Home Left

ପ୍ରଥମଥର କ୍ଲାସକୁ ପଢାଇବାକୁ ଆସିଲେ ଏଆଇ ଶିକ୍ଷୟିତ୍ରୀ

ଥିରୁଭାନନ୍ତପୁରମ,୬।୩: କେରଳର ଥିରୁଭାନନ୍ତପୁରମର ଏକ କ୍ଲାସ୍‌ରେ ପ୍ରଥମଥର ଏଆଇ ଶିକ୍ଷୟିତ୍ରୀ ଆଇରିସ ପଢାଇବାକୁ ଆସିଥିଲେ। ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି। ମେକର୍‌ ଲ୍ୟାବ୍ସ ଏଡୁଟେକ କମ୍ପାନୀ ସହଯୋଗରେ ବିକଶିତ ହୋଇଥିବା ଆଇରିସ ହେଉଛି ରାଜ୍ୟ…

ମୋରଡ଼ା ପଞ୍ଚାୟତ ସମିତି ଅଧିବେଶନରେ ତୁମ୍ବିତୋଫାନ

ମୋରଡ଼ା,୬ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ  ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟର କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ବ୍ଲକ ଅଧ୍ୟକ୍ଷ ପୀତନାଥ ସୋରେନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମୋରଡା…

ଭାରତୀୟ ଚିକିତ୍ସା କ୍ଷେତ୍ରରେ ବିରଳ ସଫଳତା: ୪୫ ବର୍ଷିୟ ଚିତ୍ରକାରଙ୍କ ହାତରେ ଲାଗିଲା ମହିଳାଙ୍କ ହାତ

ନୂଆଦିଲ୍ଲୀ,୬ା୩: ସାର୍ ଗଙ୍ଗା ରାମ ହସ୍ପିଟାଲରେ ଏକ ସଫଳ ଅସ୍ତ୍ରାପଚାର ହୋଇଛି। ଭାରତରେ ପ୍ରଥମ ଥର ପାଇଁ ଜଣେ ପୁରୁଷଙ୍କ ହାତରେ ମହିଳାଙ୍କ ହାତ ପ୍ରତିରୋପଣ ହୋଇଛି। ଫଳରେ ଏକ ଦୁଃଖଦ ଦୁର୍ଘଟଣାରେ ଦୁଇ ହାତ ହରାଇଥିବା ଜଣେ ଚିତ୍ରକାର ପୁଣିଥରେ…

କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର,୬ା୩: କଂଗ୍ରେସକୁ ଫେରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଲୋକସଭା ଓ ବିଧାନସଭା ନିର୍ବାଚନ ଘୋଷଣାକୁ ମାତ୍ର ଆଉ କେଇଟା ଦିନ ବାକି ଥିଲା ବେଳେ ବୁଧବାର କଂଗ୍ରେସକୁ ସେ ପ୍ରତ୍ୟାବର୍ତନ କରିଛନ୍ତି। ଜେନା ଚାରିଥର ସାଂସଦ ତଥା ତିନିଥର…

Video: ଚାଇନାରେ କିଭଳି ହୋଇଥାଏ ରିକ୍ସା, ଦେଖିଲେ ଚକିତ ହେବେ…

ବିଶ୍ୱର ପ୍ରତିଟି ଦେଶର ନିଜ ସଂସ୍କୃତି ଏବଂ ଭାଷା ରହିଛି। ସେଠାକାର ବାସିନ୍ଦାଙ୍କ ଜୀବନ ଜିଇଁବାର ପଦ୍ଧତି ବି ନିଆରା। ଗାଡ଼ି ମୋଟରଠାରୁ ଆରମ୍ଭ କରି ଖାଦ୍ୟପେୟ, ପୋଷାକ ପରିଧାନ ଆଦିରେ ସେସବୁର ଝଲକ ଦେଖିବାକୁ ମିଳେ। ଏଭଳି ଏକ ଘଟଣାକ୍ରମରେ…

