ରାତିରେ ଘରକୁ ଫେରି ନଥିଲେ ସ୍ବାମୀ: ସକାଳୁ ଦେଖିଲେ ପଥରରେ ଛେଚି ର୍ନିମମ ହତ୍ୟା
ପରଜଙ୍ଗ,୧୨।୧୦(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗଙ୍ଗାଧରପୁର ସାହିର ରାସ୍ତା କଡ଼ରେ ଥିବା ଡାକସାହୁଙ୍କ ଘର ପାଚେରି ନିକଟରେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା କରାଯାଇଛି। ହତ୍ୟା କାଣ୍ଡରେ ଏକାଧିକ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ...
୨,୨୫୩ ଶବ୍ଦର ସବୁଠୁ ଲମ୍ବା ନାଁ
ଅକ୍ଲାଣ୍ଡ: ସବୁଠୁ ଲମ୍ବା ନଁାର ରେକର୍ଡ ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡ ନିବାସୀ ଲରେନ୍ସ ୱାଟ୍କିନ୍ସଙ୍କ ନାମରେ ରହିଛି। ତାଙ୍କ ନାମରେ ୨,୨୫୩ ଶବ୍ଦ ଥିବାରୁ ୧୯୯୦ ମାର୍ଚ୍ଚରେ ଗିନିଜ୍ ୱାଲର୍ଡ ରେକଡର୍ସ (ଜିଡବ୍ଲ୍ୟୁଆର୍)ରେ ସ୍ଥାନିତ ହୋଇଥିଲା। ସେତେବେଳେ ତାଙ୍କ ବୟସ ୨୪...
ପାକିସ୍ତାନରେ ଆଟାକ୍ ଭିତରେ ନକଭି ଦେଲେ ସାଂଘାତିକ ବୟାନ, କହିଲେ ଭାରତର ରହିଛି…
ଇସଲାମବାଦ,୧୨।୧୦: ଶନିବାର ରାତିରେ ପାକିସ୍ତାନ ଉପରେ ଆଫଗାନ ସେନା ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ପରେ, କେନ୍ଦ୍ର ଗୃହମନ୍ତ୍ରୀ ମୋହସିନ ନକଭି ଏକ କଡ଼ା ବିବୃତ୍ତି ଜାରି କରିଛନ୍ତି। ନକଭି ଆଫଗାନିସ୍ତାନର କଡ଼ା ସମାଲୋଚନା କରି କହିଛନ୍ତି ଯେ ଦେଶ...
ବିବାହ ପ୍ରସ୍ତାବ ଦେଖିବାକୁ ଆସି ଯୁବତୀଙ୍କ ଗଳାକାଟି ଯୁବକ ଗିରଫ
ରାଜକନିକା,୧୨ା୧୦(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ଜୟନଗର ପଞ୍ଚାୟତ କୁଜିପୁରୁ ଗଁାର ସୁଶାନ୍ତ କିଶୋର ଦାସଙ୍କ ଭାଣିଜୀ ପ୍ରିୟଙ୍କା ଦାସ(୨୦)ଙ୍କୁ ଗାରଡ଼ପୁର ଗଁାର ସୁବ୍ରତ ନାୟକ(୨୬) ଓ ତାଙ୍କ ମା’ ମନୋରମା ନାୟକ ଶନିବାର ବିବାହ...
ହୀରାକୁଦରେ ୧୦୦ କୋଟିର ଆକ୍ୱା ପାର୍କ, ପାଣ୍ଡରାରେ ୫୯ କୋଟିର ମାଛ ମାର୍କେଟ
ଭୁବନେଶ୍ୱର,୧୨ା୧୦(ସୁନିତ୍ ମିଶ୍ର): ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହିସବୁ ଯୋଜନା କୃଷକମାନଙ୍କୁ...
ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ବଡ଼ ବୈଠକ, କୁଲାଡରେ ହେବ ମ୍ୟୁଜିୟମ, ଡିସେମ୍ବରରେ ଭୁବନେଶରରେ ଘୁମୁସର ମହୋତ୍ସବ
ଭଞ୍ଜନଗର,୧୨।୧୦(ବାବୁଲା ପ୍ରଧାନ): ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଶନିବାର ଭୁବନେଶ୍ବର ପାତ୍ରପଡାରେ ରାଜଧାନୀରେ ହେବାକୁ ଥିବା ଘୁମୁସର ମହୋତ୍ସବ ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଞ୍ଚର ସଭାପତି ତଥା ପ୍ରାକ୍ତନ କଲେଜ ଅଧ୍ୟକ୍ଷ ବାଲ୍ମୀକି ପଟ୍ଟନାୟକ...
