ହାଇପରଟେନ୍ସନ କ’ଣ? ଜାଣନ୍ତୁ ଏହାର କାରଣ, ପ୍ରତିକାର…
ହାଇପରଟେନ୍ଶନ ବା ଉଚ୍ଚ ରକ୍ତଚାପ ଆଜି ଭାରତ ଓ ସାରା ବିଶ୍ୱରେ ସବୁଠୁ ଅଧିକ ଜୀବନ ବିପଦ ସୃଷ୍ଟି କରୁଥିବା ରୋଗମାନଙ୍କ ମଧ୍ୟରୁ ଅନ୍ୟତମ। ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଏ। କାରଣ ଏହା ବହୁ ସମୟ ପର୍ଯ୍ୟନ୍ତ କୌଣସି ଲକ୍ଷଣ…
ଭାରତର ଗର୍ବ ଭାଙ୍ଗିଲା: ୩୭ ବର୍ଷ ପରେ ଘଟିଲା…
ଇନ୍ଦୋର,୧୯।୧: ଭାରତ ଗସ୍ତରେ ନ୍ୟୁଜିଲାଣ୍ଡ ପୁଣିଥରେ ଇତିହାସ ରଚିଛି। ପ୍ରଭାବଶାଳୀ ଟେଷ୍ଟ ପ୍ରଦର୍ଶନ ପରେ ନ୍ୟୁଜିଲାଣ୍ଡ ୩୭ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମାଟିରେ ଦିନିକିଆ ସିରିଜ ଜିତିଛି। ଇନ୍ଦୋରରେ ଖେଳାଯାଇଥିବା ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ…
ବିବାହିତା ପ୍ରେମିକାଙ୍କୁ ଭେଟିବା ହେଲା ମହଙ୍ଗା, ପ୍ରେମିକକୁ ବନ୍ଧକ ରଖି ମାଡ଼ ମାରିବା ପରେ ପରିସ୍ରା…
ଜୟପୁର,୧୯।୧: ରାଜସ୍ଥାନର ଝାଲାୱାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିବାହିତ ପ୍ରେମିକାଙ୍କୁ ଭେଟିବାକୁ ଆସିବା ପ୍ରେମିକଙ୍କୁ ମହଙ୍ଗା ପଡିଛି । ପୀଡିତଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ପ୍ରେମିକାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ମାଡ଼ ମାରିଥିଲେ ଏବଂ ତାଙ୍କ…
ଆୟୁଷ୍ମାନ ଯୋଜନାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ୩ ଦିନରେ ହେବ…
ଭୁବନେଶ୍ୱର,୧୯।୧: ‘ଆୟୁଷ୍ମାନ’ ଯୋଜନା ସମସ୍ୟାର ସମାଧାନ ଆସନ୍ତା ୩ ଦିନରେ ହେବ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ‘ଆୟୁଷ୍ମାନ’ ଚିନ୍ତନ ଶିବିରରେ ଏହା କହିଛନ୍ତି। ସେ କହିଛନ୍ତି, ଆୟୁଷ୍ମାନ ଭାରତ କାର୍ଡ ସମ୍ପର୍କିତ ସମସ୍ତ ସମସ୍ୟା ଖୁବଶୀଘ୍ର ସମାଧାନ ହେବ। ଯେଉଁ ହିତାଧିକାରୀଙ୍କର…
୨ ବିଧାୟକଙ୍କୁ ଦଳରୁ କାହିଁକି ତଡ଼ିଲା ବିଜେଡି: ଫିଟିଲା ବଡ଼ ଗୁମର
ଭୁବନେଶ୍ୱର,୧୯।୧: ବିଜେଡିରୁ ବିଧାୟକ ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଏବେ ଜୋର୍ ଧରିଛି। ଏହାକୁ ନେଇ ବିଭିନ୍ନ ମହଲରେ ରାଜ୍ୟ ସଭା ଅଙ୍କ ପାଇଁ ଏତେ ସବୁ ନାଟ ବୋଲି କୁହାଯାଉଥିବାବେଳେ…
ବିଶ୍ୱ ରେକର୍ଡ ବିରାଟ କୋହଲି: ପ୍ରଥମ କ୍ରିକେଟରେ ଭାବେ କଲେ ଏମିତି କାରନାମା
ଇନ୍ଦୋର,୧୯।୧: ବିରାଟ କୋହଲି ତାଙ୍କ କ୍ୟାରିୟରରେ ତାଙ୍କର ୫୪ତମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଇନ୍ଦୋରରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଏହି ସଫଳତା ହାସଲ କରିଛନ୍ତି। ସେ ୯୧ ବଲ୍ରେ ୮ ଚୌକା ଏବଂ ୨ ଛକା…
ରାମଲୀଳା ମହୋତ୍ସବ ଚାଲିଥିବାବେଳେ ତୁମୁଳକାଣ୍ଡ: ପୋଲିସ-ଦର୍ଶକଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ୬ଦର୍ଶକ…
