ଇସ୍ତଫା ଦେଲେ ରାଜ୍ୟପାଳ: ଲଢିପାରନ୍ତି ନିର୍ବାଚନ
ହାଇଦ୍ରାବାଦ୍,୧୮।୩: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ଇସ୍ତଫା ଦେଇଛନ୍ତି। ତାମିଲନାଡୁରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ୨୦୧୯ ପର୍ଯ୍ୟନ୍ତ ତାମିଲନାଡୁ ଭାଜପା ମୁଖ୍ୟ ଥିବା ସୌନ୍ଦରାଜନଙ୍କୁ ସେପ୍ଟେମ୍ବର ୨୦୧୯ର ତେଲେଙ୍ଗାନା ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ବର୍ତ୍ତମାନର…
ମେଣ୍ଟ ଚର୍ଚ୍ଚା ମଧ୍ୟରେ ଟିକେଟ୍ ପାଇଁ ନେତାଙ୍କ କସରତ, ତୃତୀୟ ତାଲିକାରେ ଓଡ଼ିଶାରୁ ପ୍ରାର୍ଥୀ ଦେବ ଭାଜପା
ଭୁବନେଶ୍ୱର,୧୮।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଭାଜପା ପ୍ରାର୍ଥୀ ତାଲିକା ପ୍ରସ୍ତୁତିକୁ ନେଇ ଭାଜପା ଘନ ଘନ ବୈଠକ କରୁଛି। ଆଜି ଦିଲ୍ଲୀରେ ଭାଜପାର କୋର କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ…
ଭୁଶୁଡିଲା ପାଞ୍ଚ ମହଲା କୋଠା: ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଘଟଣାସ୍ଥଳରେ ପହଞ୍ଚିଲେ ମମତା
କୋଲକାତା,୧୮।୩: ଦକ୍ଷିଣ କୋଲକାତାର ମେଟିଆବ୍ରୁଜରେ ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶକ ଅଭିଜିତ ପାଣ୍ଡେ କହିଛନ୍ତି, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ…
ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କରିପାରିବେନି ଏହି ଲୋକ, ଜାଣିନିଅନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାକୁ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଯାହାକୁ ପରେ ଏହି ଆବେଦନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ ଲାଗ ପାଇବା ପାଇଁ ଏକ କୋଟିରୁ ଅଧିକ ଲୋକ ଆବେଦନ…
ମାଲାମାଲ୍ ହେଲେ ଅଶ୍ୱିନ୍: ମିଳିଲା ୫୦୦ ସୁନା ମୁଦ୍ରା, ୧ କୋଟି ଟଙ୍କା
ଚେନ୍ନାଇ,୧୮।୩: କିଛି ସପ୍ତାହ ପୂର୍ବରୁ ଅନୁଷ୍ଠିତ ଭାରତ ବନାମ ଇଂଲଣ୍ଡ ସିରିଜରେ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଏକ ଐତିହାସିକ ରେକର୍ଡ ସ୍ଥାପନ କରିଥିଲେ। ଟେଷ୍ଟ କ୍ରିକେଟ ଇତିହାସରେ ଅଶ୍ୱିନ ନବମ ଖେଳାଳି ଭାବେ ୫୦୦ ଉଇକେଟ ପୂରଣ କରିଥିଲେ। ସେ…
ମାଗଣାରେ ମିଳିବ ପ୍ଲଟ୍, ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଲା କଂଗ୍ରେସ
ଚଣ୍ଡିଗଡ,୧୮।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ସହିତ ସାରା ଦେଶରେ ରାଜନୈତିକ ମହଲ ଗରମ ରହିଛି। ଏଥି ସହିତ ହରିୟାଣାରେ ରାଜନୈତିକ କାର୍ଯ୍ୟ ମଧ୍ୟ ବୃଦ୍ଧି ପାଇଛି। ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ…
ସୋନପୁର: ହୋର୍ଡିଂ ହଟୁନି
ସୋନପୁର,୧୮।୩(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ଶନିବାର ତାରିଖ ଘୋଷଣା କରିଛନ୍ତି। ଓଡିଶାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ କମିଶନର ଶନିବାର ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା କରିବା…
ଆରସିବିର ବିଜୟ ପରେ ଖୁସିରେ ଗଦ୍ଗଦ୍ ହେଲେ ବିରାଟ କୋହଲି: ଭିଡିଓ କଲ୍ରେ କଥା ହେଲେ
ନୂଆଦିଲ୍ଲୀ,୧୮।୩:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ ୨୦୨୪ ଟାଇଟଲ ଜିତିଛି। ଫାଇନାଲରେ ଦଳ ନିଜ ପଡ଼ିଆରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଏହା ସହିତ ବାଙ୍ଗାଲୋରର ଟାଇଟଲ ମରୁଡ଼ି ସମାପ୍ତ ହୋଇଛି। ବାଙ୍ଗାଲୋର ପୁରୁଷ ଦଳ ୧୬…
ନବୀକରଣ ହେଉନି ବଟକରା
ବାଲିମେଳା,୧୪ା୩(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଆମିଷ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବେପାରୀମାନେ ମନ ଇଚ୍ଛା ମାଛମାଂସ ଦର ବୃଦ୍ଧିକରି ଖାଉଟିଙ୍କୁ ଶୋଷଣ କରୁଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ…
ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଲେ ଭ୍ଲାଡିମିର ପୁଟିନ
ମସ୍କୋ,୧୮।୩: ରୁଷିଆ ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର ପୁଟିନ ଏକ ବଡ଼ ବିଜୟ ହାସଲ କରିଛନ୍ତି। ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିନ୍ତ ହୋଇଯାଇଛି। ସୋମବାର ଫଳାଫଳ ଘୋଷଣା ପରେ ପୁଟିନ ନିଜର ପ୍ରଥମ…
ଆରସିବି ଉପରେ ଟଙ୍କା ବର୍ଷା: ହାରିବା ସତ୍ତ୍ୱେ କୋଟିପତି ହେଲା ଦ୍ୱିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ,୧୭ା୩: ଓମେନ୍ସ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ)ର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ରବିବାର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଉଇକେଟରେ ପରାସ୍ତ କରି ଦଳ ଏହାର ପ୍ରଥମ ଟାଇଟଲ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି…
ଭାରତରେ ପହଞ୍ଚିଲେ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି
ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ ପୂର୍ବରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭାରତରେ ପହଞ୍ଚିଛନ୍ତି। ଷ୍ଟାର୍କଙ୍କୁ ନଲାମୀରେ କୋଲକାତା ନାଇଟ ରାଇଡର୍ସ (କେକେଆର୍) ୨୪.୭୫ ଟଙ୍କା ମୂଲ୍ୟରେ କ୍ରୟ କରାଯାଇଥିଲା। ଯାହା ସହିତ ସେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି…
Archives


