Home Left

ଗଡ଼ ବଞ୍ଚାଇଲେ ଆପାରାଜିତା ଷଡ଼ଙ୍ଗୀ, ୪୦,୦୦୦ ଭୋଟରେ ଭୁବନେଶ୍ୱରରୁ ବିଜୟୀ

ଭୁବନେଶ୍ୱର,୪।୬: ଭାଜପା ଲୋକ ସଭା ପ୍ରାର୍ଥୀ ଆପାରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ବିଜୟୀ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ମଥ ରାଉତରାୟଙ୍କୁ ପ୍ରାୟ ୪୦,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜୟ ପରେ ଅପରାଜିତା କହିଛନ୍ତି ଓଡିଶାର ଜନତା ପରିବର୍ତ୍ତନ ଆଣିଲେ, ରାଜ୍ୟରେ ଡବଲ ଇଞ୍ଜିନ୍…

ଯୋଗୀଙ୍କ ମନ୍ତ୍ରୀଙ୍କୁ ହରାଇଲେ ଡିମ୍ପଲ ଯାଦବ

ଲକ୍ଷ୍ନୌ,୪।୬: ଲୋକ ସଭା ନିର୍ବାଚନକୁ ନେଇ ମେନପୁର ଆସନର ଫଳାଫଳ ସାମ୍ନାକୁ ଆସିଛି। ସିଟିଂ ଏମପି ତଥା ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବ ଏହି ଆସନରୁ ବମ୍ପର ବିଜୟ ପଞ୍ଜିକରଣ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀ ଜୟବୀର…

ଇସ୍ତଫା ଦେଇପାରନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର,୪।୬: ଇସ୍ତଫା ଦେଇପାରନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନବୀନ ପଟ୍ଟନାୟକ। ନବୀନ ହିଞ୍ଜିଳିରୁ ଜିତିଥିଲେ ମଧ୍ୟ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପରାସ୍ତ ହୋଇଛନ୍ତି। ଏଥିସହ…

ଏହି ଜନାଦେଶ ଭାଜପା ବିରୋଧରେ, ଏହା ମୋଦିଙ୍କ ନୈତିକ ପରାଜୟ: ଖାର୍ଗେ

ନୂଆଦିଲ୍ଲୀ,୪।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ସମ୍ପର୍କରେ କଂଗ୍ରେସ ଏକ ଖବରଦାତା ସମ୍ମିଳନୀ କରିଥିଲା ଯେଉଁଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। କଂଗ୍ରେସ ସଭାପତି…

ବର୍ଷା, ଅରିନ୍ଦମ ପରାସ୍ତ.. କାମ ଦେଲାନି ଷ୍ଟାର ଚେହେରା

ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟର ୪ ଜଣ ଓଲିଉଡ୍ ଷ୍ଟାର ମଇଦାନକୁ ଓହ୍ଲାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଆଗରେ ରହିଥିବା ବେଳେ ୨ ଜଣ ପଛରେ ରହିଛନ୍ତି । ସିଦ୍ଧାନ୍ତ ମହାପାତ୍ର , ଆକାଶ ଦାସ ନାୟକ ଜିତାପଟ…

ଭାଜପାର ଗଡ଼ ଦଖଲ, ବିଜେଡି ଧରାଶାୟୀ

କେନ୍ଦୁଝର,୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଦୀର୍ଘ ବହୁବର୍ଷ ପରେ ଭାଜପା ବିଜେଡି ହାତରୁ ଲୋକ ସଭା ସିଟ୍‌ ଛଡ଼ାଇ ନେଇଛି। ବାଜପେୟୀ ସରକାରରେ ଅନନ୍ତ ନାୟକ ଦୁଇ ଥର ଏମ୍‌ପି ହେବାର ସୁଯୋଗ ପାଇଥିଲେ।  ଏହା ପରେ ସେ କ୍ରମାଗତ…

ପାରିବାରିକ ପରାଜୟର ସମ୍ମୁଖୀନ ହେଲେ ବବି

ଭୁବନେଶ୍ୱର,୪।୬: ଓଡ଼ିଶାରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି ବିଜୁ ଜନତା ଦଳ। ଲୋକ ସଭାରେ ଦଳ ଅମାନତା ହରାଇଥିବା ବେଳେ ବିଧାନସଭାରେ ଖବର ଲେଖା ହେଲା ବେଳକୁ ୧୬ ଆସନରେ ବିଜୟୀ ହୋଇଥିବା ବେଳେ ୩୩ ଆସନରେ ଆଗୁଆ ଚାଲିଛି। ତେବେ…

ନର୍ଲାରେ ଭକ୍ତ ଦାସଙ୍କୁ ହରାଇଲେ ମନୋରମା

ରୁପ୍ରାରୋଡ,୪।୬(ସଞ୍ଜିବ ଦାସ): ନର୍ଲା ବିଧାନସଭା ଆସନରେ ବିଜେଡି ବିଧାୟିକା ପ୍ରାର୍ଥିନୀ ମନୋରମା ମହାନ୍ତି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସଙ୍କୁ ୫୫୬୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ…

ବୁଧବାର ରାହୁଲ ନେବେ ନିଷ୍ପତ୍ତି, ବିରୋଧୀରେ ରହିବେ ନା ସରକାର ଗଢିବେ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳଫଳ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରେସ କନଫରେନ୍ସ କରିଛନ୍ତି। ସେ ରାଏବରେଲି ଅବା ଓ୍ବାୟନାଡରେ ସରକାରରେ ରହିବେ କି ବିରୋଧୀରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଜନତା ଭାଜପାକୁ…

ବଦଳିଯିବ ଓଡ଼ିଶା ରାଜନୀତି, ଗଠନ ହେବ ନୂଆ ସରକାର !

ଭୁବନେଶ଼୍ବର,୪।୬: ରାଜ୍ୟରେ ଜାରି ରହିଛି ନିର୍ବାଚନ ଗଣତି। ପ୍ରଥମ ପର୍ଯ୍ୟାୟରୁ ଆଗରେ ଥିବା ବିଜେଡି ପୁଣିଥରେ ସରକାର ଗଢ଼ିବା ନେଇ ଆଶା କରାଯାଉଥିଲା । ହେଲେ ଦିନ ୧୦ଟା ପରେ ସ୍ଥିତି ବଦଳିଯାଇଥିଲା।  ଲିଡ୍‌କୁ ଚାଲିଆସିଥିଲା ଭାଜପା । ବର୍ତ୍ତମାନ ମଧ୍ୟ…

ହାରିବା ପରେ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଣବ, ଲେଖିଲେ…

ଭୁବନେଶ୍ୱର,୪।୬: ସମ୍ବଲପୁର ଆସନରୁ ବିଜୟୀ ହୋଇଛନ୍ତି ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଲକ୍ଷ ୪୦ ହଜାର…

ପିଡିଏ, ସମ୍ବିଧାନ, ଆରକ୍ଷଣ ଏବଂ ମୁସଲମାନ… ଉତ୍ତରପ୍ରଦେଶରେ ବାଜି ପାଲଟାଇଲେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୬: କଥାରେ ଅଛି ଦିଲ୍ଲୀର ଶସନ କ୍ଷମତାର ରାସ୍ତା ଉତ୍ତର ପ୍ରଦେଶ ବାଟ ଦେଇ ଯାଇଥାଏ। ଭାଜପା ୨୦୧୪ ଏବଂ ୨୦୧୯ ରେ ୟୁପି ବାଟ ଦେଇ ଲଗାତର ଦଇ ଥର କେନ୍ଦ୍ରରେ ସରକାର ଗଢ଼ିବାରେ ସଫଳ ହୋଇଥିଲା। ହେଲେ ୨୦୨୪ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri