ନୂଆବର୍ଷରେ ପିତାମାତା ପିଲାଙ୍କୁ ଫିଙ୍ଗନ୍ତି ପିଆଜ-ଭାଙ୍ଗନ୍ତି ପ୍ଲେଟ, ଏଠାରେ ରହିଛି କିଛି ଅଜବ ପରମ୍ପରା
ନୂଆ ବର୍ଷ ଆସିବା ପାଇଁ ଆଉ କେଇ ଘଣ୍ଟା ବାକି ଥିବାବେଳେ ଲୋକେ ସେଲିବ୍ରେଶନ ପାଇଁ ଜୋରସୋରରେ ଲାଗି ପଡିଛନ୍ତି। କିଏ ଭୋଜି ପାଇଁ ପ୍ରସ୍ତୁତ ହେଉଛି ତ କିଏ ଜିରୋ ନାଇଟ ସେଲିବ୍ରେଶନ ପାଇଁ। କିଛିଜଣ ନୂଆବର୍ଷରେ ରିଜୋଲ୍ୟୁଶନ ସେଟ୍…
Jugaad: ଏଣେ ତେଣେ ପଳାଇଯାଉଥିଲା ଶିଶୁ ମା’ କଲେ ଏପରି
ପ୍ରାୟତଃ ଛୋଟ ପିଲାମାନେ ବହୁତ ଦୁଷ୍ଟ । ଯଦି ସେମାନଙ୍କୁ ଆଖିରୁ କିଛି ସମୟ ପାଇଁ ଦୂରେଇ ଦିଆଯାଏ ସେମାନେ ଦୁଷ୍ଟାମୀ ଆରମ୍ଭ କରିଦିଅନ୍ତି। ଏପରି ପରିସ୍ଥିତିରେ, ଘର କାମ ସହିତ ପିଲାମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡେ। ବର୍ତ୍ତମାନ ସୋସିଆଲ ମିଡିଆରେ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହେବ ₹୧୫୫ କୋଟି
ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସଂରକ୍ଷଣ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଭିମୁଖ୍ୟ ବିଷୟରେ ଜନସାଧାରଣ ଏବଂ ଭବିଷ୍ୟତ ପିଢ଼ିକୁ ସଚେତନ କରିବା ପାଇଁ ୨୦୨୪ ଜାନୟାରୀ ୧୭ରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ…
ଦ୍ୱିତୀୟ ସ୍ତ୍ରୀଙ୍କ ସହ ହନିମୁନ୍ରେ ବାହାରିଲେ ଅରବାଜ
ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତା ଅରବାଜ ଖାନ୍ ମେକଅପ୍ କଳାକାର ଶୌରା ଖାନ୍ଙ୍କୁ ବିବାହ କରିଛନ୍ତି। ଏହା ଅରବାଜଙ୍କର ଦ୍ୱିତୀୟ ବିବାହ। ବିବାହ ପରେ ଅରବାଜ ତାଙ୍କ ସ୍ତ୍ରୀଙ୍କ ସହିତ ନୂଆବର୍ଷ ଏବଂ ହନିମୁନ୍ ପାଇଁ ବାହାରିଛନ୍ତି। ଶନିବାର ତାଙ୍କୁ ସ୍ତ୍ରୀଙ୍କ…
ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି କରୁଛି କୁକୁର, ଭିଡିଓ ଭାଇରାଲ…
ନୂଆଦିଲ୍ଲୀ,୩୧।୧୨ : ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ କୁକୁର ଟ୍ରେନ ଯାତ୍ରୀଙ୍କ ସୁରକ୍ଷାକୁ ବୁଝିବା ଯୋଗୁ କୁକୁର ହିରୋ ପାଲଟି ପାରିଛି। ଭିଡିଓରେ କୁକୁରଟି ଚଳନ୍ତା ଟ୍ରେନ ସହିତ ଦୌଡୁଥିବା ଦେଖାଯାଉଛି ଏବଂ…
ଜାଣନ୍ତି ଗ୍ୟାରେଣ୍ଟି ଆଉ ଓ୍ବାରେଣ୍ଟି ଭିତରେ ଫରକ କ’ଣ, କିଛି ଲୋକ ସମାନ ଭାବନ୍ତି, ମାତ୍ର ସମ୍ପୂର୍ଣ୍ଣ ଅଲଗା…
ଆଜିକାଲି ଲୋକଙ୍କ ମଧ୍ୟରେ ପ୍ରବଳ ଶପିଂ ନିଶା ଘାରିଛି। ଲୋକଙ୍କ ଆୟ ବଢୁଥିବାରୁ ଆବଶ୍ୟକତା ମଧ୍ୟ ବଢୁଛି। ଏହି କାରଣରୁ ଲୋକମାନେ ବହୁତ ଶପିଂ କରନ୍ତି। ଯଦି ଆପଣ ଶପିଂକୁ ଭଲ ପାଆନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଏହି ଦୁଇଟି…