ଅଶ୍ୱିନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଳୀ,୬।୩: ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ୧୦୦ତମ ଟେଷ୍ଟର ଦ୍ୱାର ଦେଶରେ ଅଛନ୍ତି। ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟରେ ପ୍ରବେଶ କରିବା ମାତ୍ରେ ଅଶ୍ୱିନ ଏହି ମାଇଲଖୁଣ୍ଟ ହାସଲ କରିବେ। ଅଶ୍ୱିନ ଏହି ସଫଳତା ହାସଲ କରି ସମଗ୍ର…

ଲମ୍ବା ବ୍ୟାଙ୍କ ଛୁଟି: ମହାଶିବରାତ୍ରି ପାଇଁ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୬ା୩: ମାର୍ଚ୍ଚ ୮ ଶୁକ୍ରବାର ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଥିବା ବେଳେ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ରାଜ୍ୟ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଛୁଟି ତାଲିକା ଉପରେ ନିର୍ଭର…

ପ୍ରଧାନମନ୍ତ୍ରୀଙ୍କ ରୋଷେଇ କଳାକୁ ପସନ୍ଦ କଲେ ସ୍ତ୍ରୀ

ଲଣ୍ଡନ,୬।୩: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ରୋଷେଇ କଳାକୁ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତୀ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟରେ ବ୍ୟସ୍ତ ରହିଲେ ଋଷି ରୋଷେଇ ଘରେ ବିତାଇବାକୁ ଅଧିକ ସମୟ ପାଆନ୍ତି ନାହିଁ। କିନ୍ତୁ ସେ ଭଲ…

ପୂର୍ବତନ ବାହୁବଳୀ ଏମ୍‌ପିଙ୍କୁ ୭ ବର୍ଷ ଜେଲ୍‌: ଲଢିପାରିବେନି ନିର୍ବାଚନ

ନୂଆଦିଲ୍ଲୀ,୬।୩: ଚାରି ବର୍ଷ ପୂର୍ବେ ନମାମି ଗଙ୍ଗେ ପ୍ରୋଜେକ୍ଟ ମ୍ୟାନେଜର ଅଭିନାଭ ସିଙ୍ଗଲଙ୍କୁ ଅପହରଣ କରିନେଇଥିବା ଅଭିଯୋଗରେ ପୂର୍ବତନ ବାହୁବଳୀ ଏମ୍‌ପି ଧନଞ୍ଜୟ ସିଂଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ୫୦ ହଜାର ଟଙ୍କା ଜୋରିମନା କରାଯାଇଛି। ଫଳରେ…

ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬ା୩: ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଦିନର ସର୍ବୋଚ୍ଚ ତାପମାତ୍ରା ପାରଳାଖେମୁଣ୍ଡିଠାରେ ୩୮ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ରହିଛି ୧୬ ଦଶମିକ ୭ ଡିଗ୍ରୀ ସେଲସିୟସ। ରାଜ୍ୟରେ ଏବେ ପଶ୍ଚିମାଝଡ଼…

୭ ଜଣ ଭାଜପା ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ହାଇକୋର୍ଟ ୭ ଜଣ ଭାଜପା ବିଧାୟକଙ୍କୁ ଦିଲ୍ଲୀ ବିଧାନସଭାରୁ ନିଲମ୍ବନ ରଦ୍ଦ କରିଛନ୍ତି। ନିଲମ୍ବିତ ବିଧାୟକ ସେମାନଙ୍କ ନିଲମ୍ବନ ରଦ୍ଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଫେବୃଆରୀ ୧୫ରେ ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନରେ ଲେଫ୍ଟନାଣ୍ଟ ଗଭର୍ନର ବିନୟ ସକ୍ସେନାଙ୍କ…

ଶେଖ ଶାଜହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ମମତା ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

କୋଲକତା,୬।୩: ଟିଏମସି ନେତା ଶାଜହାନ ଶେଖଙ୍କୁ ଆଜି ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇଡି ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଶାଜହାନ ଗିରଫ ହୋଇଛନ୍ତି। ପଶ୍ଚିମବଙ୍ଗ ସିଆଇଡି ଘଟଣାର ତଦନ୍ତ କରୁଛି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri