‘POK କବଜା କରିବା ନୀତି ଛାଡୁ ପାକିସ୍ତାନ…’, ଶହବାଜ ସରକାରଙ୍କ ମିଛ ଉପରୁ ପରଦା ହଟାଇଲା ଭାରତ
ଜେନେଭା,୨୧।୧୦: ସ୍ବିଜରଲ୍ୟାଣ୍ଡର ଜେନେଭାରେ ଅନୁଷ୍ଠିତ ଇଣ୍ଟର-ପାର୍ଲିମେଣ୍ଟାରୀ ୟୁନିଅନ (IPU) ଫୋରମରେ ଭାରତୀୟ ଏମପି ଅପରାଜିତା ଷଡ଼ଙ୍ଗୀ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। IPUର ୧୫୧ତମ ସଭାରେ ଉତ୍ତର ଅଧିକାର ଅଧୀନରେ ପାକିସ୍ତାନୀ ପ୍ରଚାରର ଜବାବ ଦେଇ, ଷଡ଼ଙ୍ଗୀ କହିଛନ୍ତି ଯେ...
ମାତ୍ର ୧୪୧ ବଲରେ ଧୂଳିସାତ୍ ହୋଇଗଲା ରୋହିତଙ୍କ ମହାରେକର୍ଡ, ଏହି ବ୍ୟାଟ୍ସମ୍ୟାନ୍ ରଚିଲେ ଇତିହାସ
ନୂଆଦିଲ୍ଲୀ,୨୧।୧୦: କ୍ରିକେଟର୍ ରେକର୍ଡ କଥା ଆସେ, ପ୍ରଥମେ ହିଟମ୍ୟାନ ରୋହିତ ଶର୍ମାଙ୍କ ଅତୁଳନୀୟ ୨୬୪ ରନ ମନେ ପଡ଼େ। ବର୍ଷ ବର୍ଷ ଧରି, ରୋହିତଙ୍କ ରେକର୍ଡ ବିଶ୍ୱ ପାଇଁ ଏକ ଅତୁଟ ରେକର୍ଡ ହୋଇ ରହିଥିଲା, କିନ୍ତୁ ଏବେ ଜଣେ...
ଫୁଟବଲ ଖେଳ ଦେଖି ଫେରିବା ବେଳେ ପଡ଼ିଲେ ହାତୀ ହାବୁଡ଼ରେ, ତା’ପରେ ଘଟିଲା ଏମିତି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ
ମୋରଡା,୨୧।୧୦(ସ୍ମାରକ ମାଜୀ): ହାତୀ ଆକ୍ରମଣରେ ଗୁରୁତର ଯୁବକ ରାତି ତମାମ ଜଙ୍ଗଲରେ ପଡି ରହି ଛଟପଟ ହେବା ଘଟଣା ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ସୂଚନା ଅନୁଯାୟୀ, ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଟୁପୁରା ଗ୍ରାମର ସମରାଇ...
ହଠାତ୍ କ୍ରିକେଟ୍କୁ ବାଏ ବାଏ କହିଲେ ଏହି କ୍ରିକେଟର୍, ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୧।୧୦: ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଜମ୍ମୁ ଏବଂ କଶ୍ମୀରର ପ୍ରଥମ କ୍ରିକେଟର ପରଭେଜ ରସୁଲ ଖେଳର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏହା ୧୭ ବର୍ଷର ଚମତ୍କାର କ୍ୟାରିୟରର ଅନ୍ତ ଘଟାଇଛି, ଯାହା ସ୍ଥିର ପ୍ରଦର୍ଶନ...
ହିଜାବକୁ ନେଇ ଉଠିଲା ଝଡ଼, ଇରାନରେ ହିଜାବ ଲାଗୁ କରିଥିବା ନେତାଙ୍କ ଝିଅ ଏମିତି ଡ୍ରେସ ପିନ୍ଧିଲେ ଯେ ତାତିଲେ ଲୋକେ
ତେହେରାନ,୨୧।୧୦: ଇରାନରେ ସାଧାରଣ ମୁସଲମାନ ମହିଳାମାନେ ହିଜାବ ନ ପିନ୍ଧିବା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଜଣେ ବରିଷ୍ଠ ସହାୟକଙ୍କ ଝିଅଙ୍କ ଷ୍ଟ୍ରାପଲେସ ବିବାହ ଗାଉନ ପିନ୍ଧିଥିବାର ଏକ ଭିଡିଓ...
ଆମେରିକା-ଅଷ୍ଟ୍ରେଲିଆ ମଧ୍ୟରେ ହେଲା ବଡ଼ ଏଗ୍ରିମେଣ୍ଟ, ଛାନିଆ ହେଲାଣି ଚାଇନା!
ଓ୍ବାଶିଂଟନ,୨୧।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ଦ୍ୱିପାକ୍ଷିକ ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ସୋମବାର ହ୍ବାଇଟ ହାଉସରେ ହୋଇଥିବା ୮.୫ ବିଲିୟନ ଡଲାରର ଚୁକ୍ତିନାମା ଆମେରିକାକୁ ଅଷ୍ଟ୍ରେଲିଆର ବିରଳ...
