Home Left

WhatsApp ବ୍ୟବହାରକାରୀଙ୍କୁ ବଡ଼ ଝଟକା! ChatGPT ବ୍ୟବହାର କରିବାକୁ ଅନୁମତି ଦେବନି ମେଟା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧୦: ହ୍ବାଟ୍ସଆପ ବ୍ୟବହାରକାରୀମାନେ ଆଉ ଥାର୍ଡ ପାର୍ଟି AI ଚାଟବଟ୍ସ ବ୍ୟବହାର କରିପାରିବେ ନାହିଁ। ମେଟା ଘୋଷଣା କରିଛି ଯେ କେବଳ ମେଟା AI ଆସିଷ୍ଟାଣ୍ଟକୁ ହ୍ବାଟ୍ସଆପରେ ଅନୁମତି ଦିଆଯିବ, ଏବଂ ଅନ୍ୟ ସମସ୍ତ ଥାର୍ଡ ପାର୍ଟି AI ଚାଟବଟ୍ସ...

ଚାଷୀଙ୍କ ଖାତାକୁ କେବେ ଆସିବ ପିଏମ କିଷାନ ଟଙ୍କା? ଆସିଲା ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୨୦।୧୦: କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା ଚଳାଇଛନ୍ତି, ଯାହା ଲକ୍ଷ ଲକ୍ଷ ଚାଷୀଙ୍କୁ ସିଧାସଳଖ ଲାଭ ପହଞ୍ଚାଉଛି। ଆଜି ମଧ୍ୟ ଦେଶର ଅନେକ ଚାଷୀ ଆର୍ଥିକ ଭାବରେ ଅସୁରକ୍ଷିତ ଅଛନ୍ତି। ତେଣୁ ସେମାନଙ୍କୁ ସହାୟତା ପ୍ରଦାନ କରିବା...

ରକ୍ତଚାପ କମାଇବ ଯୋଗ

ରକ୍ତଚାପ ବା ବ୍ଲଡ ପ୍ରେସର ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ହେଲେ ଏହାକୁ ହାଲୁକା ଭାବରେ ନେବା ଆଦୌ ଠିକ୍‌ ନୁହେଁ। କାରଣ ଯଦି ରକ୍ତଚାପ ଦୀର୍ଘଦିନ ଧରି ଅସନ୍ତୁଳିତ ରହିଲା ତେବେ ତାହା ପରୋକ୍ଷରେ ଆଉ...

ଭାରତର ପରାଜୟ ପରେ ଅଧିନାୟକ ଗିଲଙ୍କ ଉପରେ ରାଗିଗଲେ ଗମ୍ଭୀର! କ୍ୟାମେରାରେ କଏଦ୍‌ ହେଲା ସବୁ ଘଟଣା…

ନୂଆଦିଲ୍ଲୀ,୨୦।୧୦: ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପର୍ଥରେ ଶୁଭମନ ଗିଲ ଏବଂ ମୋର୍ନେ ମୋର୍କେଲଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ମ୍ୟାଚ ଫଳାଫଳରେ କୋଚ ବିରକ୍ତ ହୋଇ...

୨୩ରେ ଅବପାତ ରୂପ ନେବ ଘୂର୍ଣ୍ଣିବଳୟ: ପ୍ରବଳ ବର୍ଷା ପବନ ସହ ବଜ୍ରପାତ, ଏସବୁ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦ା୧୦: ଆସୁଛି ଲଘୁଚାପ। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ୨୩ ତାରିଖରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ପୂର୍ବାନୁମାନ କରିଛି ପାଣିପାଗ...

ଦୀପାବଳିରେ ଭଲ କଥା କହିଲେ ଶହବାଜ ସରିଫ

ଇସଲାମାବାଦ,୨୦।୧୦: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଦୀପାବଳି ଅବସରରେ ଦେଶ ଏବଂ ବିଶ୍ୱର ହିନ୍ଦୁ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଟୁଇଟ କରିଛନ୍ତି। ନିଜର ସରକାରୀ ଟୁଇଟର ହ୍ୟାଣ୍ଡେଲରେ ସେ ଲେଖିଛନ୍ତି, ‘ଯେପରି...

‘ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଯଦି ରୋହିତ- କୋହଲି…’, ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ବଡ଼ ବୟାନ ଦେଲେ ଗାଭାସ୍କର

ନୂଆଦିଲ୍ଲୀ,୨୦।୧୦: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଉଭୟ ଖରାପ ଭାବରେ ଫ୍ଲପ୍‌ ହୋଇଛନ୍ତି। ପୂର୍ବତନ ଅଧିନାୟକ ରୋହିତ ୧୪ ବଲ ରେ ୮ ରନ କରି ଆଉଟ ହୋଇଥିଲେ, ଯେତେବେଳେ କୋହଲି ନିଜର...

ଜଳୁନି ଷ୍ଟ୍ରିଟ୍‌ ଲାଇଟ, ପ୍ରଶାସନଠାରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଳୁନି ସୁଫଳ

ଗଞ୍ଜାମ,୨୦।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅଧ୍ୟକ୍ଷାଙ୍କ ତିନି ୱାର୍ଡ ଦୁର୍ଗାଦେବୀ ସାହିରେ ଦୀର୍ଘ ଦିନ ହେବ ଷ୍ଟ୍ରିଟ୍‌ ଲାଇଟ ଜଳୁ ନ ଥିବା ଜଣାପଡିଛି । ଏନେଇ ଏନଏସି ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ...

ରୁଷିଆ ତେଲକୁ ନେଇ ପୁଣିଥରେ ଭାରତକୁ ଧମକାଇଲେ ଟ୍ରମ୍ପ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୧୦: ଦୀପାବଳିରେ ଭାରତର ଶୁଳ୍କ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ସେ ଚେତାବନୀ ଦେଇଥିଲେ ଯେ ଯଦି ଭାରତ ରୁଷିଆରୁ ତେଲ କିଣିବା ବନ୍ଦ ନ କରେ, ତେବେ ସେ ଆହୁରି ଶୁଳ୍କ...

ନୂଆପଡ଼ାରେ ବଢୁଛି ତାରକାଙ୍କ ଭିଡ଼: ଆଜି ସରିବ ନାମାଙ୍କନପତ୍ର ଦାଖଲ ଅବଧି

ଭୁବନେଶ୍ୱର,୨୦ା୧୦ (ରବିନାରାୟଣ ଜେନା): ଦିନ ଯେତିକି ଗଡୁଛି, ନୂଆପଡ଼ା ଉପନିର୍ବାଚନ ସେତିକି ଉଷ୍ମ ହୋଇଚାଲିଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି(ସୋମବାର) ପ୍ରାର୍ଥତ୍ପତ୍ର ଦାଖଲର ଶେଷଦିନ ରହିଛି। ଇତିମଧ୍ୟରେ ୫ ପ୍ରାର୍ଥୀ ୭ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିମଧ୍ୟରେ କଂଗ୍ରେସର ବିଧାୟକ...

ପାକିସ୍ତାନକୁ ବଡ଼ ଝଟକା ଦେଲା କତାର!

ଇସଲାମାବାଦ,୨୦।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ କିଛି ଦିନ ଧରି ଚାଲିଥିବା ହିଂସାତ୍ମକ ସଂଘର୍ଷ ପରେ, ଉଭୟ ପକ୍ଷ ଶତ୍ରୁତା ବନ୍ଦ କରିବାକୁ ରାଜି ହୋଇଥିଲେ। ରବିବାର (ଅକ୍ଟୋବର ୧୯) ଦିନ, କତାର ଏବଂ ତୁର୍କୀର ମଧ୍ୟସ୍ଥତାରେ ଉଭୟ ଦେଶର...

‘ପୁଟିନ ଚାହିଁଲେ ୟୁକ୍ରେନକୁ ବରବାଦ କରିଦେବେ’, ଜେଲନସ୍କିଙ୍କ ଉପରେ ଖପ୍ପା ହେଲେ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୦: ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ଫାଇନାନ୍ସିଆଲ ଟାଇମ୍ସ (FT) ରିପୋର୍ଟରେ ଦାବି କରାଯାଇଛି ଯେ ହ୍ବାଇଟ ହାଉସରେ ଏକ ବୈଠକ ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri