କେନ୍ଦ୍ର ସରକାରଙ୍କ ଉପରେ ରାଗିଯାଇ ମୋଦିଙ୍କୁ ଚିଠି ଲେଖିଲେ ମମତା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୮।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ଚିଠିରେ ଦାବି କରିଛନ୍ତି ଯେ ଗୋର୍ଖା ସମ୍ବନ୍ଧୀୟ ପ୍ରସଙ୍ଗ ପାଇଁ ଜଣେ ଆଲୋଚନାକାରୀଙ୍କ ନିଯୁକ୍ତି ପଶ୍ଚିମବଙ୍ଗ ସରକାରଙ୍କ ସହ ପରାମର୍ଶ ନକରି କରାଯାଇଥିଲା। ସେ ପ୍ରଧାନମନ୍ତ୍ରୀ...
ନୂଆପଡ଼ାରେ ହେବ ଜବରଦସ୍ତ ଲଢ଼େଇ: ନାମାଙ୍କନ ଭରିଲେ ଜୟ
ନୂଆପଡ଼ା,୧୮।୧୦(ମକାରୁ ବେମାଲ): ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ନୂଆପଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀପତ୍ର ଦାଖଲ କରିଛନ୍ତି। ପାର୍ଥୀପତ୍ର ଦାଖଲ ବେଳେ ଦଳର ହେଭିଓ୍ବେଟ୍ ଉପସ୍ଥିତ ଥିଲେ। ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ ପଟୁଆରରେ ବାହାରିଥିଲେ ଭାଜପା ପ୍ରାର୍ଥୀ...
ଏମ୍ପିଙ୍କ ଫ୍ଲାଟରେ ଭୟଙ୍କର ଅଗ୍ନୀକାଣ୍ଡ
ନୂଆଦିଲ୍ଲୀ,୧୮।୧୦: ରାଜଧାନୀ ଦିଲ୍ଲୀର ଡକ୍ଟର ବିଶମ୍ବର ଦାସ ମାର୍ଗରେ ଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଶନିବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହି ଆପାର୍ଟମେଣ୍ଟଟି ସଂସଦ ଭବନରୁ ମାତ୍ର ୨୦୦ ମିଟର ଦୂରରେ...
ବିକାଶ ଅପହଞ୍ଚ, ରାସ୍ତା ପାଲଟିଛି ମରଣଯନ୍ତା
ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ କୁଢ଼କୁଢ଼ ଯୋଜନା ହେଉଛି। କିନ୍ତୁ ଏହି ଯୋଜନା ଗ୍ରୀନବାଡ଼ି ପଞ୍ଚାୟତର ଜିଡ଼ିଙ୍ଗମାଲା ଏବଂ ଦନେକବାଡ଼ି ପଞ୍ଚାୟତର କଟଡ଼ି ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ...
ଚିନ୍ତାର କାରଣ ପାଲଟିଛି ପ୍ରାକୃତିକ ବିପର୍ଯ୍ୟୟ, ସୁରକ୍ଷା ପାଇଁ କରାଗଲା…
ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଛି। ତେବେ ଜଳବାୟୁ ପରିବର୍ତ୍ତନ ପାଇଁ ଆବଶ୍ୟକ ବର୍ଷାର ପରିମାଣ କମିବା ଅତ୍ୟଧିକ ଗରମ ଶୀତ ସଠିକ୍ ସମୟରେ ନ ହେବା ଭଳି ଅନେକ ପରିବର୍ତ୍ତନ ସହ ବାତ୍ୟା,...
ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଲା ନୂଆମୋଡ଼, ୧୫ ସଭ୍ୟଙ୍କୁ ଚ୍ୟାଲେଞ୍ଜ କରି…
ଗଞ୍ଜାମ/ଛତ୍ରପୁର,୧୮ା୧୦(ଦିଲ୍ଲୀପ ସାମଲ/ଅଖିଳ ତରାଇ): ଗଞ୍ଜାମ ଜିଲା ହୁମ୍ମା ପଞ୍ଚାୟତରେ ରାଜନୈତିକ ଘଟଣାକ୍ରମ ଏକ ନୂଆମୋଡ଼ ନେଇଛି। ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜାନକୀ ଦାସଙ୍କ ନେତୃତ୍ୱ ଏବଂ କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ୧୫ ଜଣ ଓ୍ବାର୍ଡସଭ୍ୟ ଏକଜୁଟ୍ ହୋଇ ଅନାସ୍ଥା...
