ସ୍ତ୍ରୀଙ୍କୁ ବିଷ ଦେଇ ମାରିଦେବା ଘଟଣା, ସ୍ବାମୀଙ୍କୁ କୋର୍ଟ ଚାଲାଣ
କେସିଙ୍ଗା,୧୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ଶାଶୁଘର ଆଗରେ ମୃତଦେହ ରଖି ମୃତା ମହିଳାଙ୍କ ବାପଘର ଲୋକେ ଶୁକ୍ରବାର ଆନ୍ଦୋଳନ କରିଥିଲେ। ସୂଚନାଅନୁସାରେ, ଏମ. ରାମପୁର ଥାନା ବାଞ୍ଜିପଦର ( ସାପଲହରା) ଗ୍ରାମର...
ସିଲେଇ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ
ଜେ କେ ପୁର,୧୩।୯(ରାଜେଶ ବିଶ୍ବାଳ): ରାଜ୍ୟ ରାଜପଥ ନିକଟସ୍ଥ ଜେ କେ ପୁର କମ୍ପାନୀ ରୋଡରେ ଶୁକ୍ରବାର ରେମିନିଟ୍ରେ ସାଇ କ୍ଲିନିକ ନିକଟସ୍ଥ ଏକ ଟେଲରିଂ ସାମଗ୍ରୀ ବିକ୍ରୟ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୋକାନ ମାଲିକ ଏମ. ଗୌରୀଶଙ୍କର...
ନିର୍ଯାତନା ନେଇ ଥାନାର ଦ୍ୱାରସ୍ଥ ହେଲେ ଆଦିବାସୀ
ନୂଆପଡ଼ା,୧୩ା୯ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ଭଇଁଷାଦରା ଗାଁରେ ଆଦିବାସୀଙ୍କୁ ଉପରେ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଗ୍ରାମବାସୀ ଧରମବନ୍ଧା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ଭଇଁଷାଦରା ଗାଁରେ ମିର୍ଦ୍ଧା, ଗଣ୍ଡ, ଗଉଡ, ହରିଜନ, ସାହୁ,...
ପୁଟିନ୍ ଅମାନିଆ, ଟ୍ରମ୍ପ୍ଙ୍କ ଧୈର୍ଯ୍ୟଚ୍ୟୁତି
ମସ୍କୋ/ଓ୍ବାଶିଂଟନ୍,୧୩ା୯: ସାଢ଼େ ୩ ବର୍ଷ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧର ଅବସାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉଦ୍ୟମରୁ କୌଣସି ସୁଫଳ ନ ମିଳିବାରୁ ଶାନ୍ତି ଆଲୋଚନା ବନ୍ଦ କରିବାକୁ ଶୁକ୍ରବାର କ୍ରେମ୍ଲିନ ନିଷ୍ପତ୍ତି ନେଇଛି। ଅଚଳାବସ୍ଥା ଦୂରକରିବା...
ମଦଭାଟି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ: ଦାବିକୁ ଅଣଦେଖା କଲେ ଆନ୍ଦୋଳନ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡ଼େନ ବ୍ଲକ ରେଶମ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପଦର ଏବଂ ନନ୍ଦିନୀପୁର ଗ୍ରାମ ସଂଲଗ୍ନରେ ଏକ ଦେଶୀମଦ ବ୍ରାଞ୍ଚଭାଟି ଖୋଲାଯାଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଶୁକ୍ରବାର ଉଭୟ ଇଚ୍ଛାପଦର...
ଗଣେଶ ଭସାଣି ଶୋଭାଯାତ୍ରାରେ ମାଡ଼ିଗଲା ଟ୍ରକ୍: ୮ ମୃତ, ୨୦ ଗୁରୁତର
ହାସନ (କର୍ନାଟକ), ୧୩ା୯: କର୍ନାଟକ ହାସନ ଜିଲାର ଏକ ଗାଁରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଶୋଭାଯାତ୍ରା ମଧ୍ୟକୁ ଏକ ଟ୍ରକ୍ ମାଡ଼ିଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି।...
