କାଜୁ ବଣରୁ ମୃତଦେହ ଜବତ ମାମଲା: ମୃତଦେହ ସ୍ଥାନାନ୍ତର ଅଭିଯୋଗରେ ୨ ଗିରଫ, ଏବେବି ମୃତ୍ୟୁକୁ ନେଇ ସସପେନ୍ସ…
ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖରିଡା ଗାଁ ନିକଟ ଋଷିକୂଲ୍ୟା ନଦୀ ନିକଟ କାଜୁ ତୋଟାରୁ ଶୁକ୍ରବାର ଖରିଡା ଗାଁର ଶ୍ରମିକ ଶ୍ରୀକାନ୍ତ ସେଠୀଙ୍କ ଗଳିତ ମୃତଦେହ ଜବତ ପରେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ...
ଫାଇନାଲ ପୂର୍ବରୁ ବଡ଼ ଝଟକା: ଅଭିଷେକ, ହାର୍ଦ୍ଦିକ ଆହତ
ଦୁବାଇ,୨୭ା୯: ଓପନର ଅଭିଷେକ ଶର୍ମା ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ କ୍ରାମ୍ପର ସମ୍ମୁଖୀନ ହୋଇ ପଡ଼ିଆରୁ ଚାଲିଯାଇଥିଲେ। ଏପରିକି ପାଣ୍ଡ୍ୟା କ୍ରାମ୍ପ୍ସ କାରଣରୁ ମାତ୍ର ୧ ଓଭର ବୋଲିଂ କରିଥିଲେ। ସେ ପ୍ରଥମ ଓଭର...
RSS ନେତାଙ୍କ ବିବାଦୀୟ ବୟାନ, କହିଲେ ‘ସମସ୍ତ ଅନୁପ୍ରବେଶକାରୀଙ୍କୁ ମୁସଲିମ ଦେଶରେ ବାଣ୍ଟିଦିଅ’
ନୂଆଦିଲ୍ଲୀ,୨୭।୯: ଶନିବାର ଜାତୀୟ ରାଜଧାନୀ ଦିଲ୍ଲୀର ତାଲକଟୋରା ଇନଡୋର ଷ୍ଟାଡିୟମରେ ଅଖିଳ ଭାରତୀୟ ମୁସଲିମ ମହାସମ୍ମେଳନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ନେତା ଏବଂ ମୁସଲିମ ରାଷ୍ଟ୍ରୀୟ ମଞ୍ଚ (ଏମଆରଏମ) ମୁଖ୍ୟ ଇନ୍ଦ୍ରେଶ କୁମାର...
ଅଭିନେତା ବିଜୟ ଥାଲାପତିଙ୍କ ରାଲିରେ ଦଳାଚକଟା, ୩ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ, ଅନେକେ ଆହତ
କରୁର,୨୭।୯: ତାମିଲନାଡୁର କରୁରରେ ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଥାଲାପତିଙ୍କ ରାଲି ସମୟରେ ଦଳାଚକଟା ଘଟି ୩ଜଣ ପିଲାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କୁ...
ରାଜମିସ୍ତ୍ରୀଙ୍କ ପୁଅ ପାଇଲେ ଓପିଏସସିରେ ସଫଳତା
ଧରାକୋଟ,୨୭ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ବାପା ପେଶାରେ ଜଣେ ରାଜମିସ୍ତ୍ରୀ, ମା’ ସୁଗୃହିଣୀ। ମାତ୍ର ପୁଅ ରଖି ଦେଲେ ନାଁ। ନିକଟରେ ପ୍ରକାଶ ପାଇଥିବା ଓପିଏସସିରେ ୨୩୩ ନମ୍ବର ର଼୍ୟାଙ୍କ ରଖିଛନ୍ତି ଗଞ୍ଜାମ ଜିଲା ଧରାକୋଟ ବ୍ଲକ ମୁଣ୍ଡମରାଇ ଗାଁର କୈଳାସ...
ସରିଲା ପ୍ରସ୍ତୁତି, ସଜେଇ ହେଲାଣି ମଞ୍ଚ, ଅଭିଷେକ-ଶାହିନଙ୍କ ଟକ୍କର ଦେଖିବାକୁ ଅନେଇ ରହିଛି ସାରା ବିଶ୍ୱ
ଦୁବାଇ,୨୭।୯: ଭାରତର ବୋଲିଂ ପ୍ରଶିକ୍ଷକ ମୋର୍ନେ ମୋର୍କେଲ କହିଛନ୍ତି ଯେ ରବିବାର ଏସିଆ କପ ଫାଇନାଲରେ ଅଭିଷେକ ଶର୍ମାଙ୍କ ଚମତ୍କାର ବ୍ୟାଟିଂ ଶାହିନ ଶାହ ଆଫ୍ରିଦିଙ୍କ ସଠିକ ବୋଲିଂ ସହିତ ମେଳ ଖାଇବ, ଏବଂ ଉଭୟ ‘କଠିନ ପ୍ରତିଦ୍ୱନ୍ଦ୍ୱିତା’ର ସମ୍ମୁଖୀନ...
ଫାଇନାଲ ମ୍ୟାଚ ପୂର୍ବରୁ ବାବର ଆଜମଙ୍କୁ ଟିମ୍ରେ ସାମିଲ କରିବାକୁ ଚାହୁଁଥିଲା ପାକିସ୍ତାନ, ହେଲେ ଏମିତି ହେଲା ବେଇଜ୍ଜତ
ଇସଲାମାବାଦ,୨୭।୯: ଏସିଆ କପ ୨୦୨୫ର ଫାଇନାଲ ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ। ରବିବାର ଦୁବାଇ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟାଇଟଲ ଲଢ଼େଇ ଅନୁଷ୍ଠିତ ହେବ। ମ୍ୟାଚ ରାତି ୮ଟାରେ ଆରମ୍ଭ ହେବ। ମ୍ୟାଚ ପୂର୍ବରୁ,...
ପାର୍ବଣକୁ ନେଇ ପୋଲିସର ଫ୍ଲାଗମାର୍ଚ୍ଚ
ବାଲିଗୁଡା,୨୭।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଜପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଯାଇଛି। ସୋସିଆଲ ମିଡିଆରେ କୌଣସି ଆପତ୍ତି ଜନକ ଖବରକୁ ବିଶାସ ନ କରି ଦଶହରାରେ ଦୂର୍ଗାପୂଜା ଏବଂ କୁମାର ପୂର୍ଣ୍ଣିମାରେ ଲକ୍ଷ୍ମୀ ପୂଜା ପାଳନ କରିବା ନେଇ...
ମଜୁରି ମାଗିବାରୁ ଦାଦନ ଶ୍ରମିକଙ୍କୁ ଠିକାଦାର, ଦଲାଲଙ୍କ ମରଣାନ୍ତକ ଆକ୍ରମଣ: ଅକର୍ମଣ୍ୟ ଅବସ୍ଥାରେ ଘରେ ପଡିଛନ୍ତି ପ୍ରଭାକର
ପୁରୁଷୋତ୍ତମପୁର,୨୭ା୯(ସବିତା ମିଶ୍ର): ପରିବାର ପୋଷିବା ସହ କରଜ ଶୁଝିବା ଆଶାରେ ଦାଦନ ଖଟିବାକୁ ଯାଇଥିବା ଜଣେ ଦାଦନ ଶ୍ରମିକ ନିଜ ମଜୁରି ଟଙ୍କା ମାଗିବାରୁ ଠିକାଦାର ଓ ଦଲାଲଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ଆକ୍ରମଣରେ ଏବେ ଚିକିତ୍ସା...
ସାଧାରଣ ପ୍ରଶ୍ନର ଉତ୍ତର ଦେଉ ଦେଉ ପାକିସ୍ତାନ ସିଷ୍ଟମର ପୋଲ୍ ଖୋଲି ଦେଲେ ଖ୍ବାଜା ଆସିଫ
ଇସଲାମାବାଦ,୨୭।୯: ପାକିସ୍ତାନରେ କେବଳ ନାମକୁ ମାତ୍ର ଗଣତନ୍ତ୍ର ଅଛି ଏହା ସତ୍ୟ ବୋଲି ଏକ ସାମ୍ପ୍ରତିକ ସାକ୍ଷାତକାରରେ ସ୍ପଷ୍ଟ ଭାବରେ ପ୍ରକାଶ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସେନାମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଉପରେ ତାଙ୍କର ସାମ୍ବିଧାନିକ କ୍ଷମତା...
ବରଗଡ଼ ପାଇଁ ଗୌରବ: OPSCରେ ପ୍ରିୟଙ୍କା ଓ ସୌରଭ ସଫଳତା, ଛୁଟୁଛି…
ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍ସି)ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ପରୀକ୍ଷାରେ ବରଗଡ଼ ସହରର ୨ଜଣ ପ୍ରିୟଙ୍କା ସାହୁ ଏବଂ ସୌରଭ ମିତ୍ତଲ କୃତିତ୍ୱ ଅର୍ଜନ କରି ଜିଲା ପାଇଁ ଗୌରବ ଆଣିଛନ୍ତି । ସ୍ଥାନୀୟ ବାନ୍ଦୁଟିକ୍ରା...
Asia Cup ଫାଇନାଲ ପୂର୍ବରୁ ନୂଆ ଡ୍ରାମା ଆରମ୍ଭ କଲାଣି ପାକିସ୍ତାନ
ଇସଲାମାବାଦ,୨୭।୯: ଏସିଆ କପ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିବାଦରେ ଫସି ରହିଛି। ସମସ୍ତଙ୍କ ନଜର ଏବେ ଭାରତ ବନାମ ପାକିସ୍ତାନ ଫାଇନାଲ ଉପରେ, ଯାହା ୨୮ ସେପ୍ଟେମ୍ବରରେ ଖେଳାଯିବ। ଏହି ଟାଇଟଲ ମୁକାବିଲା ପୂର୍ବରୁ, ପାକିସ୍ତାନ ଏକ ନୂଆ...
Archives


