ଉନ୍ମୋଚିତ ହେଲା ଉପନ୍ୟାସ ‘ଚଗଲା ଆଉ ଚଗଲି’
ଭୁବନେଶ୍ୱର,୨୦।୨: ଭାରତୀୟ ବିଦ୍ୟା ନିକେତନ ପରିସରରେ ସୁକିନ୍ଦା ସାହିତ୍ୟ ସମାଜ ଯାଜପୁର ପକ୍ଷରୁ ଡ. କିଶୋର ଚନ୍ଦ୍ର ଦାସଙ୍କ ଦ୍ୱାରା ରଚିତ ଉପନ୍ୟାସ ‘ଚଗଲା ଆଉ ଚଗଲି’ ଉନ୍ମୋଚନ ହୋଇଯାଇଛି। ଆୟୋଜିତ ଲୋକାର୍ପଣ ଉତ୍ସବରେ ଅତିଥି ଭାବେ କଥାକାର ଜ୍ଞାନରଞ୍ଜନ ନାୟକ,…
ବଡ଼ ଝିଅକୁ ନେଇ ଥାନାକୁ ଯାଇଥିଲେ ମହିଳା, ମଝିଆ ଝିଅକୁ ଏକା ପାଇ ମାରିଲେ ଦେଢଶୁରଙ୍କ ପରିବାର
ଆନନ୍ଦପୁର,୨୦।୨(ସନ୍ତୋଷ ରାଉତ ): ବଡ ଝିଅକୁ ସାଙ୍ଗରେ ଧରି ଦେଢଶୁରଙ୍କ ପରିବାର ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ମା’ । ଘରେ ଏକା ଥିବା ଦେଖି ମଝିଆ ଝିଅକୁ ସଂଘବଦ୍ଧ ଆକ୍ରମଣ କରି ଲହୁ ଲୁହାଣ କଲେ ଦେଢଶୁରଙ୍କ ପରିବାର…
ଗର୍ଭବତୀ ମହିଳାଙ୍କ ବେକରେ ଛୁରି ଲଗାଇ ଘରୁ ଲୁଟିନେଲେ ଦୁର୍ବୃତ୍ତ
ଆନନ୍ଦପୁର,୨୦।୨: ଗର୍ଭବତୀ ମହିଳାଙ୍କୁ ମାଡ ମାରି ଘରୁ ଲୁଟ୍ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଡ଼ଙ୍କୁରି ଗାଁରେ । ଜଣେ ମହିଳାଙ୍କୁ ମାଡମାରି ତାଙ୍କ ଘରୁ ଲୁଟି ୧୫ ଲକ୍ଷରୁ ଅଧିକ…
ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଙ୍କ ମୃତ୍ୟୁ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା
ବଲାଙ୍ଗୀର,୨୦।୨(ସୁନୀଲ କୁମାର ମହାନ୍ତି): ମାଟ୍ରିକ ପରୀକ୍ଷା ପୂର୍ବରୁ ଏକ ଅଘଟଣ ଘଟିଛି। ବଲାଙ୍ଗୀର ସହର ନିକଟ ଖୁଜେନପାଲିସ୍ଥିତ ବିଶ୍ବାତ୍ମ ବିଦ୍ୟା ମନ୍ଦିର ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ବିନାୟକ ପ୍ରଧାନ(୧୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଛାତ୍ରଙ୍କୁ ଭୀମଭୋଇ ମେଡିକାଲ…
୭୦ ଜଣଙ୍କୁ ଆଗୁଆ ଟିକେଟ ଦେବ କଂଗ୍ରେସ: ଜାଣନ୍ତୁ ବିଧାୟକ ଏମ୍ପି ପାଇଁ କେତେଜଣ ପ୍ରାର୍ଥୀ କଲେଣି ଆବେଦନ
ଭୁବନେଶ୍ବର,୨୦।୨: ସାଧାରଣ ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହୋଇପାରେ। ମାତ୍ର ଏହା ପୂର୍ବରୁ କଂଗ୍ରେସ ନିଜର ଟିକେଟ୍ କସରତ ଆରମ୍ଭ କରିଦେଇଛି। ଚଳିତବର୍ଷ ରାଜ୍ୟ କଂଗ୍ରେସ ୭୦ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିବ। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ…
ଧାରଣାରେ ବସିଲେ ଶୁଭେନ୍ଦୁ ଅଧିକାରୀ
କୋଲକାତା,୨୦।୨: ପଶ୍ଚିମବଙ୍ଗରେ ଭାଜପା ନେତା ଶୁଭେନ୍ଦୁ ଆଦିକାରୀଙ୍କୁ ଉତ୍ତର ୨୪ପରଗନା ଜିଲାର ସାନ୍ଦେଶଖାଲି ଗ୍ରାମକୁ ଯିବାକୁ ବାରଣ କରାଯାଇଛି। ଏହା ପରେ ସେ ନିଜେ ରାସ୍ତାରେ ଧର୍ମଘଟରେ ବସିଥିଲେ। ସୂଚନାଯୋଗ୍ୟ, ସୋମବାର କୋଲକାତା ହାଇକୋର୍ଟଙ୍କ ଅନୁମତି କ୍ରମେ ସେ ମଙ୍ଗଳବାର ସାନ୍ଦେଶଖାଲି…
ପଶ୍ଚିମ ଓଡ଼ିଶା ଲୋକଙ୍କ ପାଇଁ ଖୁସିଖବର: ଆସ୍ଥା ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର, ଅଯୋଧ୍ୟାକୁ….