ଲଘୁଚାପ ସକ୍ରିୟ: ଆଉ ୨ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର, ୧୩ା୯ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିହୋଇଛି। ଏଥିସହ ଏକ ଘୂର୍ଣ୍ଣିବଳୟ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଏବେ ରାଜ୍ୟ ଉପରେ ବିଭିନ୍ନ...
ପ୍ରଦୂଷଣମୁକ୍ତ ବାୟୁ ଦେଶବାସୀଙ୍କ ଅଧିକାର
ନୂଆଦିଲ୍ଲୀ,୧୩ା୯: ଦେଶର ବିଭିନ୍ନ ସହରରେ ଶୀତଦିନେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରୁଥିବାବେଳେ ଦୀପାବଳି ପରେ ସ୍ଥିତି ଗମ୍ଭୀର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କିଛିବର୍ଷ ହେଲା ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ବାଣ ଫୁଟାଇବା...
ସ୍ବାମୀ,୨ ପିଲାଙ୍କୁ ଛାଡ଼ି ଫେରାର ହୋଇଥିଲେ ମହିଳା; ସରକାରୀ ଚାକିରି ମିଳିବା ପରେ ଘରୁ ବାହାର କରିଦେଲେ ପ୍ରେମିକ; ଏବେ…
ବେଙ୍ଗାଲୁରୁ,୧୨।୯: ସାତ ଦୀପକୁ ସାଖୀ ରଖି ବିବାହ କରିଥିଲେ। ହେଲେ ପ୍ରେମରେ ପଡ଼ିବା ପରେ ସବୁକିଛି ଭୁଲିଗଲେ। ସ୍ବାମୀ ଏବଂ ପିଲାଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଭାବିଥିଲେ ସୁଖର ସଂସାର ପୁଣି କରିବେ। ହେଲେ କିଛି ଭିନ୍ନ...
ଏସିଆ କପ୍ରେ ଭାରତ-ପାକିସ୍ତାନ ଲଢ଼େଇ: କେଉଁଠି, କେବେ, କିଭଳି ଦେଖିବେ ଏହି ହାଇ ଭୋଲ୍ଟେଜ୍ ମୁକାବିଲା…
ନୂଆଦିଲ୍ଲୀ,୧୨।୯: ଏସିଆ କପ ୨୦୨୫ରେ ଭାରତୀୟ କ୍ରିକେଟ ଟିମ୍ ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନ ସହ ମୁକାବିଲା କରିବ। ଉଭୟ ଦଳ ଗ୍ରୁପ-ଏରେ ଅଛନ୍ତି ଏବଂ ଏହା ଉଭୟଙ୍କ ପାଇଁ ଦ୍ୱିତୀୟ ମ୍ୟାଚ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ...
ଗାଁ ପୋଖରୀକୁ ଯାଇ ଆଉ ଫେରିଲେନି ଦୁଲି: ସତେ ଯେମିତି ଅନେଇ ବସିଥିଲା…
ମୋରଡ଼ା,୧୨ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ତଥା ବଡ଼ାମପୁର ଫାଣ୍ଡି ଅଧୀନ ସାନମାଣିଦା ପଞ୍ଚାୟତର କୁଚିଆଶୋଳ ଗାଁ ପୋଖରୀରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତା ମହିଳା ଜଣକ ହେଲେ ସେହି ଗ୍ରାମର ଦଲ ଟୁଡୁ...
ହଠାତ୍ ହାଟରେ ପଶିଲା ହାତୀ: ଯାହାକଲା ଭିଡିଓ ହୋଇଗଲା ଭାଇରାଲ
ମୋରଡ଼ା,୧୨ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ି ଚାଲିଛି। ୪ ଦିନ ତଳେ ଉକ୍ତ ରେଞ୍ଜ ଅଧୀନ ଗାଁ ଅମର୍ଦା ସାପ୍ତାହିକ ହାଟ ଚାଲିଥିବା ବେଳେ ଏକ ଦନ୍ତା ହାତୀ ପଶି ଉପଦ୍ରବ ଚଳାଇବା...
Archives


