ଆମେରିକାଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ ଉପରେ ଲାଗିଲା ବଲ୍ ଟାମ୍ପରିଂ ଅଭିଯୋଗ
ଟେକ୍ସାସ,୭।୬: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଆମେରିକା ଭଳି ନବାଗତ ଦଳଠାରୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଏହାପରେ ପ୍ରଶଂସକମାନେ ଏବଂ ପୂର୍ବତନ ବରିଷ୍ଠ ଖେଳାଳିମାନେ ବାବର ଆଜମଙ୍କ ଦଳକୁ କଡ଼ା ସମାଲୋଚନ କରୁଛନ୍ତି। ତେବେ ଏତିକିରେ ପାକିସ୍ତାନ ପାଇଁ ସମସ୍ୟା…
କଙ୍ଗନାଙ୍କୁ ଚାପୁଡ଼ା ମାରି ଗିରଫ ହେଲେ ମହିଳା କନଷ୍ଟେବଳ
ନୂଆଦିଲ୍ଲୀ, ୭ା୬: ନୂଆକରି ଏମ୍ପି ହୋଇଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କୁ ଚାପୁଡ଼ା ମାରିଥିବା ସିଆଇଏସ୍ଏଫ୍ର କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଗୁରୁବାର ତାଙ୍କୁ କାର୍ଯ୍ୟରୁ ନିଲମ଼୍ବନ କରାଇଯାଇଥିଲା। କୃଷକ ମାନଙ୍କ ବିରୋଧରେ…
ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ଗୁଜରାଟ କ୍ୟାଡରର ଆଇଏଏସ!
ଭୁବନେଶ୍ୱର,୭।୬: ଓଡିଶାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା କାହାକୁ ବାଛିବ ସେନେଇ କଳ୍ପନାଜଳ୍ପନା ମଧ୍ୟରେ ଦଳ ମଧ୍ୟରେ ଏହି ଦିଗରେ ଉଦ୍ୟମ ଜୋରଦାର ହୋଇଛି। ରାଜ୍ୟ ଭାଜପା ନେତାମାନେ ଆଲୋଚନା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିର୍ବାଚନ…
‘ଅଯୋଧ୍ୟାରେ ପରାଜୟ ଯନ୍ତ୍ରଣାଦାୟକ’
ନୂଆଦିଲ୍ଲୀ,୭।୬: ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳ ଭାଜପାକୁ ସବୁଠାରୁ ବଡ ଝଟକା ଦେଇଛି। ସବୁଠାରୁ ଅଧିକ ଧକ୍କ୍ା ସେତେବେଳେ ଲାଗିଛି ଯେତେବେଳେ ଦଳ ଅଯୋଧ୍ୟାରୁ ଶୋଚନୀୟ ଭାବେ ହାରିଛି। ରାମ ମନ୍ଦିର ଏପରି ଏକ ପ୍ରସଙ୍ଗ ଥିଲା, ଯେଉଁ କାରଣରୁ…
ମୋଦିଙ୍କ ପାଦ ଛୁଇଁଲେ ନୀତୀଶ
ନୂଆଦିଲ୍ଲୀ, ୭।୬: ଶୁକ୍ରବାର ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେଡିୟୁ ନେତା ନୀତୀଶ କୁମାର, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଏବଂ ଏମ୍ପି ଯୋଗ ଦେଇଥିଲେ।…
ନୂଆରୂପରେ ଆସିବ ଲକ୍ଷ୍ମୀ ବସ୍
ସୋନପୁର,୭।୬(ମୃତ୍ୟୁଞ୍ଜୟ ଶତପଥୀ): ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ସ୍ପଷ୍ଟ ହୋଇଛି। ତେବେ ଭାଜପା ସରକାରର ଶପଥ ସମାରୋହ ଆସନ୍ତା ୧୦ତାରିଖରେ ଜନତା ମଇଦାନ ଠାରେ ଆୟୋଜନ ହେବ। ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ତେବେ…
ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଡଭାନୀଙ୍କ ଆଶୀର୍ବାଦ ଲୋଡିଲେ ମୋଦି
ନୂଆଦିଲ୍ଲୀ,୭।୬: ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଭେଟିବାକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କଠାରୁ ଆଶୀର୍ବାଦ ନେବାକୁ ଏଠାକୁ ଆସିଥିଲେ।…
ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ, କହିଲେ ୩୦ ଲକ୍ଷ କୋଟି ସ଼୍ବାହା କରିଦେଲେ
ନୂଆଦିଲ୍ଲୀ, ୭ା୬: ସେୟାର ବଜାରରେ ଲୋକସଭା ନିର୍ବାଚନ ଭୋଟ ଗଣତି ଦିନ ଅର୍ଥାତ ଜୁନ୍ ୪ରେ ହୋଇଥିବା ବଡ଼ କ୍ରାସ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଏହି ଦିନ ଲୋକେ ୩୦…
କଂଗ୍ରେସରୁ ନିଲମ୍ବିତ ହେଲେ ମାନସ ଚୌଧୁରୀ
ଭୁବନେଶ୍ୱର,୭।୬: କଟକ ଜିଲା ସଭାପତି ମାନସ ଚୌଧୁରୀଙ୍କୁ ବଡ଼ ଝଟକା। ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ପିସିସି ସଭାପତି ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି। …
ଶ୍ମଶାନରୁ ମହିଳାଙ୍କ ଦରପୋଡ଼ା ମୃତଦେହ ଜବତ କଲା ପୋଲିସ
ଲୋଇସିଂହା,୭।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ବୁର୍ଡା ଗ୍ରାମର ଜଣେ ବିବାହିତା ମହିଳାଙ୍କ ଦରପୋଡ଼ା ମୃତଦେହ ଲୋଇସିଂହା ପୋଲିସ ଶ୍ମଶାନରୁ ଶୁକ୍ରବାର ଉଦ୍ଧାର କରିଛି। ସମ୍ପୃକ୍ତ ମହିଳା ହେଲେ ସୁଦାମ ବଣିଆଙ୍କ ସ୍ତ୍ରୀ ନମିତା ବଣିଆ(୩୧)। ନମିତାଙ୍କ ବାପ…
ନୀତୀଶଙ୍କ କଥା ଶୁଣି ଭାବପ୍ରବଣ ହେଲେ ମୋଦି
ନୂଆଦିଲ୍ଲୀ, ୭।୬: ଶୁକ୍ରବାର ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସର ସଂସଦୀୟ ଦଳ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଆପଣ ବହୁତ ସେବା କରିଛନ୍ତି, ଏହି ଲୋକମାନେ ତ ଅଳ୍ପ କାମ କରିଛନ୍ତି। ଏହି…
୨୦୨୯ ନିର୍ବାଚନ ଜିତିବାକୁ ମୋଦିଙ୍କ ଟାର୍ଗେଟ୍, ଏନ୍ଡିଏ ବୈଠକରେ କହିଲେ…
ନୂଆଦିଲ୍ଲୀ, ୭ା୬: ନୂଆଦିଲ୍ଲୀରେ ଜାରି ରହିଛି ଏନ୍ଡିଏର ସଂସଦୀୟ ଦଳ ବୈଠକ। ସଂସଦୀୟ ଦଳ ନେତା ଭାବେ ନରେନ୍ଦ୍ର ମୋଦିଙ୍କୁ ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି। ମୋଦି ନବ ନିର୍ବାଚିତ ନେତାଙ୍କୁ ଆଗାମୀ ୧୦ ବର୍ଷ ମଧ୍ୟରେ…
Archives


