୪୫ ମିନିଟ୍ର ପାସ୍ ଥିଲା,କେମିତି ରହିଲେ ୨ ଘଣ୍ଟା: ସଂସଦରେ ସୁରକ୍ଷା ତ୍ରୁଟି ଉପରେ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ,୧୩।୧୨: ସଂସଦରେ ସୁରକ୍ଷା ତ୍ରୁଟି ସମ୍ପର୍କରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ବୈଠକରେ ସୁରକ୍ଷା ପ୍ରୋଟୋକଲରେ ତ୍ରୁଟି ଥିବା ଅନେକ ବିରୋଧୀ ଦଳର ନେତା ଦର୍ଶାଇଛନ୍ତି। ସୂତ୍ରରୁ…
ସଂସଦ ଦର୍ଶକ ଗ୍ୟାଲେରୀରୁ ଡେଇଁଥିଲେ ମନୋରଞ୍ଜନ, ଏବେ ଚମକାଇଲା ବାପାଙ୍କ ପ୍ରତିକ୍ରିୟା…
ନୂଆଦିଲ୍ଲୀ,୧୩।୧୨: ଲୋକ ସଭାରେ ବୁଧବାର ୨ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ହଙ୍ଗାମା କରିଥିଲେ। ଉଭୟଙ୍କ ପରିଚୟ ସାଗର ଏବଂ ମନୋରଞ୍ଜନ ଭାବେ ହୋଇଛି। ଦୁହେଁ ହଠାତ୍ ଗ୍ୟାଲେରୀରୁ ଡେଇଁ ପଡ଼ି ଧୂଆଁ ଛାଡ଼ିବା ଯୋଗୁ ଗୃହରେ ଭୟର ବାତାବରଣ…
ଆସନ୍ତାକାଲି କୋରାପୁଟରେ ଗଡ଼ିବ ୪୮ ଲକ୍ଷ୍ମୀ ବସ୍, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
କୋରାପୁଟ,୧୩ା୧୨(ଅମିତାଭ ବେହେରା): କୋରାପୁଟ ଜିଲାରେ ଗୁରୁବାରଠାରୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ଯୋଜନା। କୋରାପୁଟସ୍ଥିତ ଲାଣ୍ଡିଗୁଡ଼ା ସରକାରୀ ମହାବିଦ୍ୟାଳୟଠାରେ ଆୟୋଜିତ ଏହି ବସ୍ ଶୁଭାରମ୍ଭ ଉତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ,…
ସବ୍-ଇନ୍ସପେକ୍ଟର ସ୍ବାଗତିକାଙ୍କ ମୃତ୍ୟୁକୁ ପୂରିଲା ବର୍ଷେ ୩ ମାସ: ମିଳିଲାନି ବ୍ୟବଚ୍ଛେଦ ରିପୋର୍ଟ
ନିରାକାରପୁର,୧୩ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ପାଣ୍ଡବପାଟଣା ଗ୍ରାମର ସ୍ବାଗତିକା ବେହେରାଙ୍କ ଫୁଲବାଣୀ ଜିଲାର ଜି-ଉଦୟଗିରି ଆଦର୍ଶ ଥାନାରେ ସବ୍-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବା ବେଳେ ୨୦୨୨ ଅଗଷ୍ଟ ୨୭ରେ ଥାନା ପରିସରରେ ଥିବା ନିଜ କ୍ୱାର୍ଟର୍ସରେ ସନ୍ଦେହଜନକ…
ହାଇଓ୍ବା-କାର୍ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ୩ ଗୁରୁତର
କୋରାପୁଟ,୧୩ା୧୨(ଅମିତାଭ ବେହେରା): କୋଡିଙ୍ଗା ମାଳି ବକ୍ସସାଇଡ୍ ପରିବହନ ହାଇଓ୍ବା ଓ କାର୍ ମୁହାମୁହିଁ ଧକ୍କା ହେବାରୁ ବୁଧବାର ଜଣଙ୍କର ଜୀବନ ଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳ ଗୁମାର ଲୋକେ ଭୁବନେଶ୍ୱର ଯାଇ…
ଦ୍ୱିଗୁଣା ହେଲା ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମାଙ୍କ ଖୁସି, ଜାଣନ୍ତୁ…
ଜୟପୁର,୧୩।୧୨: ରାଜସ୍ଥାନର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଶୁକ୍ରବାର ଅର୍ଥାତ ଡିସେମ୍ବର ୧୫ରେ ଶପଥ ନେବେ। ଜୟପୁରର ରାମନିବାସ ବାଗ ସ୍ଥିତ ଅଲବର୍ଟ ହଲ୍ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତାଙ୍କ ସହ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରଓ୍ବା…
