Home Left

ଏନଏସି ଘୋଷଣା ଦାବି ନେଇ ୧୨ ଘଣ୍ଟିଆ ସଇଁତଳା ବନ୍ଦ, ରାଜ୍ୟ ସରକାରଙ୍କୁ ଦେଲେ ଏମିତି ଚେତାବନୀ

ବଲାଙ୍ଗୀର/ସଇଁତଲା ,୧୬/୯ (ସୁନିଲ ମହାନ୍ତି,ରାଖାଲ ପ୍ରାସାଦ ଶତପଥୀ) : ସଇଁତଳାକୁ ଏନଏସି ଘୋଷଣା ଦାବି ନେଇ ମଙ୍ଗଳବାର ୧୨ ଘଣ୍ଟିଆ ସଇଁତଲା ବନ୍ଦ ପାଳନ କରାଯାଇଛି। ବିଜେଡି ସରକାର ଅମଳରେ ସଇଁତଲାକୁ ଏନଏସି କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ...

ସତରେ କ’ଣ ଶାଢି ପିନ୍ଧା 3D ଫଟୋ ଉଠାଇଲେ ଲିକ ହେଉଛି ଲୋକେଶନ? ଜାଣନ୍ତୁ ଏହାର ସତ୍ୟତା

ନୂଆଦିଲ୍ଲୀ,୧୬।୯: ଗତ କିଛି ଦିନ ଧରି, ଗୁଗୁଲର ଜେମିନି ଏଆଇ ଫଟୋସର ନାନୋ ବାନାନା ଫିଚର ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହେଉଛି। ଏହି ଫିଚର ବ୍ୟବହାର କରି ଅନେକ ଲୋକ ସେମାନଙ୍କର ଫଟୋକୁ 3D ମଡେଲ, ରେଟ୍ରୋ ଶାଢ଼ି...

ପାଣ୍ଡଆନଙ୍କୁ ନେଇ ସାଂଘାତିକ କଥା କହିଦେଲେ ଶ୍ରୀମୟୀ, କହିଲେ କିଛି ସନ୍ନ୍ୟାସୀ…

ଭୁବନେଶ୍ୱର,୧୬।୯: ‘ଧୃତରାଷ୍ଟ୍ର’ ଆକ୍ଷେପ ପରେ ପାଣ୍ଡଆନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର। ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ବିଷୟ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଟାର୍ଗେଟ୍‌ କରିଛନ୍ତି। ଶ୍ରୀମୟୀ କହିଛନ୍ତି, ସନ୍ନ୍ୟାସୀ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ସନ୍ଥ,...

ରାଗିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ, କହିଲେ ଯେମିତି ମେ’ରେ ଅପମାନ ସହିବାକୁ ପଡ଼ିଥିଲା…

ଇସଲାମାବାଦ,୧୬।୯: ଏସିଆ କପ ଟି-୨୦ ମ୍ୟାଚରେ ପାକିସ୍ତାନୀ କ୍ରିକେଟ ଦଳ ସହିତ ଭାରତୀୟ ଖେଳାଳିମାନେ ହାତ ମିଳାଇ ନ ଥିବାରୁ ଆରମ୍ଭ ହୋଇଥିବା ବିବାଦରେ ପାକିସ୍ତାନର ରାଜନେତାମାନେ ମଧ୍ୟ ଡେଇଁ ପଡ଼ିଛନ୍ତି। ଅପରେଶନ ସିନ୍ଦୂର ସମୟରେ ଅଜବ ବୟାନ ଦେଇ...

ଆଉ ୩ ଦିନ ପ୍ରବଳ ବର୍ଷା! ୪ ଜିଲାକୁ ୟେଲୋ ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୧୬।୯: ରାଜ୍ୟରେ ଆଗାମୀ ୩ ଦିନ ଯାଏ ବର୍ଷା ହେବାର ସମ୍ଭାବନା। ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏନେଇ ଆଜି...

ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ ନୂଆ ଟୁଇଷ୍ଟ, ହାତ ମିଳାଇବାର ଫଟୋ ଭାଇରାଲ, ଏହି ୨ ଖେଳାଳି…

ନୂଆଦିଲ୍ଲୀ,୧୬।୯: କ୍ରିକେଟ ଏସିଆ କପ (ଏସିଆ କପ ୨୦୨୫)ର ୧୭ତମ ସଂସ୍କରଣ ଚାଲିଛି, ଗ୍ରୁପ ପର୍ଯ୍ୟାୟ ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି କିନ୍ତୁ ଏହି ସମୟରେ ହାତ ମିଳାଇବା ବିବାଦ ଖବରରେ ଅଛି। ପ୍ରକୃତରେ, ମ୍ୟାଚ ପରେ ଭାରତୀୟ...