ବିଲକୁ ପାଣି ମଡାଇବାକୁ ଯାଇଥିଲେ ମାରିଲା ଘଡଘଡି
କଲ୍ୟାଣସିଂହପୁର ୨୦।୧୦(ଦୀପକ କୁମାର ପରଡ଼ା): ବଜ୍ରପାତରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ସାନତଡ୍ରା ଗାଁର କୃଷ୍ଣ ନାଚିକାଙ୍କ ପୁଅ ବଗି ନାଚିକା। ଗାଁଠାରୁ ପ୍ରାୟ ୬ଶହ ମିଟର ଦୂରରେ ଥିବା କେନ୍ଦୁଗୁଡା ଗାଁ...
ନାମାଙ୍କନ ଦାଖଲ ପରେ RJD ପ୍ରାର୍ଥୀଙ୍କୁ ଉଠାଇନେଲା ଝାଡ଼ଖଣ୍ଡ ପୋଲିସ, ୨୧ ବର୍ଷ ପୁରୁଣା ମାମଲାରେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨୦।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରୋହତାସର ସାସାରାମର ମହାଗଠବନ୍ଧନ ପ୍ରାର୍ଥୀ ସତ୍ୟେନ୍ଦ୍ର ସାହଙ୍କୁ ପୋଲିସ ଗିରଫ କରିଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରଜେଡି ପ୍ରାର୍ଥୀ ସତ୍ୟେନ୍ଦ୍ର ସାହ ନାମାଙ୍କନର ଶେଷ ଦିନରେ ପର୍ଚ୍ଚା ଭରିବାକୁ ଆସିଥିଲେ।...
ବର୍ଷକରେ ୧.୬୦ ଲକ୍ଷ ଛୁଇଁବ ସୁନା, ୨.୨୪ ଲକ୍ଷ ହୋଇପାରେ ରୂପା
ନୂଆଦିଲ୍ଲୀ,୨୦।୧୦: ସୁନାର ଦାମ୍ ନୂଆ ରେକର୍ଡ ଛୁଇଁଛି। ବର୍ତ୍ତମାନ ୧୦ ଗ୍ରାମ୍ ସୁନା ୧,୩୦,୦୦୦ ଟଙ୍କା। ଧନତେରସ୍ରେ ୬୦,୦୦୦ କୋଟିରୁ ଅଧିକ ସୁନା-ରୂପା ବିକ୍ରି ହୋଇଛି। ନିବେଶରେ ଲାଭ ମିଳୁଛି। କାରଣ ୨୦୨୦ ଅକ୍ଟୋବରରେ ସୁନା ମୂଲ୍ୟ ୪୭,୦୦୦ ଟଙ୍କା...
ପେଟ୍ରୋଲ୍ ପମ୍ପ ନିକଟରୁ ମୋବାଇଲ୍ ଛଡ଼େଇ ନେଉଥିଲେ ବାପ-ପୁଅ, ମାଡ଼ିବସିଲେ ଲୋକେ
ଭୁବନେଶ୍ୱର,୨୦।୧୦: ରାଜଧାନୀ ଭୁବନେଶ୍ୱରରେ ସୋମବାର ଜଣେ ବାପା ଓ ତାଙ୍କ ପୁଅଙ୍କୁ ମୋବାଇଲ୍ ଛଡାଇ ନେଉଥିବା ବେଳେ ମାଡି ବସିଛନ୍ତି ଲୋକେ। ନୂଆଗାଁ ପେଟ୍ରୋଲ୍ ପମ୍ପ ନିକଟରେ ଏହି ଘଟଣା ଘଟିଛି। ଅଜିତ୍ କୁମାର ରାୟ ନାମକ ଜଣେ ବ୍ୟକ୍ତି...
ପୀତବାସ ହତ୍ୟା: ରାଜନେତାଙ୍କୁ ଉଠାଇ ନେଲା ପୋଲିସ
ବ୍ରହ୍ମପୁର,୨୦।୧୦: ଆଇନ୍ଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ସହରର ଜଣେ ରାଜନେତାଙ୍କୁ ପୋଲିସ୍ ଉଠାଇ ନେଇଛି। ସେହି ରାଜନେତାଙ୍କ ନାଁରେ ଅନେକ ମାମଲା ରହିଛି। ପୂର୍ବରୁ ପୋଲିସ ଜଣେ କର୍ପୋରେଟର୍, ଜଣେ ଛାତ୍ରନେତା ସହ ୮ ଜଣଙ୍କୁ ଅଟକ...
ଦୀପାବଳୀରେ ବେସନ ଲଡୁ ତିଆରି କଲେ ରାହୁଲ ଗାନ୍ଧୀ, ଦୋକାନୀ କହିଲେ ବିବାହ କଲେ ମିଠା ପଠାଇବୁ
ନୂଆଦିଲ୍ଲୀ,୨୦।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଦୀପାବଳୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଘଣ୍ଟେୱାଲା ମିଠା ଦୋକାନକୁ ଯାଇ ଇମରତି ଓ ବେସନ ଲଡ୍ଡୁ ତିଆରି କରିଛନ୍ତି। ରାହୁଲ ଏକ ଭିଡିଓ...
Archives