ତୀରନ୍ଦାଜ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ ପାଇଁ ପ୍ରତିଷ୍ଠା ହେବ ହାଇ ପରଫରମାନ୍ସ ସେଣ୍ଟର, ଟାଟା ସହିତ ହାତ ମିଶାଇଲେ ଓଡ଼ିଶା ସରକାର
ଭୁବନେଶ୍ୱର,୧୩।୧୨: ଭାରତୀୟ କ୍ରୀଡା ଜଗତର ଭବିଷ୍ୟତ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ତୀରନ୍ଦାଜ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ ପାଇଁ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ଟାଟା ଷ୍ଟିଲ ସହିତ ହାତ ମିଶାଇଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ…
ଓଡ଼ିଶାରେ ଅନଲାଇନରେ ଚାଲିଛି ଡ୍ରଗ୍ସ କାରବାର, ମୋହରା ସାଜିଛନ୍ତି ଫୁଡ୍ ଡେଲିଭରି ସଂସ୍ଥା
ଭୁବନେଶ୍ୱର,୧୩ା୧୨: ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛନ୍ତି ନିଶା ବେପାରି। ପୋଲିସ ଏବଂ ଏସଟିଏଫ ଚାଲାଣକାରୀଙ୍କୁ ଧରି ବାହା ବାହା ନେଉଥିଲା ବେଳେ କିଙ୍ଗପିନଙ୍କ ପାଖରେ ପହଞ୍ଚି ପାରୁ ନାହାନ୍ତି। ସ୍ଥିତି ଏପରି ହେଲାଣି ଯେ, ରାଜଧାନୀ ଭୁବନେଶ୍ୱରରେ ଅନଲାଇନରେ ଅର୍ଡର…
ପ୍ରେମକୁ ଆଉ ସୁଯୋଗ ଦେବି ନାହିଁ
ଟିଭି ସିରିଏଲ ‘ଭାବୀ ଜୀ ଘର୍ ପର୍ ହୈ’ରେ ଅଙ୍ଗୁରି ଭାବି ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିବା ଅଭିନେତ୍ରୀ ଶୁଭାଙ୍ଗୀ ଅତ୍ରେ ବିବାହ ବିଚ୍ଛେଦ ଘଟିଛି। ୧୯ ବର୍ଷ ବୈବାହିକ ଜୀବନ ବିତାଇବା ପରେ ସେ ସ୍ବାମୀ…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ସାବତ ବାପା
କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୧୬ ବର୍ଷର ନାବାଳିକା ବଳାତ୍କାର ମାମଲାରେ ସାବତ ବାପା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ନାବାଳିକାଙ୍କ ମାନସିକ ଅବସ୍ଥା ଭଲ ନ ଥିବାରୁ ଶିଶୁକେନ୍ଦ୍ରରେ ରଖାଯାଇ କାଉନସେଲିଂ ଚାଲିଛି। ଗିରଫ ସାବତ ବାପାଙ୍କ ନାମ…
ଲୋକ ସଭାରେ ଧୂଆଁ ସୃଷ୍ଟି କରିଥିବା ସ୍ମୋକ ଷ୍ଟିକ୍ କ’ଣ: ଜାଣନ୍ତୁ ଏହା ସମ୍ପର୍କରେ…
ନୂଆଦିଲ୍ଲୀ,୧୩।୧୨: ସଂସଦ ଆକ୍ରମଣ ବାର୍ଷିକୀରେ ଲୋକ ସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଦେଖାଦେଇଛି। ସୁରକ୍ଷା ବଳୟ ଭେଦ କରି ଦୁଇ ଅଜ୍ଞାତ ଯୁବକ ଲୋକ ସଭାରେ ପଶିଯାଇ ଧୂଆଁ ନିର୍ଗତ କରିଛନ୍ତି। ଲୋକ ସଭା ଚାଲିଥିବା ବେଳେ ହଠାତ୍ ଦର୍ଶକ…
ଜୁଆଙ୍ଗ ମୃତ୍ୟୁ ଘଟଣାରେ ଏନ୍ଏଚ୍ଆର୍ସି ମାଗିଲେ ସବିଶେଷ ରିପୋର୍ଟ
କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଜନ୍ତାରୀ ଗ୍ରାମରେ ବହୁ ପୁରାତନ ଜନଜାତିର ୧୧ ଜଣ ଜୁଆଙ୍ଗଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି) ଓଡ଼ିଶା ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ବୁଧବାର…
Archives


