Home Left

ଧୂମଧାମରେ ଶ୍ୟାମାକାଳୀ ପୂଜା: ଭକ୍ତଙ୍କ ଜମୁଛି ଭିଡ଼

କୋରାପୁଟ,୨୧/୧୦(ଅମିତାଭ ବେହେରା ) କୋରାପୁଟ ବେଙ୍ଗଲୀ କମିଟି ପକ୍ଷରୁ ଶ୍ୟାମାକାଳୀ ପୂଜା ସ୍ଥାନୀୟ ରବୀନ୍ଦ୍ର ସାଂସ୍କୃତିକ ପରିଷଦ ମଣ୍ଡପଠାରେ ଆୟୋଜିତ ହୋଇଛି। ଚଳିତ ବର୍ଷ ୨୫ତମ ଭାବେ ଏହି ଶ୍ୟାମାକାଳୀ ପୂଜା କରାଯାଉଥିବାବେଳେ ସୋମବାର ମଧ୍ୟରାତ୍ରିରୁ ମା’ଙ୍କ ପୂଜା ଆରମ୍ଭ...

ସେକ୍ସ ରାକେଟର ପର୍ଦ୍ଦାଫାସ: ରାଣୀ ମହୁମାଛି ସମେତ ପାଞ୍ଚ ଜଣଙ୍କୁ ମାଡ଼ିବସିଲା ପୋଲିସ

କେନ୍ଦୁଝର,୨୧।୧୦: (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଚଢ଼ାଉ କରି ଏକ ତିନି ମହଲା ଘରୁ ଦେହ ବ୍ୟବସାୟ ରେ ଲିପ୍ତ ଅଭିଯୋଗ ରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ...

ପ୍ରେମିକ ଘର ବାରଣ୍ଡାରେ ଶୋଇଥିଲେ ପ୍ରେମିକା: ନିଆଁ ଲଗାଇଦେଲେ ପରିବାର,ଆଉ ତା’ପରେ..

ପରଜଙ୍ଗ,୨୧/୧୦(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ କୁମୁସୀ ପଞ୍ଚାୟତ ବସନ୍ତପଡା ଗ୍ରାମରେ ଗତ ୨ ତାରିଖରୁ ବୋହୂର ସ୍ବୀକୃତି ଦାବିରେ ପ୍ରେମିକ ସୁବ୍ରତ ସାହୁଙ୍କ ଘର ଆଗରେ ଧାରଣାରେ ବସିଥିଲେ ପ୍ରେମିକା। ଏକ ରୋଷେଇ...

କାହିଁକି ହ୍ବାଇଟ ହାଉସ ଉପରେ ଚାଲିଲା ବୁଲଡୋଜର? ଜଣାପଡିଲା ଅସଲ କାରଣ

ଓ୍ବାଶିଂଟନ,୨୧।୧୦: ବୁଲଡୋଜରର ଶବ୍ଦ ଏବେ ହ୍ବାଇଟ ହାଉସରେ ପ୍ରତିଧ୍ୱନିତ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦ ଅକ୍ଟୋବର, ୨୦୨୫ରେ ହ୍ବାଇଟ ହାଉସର ପୂର୍ବ ୱିଙ୍ଗରେ ବୁଲଡୋଜର ଏବଂ କ୍ରେନ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ୟ ହେଉଛି ହ୍ବାଇଟ...

ଢାବାରେ ଯୁବକଙ୍କ ଗୁଣ୍ଡାରାଜ: ମାଲିକ-କର୍ମଚାରୀଙ୍କୁ ନିର୍ଧୂମ ଛେଚିଲେ

ବାରିପଦା,୨୧/୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବାରିପଦା ସହର ଭଞ୍ଜପୁର ଥାନା ଅଧିନ ମୁର୍ଗାବାଡିସ୍ଥିତ ଏକ ଢାବାରେ କିଛି ଦୃବୁର୍ତ୍ତ ଗଣ୍ଡଗୋଳ ଘଟାଇ ଆତଙ୍କରାଜ ସୃଷ୍ଟି କରିଛନ୍ତି। ବନ୍ଧୁକ ମୁନରେ ଭୟଭୀତ କରାଇ ଢାବା ମାଲିକ ଓ କର୍ମଚାରୀଙ୍କୁ ନିସ୍ତୁକ...