ମହୁମାଛି ଆକ୍ରମଣରେ ୭ ଆହତ
ବଲାଙ୍ଗୀର,୧୮ା୧୦(ସୁନିଲ ମହାନ୍ତି): କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ରଣ୍ଡା ପଞ୍ଚାୟତ ପଦମପୁର ଗାଁରେ। ଶନିବାର ଚାଷଜମିରେ ୭ ଜଣ ବ୍ୟକ୍ତି କାଠ ସଂଗ୍ରହ...
ଭାରତକୁ ଧ୍ୱଂସ କରିଦେବୁ…ପୁଣି ପରମାଣୁ ଧମକ ଦେଲେ ମୁନିର
ଇସଲାମାବାଦ୍,୧୮।୧୦: ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସିମ ମୁନିର, ଭାରତ ବିରୋଧରେ ଏକ ଧମକପୂର୍ଣ୍ଣ ବୟାନ ଦେଇ ପୁଣି ଥରେ ଉତ୍ତେଜନା ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି। ଆବୋଟାବାଦର କାଲୁଲରେ ପାକିସ୍ତାନୀ ସାମରିକ ଏକାଡେମୀରେ କ୍ୟାଡେଟମାନଙ୍କୁ ସମ୍ବୋଧିତ କରି...
ଏକାପରି ଦେଖାଯାଉଛନ୍ତି ସ୍ବାମୀ-ସ୍ତ୍ରୀ, ଲୋକେ କହୁଛନ୍ତି…
ଆପଣ ହୁଏତ ଜାଆଁଳା ଭାଇ-ଭଉଣୀଙ୍କ ବିଷୟରେ ଅନେକ କଥା ଶୁଣିଥିବେ ଏବଂ ଦେଖିଥିବେ ମଧ୍ୟ। କିନ୍ତୁ ଆପଣ କେବେ ଜାଆଁଳା ସ୍ବାମୀ-ସ୍ତ୍ରୀଙ୍କ ବିଷୟରେ ଶୁଣିଛନ୍ତି କି? ଯଦି ନା ତେବେ ଚାଇନାରେ ଏମିତି ଏକ ଦମ୍ପତି ଚର୍ଚ୍ଚାରେ ରହିଛନ୍ତି। ଯିଏ...
ଧୋଇଯିବ ଦୀପାବଳି! ଆସୁଛି ବଡ଼ ଲଘୁଚାପ, ୪୮ ଘଣ୍ଟାରେ…
ଭୁବନେଶ୍ୱର,୧୮।୧୦: ୨୧ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଅବପାତ ସମ୍ଭାବନା ରହିଛି। ଦକ୍ଷିଣ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତର ରୂପ...
କାର୍ ଉପରେ ଓଲଟିପଡ଼ିଲା ବସ୍
ଭୁବନେଶ୍ୱର,୧୮।୧୦: କାର୍ ଉପରେ ଓଲଟିପଡ଼ିଲା ବସ। ୪ ଜଣ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି। ବାରିପଦା NH- ୪୯ର ବାଙ୍ଗିରିପୋଷି ଘାଟିରେ। କାରର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ବସ୍ର କିଛି ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳ...
ଭାରତ-ରୁଷିଆ ମିଶି କଲେ ବଡ଼ ଡିଲ୍: ଟେନସନ୍ରେ ଚାଇନା
ନୂଆଦିଲ୍ଲୀ/ମସ୍କୋ,୧୮।୧୦: ଭାରତ ଏବଂ ପଡ଼ୋଶୀ ଚାଇନା ମଧ୍ୟରେ ଏକ ନୂତନ ବିବାଦ ସୃଷ୍ଟି ହେଉଥିବା ପରି ମନେ ହେଉଛି। ଚାଇନା ବିରଳ ପୃଥିବୀ ଧାତୁ ଏବଂ ସ୍ଥାୟୀ ଚୁମ୍ବକ ଯୋଗାଣ ଉପରେ ଆହୁରି ନିୟନ୍ତ୍ରଣ ଲାଗୁ କରିଛି। ଭାରତ ଏହାର...
Archives