ରାଜ୍ୟରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ପୁଣି ୫ ଚିହ୍ନଟ
ଭୁବନେଶ୍ୱର,୩୧।୧୨: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଅନ୍ୟପକ୍ଷେ ଦେଶରେ ମଧ୍ୟ କରୋନା ପଜିଟିଭଙ୍କ ସଂଖ୍ୟା…
ପାକିସ୍ତାନରେ ନୂଆବର୍ଷରେ ଲୋକେ କ’ଣ କିଣୁଛନ୍ତି, ସକାଳୁ ଠିଆ ହୋଇଛନ୍ତି ଲମ୍ବା ଲାଇନର
ଇସଲାମାବାଦ,୩୧।୧୨: ଜାନୁଆରୀ ୧ ରେ ସମଗ୍ର ବିଶ୍ୱର ଲୋକମାନେ ନୂଆ ବର୍ଷ ପାଳନ କରିବେ। ତେବେ ସମସ୍ତେ ନୂଆ ବର୍ଷକୁ ସମାନ ଭାବରେ ପାଳନ କରନ୍ତି ନାହିଁ । ୟୁରୋପରେ ଯେଉଁଠାରେ ଲୋକମାନେ ଏହି ଦିନ କଠିନ ପରିଶ୍ରମ କରନ୍ତି ।…
କୁଲରକୁ କରିଦେଲେ ତିନିଚକିଆ ଗାଡି, ଯୁବକଙ୍କ ଦେଶୀ ଯୋଗାଡ ଦେଖି ହେବେ ତାଜୁବ, ଭିଡିଓ ଭାଇରାଲ
ଦେଶରେ ଏବେ ବହୁତ ଦେଶୀ ଯୋଗାଡ କରୁଥିବା ଲୋକ ବାହାରିଲେଣି। ଏପରି ଯୋଗାଡ ଦେଖି ନ ହସି ରହିପାରିବେନି। ଆପଣ ଖରାଦିନେ କୁଲର ବ୍ୟବହାର କରୁଥିବେ ହେଲେ ଶୀତଦିନେ ଏସବୁ ବ୍ୟବହାର ହୋଇ ନ ଥାଏ। ହେଲେ ବ୍ୟବହାର ନ ହେଲେ…
ସୋମବାର ନନ୍ଦନକାନନ ଖୋଲା,ମଙ୍ଗଳବାର ବନ୍ଦ
ଖୋର୍ଦ୍ଧା,୩୧।୧୨: ଜାନୁୟାରୀ ୧ ତାରିଖ ଅର୍ଥାତ ନୂଆବର୍ଷରେ ନନ୍ଦନକାନନ ଖୋଲା ରହିବ। ପର୍ଯ୍ୟଟକମାନେ ନୂଆବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲି ମଜାନେଇ ପାରିବେ। ଏ ନେଇ ସୋମବାର ପରିବର୍ତ୍ତେ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ । ନନ୍ଦନକାନନ କର୍ତ୍ତୃପକ୍ଷ ଏନେଇ ସୂଚନା…
ଜାଣନ୍ତି କି ଏତେ ଉଚ୍ଚ ଗଛରେ ଥାଇ ନଡ଼ିଆ ଭିତରେ କେମିତି ପଶେ ପାଣି,ଦେଖନ୍ତୁ ଚମତ୍କାର ଭିଡିଓ…
ପ୍ରକୃତି ଏପରି ଅନେକ ଜିନିଷ ସୃଷ୍ଟି କରିଛି, ଯାହା ଚମତ୍କାରଠାରୁ କମ୍ ନୁହେଁ। ଅନେକ ଲୋକ କୁହନ୍ତି, ଭଗବାନ କିପରି ଏହି ଜିନିଷଗୁଡ଼ିକ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଅନେକ ଜିନିଷ ଏତେ ସ୍ବାଭାବିକ ମନେହୁଏ ଯେ, ବିଶ୍ୱାସ କରିବା କଷ୍ଟକର।…
ଲଗେଜ ଆସିବାକୁ ଡେରି ହେବାରୁ କନଭେଅର ବେଲ୍ଟ ଉପରେ ଶୌଚ କରିବାକୁ ଧମକ ଦେଲେ ଯାତ୍ରୀ
ଲଣ୍ଡନ,୩୧।୧୨: ଲଣ୍ଡନ ଗ୍ୟାଟଓ୍ବିକ୍ ଏୟାରପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଲଗେଜ ଆସିବାକୁ ଡେରି ହେବାରୁ ଯାତ୍ରୀଜଣକ ଲଗେଜ କନଭେଅର ବେଲ୍ଟ ଉପରେ ଚଢି ଯାଇଥିଲେ। ଉପରେ ଚଢିବା ସହ କନଭେଅର ଉପରେ ଶୌଚ କରିବାକୁ ଏୟାରପୋର୍ଟ ଅଧିକାରୀଙ୍କୁ ଧମକ…
Archives