TMC-BJP ମଧ୍ୟରେ କୌଣସି ଝଗଡା ହୋଇନାହିଁ? ଏମିତି କାହିଁକି କହିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କେନ୍ଦ୍ରର ଭାଜପା ସରକାରଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧ ଏକ ପୁରୁଣା କଥା। ୨୦୨୬ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହିତ ଏହି ତିକ୍ତତା ବୃଦ୍ଧି ପାଇଛି। କିନ୍ତୁ ପଡ଼ୋଶୀ ଦେଶ ନେପାଳରେ...

ବାଦଲ ଫଟା ବର୍ଷାରେ ବେହାଲ ଡେରାଡୁନ

ଡେରାଡୁନ,୧୬।୯: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନର ସହସ୍ତ୍ରଧାରାରେ ବାଦଲ ଫାଟିବା ଯୋଗୁ ଅନେକ ହୋଟେଲ ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ସହସ୍ତ୍ରଧାରାରେ ରାତି ୧୧ଟାରେ ହଠାତ ବାଦଲ ଫାଟିବା ଭଳି ବର୍ଷା ହୋଇଥିଲା ଏବଂ ବହୁ ପରିମାଣର କ୍ଷୟକ୍ଷତି ହୋଇଥିବା ସୂଚନା...

ଲାଞ୍ଚ ନେଇ ଧରାପଡିଥିଲେ OAS ଟପ୍ପର ଅଶ୍ୱିନୀ ପଣ୍ଡା, ଏବେ ସସ୍‌ପେଣ୍ଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୬।୯: ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ରାଜ୍ୟ ସରକାର ସସ୍‌ପେଣ୍ଡ କରିଛନ୍ତି । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ଟିମ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ରେ ଟପ୍ପର ହୋଇଥିବା ଅଶ୍ୱିନୀ କୁମାର ପଣ୍ଡା ଗତ...

ଭାରତ ବିରୁଦ୍ଧରେ ବଡ଼ ଷଡ଼ଯନ୍ତ୍ର! ଚାଇନା ସହ ମିଶି ପାକିସ୍ତାନ କଲା…

ନୂଆଦିଲ୍ଲୀ,୧୬।୯: ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ତାଙ୍କର ୧୦ ଦିନିଆ ଚାଇନା ଗସ୍ତ ସମୟରେ ସେଠାରେ ଏକ ଗୁପ୍ତ ଏବଂ ଉନ୍ନତ ସାମରିକ କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ। ସେ ଏହି କମ୍ପ୍ଲେକ୍ସ ପରିଦର୍ଶନ କରିବାରେ ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ...

ଆୟକର ରିଟର୍ନର ଶେଷ ତାରିଖ ଆଉ ଗୋଟିଏ ଦିନ ବୃଦ୍ଧି, ITR ଫାଇଲ କରିବାର ଆଜି ଶେଷ ସୁଯୋଗ

ନୂଆଦିଲ୍ଲୀ,୧୬।୯: ଆର୍ଥିକ ବର୍ଷ ୨୦୨୫ (ଆକଳନ ବର୍ଷ ୨୦୨୫-୨୬) ପାଇଁ ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଯେଉଁ କରଦାତାମାନେ ଏପର୍ଯ୍ୟନ୍ତ ଆୟକର ରିଟର୍ନ ଦାଖଲ କରିପାରି ନାହାଁନ୍ତି, ସେମାନଙ୍କୁ ଆଜି...

ଜୀବିତଙ୍କୁ ମୃତ ଦର୍ଶାଇ ପ୍ରତିପକ୍ଷଙ୍କୁ ଜମି ପଟା ପ୍ରଦାନ କରିବା ତହସିଲଦାରଙ୍କୁ ପଡିଲା ମହଙ୍ଗା, ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସମ୍ବଲପୁର,୧୬।୯(ପ୍ରମୋଦ ବହିଦାର): ସମ୍ବଲପୁର କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜମିଜମା ମାମଲାରେ ପକ୍ଷପାତିତା କରିଥିବା ଅଭିଯୋଗରେ ରାଜସ୍ବ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି। ଏଭଳି ପକ୍ଷପାତିତାରେ ଶିକାର ହୋଇଥିବା ରାଜେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri