Home Left

ରିଷଭ ପନ୍ତଙ୍କ ଜୀବନ ବଞ୍ଚାଇଥିବା ଯୁବକଙ୍କ ଉପରେ ପ୍ରେମିକାଙ୍କୁ ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ,୧୨ା୨: ଏକାଠି ବଞ୍ଚିବା ଏବଂ ମରିବା ପାଇଁ ଶପଥ ନେଇଥିବା ପ୍ରେମୀ ଯୁଗଳ ଏକାଠି ବିଷ ପିଇ ଦେଇଛନ୍ତି। ଚିକିତ୍ସା ସମୟରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରେମିକ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହିତ ଲଢ଼ୁଛନ୍ତି। ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ,…

ବାବୁସାନ୍‌ଙ୍କୁ ଭିଡିଓ କଲ୍‌ କରି ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିଲେ ନବୀନ, ହସ୍ପିଟାଲରେ ପହଞ୍ଚିଲେ ଅନୁଭବ

ଭୁବନେଶ୍ୱର,୧୩ା୨: ଓଲିଉଡ୍‌ର ୮୦ ଦଶକର ସୁପରଷ୍ଟାର ଉତ୍ତମ ମହାନ୍ତି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ବାବୁସାନ୍‌ଙ୍କୁ ଭିଡିଓ କଲ୍‌ କରି ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା…

ମାର୍କ ଜୁକରବର୍ଗଙ୍କୁ ପାକିସ୍ତାନରେ କାହିଁକି ଶୁଣାଯାଇଥିଲା ମୃତ୍ୟୁଦଣ୍ଡ?

ନ୍ୟୁୟର୍କ,୧୩।୨: ମେଟା ସିଇଓ ମାର୍କ ଜୁକରବର୍ଗ ସମ୍ପ୍ରତି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଜୋ ରୋଗାନଙ୍କ ସହ ଏକ ସାକ୍ଷାତକାର ସମୟରେ ଜୁକରବର୍ଗ ତାଙ୍କର ଅଭିଜ୍ଞତା ଶେୟାର କରିଥିଲେ। ସେ କହିଛନ୍ତି, ‘ଗୋଟିଏ ସମୟରେ, ଫେସବୁକରେ ପୋଷ୍ଟ କରିଥିବା ବିଷୟବସ୍ତୁ ଯୋଗୁଁ…

ପ୍ରୟାଗରାଜ ଯାଉଥିବା ବସ୍‌ ଦୁର୍ଘଟଣା: ୨୫ ଆହତ, ୩ ଗୁରୁତର

ଭୋଗରାଇ,୧୩ା୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରୁ ପ୍ରୟାଗରାଜ ମହାକୁମ୍ଭକୁ ବୁଡ଼ ଦେବାଲାଗି ଯାଉଥିବା ଶ୍ରୀରାମଜୀ ବସ୍‌ ବିହାର ୟୁପି ସୀମାନ୍ତ ମଥାନୀଠାରେ ଗତ ବୁଧବାର ରାତି ୧୨ଟା ୫୦ମିନିଟ୍‌ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ବସ୍‌ର…

Dollar bows before Rupee: ଟଙ୍କା ଆଗରେ ମୁଣ୍ଡ ନୁଆଁଇଲା ‘ଡଲାର’, ଏସିଆରେ ଦେଖାଯାଇ ନାହିଁ ଏଭଳି…

ନୂଆଦିଲ୍ଲୀ,୧୩।୨: ଭାରତୀୟ ଟଙ୍କା ଲଗାତାର ତୃତୀୟ ଦିନ ପାଇଁ ଡଲାରଠାରୁ ଉପରକୁ ଉଠିଛି। ଅନ୍ୟ ଏସୀୟ ମୁଦ୍ରା ତୁଳନାରେ, ଟଙ୍କା ସାମ୍ପ୍ରତିକ ସମୟରେ ଡଲାର ତୁଳନାରେ ଅଧିକ ଶକ୍ତି ଦେଖାଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଧାରା ଗୁରୁବାର ମଧ୍ୟ ଦେଖିବାକୁ…

ବିଧାନସଭାରେ ସନାଙ୍କୁ ତେରଛା ବାଣ ମାରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୩।୨: ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ଆରମ୍ଭରୁ ସକ୍ରିୟ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ପ୍ରବେଶ ସମୟରେ କେନ୍ଦୁଝର ଜିଲାର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ତେରେଛା ବାଣ ମାରିଛନ୍ତି ନବୀନ।…