ସମ୍ବଲପୁର,୨୦।୨: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସମ୍ବଲପୁର ଗସ୍ତରେ ଯାଇଛନ୍ତି। ସକାଳେ ପ୍ରଥମେ ସେ ସମ୍ବଲପୁର ରେଳ ଷ୍ଟେଶନରେ ସମ୍ବଲପୁର-ଦର୍ଶନ ନଗର-ସମ୍ବଲପୁର ଆସ୍ଥା ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଯୋଗେ ପଶ୍ଚିମ ଓଡ଼ିଶା ଲୋକେ ଅଯୋଧ୍ୟା ଯାଇ…
କିମ୍ଙ୍କୁ ଦାମୀ ଉପହାର ଦେଲେ ପୁଟିନ୍
ମସ୍କୋ,୨୦।୨: ରୁଷିଆର ରାଷ୍ଟ୍ରପତି ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନଙ୍କୁ ରୁଷିଆରେ ନିର୍ମିତ କାର୍ ଉପହାର ଦେଇଛନ୍ତି। ମଙ୍ଗଳବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପୁଟିନ କେଉଁ କାର ପଠାଇଛନ୍ତି ଏବଂ ଏହାକୁ ଉତ୍ତର କୋରିଆକୁ…
ବିମାନରେ କଲେଜ ଯାଉଛନ୍ତି ଛାତ୍ର, କହିଲେ ଘରଭଡାଠାରୁ କମ ପଡୁଛି ଟିକେଟ ମୂଲ୍ୟ
ଓଟାଓ୍ବା: କଲେଜ ଯିବାକୁ କିଏ ପସନ୍ଦ କରନ୍ତି ନାହିଁ? ଅଳ୍ପ ବୟସରେ, ଅନେକ ପିଲା କଲେଜ ଯିବା ବିଷୟରେ ବିଭିନ୍ନ ଯୋଜନା କରନ୍ତି। ବିଶେଷକରି ପିଲାମାନେ କଲେଜ ଯିବା କଥା ଚିନ୍ତା କଲେ କେଉଁ ଗାଡି ନେବେ କିମ୍ବା କିପରି ଯିବେ…
ରାଜ୍ୟସଭା ନିର୍ବାଚନ: ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ
ଭୁବନେଶ୍ୱର,୨୦।୨: ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ। ଯଦି କୌଣସି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରନ୍ତି ତେବେ ନିର୍ବାଚନରେ ସେମାନଙ୍କୁ ବିଜୟ ଘୋଷଣା କରାଯିବ। ରାଜ୍ୟସଭାରେ ଖାଲିଥିବା ୩ଟି ଆସନ ପାଇଁ ୩ଜଣ ପ୍ରାର୍ଥୀ ଅଛନ୍ତି। ଓଡ଼ିଶାରୁ…
ଅଧରାତିରେ ଘରେ ପଶିଲେ ଦୁବୃର୍ତ୍ତ , ମା’ ପୁଅ, ବୋହୂଙ୍କୁ ହାଣି ପକାଇଲେ
ଜଗତସିଂହପୁର,୨୦।୯: ଜଗତସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ଓଗରପୁରରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଘରେ ପଶି ଦୁର୍ବୃତ୍ତ ମା’ ପୁଅ ଓ ବୋହୂକୁ ହାଣିଛନ୍ତି । ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ପୁଅ ଓ ବୋହୂ ଗୁରୁତର ହୋଇଛନ୍ତି। ଉଭୟଙ୍କୁ…
ଶୀତକାଳୀନ କ୍ରୀଡ଼ା ପାଇଁ ରଞ୍ଜିତା ପ୍ରସ୍ତୁତ
ଭୁବନେଶ୍ୱର, ୨୦।୨(ତପନ ସ୍ବାଇଁ): ଓଡ଼ିଶାର ‘ସ୍ନୋ ଗର୍ଲ’ଭାବେ ପରିଚିତ ରାଉରକେଲାର ରଞ୍ଜିତା ବେହେରା ଏବେ ଆଉ ଏକ ସମ୍ମାନଜନକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି। ଜମ୍ମୁ-କଶ୍ମୀରର ଗୁଲମାର୍ଗଠାରେ ଚଳିତ ମାସ ୨୧ରୁ ୨୫ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ୪ର୍ଥ…
Archives


