ପ୍ରେମିକାଙ୍କୁ ଇଞ୍ଜେକ୍ସନ ଦେଇ ବେହୋସ କରିଦେଲେ ଡାକ୍ତର, ତା’ପରେ ଉଲଗ୍ନ କରି…ଜାଣନ୍ତୁ ଲୋମଟାଙ୍କୁରା ଘଟଣା
ଲକ୍ଷ୍ନୌ,୧୮।୯: ଉତ୍ତର ପ୍ରଦେଶର ବରେଲିରେ ଜଣେ ଯୁବତୀଙ୍କ ପ୍ରତି ହୋଇଥିବା ବର୍ବରତାର ଏକ ମାମଲା ସାମ୍ନାକୁ ଆସିଛି। ଜଣେ ଡାକ୍ତର ପ୍ରଥମେ ତିନୋଟି ଇଞ୍ଜେକ୍ସନ ଦେଇ ତାଙ୍କୁ ବେହୋସ କରିଦେଲେ। ତା’ପରେ ସେ ତାଙ୍କ ମୁହଁ ଏବଂ ଶରୀରରେ ଏକ...
ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାର ସୁବିଧା ନେବାକୁ ପ୍ରତିନିଧିଙ୍କ ସହ ଏକାଠି ହେଲେ ଜବ୍କାର୍ଡଧାରୀ
କର୍ଲାମୁଣ୍ଡା,୧୮ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଭାଗୃହ୍ଠାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବିଡିଓ ଦେବେନ୍ଦ୍ର ସାମଲ, ସରପଞ୍ଚ ସଂଘ ସଭାପତି ବରୁଣ...
କଳିଙ୍ଗା ଘାଟିରେ ଭୂ-ସ୍ଖଳନ, ମରାମତି କାମ ବୁଲି ଦେଖିଲେ ଜିଲାପାଳ
ଜି.ଉଦୟଗିରି,୧୮ା୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟିରେ ୧୬ ତାରିଖ ମଙ୍ଗଳବାର ଅପରାହ୍ନ ସମୟରେ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ୪୦/୫୦ ଫୁଟର...
ଟି-୨୦ରେ ଭାରତର ଦବ୍ଦବା: ୩ ବର୍ଗରେ ଭାରତ ନମ୍ବର-୧
ନୂଆଦିଲ୍ଲୀ,୧୮।୯: ଟି-୨୦ କ୍ରିକେଟ ଉପରେ ଭାରତର କବ୍ଜା ଆହୁରି ମଜଭୁତ ହୋଇଛି। ନିକଟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି-୨୦ ଅନ୍ତର୍ଜାତୀୟ ରାଙ୍କିଙ୍ଗରେ ଭାରତ ଇତିହାସ ସୃଷ୍ଟି କରିଛି। ଟିମ ଇଣ୍ଡିଆ କେବଳ ଟି-୨୦ରେ ନମ୍ବର-୧ ଦଳ ନୁହେଁ, ବରଂ...
ଭୁଲ୍ରେ କଟି ଯାଇଛି କି ଟ୍ରାଫିକ୍ ଚାଲାଣ? ତୁରନ୍ତ କରନ୍ତୁ ଏହି କାମ, ଦେବାକୁ ପଡ଼ିବ ନାହିଁ ଜରମାନା
ନୂଆଦିଲ୍ଲୀ,୧୮।୯: ଅନେକ ସମୟରେ ଟ୍ରାଫିକ ନିୟମ ଉଲ୍ଲଂଘନ ନ କରିଥିଲେ ମଧ୍ୟ ଅନେକ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ଭୁଲ ଇ-ଚାଲାଣ ଜାରି ହୋଇଥାଏ। ଏହା କେତେବେଳେ ସିସିଟିଭି କ୍ୟାମେରାର ତ୍ରୁଟି କାରଣରୁ ହୁଏ, ତ କେତେବେଳେ ଟ୍ରାଫିକ ପୋଲିସର ଅବହେଳା...
ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିବ ଯୁକ୍ତ ୨, ଚାଲିଛି ଜୋର୍ଦାର ପ୍ରସ୍ତୁତି
ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷରୁ ଯୁକ୍ତ ୨ ଖୋଲିବା ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ତେଣୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲାପାଳ ଉମାଶଙ୍କର ବେହେରା ଏବଂ କେନ୍ଦ୍ରୀୟ...
ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ, ସମର୍ଥନ କଲେ ଏହି ବିଧାୟକ
ଭୁବନେଶ୍ୱର,୧୮ା୯: ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଏନେଇ ଚିଠି ଦେଇଛନ୍ତି। ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା। ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଏହି ଅନାସ୍ଥା ଆଣିଛି।...
