ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ଜେଲ ଗଲେ ପ୍ରେମିକ ଯବାନ
ଅତାବିରା଼,୧୮।୧୦(ହୃଷୀକେଶ ଖମାରୀ): ହତ୍ୟା ଅଭିଯୋଗରେ ବରଗଡ଼ ଜିଲା ଭେଡ଼େନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭେଡ଼େନ ଥାନା କଦଳୀପାଲି ଗ୍ରାମର ଶମ୍ଭୁ ମଟାରୀ(୨୪)। ସେ ଆସାମ ପାରା ମିଲିଟାରିରେ କାର୍ଯ୍ୟରତ ଥିଲେ। ଗିରଫ ପରେ…
ମୋକିମଙ୍କ ବିସ୍ଫୋରକ ବୟାନ: ବିଜେଡି, ଭାଜପାର ବହୁ ନେତା….
ଭୁବନେଶ୍ୱର,୧୮।୧୦: ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବଡ଼ ବୟାନ ଦେଇ କହିଛନ୍ତି, ବହୁ ବିଜେଡି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ଦୀପାବଳି ପାଖାପାଖି ପିସିସି ସଭାପତି କିଏ ହେବେ ସେନେଇ ଘୋଷଣା ହୋଇଯିବ। ପିସିସି ଗଠନ…
ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ, ଆଇନଶୃଙ୍ଖଳା ନେଇ କଲେ ସମୀକ୍ଷା
ବୌଦ୍ଧ,୧୮ା୧୦(ଅଜିତ କୁମାର ବାରିକ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି ଖୁରାନିଆ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ଜିଲାରେ ମାଓବାଦୀ ଗତିବିଧି ଓ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଥିବା ଜଣାପଡ଼ିଛି। ଖୁରାନିଆ ଗୁରୁବାର ଅପରାହ୍ନରେ ବୌଦ୍ଧ ଜିଲାକୁ ଆସି ପ୍ରଥମେ ଜିଲାର…
ଭୁବନେଶ୍ୱରରେ ଏତିକି ଦିନ ଆସିବନି ପାଣି, ୱାଟକୋ କହିଲା…
ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱରରେ ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ଯାଏଁ ଜଳ ଯୋଗାଣ ବନ୍ଦ ରହିବ। ପାଇପ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରଖାଯିବ ବୋଲି କହିଛିି ୱାଟକୋ। କଳିଙ୍ଗନଗର, ପାତ୍ରପଡା, ଭରତପୁର, ଶାମପୁର, ଘାଟିକିଆ, ଖଣ୍ଡଗିରି…
କିଏ ସମ୍ଭାଳିବେ ହମାସର ଗୁରୁ ଦାୟିତ୍ୱ? ଲିଷ୍ଟରେ ରହିଛି ଏହି ନେତାଙ୍କ ନାମ
ତେଲ ଅଭିଭ,୧୮।୧୦: ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ନେତୃତ୍ୱ ନେଇଥିବା ହମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ଗତକାଲି (ଅକ୍ଟୋବର ୧୭) ହତ୍ୟା କରାଯାଇଛି। ଅକ୍ଟୋବର୭, ୨୦୨୩ ଆକ୍ରମଣରେ ୧,୨୦୦ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଥିଲା, ଯାହା ବର୍ତ୍ତମାନ…
ଓମଫେଡ୍ ଘିଅ ବ୍ୟବହାର ନିଷ୍ପତ୍ତି ନେଇ ଏମିତି କହିଲେ ଏମ୍ଡି ବିଜୟ ଅମୃତା କୁଲାଙ୍ଗେ
ଭୁବନେଶ୍ୱର,୧୮ା୧୦: ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ନିଷ୍ପତ୍ତି ଆମ ପାଇଁ ଗର୍ବ ବୋଲି କହିଛନ୍ତି ଓମଫେଡ୍ ଏମ୍ଡି ବିଜୟ ଅମୃତା କୁଲାଙ୍ଗେ। ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ନେଇ ନିଷ୍ପତ୍ତି ହେବା ପରେ ସେ ଏପରି ପ୍ରତିକ୍ରିୟା ରଖିଛନ୍ତି।…
