ଘୋଡାହାଡ ଡ଼୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନଦୀ ତଟବର୍ତ୍ତିି ଗ୍ରାମରେ ସତର୍କ ସୂଚନା ଜାରି
ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଶୁକ୍ରବାରଠାରୁ ଆସନ୍ତା ୩୦ ତାରିଖ ଯାଏ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଲଘୁଚାପ ଜନିତ ବର୍ଷାକୁ...
ରାଜନୈତିକ ପତିଆରା ବଢାଇବାକୁ ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
ଗଞ୍ଜାମ,୨୨।୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍ପି ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ଏବଂ ସାର୍ପ ସୁଟରକୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ...
ବେଙ୍ଗାଲୁରୁରେ ଲିଭ୍-ଇନ୍ ରେ ରହୁଥିବା ଓଡ଼ିଆ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ବେଙ୍ଗାଲୁରୁ,୨୨।୧୦: ବେଙ୍ଗାଲୁରୁର ଦକ୍ଷିଣ ଜିଗାନି ଅଞ୍ଚଳରେ ଏକ ଭଡ଼ା ଘରୁ ଓଡ଼ିଶାର ଏକ ଲିଭ୍-ଇନ୍ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଏହାକୁ ଘରୋଇ କଳହ ପରେ ଆତ୍ମହତ୍ୟା ଉଦ୍ୟମ ବୋଲି ସନ୍ଦେହ କରୁଛି। ମୃତକ ଦୁଇଜଣ ହେଲେ ସୀମା...
ନୂୂଆପଡ଼ା ଉପ ନିର୍ବାଚନ ପୂର୍ବରୁ : ଘନ ଘନ ଚଢ଼ାଉ
ଖଡ଼ିଆଳ,୨୨।୧୦(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ଥାନା ଅନ୍ତର୍ଗତ ବରଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ଦୁଇ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ଯେ, ମଙ୍ଗଳବାର ସାରେ ବରଗାଁ କେନାଲ ଛକଠାରେ...
୧୨ ଘଣ୍ଟାରେ ଅବପାତ
ଭୁବନେଶ୍ୱର,୨୨।୧୦: ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଘନୀଭୂତ ହେଉଛି। ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବ। ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅବପାତ ହେବାର ସମ୍ଭାବନା ରହତିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଆଗାମୀ ୫...
SHG ମହିଳାଙ୍କୁ ସରକାରୀ ଚାକିରି, ୩୦,୦୦୦ ଟଙ୍କା ଦରମା ଦେବାକୁ ତେଜସ୍ୱୀଙ୍କ ଘୋଷଣା
ପାଟନା,୨୨।୧୦: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ବିହାରରେ ଏକ ବଡ଼ ନିର୍ବାଚନ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିବା ମହିଳା, ଯେଉଁମାନେ ‘ଜୀବିକା ଦିଦି’ ଭାବରେ ଜଣାଶୁଣା, ସେମାନଙ୍କୁ...
ସାର ପରେ ଗ୍ୟାସ କଳାବଜାରୀ ଅଭିଯୋଗ
ଗଞ୍ଜାମ,୨୨।୧୦(ବିଦ୍ୟାଧର ସାହୁ ): ଗତ କିଛିଦିନ ତଳେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଅଭାବୀ ସାର ବିକ୍ରି ଓ କଳା ବଜାରୀ ନେଇ ତୁମ୍ବି ତୋଫାନ ଉଠି ଥିବା ବେଳେ ବର୍ତ୍ତମାନ ଇନ୍ଧନ ଗ୍ୟାସ କଳା ବଜାରୀ ହେଉଥିବା ଅଭିଯୋଗ ହୋଇଛି...
ବାପା ଉପରେ ପ୍ରତିଶୋଧ ନେବା ପାଇଁ ୫ ବର୍ଷର ପୁଅକୁ ଅପହରଣ ପରେ ହତ୍ୟା କଲା ଡ୍ରାଇଭର
ନୂଆଦିଲ୍ଲୀ,୨୨।୧୦: ଦିଲ୍ଲୀର ନରେଲା ଅଞ୍ଚଳରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ବାପାଙ୍କର ଟ୍ରାନ୍ସପୋର୍ଟ ବ୍ୟବସାୟରେ କାମ କରୁଥିବା ଜଣେ ଡ୍ରାଇଭର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଜଣେ ୫ ବର୍ଷର ଶିଶୁ ପୁତ୍ରକୁ ଅପହରଣ କରିବା ପରେ ଇଟାରେ ଛେଚି...
ଜନ୍ମଦାତାଙ୍କୁ ହାଣିଦେଲା ପୁଅ, ବୃଦ୍ଧାବସ୍ଥାରେ…
ଚାନ୍ଦବାଲି,(ଅଶୋକ ପଣ୍ଡା)୨୨।୧୦: ପାରିବାରିକ କଳହର କରୁଣ ବରିଣତି। ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଖେରଙ୍ଗ ପଞ୍ଚାୟତ ତଳବନ୍ଧ ଗାଁରେ। ନିଜ ଜନ୍ମ କଲା ମା’ ଓ ବାପଙ୍କୁ ମଙ୍ଗଳବାର ରାତିରେ ହାଣିଲେ ପୁଅ। ଗୁରୁତୁର ଅବସ୍ଥାରେ...
ବିଜେଡିକୁ ପରାଜୟ ଭୟ
ଭୁବନେଶ୍ୱର, ୨୨।୧୦(ସୁନିତ୍ ମିଶ୍ର): ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ନେଇ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ସାମାଜିକ ଗଣମାଧ୍ୟମରେ ଅତ୍ୟନ୍ତ ଅଭଦ୍ର, ଅଶାଳୀନ ଓ ଶସ୍ତା ମନ୍ତବ୍ୟ ଦେଇଛନ୍ତି। ଏହା ବିଜେଡିର ହତାଶାକୁ ପରିପ୍ରକାଶ କରୁଛି। ଉପନିର୍ବାଚନରେ ପରାଜୟରେ ଭୟଭୀତ...
ପୁଟିନ୍ଙ୍କ ସହ ସାକ୍ଷାତ ବାତିଲ୍ କଲେ ଟ୍ରମ୍ପ, କହିଲେ ପୁଟିନଙ୍କ ସହ…
ଓ୍ୱାଶିଂଟନ୍,୨୨।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ତାଙ୍କର ଯୋଜନା ହୋଇଥିବା ବୈଠକକୁ ସ୍ଥଗିତ ରଖିଛନ୍ତି। ଏହାକୁ ସେ “ସମୟର ଅପଚୟ” ବା “ଅକାମୀ ବୈଠକ” ହେବାକୁ ଦେବାକୁ ଚାହୁଁନାହାନ୍ତି ବୋଲି ମଙ୍ଗଳବାର କହିଛନ୍ତି।...
ଚାଇନା ଉପରେ ୧୫୫% ଟାରିଫ୍ ଲଗାଇ ଏପରି କହିଲେ ଟ୍ରମ୍ପ
ନୂଆଦିଲ୍ଲୀ,୨୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ନଭେମ୍ବର ୧ ତାରିଖରୁ ୧୫୫% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଚାଇନା ବହୁ ବର୍ଷ ଧରି ଏକତରଫା ଭାବେ ଆମେରିକା...
Archives