ଜଙ୍ଗଲରେ ପହଞ୍ଚିଲା ପ୍ରଶାସନ, ବେଆଇନ ବ୍ଲାଷ୍ଟିଂ, ଖନନ ବନ୍ଦ ନେଇ ମାଫିଆକୁ କଲା ତାଗିଦ୍
ବୁଗୁଡ଼ା,୧୮ା୯(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ତହସିଲ ଅଧିନସ୍ଥ ବେତାରସିଙ୍ଗିର ଜଙ୍ଗଲରେ ଜାରିରହିଥିବା ବେଆଇନ ପଥର ବ୍ଲାଷ୍ଟିଂ ଓ ଖନନକୁ ବିରୋଧ କରି ଗ୍ରାମବାସୀଙ୍କ ପକ୍ଷରୁ କିଛିଦିନ ତଳେ ପ୍ରତିବାଦ କରାଯାଇଥିଲା। ଗ୍ରାମବାସୀଙ୍କ ପ୍ରତିବାଦ ଏବଂ ଅଭିଯୋଗକୁ ଭିତ୍ତିକରି ବୁଗୁଡ଼ା...
୩ ବର୍ଷର ଝିଅକୁ ବୁଲାଇବାକୁ ନେଇ ଝରଣାକୁ ଫୋପାଡ଼ିଦେଲେ ମା’: କାରଣ ଜାଣିଲେ ମୁଣ୍ଡ ହୋଇଯିବ ଗୋଲ୍
ଆଜମେର,୧୮।୯: ରାଜସ୍ଥାନର ଆଜମେରରେ, ଜଣେ ନିଷ୍ଠୁର ମା’ ତାଙ୍କ ନିଜ ତିନି ବର୍ଷର ଝିଅକୁ ହତ୍ୟା କରିଥିଲେ। ସେ ପ୍ରଥମେ ତାଙ୍କୁ ହ୍ରଦ କୂଳକୁ ନେଇଯାଇଥିଲେ, ତାଙ୍କ ସହିତ ସମୟ ବିତାଇଥିଲେ ଏବଂ ପରେ ହ୍ରଦରେ ଫିଙ୍ଗି ଦେଇଥିଲେ। ପରେ,...
ଥରହର ପାକିସ୍ତାନ: ଶକ୍ତିଶାଳୀ ଭାରତ ଦେବ ପାନେ
ନୂଆଦିଲ୍ଳୀ,୧୮।୯: ଆଗାମୀ ବର୍ଷଗୁଡ଼ିକରେ ଭାରତୀୟ ବାୟୁସେନା ଏବଂ ନୌସେନା ଶକ୍ତିଶାଳୀ ହେବାକୁ ଯାଉଛନ୍ତି। ଆଗାମୀ କିଛି ସପ୍ତାହ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବାକୁ ଯାଉଛି। ସରକାର ରାଫେଲ ଏବଂ ଅନ୍ୟାନ୍ୟ ବିମାନ ପାଇଁ କ୍ରୟ ସହିତ...
ଶୁଭମିତ୍ରା ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ ନୂଆ ତଥ୍ୟ, ପ୍ରଥମ ସ୍ତ୍ରୀଙ୍କୁ ବି ହତ୍ୟା କରିଥିଲେ ଦୀପକ, ପୋଲିସ କହିଲା…
ଭୁବନେଶ୍ୱର,୧୮ା୯: ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ପୁଣି ଏକ ନୂଆ ମୋଡ଼ ଆସିଛି। ଅଭିଯୁକ୍ତ ଦୀପକ ରାଉତ ତାଙ୍କ ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କୁ ମଧ୍ୟ ହତ୍ୟା କରିଥିଲେ। ମୃତ୍ୟୁର ୩ ବର୍ଷ ପରେ ମୁହଁ ଖୋଲିଛନ୍ତି ପ୍ରଥମ...
୫ ଦିନ ହେବ ନିଖୋଜ ଥିଲେ ନାବାଳିକା: ବୁଦାମୂଳରୁ ମିଳିଲା….
ବାସୁଦେବପୁର ୧୮।୯(ନାରାୟଣ ପ୍ରସାଦ ବାରିକ/କାଳିପଦ ରାୟ): ଭଦ୍ରକ ଜିଲାର ବାସୁଦେବପୁର ଅଧୀନ ରାଧାନାଥପୁର ଆଢିଆ ଗ୍ରାମରୁ ରାତ୍ରିରୁ ଅପହୃତ ହୋଇଥିବା ନାବାଳିକା ଛାତ୍ରୀ (ସୁଭଦ୍ରା)ଙ୍କର ମୃତଦେହ ୫ ଦିନ ପରେ ଇଷ୍ଟକୋଷ୍ଟ କେନାଲର ଚୂଡ଼ାମଣି ନଖ ପୋଲଠାରୁ ଉଦ୍ଧାର ହୋଇଛି।...
Archives


