Home Left

କହ୍ନେୟା କୁମାରଙ୍କ ପାଖରେ ନା ଅଛି ଘର ନା କାର, ଗତ ବର୍ଷର ଆୟ ୧୮ ହଜାର ଟଙ୍କା

ନୂଆଦିଲ୍ଲୀ,୯।୫: ବର୍ତ୍ତମାନ ଦେଶରେ ନିର୍ବାଚନ ପର୍ବ ଚାଲିଛି। ଲୋକ ସଭାର ତିନୋଟି ପର୍ଯ୍ୟାୟ ପାଇଁ ମତଦାନ କରାଯାଇଛି। ଅବଶିଷ୍ଟ ପର୍ଯ୍ୟାୟ ପାଇଁ ମତଦାନ ମେ ୧୩ ରୁ ଜୁନ ୧ ମଧ୍ୟରେ ହେବ। ଏହି ନିର୍ବାଚନରେ ଅନେକ ଆସନ ଅଛି ଯେଉଁଠାରେ…

ଶେଷ ହେଲା ଏୟାର ଇଣ୍ଡିଆ ଏକ୍ସପ୍ରେସର ସଙ୍କଟ, କାମରେ ଯୋଗ ଦେବେ ସମସ୍ତ କ୍ରୁ ମେମ୍ବର

ନୂଆଦିଲ୍ଲୀ,୯।୫: ଏୟାର ଇଣ୍ଡିଆ ଏକ୍ସପ୍ରେସର ସଙ୍କଟକୁ ବର୍ତ୍ତମାନ ଦୂର କରାଯାଇଛି। ପରିଚାଳନା ସହିତ ଚାରି ଘଣ୍ଟିଆ ବୈଠକ ପରେ କର୍ମଚାରୀମାନେ କାର୍ଯ୍ୟକୁ ଫେରିବାକୁ ରାଜି ହୋଇଛନ୍ତି। ମୁଖ୍ୟ ଶ୍ରମ କମିଶନରଙ୍କ ଉପସ୍ଥିତିରେ କମ୍ପାନୀର ଶୀର୍ଷ ପରିଚାଳନା ଏବଂ ଏଚଆର ବିଭାଗର ଅଧିକାରୀମାନେ…

୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍‌କାଷ୍ଟ

ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ବିଧାନସଭା ଆସନଗୁଡିକର ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ସକାଶେ ସମୁଦାୟ…

ଶିଖ ଅତିକମରେ ୫ ସନ୍ତାନ ଜନ୍ମ ଦିଅନ୍ତୁ: ଦମଦମି ଟକଶାଳାର ମୁଖ୍ୟ

ଚଣ୍ଡିଗଡ଼,୯।୫: ଶିଖମାନଙ୍କର ପ୍ରମୁଖ ସଂଗଠନ ଦମଦମି ଟକଶାଳାର ମୁଖ୍ୟ ଜ୍ଞାନି ହରନାମ ସିଂ ଖସଲା କହିଛନ୍ତି ଯେ ଶିଖଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଶିଖ ଦମ୍ପତିଙ୍କର ଅତି କମରେ ୫ ସନ୍ତାନ ହେବା ଉଚିତ। ସେ କହିଛନ୍ତି ଯେ…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଖଣ୍ଡ ଖଣ୍ଡ ହୋଇଗଲା ଶ୍ରମିକଙ୍କ ଶରୀର

ଶିବକାଶି,୯।୫: ଗୁରୁବାର ତାମିଲନାଡୁର ଶିବକାଶିରେ ଥିବା ବାଣ କାରଖାନାରେ ବିସ୍ଫୋରଣରେ ପାଞ୍ଚ ଜଣ ମହିଳାଙ୍କ ସମେତ ଆଠ ଜଣ କର୍ମଚାରୀଙ୍କ ମତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଦେଶର ଫାୟାରକ୍ରାକ ହବ ଭାବରେ ପ୍ରସିଦ୍ଧ ଶିବକାଶି ସହରରେ…

