Home Left

ରାଜେଶ ହତ୍ୟାକାଣ୍ଡ:  ଅଭିଯୁକ୍ତଙ୍କୁ ଧରିବା ପ୍ରତିବାଦରେ ରାଜପଥ ଅବରୋଧ 

ପରଜଙ୍ଗ,୧୧।୧(ନିଗମାନନ୍ଦ ଦଳବେହେରା): ବହୁ ଚର୍ଚ୍ଚିତ ଫଟୋ ଗ୍ରାଫର୍‌  ରାଜେଶ ପାଣି ହତ୍ୟାକାଣ୍ଡକୁ  ଇତି ମଧ୍ୟରେ ଦୁଇ ମାସ  ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ କାମାକ୍ଷାନଗର ପୋଲିସ। ସୂଚନା ମୁତାବକ ପରଜଙ୍ଗ ଥାନା ସାଆନ୍ଦା ଗ୍ରାମର ରାଜେଶ କୁମାର ପାଣି…

ମଥୁରା ଛକରେ ଭୟଙ୍କର ଦୁର୍ଘଟଣା: ଆଖିବୁଜିଲେ ଯୁବ ଆଇନଜୀବୀ

ଜୁନାଗଡ଼,୧୧।୧(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଛକ ନିକଟରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବ ଆଇନଜୀବୀଙ୍କ ମୃତ୍ୟୁ ଘଟିଛି। ମୃତ ଆଇନଜୀବୀଙ୍କ ନାମ ରୁଦ୍ର କୃପା ଖମାରୀ (୨୫) ହୋଇଥିବାବେଳେ ତାଙ୍କ…

ଭାଜପା କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ: ୧୦ରୁ ଊର୍ଦ୍ଧ୍ୱ ଆହତ, ପୋଲିସ ପହଞ୍ଚିବାରୁ…

ହାଟଡିହୀ,୧୧ା୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଏବେ ରାଜନୈତିକ ଅଶାନ୍ତ ଆରମ୍ଭ ହେଲାଣି। ଫଳରେ ଛକାପଞ୍ଝା ବଢ଼ିବାରେ ଲାଗିଛି l ଖବରରୁ ଜଣାଯାଇଛି, ରବିବାର ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀଙ୍କ ନିଜ ଇଞ୍ଚୋଳ ପଞ୍ଚାୟତ ଅଧୀନ ଭୂତପଦା ଗ୍ରାମରେ…

ଅନ୍‌ କରିବାକୁ ଭୁଲନ୍ତୁ ନାହିଁ INSTGRAMର ଏହି ୩ ସେଟିଂ, ଭାଇରାଲ ହୋଇଯିବ ଆପଣଙ୍କ REEL

ନୂଆଦିଲ୍ଲୀ,୧୧।୧: ଆଜିକାଲି ସମସ୍ତେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ହେବାକୁ ଚାହାନ୍ତି। ଏଥିଲାଗି ସେ ସର୍ବପ୍ରଥମେ ଇନ୍‌ଷ୍ଟାଗ୍ରାମକୁ ବାଛୁଛନ୍ତି। କାରଣ ଏଠାରେ ଭାଇରାଲ ହେବା ସହଜ। ଆପଣଙ୍କ ମଧ୍ୟରୁ ଅନେକେ ଏଭଳି ଥିଲେ, ଯିଏ ରିଲ୍‌ କରୁଥିବେ। ହେଲେ ଭ୍ୟୁଜ୍‌ ଭଲ ନ…

IND vs NZ: ଘୋଷଣା ହେଲା ପନ୍ତଙ୍କ ରିପ୍ଲେସମେଣ୍ଟ, ଓ୍ବାନ ଡେ’ ଟିମରେ ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୧।୧: ଭଦୋଦରାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ପୂର୍ବରୁ ଧ୍ରୁବ ଜୁରେଲଙ୍କୁ ଟିମ ଇଣ୍ଡିଆରେ ଯୋଡାଯାଇଛି। ଆହତ ରିଷଭ ପନ୍ତଙ୍କ ବଦଳ ଖେଳାଳି ଭାବରେ ଜୁରେଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଶନିବାର ଥ୍ରୋ-ଡାଉନ ଅଭ୍ୟାସ ସମୟରେ ପନ୍ତ ଆହତ ହୋଇଥିଲେ,…

ଶୌର୍ଯ୍ୟ ଯାତ୍ରାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ, ଜ୍ୟୋତିର୍ଲିଙ୍ଗରେ ଜଳାଭିଷେକ କରି…

ନୂଆଦିଲ୍ଲୀ,୧୧ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସୋମନାଥରେ ପହଞ୍ଚି ଶୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ସୋମନାଥ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହି ଯାତ୍ରାର ଆୟୋଜନ…

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଗଞ୍ଜେଇ ଚାଷୀଙ୍କୁ ଡରାଇଲେ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ

ଦାରିଙ୍ଗବାଡି,୧୧।୧(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବର ଆଜି ଶେଷ ରାତି।  ଗତ ୪ ଦିନ ଧରି ଏହି ମହୋତ୍ସବ ପାଇଁ ଅଞ୍ଚଳ ଉତ୍ସବ ମୁଖର ହୋଇପଡ଼ଛି। ତେବେ ତୃତୀୟ ସନ୍ଧ୍ୟାରେ ଏହି ମହୋତ୍ସବରେ ୩ ଜଣ ଭାରତୀୟ…

ଇରାନ ଉପରେ ବର୍ଷିବେ ଆମେରିକା ସେନା? ଟ୍ରମ୍ପଙ୍କ ବଡ଼ ଘୋଷଣା, କହିଲେ ‘ଖାମେନେଇଙ୍କଠାରୁ ମୁକ୍ତ କରିବାକୁ…’

ଓ୍ବାଶିଂଟନ,୧୧।୧: ଇରାନରେ ଚାଲିଥିବା ପ୍ରତିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର (ଜାନୁଆରୀ ୧୧) କହିଛନ୍ତି ଯେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନେତୃତ୍ୱାଧୀନ ସରକାରଙ୍କଠାରୁ ସ୍ବାଧୀନତା ହାସଲ କରିବାରେ ଇରାନକୁ ସାହାଯ୍ୟ କରିବାକୁ ଆମେରିକା ପ୍ରସ୍ତୁତ। ଟ୍ରୁଥ…

ଏହି ୫ରାଶିଙ୍କ ଚମକିବ ଭାଗ୍ୟ ନା ମାଡ଼ି ଆସିବ ବିପଦ! ଶନିଙ୍କ ସାଢେ ସତୀ ଚାଲିରେ କଲବଲ ହେବେ…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି କେବେବି ସ୍ଥିର ନୁହେଁ, ଏବଂ ଯେତେବେଳେ ଶନିଙ୍କ କଥା ଆସେ, ସମଗ୍ର ବିଶ୍ୱ ଏହାର ସ୍ଥିତି ଉପରେ ନଜର ରଖେ। 2026 ବର୍ଷ ହେଉଛି ଏପରି ଏକ ବର୍ଷ ଯେଉଁଠାରେ ଶନିଙ୍କ ପ୍ରଭାବ ପୂର୍ଣ୍ଣ ତୀବ୍ରତାରେ…

କୁନି ପୁଅକୁ ଗୋଡ଼ାଇ ଗୋଡ଼ାଇ ମୁଣ୍ଡିଆ ପରେ ମୁଣ୍ଡିଆ ମାରିଲା ମେଣ୍ଢା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବାବେଳେ ଆଉ କିଛି ଭିଡିଓ ହସର ଖୋରାକ ଯୋଗାଇଥାଏ। ଆଉ କିଛି ଭିଡିଓ ଦେଖିଲେ ଲୋମ ବି ଟାଙ୍କୁରି ଉଠେ। ଏବେ ସେମିତି ଏକ ଭିଡିଓ ଭାଇରାଲ…

‘ଅଯୋଧ୍ୟାରେ ମୁସଲମାନଙ୍କ ପ୍ରବେଶ ନିଷେଧ କରାଯିବା ଉଚିତ’, ରାମ ମନ୍ଦିରରେ ନମାଜ ପ୍ରସଙ୍ଗରେ ଏମିତି କହିଲେ ମହନ୍ତ ରାଜୁ ଦାସ

ନୂଆଦିଲ୍ଲୀ,୧୧।୧: ଅଯୋଧ୍ୟାର ରାମ ମନ୍ଦିରର ପ୍ରସ୍ଥାନ ଦ୍ୱାରରେ ନମାଜ ପାଠକୁ ନେଇ ବିବାଦ ତୀବ୍ର ହୋଇଛି। ହନୁମାନଗଡ଼ିର ମହନ୍ତ ରାଜୁ ଦାସ ଏହି ଘଟଣା ଉପରେ ଏକ କଡ଼ା ବିବୃତ୍ତି ଜାରି କରିଛନ୍ତି। ସେ ଏହି ଘଟଣାକୁ ଦୁଃଖଦ ଏବଂ ନିନ୍ଦନୀୟ…

ଅନଲାଇନରେ କାର୍ ଓ ବାଇକ୍ ଇ-ଚାଲାଣ ଭରୁଛନ୍ତି? ଜାଣନ୍ତୁ, ନଚେତ….

ନୂଆଦିଲ୍ଲୀ,୧୧।୧: ବର୍ତ୍ତମାନ ଅନଲାଇନ୍ ଯୁଗ । ସପିଂଠୁ ନେଇ ବିଲିଂ, ପ୍ରତ୍ୟେକ କାମ ଅନଲାଇନ୍‌ରେ ସୁବିଧାରେ ସରଳରେ ହୋଇଯାଇଛି। ହାତ ପାହାନ୍ତାରେ ସବୁ ଜିନିଷ ହୋଇଯାଉଛି। ସେହିପରି ବିଦ୍ୟୁତ୍ ବିଲ୍, ପାଣି ବିଲ୍ ଭଳି ବିଲ୍ ମଧ୍ୟ ଅନଲାଇନ୍‌ରେ ପୈଠ ହୋଇପାରୁଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri