୩୦୦ କୋଟି ପାଇଁ ମର୍ଡର, ଶ଼୍ବଶୁରକୁ ଷଡ଼ଯନ୍ତ୍ର କରି ମାରିଲା ବୋହୁ
ନୂଆଦିଲ୍ଲୀ, ୧୨।୬: ମହାରାଷ୍ଟ୍ରର ନାଗପୁର ଜିଲାରେ ଗତ ମାସରେ ଘଟିଥିବା ହିଟ୍ ଆଣ୍ଡ୍ ରନ୍ ମାମଲାରେ ଏକ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାର ତଦନ୍ତ କରୁଥିବା ନାଗପୁର ପୋଲିସର ଅନୁସନ୍ଧାନରୁ ଏହି ମାମଲା ହିଟ୍ ଆଣ୍ଡ୍ ରନ୍ ପରିବର୍ତ୍ତେ…
କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି: ଦୁଇ ଦିନ ହେଲା ବିଦ୍ୟୁତ-ନେଟୱାର୍କ ସେବା ବାଧାପ୍ରାପ୍ତ
ବାଲିଗୁଡା,୧୨।୬: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଦୀର୍ଘ ଦିନ ପରେ କାଳ ବୈଶାଖୀର ତାଣ୍ଡବ। ପ୍ରବଳ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ପବନ ସହ ପ୍ରବଳ କୁଆ ପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ…
ଚା’ ଖଟିରେ ଚାଲିଛି ଭାଜପା ମନ୍ତ୍ରୀମଣ୍ଡଳ ଆଲୋଚନା: କାହାକୁ ମିଳିବ ମନ୍ତ୍ରୀ ପଦ
ରାୟଗଡ଼ା,୧୨।୬(ଆଶିଷ ରଞ୍ଜନ ପଣ୍ଡା)- ଚା’ ଖଟିରେ ଚାଲିଛି ରାଜନୈତିକ ଚର୍ଚ୍ଚା। ଭାଜପା ସଂଖ୍ୟା ଗରିଷ୍ଠତା ହାସଲ ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। କିଛି ଲୋକ ଏମ୍ପି ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବିଧାୟକ ସୁରେଶ ପୂଜାରୀ,…
ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ଜାମିନ
କଟକ,୧୨।୬: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ନିୟମିତ ଜାମିନ। ବୁଧବାର ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଥିବା ବେଳେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ ବୋଲି କହିଛନ୍ତି। ତେବେ ପୋଲିଂ ବୁଥ୍ରେ ଭଙ୍ଗାରୁଜା ମାମଲାରେ ତାଙ୍କୁ ଗିରଫ…
ଭୁବନେଶ୍ବରରେ ପହଞ୍ଚିଲେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨।୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝି। ସେ ଆଜି ବିଧିବଦ୍ଧ ଭାବେ ଶପଥ ନେବେ। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି।…
ବାଲୁକାକଳାରେ ମୋଦିଙ୍କୁ ସ୍ବାଗତ କଲେ ସୁଦର୍ଶନ
ପୁରୀ ଅଫିସ,୧୨।୬: ଆଜିଠାରୁ ରାଜ୍ୟରେ ଭାଜପା ସରକାର। ଅପରାହ୍ନରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିବେ। ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ଭୁବନେଶ୍ୱରକୁ ଅତିଥିମାନଙ୍କ ଆଗମନ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ହସ୍ପିଟାଲ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ
ନୂଆଦିଲ୍ଲୀ, ୧୨।୬: ଦେଶର ରାଜଧାନୀ ପରେ ଏବେ ଚଣ୍ଡିଗଡ଼ର ସେକ୍ଟର-୩୨ର ମେଣ୍ଟାଲ ହେଲ୍ଥ ହସ୍ପିଟାଲ ଏବଂ ମେଡିକାଲ କଲେଜକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏପରି ଖବର ପରେ ହସ୍ପିଟାଲ୍ରେ ଧାଆଁ ଦୌଡ଼ ଦେଖିବାକୁ ମିଳିଛି । ହସ୍ପିଟାଲର…
ପ୍ରକୃତ ‘ସେବକ’ ଅହଂକାରୀ ନୁହନ୍ତି: ଭାଗବତ
ନାଗପୁର,୧୨ା୬:ପ୍ରକୃତ ‘ସେବକ’ ଅହଂକାର ନ କରି ମର୍ଯ୍ୟାଦାର ସହ ଲୋକଙ୍କ ସେବା କରନ୍ତି ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ କହିଛନ୍ତି। ନାଗପୁରରେ ଭାଗବତ ଆହୁରି କହିଛନ୍ତି, ଉଭୟ ଶାସକ ଓ ବିରୋଧୀଙ୍କ ତିକ୍ତତାପୂର୍ଣ୍ଣ ନିର୍ବାଚନୀ ପ୍ରଚାର…
ଚତୁର୍ଥଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରାବାବୁ ନାଇଡୁ: ପଓ୍ବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୨।୬: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଚନ୍ଦ୍ରାବାବୁ ନାଇଡୁ ବୁଧବାର ଶପଥ ଗ୍ରହଣ କରିଛନ୍ତି। ସିଏମ ଭାବେ ଏହା ଚନ୍ଦ୍ରାବାବୁ ନାଇଡୁଙ୍କର ଚତୁର୍ଥ ଇନିଂସ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସମେତ ଅନେକ…
୨୪ରୁ ଆରମ୍ଭ ହେବ ସଂସଦର ପ୍ରଥମ ଅଧିବେଶନ
ନୂଆଦିଲ୍ଲୀ, ୧୨।୬: ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଲୋକ ସଭା ନିର୍ବାଚନ ସରିଛି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେଇସାରିଛନ୍ତି । ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି…
ଶପଥ ନେବା ପୂର୍ବରୁ ଲୋକଙ୍କ ସହ କଥା ହୋଇ ଭଲମନ୍ଦ ପଚାରି ବୁଝିଲେ ଭାବି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨।୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝି। ସେ ଆଜି ବିଧିବଦ୍ଧ ଭାବେ ଶପଥ ନେବେ। ତେବେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି ଶପଥ ଗ୍ରହଣ ପୂର୍ବରୁ ସାଧାରଣ ଲୋକଙ୍କ ସହ କଥା ହୋଇ ତାଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି…
ସ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ପରେ କାନ୍ଦିଲେ ସ୍ବାମୀ, କହିଦେଲେ ମନର କଥା
ଭୁବନେଶ୍ୱର,୧୨।୬: ନିମାପଡ଼ା ମାଟିର ବୋହୂ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିସହ ସେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ।…
Archives


