Home Left

ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟ ପରେ ବିଜେଡି କର୍ପୋରେଟରଙ୍କ ମିଳିତ ପ୍ରେସମିଟ , କହିଲେ..

ଭୁବନେଶ୍ୱର,୩।୭: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଏମ୍‌ସି ବିଜେଡି କର୍ପୋରେଟର ମିଳିତ ପ୍ରେସମିଟ କରିଛନ୍ତି। ଏହି ପ୍ରେସମିଟରେ ‘ଆମ ଭିତରେ ଫାଟ ନାହିଁ’ ଆମେ ଏକାଠି ଅଛୁ ବୋଲି ବିଜେଡି କର୍ପୋରେଟରମାନେ…

ମୁହଁ ଖୋଲିଲେ ବାବୁ, କାହିଁକି ଆସିଥିଲେ ଅମରେଶ, ବିରଞ୍ଚି

ଭୁବନେଶ୍ୱର,୩।୭: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତାପ ଦେବଙ୍କ ଘରେ ଚାଲିଥିବା ବୈଠକରୁ ବାହାରିବା ପରେ ଅମରେଶ ଦଳରେ ବିଭୀଷଣ ଅଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, କିଛି ଦଳୀୟ ନେତା…

ପୁଣି ଥରିଲା ଲଦାଖ, ତୀବ୍ରତା ଥିଲା ୪.୪

ନୂଆଦିଲ୍ଲୀ,୨।୭: ପୁଣି ଥରିଛି ଲଦାଖ। ବୁଧବାର ସକାଳେ ଲଦାଖର ଲେହ ହଠାତ୍‌ ଥରି ଉଠିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ସୂଚନା ପ୍ରଦାନ କରିଛି। ବିଭାଗ କହିଛି, ବୁଧବାର ସକାଳ ପ୍ରାୟ ୮ଟା ୧୨ ସମୟରେ ଏହି ଭୂକମ୍ପ ଘଟିଛି।…

‘ମୋ ବସ୍‌’ର ନାଁ ବଦଳାଇବାର କାରଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୩।୭: ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର‘ମୋ ବସ୍‌’ରେ ଯାତ୍ରା କରି ସମୀକ୍ଷା କରିଛନ୍ତି। ଏହି ସମୟରେ ସେ କହିଛନ୍ତି,ମୋ ବସ ନାଁ ବଦଳି ଆମ ବସ୍‌ ହେଲେ ଭଲ ହେବ। ତେବେ ମୋ ବସ୍‌ ନାଁ କାହିଁକି ବଦଳାଯିବ…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏମିତି କହିଲେ ପ୍ରମିଳା, ଲେଖାଶ୍ରୀ

ଭୁବନେଶ୍ୱର,୩।୭: ଦରଦାମ ବୃଦ୍ଧି ନେଇ ବୁଧବାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସିଧାସଳଖ  ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏ ନେଇ ପ୍ରମିଳା କହଛନ୍ତି, ରାଜ୍ୟରେ ପରିବର୍ତ୍ତନ…

ରାଜ୍ୟ ସଭାରେ ମୋଦିଙ୍କ ଭାଷଣ ସମୟରେ ଗୃହ ତ୍ୟାଗ କଲେ ବିରୋଧୀ, ପଛରୁ ମୋଦି କହିଲେ…

ନୂଆଦିଲ୍ଲୀ,୩।୭: ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ ଉପରେ ବୁଧବାର ରାଜ୍ୟ ସଭାରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଗୋଟିଏ ଦିନ ପୂର୍ବରୁ ସେ ଲୋକସଭାରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା କରିଥିଲେ। ରାଜ୍ୟସଭାରେ ମୋଦି କହିଛନ୍ତି, ତୃତୀୟ ଥର ପାଇଁ ସୁଯୋଗ…