ହୁତୁହୁତୁ ହୋଇ ଜଳିଗଲା କାଜୁ ଫ୍ୟାକ୍ଟ୍ରି: ଲିଭୁନି ନିଆଁ

ଗଜପତି(ଗିରିଧାରୀ ପରିଛା)-୨୧/୧୦- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରାବନ୍ଧ ଥାନା ଅନ୍ତର୍ଗତ ଲାବଣ୍ୟଗଡଠାରେ ଥିବା ଏକ କାଜୁ ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ନିଆ ଲାଗିଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରି ନଷ୍ଟ ହୋଇଯାଇଥିବାବେଳେ ପାରଳାଖେମୁଣ୍ଡି ଅଗ୍ନିଶମବାହିନୀ ପହଞ୍ଚି ଗତକାଲି ରାତିଠାରୁ...

ନୂଆପଡା ଉପନିର୍ବାଚନ ତଦାରଖ କରିବା ପାଇଁ ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆପଡା,୨୧/୨୦(ମକାରୁ ବେମାଲ): ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ ପରିଚାଳିତ କରିବା ସହିତ ସମଗ୍ର ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ତିନି...

ବାଣ ନିଆଁରୁ ଅଗ୍ନିକାଣ୍ଡ: ୫ ଗାଈ ଜୀବନ୍ତ ଦଗ୍ଧ

ଆନନ୍ଦପୁର,୨୧/୧୦(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଆମ୍ବଗଡ଼ିଆ ଗାଁରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳଘର ପୋଡ଼ିଯାଇଛି। ଗ୍ରାମର କୋଦଣ୍ଡଧର ପଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ତାଙ୍କର ୩...

ଦିଅର ସହ ଫେରାର ହୋଇଯାଇଥିଲେ ଭାଉଜ: ଆଉ ତା’ପରେ ଯାହା ଘଟିଲା, ଗୋଡ଼ ତଳୁ ଖସିଗଲା ମାଟି

ଲକ୍ଷ୍ନୌ,୨୧।୧୦: ଉତ୍ତର ପ୍ରଦେଶର ବିଜନୌରରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଜଣେ ଭାଉଜ ଏବଂ ଦିଆର ସନ୍ଦେହଜନକ ପରିସ୍ଥିତିରେ ବିଷ ପିଇ ଦେଇଛନ୍ତି। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଏବଂ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାଟି...

ପାକିସ୍ତାନ କ୍ରିକେଟରେ ବଡ଼ ପରିବର୍ତ୍ତନ, PCB ବୈଠକ ପରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି!

ଇସଲାମାବାଦ,୨୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ବଡ଼ ନିଷ୍ପତ୍ତି ନେଇ ୱିକେଟକିପର-ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦିଙ୍କୁ ନୂତନ ଦିନିକିଆ ଅଧିନାୟକ ନିଯୁକ୍ତ...

‘POK କବଜା କରିବା ନୀତି ଛାଡୁ ପାକିସ୍ତାନ…’, ଶହବାଜ ସରକାରଙ୍କ ମିଛ ଉପରୁ ପରଦା ହଟାଇଲା ଭାରତ

ଜେନେଭା,୨୧।୧୦: ସ୍ବିଜରଲ୍ୟାଣ୍ଡର ଜେନେଭାରେ ଅନୁଷ୍ଠିତ ଇଣ୍ଟର-ପାର୍ଲିମେଣ୍ଟାରୀ ୟୁନିଅନ (IPU) ଫୋରମରେ ଭାରତୀୟ ଏମପି ଅପରାଜିତା ଷଡ଼ଙ୍ଗୀ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। IPUର ୧୫୧ତମ ସଭାରେ ଉତ୍ତର ଅଧିକାର ଅଧୀନରେ ପାକିସ୍ତାନୀ ପ୍ରଚାରର ଜବାବ ଦେଇ, ଷଡ଼ଙ୍ଗୀ କହିଛନ୍ତି ଯେ...

ମାତ୍ର ୧୪୧ ବଲରେ ଧୂଳିସାତ୍‌ ହୋଇଗଲା ରୋହିତଙ୍କ ମହାରେକର୍ଡ, ଏହି ବ୍ୟାଟ୍ସମ୍ୟାନ୍‌ ରଚିଲେ ଇତିହାସ

ନୂଆଦିଲ୍ଲୀ,୨୧।୧୦: କ୍ରିକେଟର୍‌ ରେକର୍ଡ କଥା ଆସେ, ପ୍ରଥମେ ହିଟମ୍ୟାନ ରୋହିତ ଶର୍ମାଙ୍କ ଅତୁଳନୀୟ ୨୬୪ ରନ ମନେ ପଡ଼େ। ବର୍ଷ ବର୍ଷ ଧରି, ରୋହିତଙ୍କ ରେକର୍ଡ ବିଶ୍ୱ ପାଇଁ ଏକ ଅତୁଟ ରେକର୍ଡ ହୋଇ ରହିଥିଲା, କିନ୍ତୁ ଏବେ ଜଣେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri