ନବଜାତକଙ୍କୁ ଜନ୍ମ ଦେଇ ଶୌଚାଳୟ ପ୍ୟାନ୍ରେ ଫିଙ୍ଗିଦେଲେ ନାବାଳିକା ଛାତ୍ରୀ, ଆଉ ତା’ ପରେ…
ଦାରିଙ୍ଗବାଡ଼ି,୧୨ା୨(ଅରୁଣ ସାହୁ): ସ୍ବାସ୍ଥ୍ୟକେନ୍ଦ୍ରର ଶୌଚାଳୟରୁ ମୃତ ନବଜାତ ଶିଶୁ ଉଦ୍ଧାର ହୋଇଛି। ଜନୈକା ନାବାଳିକା ଛାତ୍ରୀ ନବଜାତକଙ୍କୁ ଜନ୍ମ ଦେଇ ଶୌଚାଳୟ ମଧ୍ୟରେ ଫିଙ୍ଗିଦେଇଥିଲେ ବୋଲି ଚର୍ଚ୍ଚା ହେଉଛି। ଅଗ୍ନିଶମ ବିଭାଗ ପକ୍ଷରୁ ଶୌଚାଳୟ ଭାଙ୍ଗି ମୃତ ନବଜାତକଙ୍କୁ ଉଦ୍ଧାର କରାଯାଇଛି।…
୩-୦ ହାରିଲେ ବି ମନ ଦୁଃଖ ନାହିଁ; କିନ୍ତୁ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ…ଇଂଲଣ୍ଡ ଓପନର୍ଙ୍କ ଅଜବ ମନ୍ତବ୍ୟ
ଅହମଦାବାଦ,୧୨।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ଧାୱରରେ ଖେଳାଯିବ। ଉଭୟ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପରସ୍ପରକୁ ମୁହାଁମୁହିଁ ହେବେ। ସେହିପରି, ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧.୩୦ ରେ ଆରମ୍ଭ ହେବ।…
8th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏହି ଦିନଠୁ ଲାଗୁ ହେବ… ଆସିଲା ଅପଡେଟ୍
ନୂଆଦିଲ୍ଲୀ,୧୨।୨: କେନ୍ଦ୍ର ସରକାର ୮ମ ବେତନ କମିଶନ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏବେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ କମିଶନ କେବେ ଗଠନ ହେବ ତାହା ଜାଣିବାକୁ ଅପେକ୍ଷା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି କମିଶନ ଚଳିତ…
ମୁଁ କୁଆଡେ ଯାଇ ନାହିଁ…, ଦିଲ୍ଲୀ ପୋଲିସ କମଶନରଙ୍କୁ କାହିଁକି ଏମିତି ଚିଠି ଲେଖିଲେ ବିଧାୟକ ଅମାନତୁଲ୍ଲା
ନୂଆଦିଲ୍ଲୀ,୧୨।୨: ଓଖଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ନବନିର୍ବାଚିତ ଆମ ଆଦମୀ ପାର୍ଟି (ଆପ) ବିଧାୟକ ଅମାନତୁଲ୍ଲା ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଜାମିଆ ନଗରରେ ପୋଲିସ ଦଳ ଉପରେ ଆକ୍ରମଣର ନେତୃତ୍ୱ ନେବା ପାଇଁ ତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହେବା…
ତହସିଲଦାରଙ୍କ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି: ଯେତେ ଖୋଜିଲେ ସେତେ ମିଳୁଛି
ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ): ରେମୁଣା ତହସିଲଦାରଙ୍କ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି। ଭିଜିଲାନ୍ସ ଅଧିକାରୀଙ୍କ ହୋସ ଉଡାଇଦେଲା ଭଳି ବିଦ୍ୟାଧର ପତିଙ୍କ ସମ୍ପତ୍ତି। ଭିଜିଲାନ୍ସ କୋଟିଏ ଟଙ୍କାର ପୋଷ୍ଟାଲ ଜମା ସହ ଅଢ଼େେଇ କୋଟି ଟଙ୍କାର ଫ୍ଲାଟ ଠାବ କରିଛି ।…
ପ୍ରବାସୀଙ୍କୁ ପୁଣିଥରେ ବଡ଼ ଝଟକା ଦେଲେ ଟ୍ରମ୍ପ, ଅଡୁଆରେ ପଡିବେ…
ଓ୍ବାଶିଂଟନ,୧୨।୨: ରାଷ୍ଟ୍ରପତି ହେବା ପରଠାରୁ, ଡୋନାଲ୍ଡ ଟ୍ରମ୍ପ ତାଙ୍କର ଭିନ୍ନ ଭିନ୍ନ ନିଷ୍ପତ୍ତି ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆସୁଛନ୍ତି ଏବଂ ଏହି ନିଷ୍ପତ୍ତିଗୁଡ଼ିକ ଲୋକଙ୍କ ଜୀବନକୁ ମଧ୍ୟ ପ୍ରଭାବିତ କରୁଛି। ଟ୍ରମ୍ପ ଅସ୍ଥାୟୀ ଭିସା ଧାରକଙ୍କ ପିଲାମାନଙ୍କ ପାଇଁ ଜନ୍ମଗତ…
ଯୁବତୀଙ୍କୁ ବଳାତ୍କାର, ଧର୍ମ ପରିବର୍ତ୍ତନ ଚାପ: ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
ସମ୍ବଲପୁର,୧୨ା୨(ପ୍ରମୋଦ ବହିଦାର):ସମ୍ବଲପୁରରେ ଜଣେ ଯୁବତୀଙ୍କୁ ବାରମ୍ବାର ବଳାତ୍କାର କରାଯିବା ସହ ଧର୍ମ ପରିବର୍ତ୍ତନର ଚାପ ପକାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ମଙ୍ଗଳବାର ସନ୍ଧ୍ୟାରେ ଧନୁପାଲି ଥାନାରେ ଏତଲା ଦେବା ପରେ ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। ଏତଲା ଆଧାରରେ ପୋଲିସ ସ୍ଥାନୀୟ…
ଏଲନ ମସ୍କ ଦେଲେ ଚେତାବନୀ: ବଢିଲା ଟ୍ରମ୍ପଙ୍କ ଟେନସନ, ଏମିତି କ’ଣ କହିଦେଲେ…
ଓ୍ବାଶିଂଟନ୍,୧୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଫେଡେରାଲ ଖର୍ଚ୍ଚ ହ୍ରାସ କରିବା ପାଇଁ ଗଠିତ ଏକ ଏଜେନ୍ସି, ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି (DOGE)ର ମୁଖ୍ୟ ଏଲନ ମସ୍କ ଏକ ଚେତାବନୀ ଦେଇଛନ୍ତି, ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ଟେନସନକୁ ବୃଦ୍ଧି…
Champions Trophy 2025: କେଉଁ ଟିମ୍ର ଜର୍ସି ସବୁଠୁ ମହଙ୍ଗା, ଜାଣନ୍ତୁ
ନୂଆଦିଲ୍ଲୀ,୧୨।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଆରମ୍ଭ ହେବ। ଏହା ପୂର୍ବରୁ, ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ସମସ୍ତ ଦଳ ଟୁର୍ନାମେଣ୍ଟ ପାଇଁ ନିଜସ୍ବ ଜର୍ସି ମଧ୍ୟ ଲଞ୍ଚ କରୁଛନ୍ତି। ଆସନ୍ତୁ ଜାଣିବା ଚାମ୍ପିଅନ୍ସ ଟ୍ରଫିରେ ପ୍ରତ୍ୟେକ ଦଳର ଜର୍ସିର…
ଖୁଡ଼ୀ-ଝିଆରୀଙ୍କ ପାଟିରେ ସେଲୋଟେପ୍ ଲଗାଇ ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
ଅନୁଗୋଳ,୧୨ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବଅଁରପାଳ ଥାନା ଗଡ଼ସନ୍ଧି ପଞ୍ଚାୟତର ଭାଗବତପୁର ଗ୍ରାମରେ ମଙ୍ଗଳବାର ରାତିରେ ଖୁଡୀ ଓ ଝିଆରୀଙ୍କ ପାଟିରେ ସେଲଟେପ୍ ଲଗାଇ ତଣ୍ଟିରେ ଛୁରି ଲଗାଇ ଟଙ୍କା, ସୁନା ଲୁଟ୍ କରୁଥିବାର ବଅଁରପାଳ ଥାନାରେ ଅଭିଯୋଗ ହୋଇଛି। ଲୁଟ୍ର…
DeepSeek ବିପଦ! ପ୍ରଘଟ ହୋଇପାରେ ଗୁପ୍ତ ଡାଟା, ଭାରତ ସରକାର ଜାରି କରିପାରନ୍ତି ଆଡଭାଇଜରୀ
ନୂଆଦିଲ୍ଲୀ,୧୨।୨: ଟେକ ଜଗତରେ ହଇଚଇ ସୃଷ୍ଟି କରିଥିବା ଚାଇନା ଷ୍ଟାର୍ଟଅପ ଡିପ୍ସିକର ଏଆଇ ଚାଟବଟ ସମ୍ପର୍କରେ ଭାରତ ସରକାର ଏକ ପରାମର୍ଶ ଜାରି କରିପାରନ୍ତି। ଏହି ନିର୍ଦ୍ଦେଶାବଳୀରେ, ବ୍ୟବହାରକାରୀମାନଙ୍କୁ ଏଆଇ ଚାଟବଟ ସହିତ ଜଡିତ ସାଇବର ଗୁପ୍ତଚର ଏବଂ ଡାଟା ଗୋପନୀୟତା…
ରାତିଅଧରେ ଦୋକାନକୁ ପିଟିଲା କାର, ଚାଲିଗଲା ୨ ଜୀବନ
ନୟାଗଡ଼,୧୨।୨: ନୟାଗଡ଼ ଜିଲା ଇଟାମାଟି ଥାନା ଅଞ୍ଚଳରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଏକ ଦୋକାନକୁ କାର ପିଟିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ବୋଲଗଡ଼ ଥାନା ସାଗରୁଗାଁର…