ଦାରିଙ୍ଗବାଡିରେ କାର୍ଯ୍ୟରତ ସବଇନ୍ସପେକ୍ଟରଙ୍କ ଇନ୍ସପେକ୍ଟରକୁ ପଦନ୍ନୋତି
ଦାରିଙ୍ଗବାଡି, ୧୨।୧୦ (ଅରୁଣ ସାହୁ ): ରାଜ୍ୟସରକାରଙ୍କ ବଡ଼ ପଦକ୍ଷେପ ପୋଲିସ ବିଭାଗର କାର୍ଯ୍ୟରତ ସବଇନ୍ସପେକ୍ଟରମାନଙ୍କୁ ପଦନ୍ନୋତି ଦିଆଯାଇ ଇନ୍ସପେକ୍ଟର କରାଯାଇଛି। ପୋଲିସ ମହାନିର୍ଦ୍ଦେଶକଙ୍କ ଅଫିସ ଚିଠି ନଂ ୩୩୧୮ ନିର୍ଦ୍ଦେଶରେ ଶୁକ୍ରବାର ଏହି ପଦନ୍ନୋତି ଦିଆଯାଇଥିବା ବେଳେ ମୋଟ...
ଯୁବ ଚାଷୀଙ୍କୁ ପାଦରେ ଦଳିଦେଲା ହାତୀ: ଫସଲ ଜଗିବାକୁ ଯାଉଥିବାବେଳେ…
ଦେବଗଡ,୧୨।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡରେ ଜାରି ରହିଛି ହାତୀ-ମଣିଷ ଲଢେଇ । ଏହି କ୍ରମରେ ଶନିବାର ସଂଧ୍ୟାରେ ଦେବଗଡ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖୋଲଡିହୀ ଗ୍ରମ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି...
ଅଟୋ ଡ୍ରାଇଭର ଆକ୍ରମଣରେ ଜଣେ ଗୁରୁତର: ଛତ୍ରପୁର ମେଡିକାଲରେ ଭର୍ତ୍ତି
ଛତ୍ରପୁର,୧୨।୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଥାନା ଅଧିନ କରପଡା ଗ୍ରାମରେ ଅଟୋ ଡ୍ରାଇଭର ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଜଣକ କରପଡା ଗ୍ରାମର ପରିବା ବିକାଳୀ ଶିବରାମ ରାଉଳ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା...
ସରକାର ନ ଶୁଣିଲେ ବିଧାନସଭା ଘେରାଉ କରିବେ
ଭବାନୀପାଟଣା,୧୧ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ଅମଲା ଭବନରେ ଶନିବାର ଇଂଜିନିୟରିଂ ୱାର୍କଚାର୍ଜଡ଼, ନିୟମିତ ଏବଂ ସେବାନିବୃତ୍ତ କର୍ମଚାରୀ ଫୋରମ ମହାମଣ୍ଡଳ କର୍ମକର୍ତ୍ତା ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା ନେତୃବର୍ଗ ମଧ୍ୟରେ...
ନାଳରୁ ମିଳିଲା ବୃଦ୍ଧଙ୍କ ମୃତଦେହ
ଲାଞ୍ଜିଗଡ଼,୧୧ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କୁମଖାଲ ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଟକଲାସୁର ଗାଁ ନିକଟ ନାଳରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଶନିବାର ଦେଖିବାକୁ ମିଳିଛି। ମୃତକ ହେଲେ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଡଙ୍ଗରି...
ଟି୨୦ରେ ଇତିହାସ ରଚିଲା ନାମ୍ବିଆ
ୱିଣ୍ଡହୋକ,୧୧।୧୦- ଖେଳାଯାଇଥିବା ଟି୨୦ ମ୍ୟାଚ୍ରେ ନାମ୍ବିଆ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଇତିହାସ ରଚିଛି। ଟେଷ୍ଟ ପ୍ଲେଇଂ ଦେଶ ବିପକ୍ଷରେ ଏହା ନାମ୍ବିଆର ଚତୁର୍ଥ ବିଜୟ। ଏଥିପୂର୍ବରୁ ଆୟର୍ଲାଣ୍ଡ, ଜିମ୍ବାଓ୍ବେ ଓ ଶ୍ରୀଲଙ୍କା ଭଳି ଟେଷ୍ଟ ପ୍ଲେଇଂ...
Archives