ବନ୍ୟାରେ ଭାସିଗଲା ବ୍ରାଜିଲ ପାରାଲିମ୍ପିଆନଙ୍କ ପଦକ

ପୋର୍ଟୋ ଆଲେଗ୍ର,୯ା୫: ପାରାଲିମ୍ପିକ ଫେନ୍‌ସର ଭାଣ୍ଡରସନ ଚେଭ୍ସ ଦଶନ୍ଧିରୁ ଅଧିକ ସମୟ ହେଲା ଅନେକ ବାଧାବିଘ୍ନ ଦେଇ ଗତି କରିଛନ୍ତି। କିନ୍ତୁ ବ୍ରାଜିଲର ରିଓ ଗ୍ରେଣ୍ଡ୍‌ ଡୁ ସୁଲ୍‌ ଷ୍ଟେଟ୍‌ରେ ବଡ଼ ଧରଣର ବନ୍ୟା ଯୋଗୁ ତାଙ୍କୁ ନାହିଁ ନ ଥିବା…

ଟି -୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

ନୂଆଦିଲ୍ଲୀ,୯।୫: ଟି -୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ନିଜ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏହି ଟୁର୍ନାମେଣ୍ଟରେ ଅଲରାଉଣ୍ଡର ୱାନିନ୍ଦୁ ହାସରଙ୍ଗା ଶ୍ରୀଲଙ୍କାର ନେତୃତ୍ୱ ନେବେ। ଏଥି ସହିତ ଚୈରିଥ ଅସଲଙ୍କା ଉପ-ଅଧିନାୟକ ଭୂମିକାରେ ରହିବେ। ଆଇପିଏଲରେ ନିଜର ପରିଚୟ ସୃଷ୍ଟି…

୫-୦ରେ ସିରିଜ ବିଜୟୀ ହେଲା ଭାରତ

ସିଲ୍‌ହେଟ୍‌,୯ା୫: ସ୍ଥାନୀୟ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୧ରନ୍‌ରେ ବିଜୟ ହାସଲ କରିବା ସହ ୫ମ୍ୟାଚ ବିଶିଷ୍ଟ ସିରିଜ୫-୦ରେ ଜିତି ନେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଦ୍‌ଭାବନା…

କଂଗ୍ରେସର ଦାବି ହରିୟାଣାରେ ମିଳିବ ବହୁମତ

ଚଣ୍ଡିଗଡ଼,୯।୫: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡା ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦାବି କରିଛନ୍ତି। ସେ ପୁଣି ଥରେ କହିଛନ୍ତି ଯେ ନୟବ ସିଂ ସାଇନିଙ୍କ ସରକାର ରାଜ୍ୟରେ ସଂଖ୍ୟାଲଘୁ ହୋଇସାରିଛନ୍ତି। ସେ କହିଛନ୍ତି ଯେ…

ଜ୍ୟାକଲିନଙ୍କ ଗୀତ ଦେଖ, ଆଇଫୋନ ନିଅ, ଅଭିନେତ୍ରୀଙ୍କ ଜନ୍ମଦିନରେ ସୁକେଶଙ୍କ ବିଶେଷ ଉପହାର ଘୋଷଣା

ମୁମ୍ବାଇ,୯।୫: ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଜ୍ୟାକଲିନଙ୍କୁ ତାଙ୍କର ନୂତନ ଗୀତ ‘ୟିମି ୟିମି’ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କୁ…

ବିଧାୟକ, ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି କେସିଙ୍ଗା ନଗରପାଳ

କେସିଙ୍ଗା,୯ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଓ୍ବାର୍ଡ ନମ୍ବର ୬ରେ ନଗରପାଳ ନୃପରାଜ ଯାଦବ ପ୍ରଚଣ୍ଡ ଟାଣଖରାକୁ ଖାତିର ନ କରି ଓ୍ବାର୍ଡ ନଂ ୬ର ଘରକୁ ଘର ବୁଲି ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ,ଏମ୍‌.ପି. ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri