ନ୍ୟୁଜିଲ୍ୟାଣ୍ଡ ସହ ହେବାକୁ ଥିବା ଓ୍ବାନ ଡେ’ ସିରିଜ ପୂର୍ବରୁ ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୬।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିର୍ଦ୍ଦେଶ ପରେ, ବିରାଟ କୋହଲି ବିଜୟ ହଜାରେ ଟ୍ରଫି 2025-26 ର ପ୍ରଥମ ଦୁଇଟି ମ୍ୟାଚରେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଦିଲ୍ଲୀ ପାଇଁ ଖେଳି ବିରାଟ ପ୍ରଥମ ମ୍ୟାଚରେ ଶତକ…
ICCର ଜବାବ ପରେ ହିଁ ପରବର୍ତ୍ତି ପଦକ୍ଷେପ ନେବ ବାଂଲାଦେଶ, T20 World Cup 2026 ଉପରେ ଏବେବି ସସପେନ୍ସ
ନୂଆଦିଲ୍ଲୀ,୬।୧: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ୭, ୨୦୨୬ ରେ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ କ୍ରିକେଟ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବାଂଲାଦେଶ କ୍ରିକେଟ ବୋର୍ଡ…
ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଗଣବଳାତ୍କାର, କପା ବାଡ଼ରେ କାମ କରିବା ବେଳେ ୩ ଜଣ…
ରାୟଗଡ଼ା/ଗୁଡ଼ାରୀ,୬/୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ଗୁଡ଼ାରୀ ଥାନା ଅନ୍ତର୍ଗତ ନାଇରା ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫ ବର୍ଷୀୟା ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ୩ ଜଣ ମିଶି ବଳାତ୍କାର ଭଳି…
AIMIM ମୁଖ୍ୟ ଓଓ୍ବାଇସିଙ୍କ କେତେ ସନ୍ତାନ, ଜାଣନ୍ତୁ କେତେ ପୁଅ କେତେ ଝିଅ
ନୂଆଦିଲ୍ଲୀ,୬।୧: ମହାରାଷ୍ଟ୍ରରେ ଭାଜପା ନେତା ନବନୀତ ରାଣା ହିନ୍ଦୁମାନଙ୍କୁ ଚାରିଟି ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରିଥିଲେ। ସେବେଠାରୁ ରାଜନୀତି ଜୋର ଧରିଛି। AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି ଏବେ ପ୍ରତିଶୋଧ ନେଇ କହିଛନ୍ତି, ‘ସେମାନଙ୍କୁ ଚାରି କିମ୍ବା ଆଠଟି ସନ୍ତାନ…
୪ ଦିନ ପରେ ଚିଲିକାରୁ ହଟିଲା କଟକଣା, କୁହୁଡ଼ିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳ ପାଇଁ ନିଷ୍ପତ୍ତି
କୃଷ୍ଣପ୍ରସାଦ,୬।୧: ୪ ଦିନ ପରେ ଚିଲିକାରୁ ହଟିଲା କଟକଣା । କୁହୁଡ଼ିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳକୁ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲା ପ୍ରଶାସନ । ଲୋକଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି କଟକଣା କୋହଳ କରାଯାଇଛି । ପବନ ଓ…
ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ
ଭୁବନେଶ୍ୱର, ୬।୧(ବନ୍ଦନା ସେଠୀ) : ନୂଆବର୍ଷରେ ସହରବାସୀଙ୍କ ଉପରେ ୟୁଜର୍ ଫି’ ବୋଝ ଲଦିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ଏଣିକି ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ। ଆବାସିକ ଘର, ଦୋକାନ, ହୋଟେଲ, ଗେଷ୍ଟହାଉସ୍, ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଶପିଂ ମଲ୍,…
ଶୀତ ମହୋତ୍ସବ ପୂର୍ବରୁ ସ୍ବଚ୍ଛତାକୁ ଗୁରୁତ୍ୱ, ଏକାଠି ଝାଡୁ-ଝୁଡି ଧରିଲେ ଅଞ୍ଚଳବାସୀଙ୍କ ସହ ପ୍ରଶାସନ
ଦାରିଙ୍ଗବାଡି, ୬।୧ (ଅରୁଣ ସାହୁ ):ଆସନ୍ତା ଗୁରୁବାର ସଂଧ୍ୟାରେ ଦାରିଙ୍ଗବାଡି ଶୀତ ମହୋତ୍ସବର ଶୁଭାରମ୍ଭ ହେବ। ଏଥିପାଇଁ ଆଉ ୨ ଦିନ ବାକି ଥିବା ବେଳେ ଏବେଠାରୁ ଦାରିଙ୍ଗବାଡି ଚଳଚଞ୍ଚଳ ହୋଇପଡିଛ। ଏହି ମହୋତ୍ସବରେ ଦୈନିକ ହଜାର ହଜାର ସଂଖ୍ୟାରେ ଦର୍ଶକ,…
ବେକାକୁ ହେଲାଣି ଇରାନ ହିଂସା, ଏବେ ପର୍ଯ୍ୟନ୍ତ ୩୫ ମୃତ
ତେହରାନ,୬।୧: ଇରାନରେ ଏକ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ହିଂସା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ହିଂସାତ୍ମକ ପ୍ରତିବାଦରେ ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା…
ପଞ୍ଚଭୂତରେ ଲୀନ ହେଲା ରାଜାଙ୍କ ପାର୍ଥିବ ଶରୀର, ଯୁବରାଜ ଦେବଦେବ ସିଂଦେଓଙ୍କ ରାଜାଭିଷେକ
ଖଡ଼ିଆଳ,୬ା୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ରାଜା ସ୍ବର୍ଗତ ଡ. ଜିତାମିତ୍ର ପ୍ରସାଦ ସିଂଦେଓଙ୍କ ପାର୍ଥିବ ଶରୀର ସୋମବାର ନେହେନା ସୁନ୍ଦର ନଦୀ ରାଣୀଘାଟରେ ପଞ୍ଚଭୂତରେ ଲୀନ ହୋଇଛି। ଏହାପରେ ଖଡିଆଳର ୧୯ତମ ରାଜାଭାବେ ଯୁବରାଜ ଦେବଦେବ ସିଂଦେଓଙ୍କ ନାମ…
ଶୀତରେ ଆସୁଛି ବଡ଼ ବର୍ଷା! ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ଭୁବନେଶ୍ୱର,୬ା୧: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ସମ୍ଭାବନା ରହିଛି । ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ…
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ
ନୂଆଦିଲ୍ଲୀ,୬।୧: ପୂର୍ବତନ ଏମପି ଏବଂ ବରିଷ୍ଠ କଂଗ୍ରେସ ନେତା ସୁରେଶ କାଲମାଡିଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି। ସେ ମହାରାଷ୍ଟ୍ରର ପୁଣେରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜାନୁଆରୀ ୬ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ତାଙ୍କ ମର ଶରୀରକୁ ଶେଷ…
ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା, ୨୪ ଘଣ୍ଟାରେ ଦ୍ୱିତୀୟ ଘଟଣା
ଢାକା,୬।୧: ବାଂଲାଦେଶରେ ଜଣେ ଦୋକାନ ମାଲିକଙ୍କ ପାଇଁ କାମ କରୁଥିବା ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ରିପୋର୍ଟ ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ ଟା ସମୟରେ ନରସିଙ୍ଗଡି ଜିଲାରେ…
Archives


