ନୀତୀଶ କୁମାରଙ୍କୁ ଭେଟିଲେ ତେଜସ୍ବୀ ଯାଦବ: ରାଜନୀତି ହଲ୍ଚଲ୍
ପାଟନା,୩।୯: ଦୀର୍ଘ ୮ ମାସ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଙ୍ଗଳବାର ଭେଟିଛନ୍ତି ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ। ମୁଖ୍ୟମନ୍ତ୍ରୀ ସଚିବାଳୟରେ ନୀତୀଶ ପହଞ୍ଚିବା ପରେ ତେଜସ୍ବୀ ତାଙ୍କୁ ସାକ୍ଷାତ କରିଥିଲେ। ସୂଚନା କମିଶନର ପଦରେ ନିଯୁକ୍ତି ସମ୍ପର୍କରେ…
ଟିଫିନ୍ ଧୋଇବାକୁ ପୋଖରୀକୁ ଯାଇଥିଲେ ବଳରାମ, ଅସାବଧାନତା କାରଣରୁ….
ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର ସାଗର ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଗଡ଼ଗୋବିନ୍ଦପୁର ଗ୍ରାମର ବଳରାମ ପ୍ରଧାନ। ସେ ସୋମବାର ଅପରାହ୍ନରେ…
୧୫୦ କେଜି ଗଞ୍ଜେଇ ଜବତ: ୩ ଚାଲାଣକାରୀ ଗିରଫ
ବ୍ରହ୍ମପୁର, ୩।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁରରୁ ୧୫୦ କିଲୋର ଗଞ୍ଜେଇ ଜବତ ହୋଇଛି। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦେଶ କ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସପି ସ୍ନେହଲତା…
ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୩।୯: ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମଙ୍ଗଳବାର ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି ଏବଂ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାରେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ…
ଗ୍ୟାସ୍ ଫାଟି କ୍ଷୟକ୍ଷତି ହେଲେ ଏଣିକି ମିଳିବ କ୍ଷତିପୂରଣ, ହାଇକୋର୍ଟଙ୍କ ବଡ଼ ରାୟ
ଭୁବନେଶ୍ୱର,୩।୯: ଗ୍ୟାସ୍ ଫାଟି କ୍ଷୟକ୍ଷତି ହେଲେ ଏଣିକି ମିଳିବ କ୍ଷତିପୂରଣ। ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ନୟାଗଡ଼ ସିଲିଣ୍ଡର ବିସ୍ଫୋରଣ ମାମଲାରେ ଶୁଣାଣି କରି କୋର୍ଟ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି, ଗ୍ୟାସ ଫାଟି କ୍ଷୟକ୍ଷତି…
ପାର୍ସଲ ବୋମା ଘଟଣା: ସାକ୍ଷୀ ଦେଲେ ଅରୁଣ ବୋଥ୍ରା
ପାଟଣାଗଡ,୩।୯(ସଚ୍ଚିଦାନନ୍ଦ ମହାକୁଡ): ବଲାଙ୍ଗିର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର କେସ ପାଟଣାଗଡ଼ କୋର୍ଟରେ ଚାଲିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ରଖାଯାଇଛି। କେସର ପୂର୍ବରୁ ୫୯ଜଣ ସାକ୍ଷୀଙ୍କ ସାଖ୍ୟ ଗ୍ରହଣ ସରିଯାଇଥିବାବେଳେ…
ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା
ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା ଚାରୋଟି ଗ୍ଲୋବମାଷ୍ଟର ବିମାନଠାରୁ ବଡ, ପୃଥିବୀ ଆଡକୁ ଦ୍ରୁତ ଗତିରେ ଗତି କରୁଛି। ରିପୋର୍ଟ…
କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଲେ ହେମନ୍ତ ସୋରେନ
ନୂଆଦିଲ୍ଲୀ,୩।୯: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ଲୋକ ସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ଏହି ସମୟରେ ସୋରେନଙ୍କ ସ୍ତ୍ରୀ କଳ୍ପନା ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି…
ଓମାର ଅବଦୁଲ୍ଲାଙ୍କ ବିପକ୍ଷରେ ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଧମକ ଦେଲେ କଂଗ୍ରେସ ନେତା
ଶ୍ରୀନଗର,୩।୯: ଜମ୍ମୁ-କଶ୍ମୀରର ଗାଂଦରବଲ ଜିଲାରେ କଂଗ୍ରେସ ଜିଲାଧ୍ୟକ୍ଷ ଦଳକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯଦି ଦଳ ତାଙ୍କୁ ପ୍ରାର୍ଥୀ ନ କଲା ତେବେ ସେ ନ୍ୟାଶନାଲ କନଫରେନ୍ସ(ଏନସି) ଉପାଧ୍ୟକ୍ଷ ଓମାର ଅବଦୁଲ୍ଲାଙ୍କ ବିପକ୍ଷରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ।…
ପଶ୍ଚିମବଙ୍ଗରେ ବଳାତ୍କାରୀ ଦୋଷୀଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ, ମମତା ନେଲେ…
କୋଲକାତା,୩।୯: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବିଲ ଆଗତ କରିଛନ୍ତି। ଏହା ମାଧ୍ୟମରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଟିଏମସି ସରକାର ବିଧାନସଭାରେ…
‘ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ’, ଅଚାନକ ବଡ଼ ଦାବି କରିଦେଲେ…
ନୂଆଦିଲ୍ଲୀ,୩।୯: କଂଗ୍ରେସ ନେତା ଅଭିଷେକ ମନୁ ସିଂଘବି ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଗମ୍ଭୀର ଭାବରେ କାର୍ଯ୍ୟ କରୁଛନ୍ତି ଏବଂ…
ଭାଜପାକୁ ବଡ଼ ଝଟକା ଦେଲା ଆରଏଲଡି
ନୂଆଦିଲ୍ଲୀ,୩।୯: କେନ୍ଦ୍ର ସରକାରରେ ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ପାର୍ଟି କେନ୍ଦ୍ର ଏବଂ ୟୁପି ସରକାରରେ ଏନଡିଏର ସହଯୋଗୀ। ଉଭୟେ ଲୋକ ସଭା ନିର୍ବାଚନରେ ଏକାଠି ଲଢିଥିଲେ, କିନ୍ତୁ ଆଗାମୀ ନିର୍ବାଚନରେ ଭାଜପାକୁ ଝଟକା ଦେବାକୁ ଆରଏଲଡି ପ୍ରସ୍ତୁତ…