ଭାରତ ଉପରେ ରାଗିକି ନିଆଁବାଣ ଚାଇନା: କହିଲା, ଏମିତି କଲେ…
ମୁମ୍ବାଇ/ବେଜିଂ,୧୮।୧୦: ମୁମ୍ବାଇରେ ତାଇୱାନର ତାଇପେଇ ଅର୍ଥନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର (ଟିଇସିସି)ର ନିକଟରେ ସ୍ଥାପିତ କାର୍ଯ୍ୟାଳୟକୁ ନେଇ ଚାଇନା ଭାରତ ସହ କୂଟନୈତିକ ବିରୋଧ କରିଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ତାଇୱାନ ଚାଇନା ଅଞ୍ଚଳର ଏକ…
ଆକ୍ସନ ମୋଡ୍ରେ ଓମାର ଅବଦୁଲ୍ଲା: ପ୍ରଥମ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି
ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଓମାର ଅବଦୁଲ୍ଲା ଆକ୍ସନ ମୋଡ୍ରେ ନଜର ଆସିଛନ୍ତି। ଜମ୍ମୁ କଶ୍ମୀରର ଭବିଷ୍ୟତ ଉପରେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱରେ ଜମ୍ମୁ କଶ୍ମୀର କ୍ୟାବିନେଟ ରାଜ୍ୟ ମାନ୍ୟତା…
ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜାରି କଲେ ଗାଇଡ୍ଲାଇନ୍
ନୂଆଦିଲ୍ଲୀ,୧୮।୧୦: ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏବଂ କହିଛନ୍ତି ଯେ କୌଣସି ବ୍ୟକ୍ତିଗତ ନିୟମ ଅନୁଯାୟୀ ପରମ୍ପରା ଦ୍ୱାରା ବାଲ୍ୟ ବିବାହ ପ୍ରତିବନ୍ଧକ ଆଇନ ବାଧାପ୍ରାପ୍ତ ହୋଇପାରିବ…
ଦୀପାବଳି ପୂର୍ବରୁ ବଡ଼ ଉପହାର ଦେଲେ ମୋଦି: ଲୋକଙ୍କ ଯାତ୍ରା ହେବ ସହଜ
ନୂଆଦିଲ୍ଲୀ,୧୮।୧୦: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରବାସୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ପାଟନାଠାରୁ ପଶ୍ଚିମ ଚମ୍ପାରନକୁ ଯାଉଥିବା ରାସ୍ତା (ଏନ୍ଏଚ୍-୧୩୯)କୁ ପ୍ରଶସ୍ତ କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ୧୭୧୨.୩୩ କୋଟି ଟଙ୍କା…
ସମସ୍ତଙ୍କ ପାଇଁ ହେବ ବ୍ୟବସ୍ଥା, ପ୍ରତିଶ୍ରୁତି ଦେଲେ ଜୟନ୍ତୀ ଷଡ଼ଙ୍ଗୀ
ପୁରୀ,୧୮ା୧୦: ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ହବିଷ୍ୟାଳି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ତେବେ ଏହାରି ଭିତରେ ବଡ଼ ସୂଚନା ମିଳିଛି କି, ପୁରୀରେ ହବିଷ୍ୟାଳିମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବୃନ୍ଦାବତୀ ନିବାସ…
ନିଖୋଜ ନାବାଳକଙ୍କ ମିଳିଲା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ପାଟଣାଗଡ଼,୧୮।୧୦: ବଲାଙ୍ଗୀର ଜିଲା ଲାଠୋର ଥାନା ଝଲିଆଲିଟି ପାହାଡ଼ ଉପରୁ ଶୁକ୍ରବାର ଜଣେ ନାବାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପରିବାର ଲୋକେ ପୁଅଙ୍କୁ ହତ୍ୟା କରି ପାହାଡ଼ ଉପରେ…