PNB ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସି କ୍ୟାନସରରେ ପୀଡିତ! ବେଲଜିୟମରେ ଚାଲିଛି ଚିକିତ୍ସା

ବ୍ରସେଲ୍ସ,୧୩।୨: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବର୍ତ୍ତମାନ କର୍କଟ ରୋଗର ଚିକିତ୍ସା ପାଇଁ ବେଲଜିୟମରେ ଅଛନ୍ତି। ମଙ୍ଗଳବାର (୧୧ ଫେବୃଆରୀ, ୨୦୨୫) ଏଠାରେ ଏକ ସ୍ବତନ୍ତ୍ର ଅଦାଲତକୁ ଏହି…

ବାଂଲାଦେଶରେ ୧,୪୦୦ ଲୋକଙ୍କୁ କରାଯାଇଛି ହତ୍ୟା, ଚମକାଇ ଦେଉଛି ରିପୋର୍ଟ

ଢାକା,୧୩।୨: ବାଂଲାଦେଶରେ ୨୦୨୪ ମସିହାରେ ଛାତ୍ର ଆନ୍ଦୋଳନ ଏବଂ ତା’ପରେ ହୋଇଥିବା ହିଂସା ସମ୍ପର୍କରେ ଜାତିସଂଘ ମାନବାଧିକାର କମିଶନଙ୍କ ରିପୋର୍ଟରେ ଏକ ବଡ଼ ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଶେଖ ହାସିନାଙ୍କ ସରକାର ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ…

ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ସେବା ଠିକା ସୁରକ୍ଷା କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଧାରଣା, ସେବା ଠପ୍‌

ପାଟଣା,୧୩।୨:(ବୀରକିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦୁଝର ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ର ଖଇରେଇଟାଙ୍ଗିରି ଟୋଲ ଗେଟ ଅଫିସ ନିକଟରେ ଦୁର୍ଘଟଣା ଜନିତ ଜରୁରୀ କାଳୀନ ସେବା ଯୋଗାଉ ଥିବା ଏନ…

VIMSARରେ ଅବ୍ୟବସ୍ଥା: କରେଣ୍ଟ ଚାଲିଯିବାରୁ ମୋବାଇଲ ଲାଇଟ୍ ଜଳାଇ ଡାକ୍ତର କଲେ ଚିକିତ୍ସା

ସମ୍ବଲପୁର,୧୩।୨: ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ରେ କେମୋଥେରାପି ନେଉଥିବା ରୋଗୀମାନେ ଭୟଙ୍କର ଅବ୍ୟବସ୍ଥାର ଶିକାର ହୋଇଛନ୍ତି। ବୁଧବାର ବିଦ୍ୟୁତ୍ କାଟ ହେବାରୁ ସେମାନଙ୍କୁ ତିନି ଘଣ୍ଟା ଅନ୍ଧାରରେ ରହିବାକୁ ପଡିଛି।…

ଭାରତ ମାତା କି ଜୟ, ବନ୍ଦେ ମାତରମ, ମୋଦି ମୋଦିରେ ଗୁଞ୍ଜରିତ ହେଲା ବ୍ଲେୟାର ହାଉସ

ଓ୍ବାଶିଂଟନ,୧୩।୨: ଆମେରିକାର ନୂତନ ‘ଆମେରିକା ଫାଷ୍ଟ’ ବାଣିଜ୍ୟ ଏଜେଣ୍ଡା ଏବଂ ପ୍ରବାସ ନୀତିକୁ ନେଇ ଭାରତରେ ଚିନ୍ତା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ…

Video: ଦୁନିଆର ସବୁଠାରୁ ଲମ୍ବା ମଇଁଷି ‘କିଙ୍ଗ୍‌ କଙ୍ଗ୍‌’, ୬ଫୁଟ୍‌ ଲମ୍ବ ଚେହେରା ଦେଖିଲେ ଭୟ କରିବେ

ଥାଇଲ୍ୟାଣ୍ଡର ଏକ ଫାର୍ମରେ ଥିବା ଏକ ମଇଁଷି ଗିନିଜ ୱାଲର୍‌ଡ ରେକର୍ଡରେ ନିଜ ନାମ ପଞ୍ଜିକୃତ କରିଛି। ୬ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ମଇଁଷିକୁ ବିଶ୍ୱର ସବୁଠାରୁ ଉଚ୍ଚ ମଇଁଷି ଭାବେ ଘୋଷଣା କରାଯାଇଛି। ଗିନିଜ ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?