୬ ତାରିଖରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ କଲା ପୂର୍ବାନୁମାନ

ଭୁବନେଶ୍ୱର,୩।୭: ବର୍ତ୍ତମାନ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ୫ ତାରିଖରୁ କିଛି ମାତ୍ରାରେ ବର୍ଷା ପରିମାଣ ବଢିପାରେ ଏବଂ ୬ ତାରିଖରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ…

ପରଜୀବୀ, ବାଳକ ବୁଦ୍ଧି…୧୩୩ ମିନିଟ୍‌ରେ ରାହୁଲଙ୍କୁ ତୁହାକୁ ତୁହା ଆକ୍ରମଣ କଲେ ମୋଦି, ହେଲେ ଉଠାଇଲେନି ଏହି ପ୍ରସଙ୍ଗ

ନୂଆଦିଲ୍ଲୀ,୩।୭: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣ ରଖିଥିଳେ। ଯେଉଁଥିରେ କଂଗ୍ରେସକୁ ସେ ତୀବ୍ର ସମାଲୋଚନା କରିବା ସହ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ନିଜ ୨ଘଣ୍ଟା ୧୭ମିନିଟ୍‌ ଭାଷରେ ମୋଦି,…

ତୀର୍ଥ ଯାତ୍ରା ସାରି ବସ୍‌ରେ ଫେରୁଥିଲେ, ହଠାତ୍‌ ହୋଇଗଲା ବ୍ରେକ୍‌ ଫେଲ୍‌, ତାପରେ…

ନୂଆଦିଲ୍ଲୀ, ୦୩।୦୭: ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ସେଥିରେ ଯାତ୍ରା କରୁଥିବା ୪୪ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା । ଏହି ସମୟରେ ଦେବଦୂତ ସାଜିଥିଲେ ସେନା ଯବାନ । ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର…

କାହିଁକି ବବି ପାଣ୍ଡିଆନଙ୍କ ଉପରେ ବର୍ଷିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୩।୭: ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ଶୋଚନୀୟ ପରାଜୟକୁ ନେଇ ମୁହଁ ଖୋଲିଲେ ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ଏ ନେଇ ସେ ପ୍ରଣବ ପ୍ରକାଶ ଦାସ (ବବି )ଓ କାର୍ତ୍ତିକ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି। ପରାଜୟକୁ ନେଇ…

ରାହୁଲଙ୍କ ହିନ୍ଦୁତ୍ୱ ଟିପ୍ପଣୀ: ସଂସଦ ରେକର୍ଡରୁ ହଟାଗଲା ରାହୁଲଙ୍କ ଭାଷଣର ୧୪ଟି ଭାଗ

ନୂଆଦିଲ୍ଲୀ,୩।୭: ଲୋକସଭାରେ ସୋମବାର ଦେଇଥିବା ଭାଷଣକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। କିନ୍ତୁ ତା’ ପରଠାରୁ ଅନ୍ୟ ଏକ ଘଟଣାକୁ ନେଇ ସେ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି। ତାହା ହେଲା ଲୋକ ସଭା ବାଚସ୍ପତି…

ଜୀବନ ନେଇପାରେ ଗୁପ୍‌ଚୁପ୍‌, ହୋଇପାରେ କ୍ୟାନ୍ସର

ନୂଆଦିଲ୍ଲୀ, ୦୩।୦୭: ଭାରତୀୟଙ୍କ ପସନ୍ଦର ସ୍ନାକ୍ସ ଭିତରେ ଗୁପ୍‌ଚୁପ୍‌ ମଧ୍ୟ ରହିଛି । କିନ୍ତୁ ଏହି ଗୁପ୍‌ଚୁପ୍‌କୁ ନେଇ ଏକ ଚମକାଇ ଦେଲାଭଳି ଖବର ସାମ୍ନାକୁ ଆସିଛି । ନିକଟରେ କର୍ଣ୍ଣାଟକର ସ଼୍ବାସ୍ଥ୍ୟ ବିଭାଗ ଏକ ସର୍ଭେ କରିଥିଲା । ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri