙ୍ଗା,୧୨।୯: ଜିଏସ୍ଟି ପରିଷଦ ଘୋଷଣା କରିଥିବା ଜିଏସ୍ଟି ହାର ହ୍ରାସ, ଯାହା ୨୨ ସେପ୍ଟେମ୍ବରରୁ କାର୍ଯ୍ୟକାରୀ ହେବ, ଭାରତୀୟ ଗ୍ରାହକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। କିନ୍ତୁ ପିଡବ୍ଲ୍ୟୁସି ଇଣ୍ଡିଆର ‘ଭଏସ୍ ଅଫ୍ ଦି କନଜ୍ୟୁମର ୨୦୨୫’ ରିପୋର୍ଟ ଅନୁଯାୟୀ,...
ନେପାଳ ବିକ୍ଷୋଭରେ ଏହି ଭାରତୀୟ କମ୍ପାନୀ କ୍ଷତିଗ୍ରସ୍ତ, ବିସ୍କୁଟଠାରୁ ଆରମ୍ଭ କରି…
କାଠମାଣ୍ଡୁ/ନୂଆଦିଲ୍ଲୀ,୧୨ା୯: ନେପାଳରେ ହିଂସା ଏବେ ବି ଜାରି ରହିଛି। ଦେଶର ଅନେକ ସ୍ଥାନରେ ବିଶେଷକରି ରାଜଧାନୀ କାଠମାଣ୍ଡୁରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି। ସେନା ସମଗ୍ର ଦେଶର ନିୟନ୍ତ୍ରଣ ନିଜ ହାତକୁ ନେଇଛି। ଏହା ପରେ ପରିସ୍ଥିତିରେ ଟିକିଏ ଉନ୍ନତି...
ଯୌତୁକ ଫେରାଅ,: ଜ୍ୱାଇଁ ଘର ଆଗରେ ମୃତଦେହ ରଖି ଆନ୍ଦୋଳନ କଲେ ପରିବାର ଲୋକେ
କେସିଙ୍ଗା,୧୨।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ଜଗନ୍ନାଥ ସାହୁଙ୍କ ସ୍ତ୍ରୀ କ୍ଷୀରବତୀ ସାହୁ(୨୩)କୁ ବିଷ ଦେଇ ମାରିଥିବା ନେଇ ଶ୍ୱଶୁର ଘରର ପରିବାର ଲୋକେ ଜ୍ବାଇଁ ଘର ସମ୍ମୁଖରେ ମୃତଦେହ ରଖି ଶୁକ୍ରବାର ଆନ୍ଦୋଳନ...
ନେପାଳ ନିଆଁରେ ଜଳିଗଲେ ଭାରତୀୟ ମହିଳା
ନୂଆଦିଲ୍ଲୀ,୧୨।୯: ନେପାଳରେ ଜେନ-ଜେଡର ଆନ୍ଦୋଳନ ସମୟରେ, ଗାଜିଆବାଦର ଏକ ପରିବାରର ଧାର୍ମିକ ଯାତ୍ରା ଏକ ଦୁଃଖଦ ପରିସ୍ଥିତିରେ ପରିଣତ ହୋଇଥିଲା। ପ୍ରକୃତରେ, କାଠମାଣ୍ଡୁର ଯେଉଁ ବିଳାସପୂର୍ଣ୍ଣ ହୋଟେଲରେ ପରିବାର ରହୁଥିଲେ ତାହାକୁ ପ୍ରତିବାଦକାରୀମାନେ ପୋଡ଼ି ଦେଇଥିଲେ। ଏହି ଦୁର୍ଘଟଣାରେ ଜଣେ...
ଭିଜିଲାନ୍ସ ଜାଲରେ ଜିଲା ଶ୍ରମ ଅଧିକାରୀ
ନୟାଗଡ଼,୧୨।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶ୍ରମ ଅଧିକାରୀ ଚିତ୍ତ ରଞ୍ଜନ ରାଉତ ଶୁକ୍ରବାର ଭିଜିଲାନ୍ସ ଜାଲ ପଡିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ମୁତାବକ, ନୟାଗଡ଼ ବ୍ଲକ...
ସ୍ଥାୟୀ ନିଯୁକ୍ତି ଦାବି: କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଲେ ମହାବିଦ୍ୟାଳୟ ଅସ୍ଥାୟୀ ଅଧ୍ୟାପକ
ବାଙ୍କୀ, ୧୨।୯ (ଶୁଭେନ୍ଦୁ ମହାପାତ୍ର) : ଓଡିଶା ରାଜ୍ୟ ବେସରକାରୀ କଟକ ଜିଲ୍ଲା କର୍ମଚାରୀ ସଂଘ ଆହ୍ବାନ କ୍ରମେ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଅଂଶୁପା ସ୍ନାତକ ବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମାନେ କଲମ...
Archives