ଭେଡେନ,୧୯।୧(ହୃଷିକେଶ ଖମାରୀ)- ବରଗଡ ଜିଲା ଭେଡେନରେ ରବିବାର ରାମଲୀଳା ମହୋତ୍ସବ ଚାଲିଥିବାବେଳେ ବିଳମ୍ବିତ ରାତିରେ ତୁମୁଳକାଣ୍ଡ ଘଟିଛିv। ଜଣେ ଗାୟକ ଗୀତ ପରିବେଷଣ କରୁଥିବା ସମୟରେ ମହୋତ୍ସବରେ ଜନ ସମୁଦ୍ର ହୋଇଥିଲା। ଏହି ସମୟରେ କୌଣସି କାରଣରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା…
କଣ୍ଟେନରରେ ଚାଲାଣ ହେଉଥିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ପୋଲିସ, ସିକ୍ରେଟ୍ ଚାମ୍ବର ଦେଖି…
ଅମରପାଲି,୧୯ା୧(ପୀତାମ୍ବର ସାହୁ): ସୁବଳୟା ପୋଲିସକୁ ମିଳିଛି ବଡ଼ ସଫଳତା। କଣ୍ଟେନରରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବଳୟା ପୋଲିସ ମାଡ଼ି ବସିଛି। ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଦୁରଦୁରା ନର୍ସରୀ ନିକଟରୁ…
ସ୍ତ୍ରୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ପୋଡିଦେଇଥିଲେ ଅବସରପ୍ରାପ୍ତ ରେଳ କର୍ମଚାରୀ: ଆଉ ତା’ପରେ ଘଟିଲା…
ଲକ୍ଷ୍ନୌ,୧୯।୧: ଉତ୍ତର ପ୍ରଦେଶର ଝାନ୍ସୀର ପ୍ରୀତି ହତ୍ୟା ମାମଲା ସମସ୍ତଙ୍କୁ ଚକିତ କରିଛି। ଜଣେ ସ୍ବାମୀ ତିନିଥର ବିବାହ କରି ତାଙ୍କ ତୃତୀୟ ସ୍ତ୍ରୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ସେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଗୋଟିଏ ପରେ…
ଜାନୁଆରୀ ୧୯ ତାରିଖରେ ସୂର୍ଯ୍ୟ-ଚନ୍ଦ୍ରଙ୍କ ସଂଯୋଗ, ଧନୀ ହେବେ ଏହି ୪ ରାଶି
ଜାନୁଆରୀ ୧୯ ଏବଂ ୨୦ ତାରିଖରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଦୁଇ ଦିନ ପାଇଁ ମକର ରାଶିରେ ଏକାଠି ରହିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଦୁଇଟି ଗ୍ରହର ସଂଯୋଗ ଚାରୋଟି ରାଶିର ଭାଗ୍ୟ ବଦଳାଇ ଦେବ। ଏହି ରାଶିରେ…
ଖୋଲିଲା ମା’ ମଝି ଘରିଆଣୀ ମନ୍ଦିର ହୁଣ୍ଡି, ଚାଲିଛି ଗଣତି
ରାୟଗଡ଼ା,୧୯ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଏଥିରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ମନ୍ଦିର କର୍ମଚାରୀଙ୍କ ସମେତ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ମଚାରୀ ରହିଛନ୍ତି।…
ନ ଖେଳି ଟି-୨୦ ବିଶ୍ୱକପରୁ ବାଦ ପଡ଼ିଯିବ କି ପାକିସ୍ତାନ? ବାଂଲାଦେଶ ବିବାଦ ମଧ୍ୟରେ କାହିଁକି ଉଠୁଛି ପ୍ରଶ୍ନ? ଜାଣନ୍ତୁ…
ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ପ୍ରମୁଖ ଉତ୍ତେଜନା, ICC T20 ବିଶ୍ୱକପ ୨୦୨୬ ରେ ଅଂଶଗ୍ରହଣ କରିବ କି ନାହିଁ ସେ ନେଇ ବିବାଦ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ସହିତ ଜଡିତ। ତଥାପି, ପାକିସ୍ତାନ କ୍ରିକେଟ ବୋର୍ଡ…
Archives


