Home Left

୩ ଜିଲାରେ ଜମି କିଣିଛି ରଙ୍ଗିଲା ସତ୍ୟଜିତ

ଭୁବନେଶ୍ୱର,୧୧ା୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ପରିଚୟ ଦେଇ ବହୁ ମହିଳାଙ୍କୁ ବିବାହ ବାହାନାରେ ଲକ୍ଷ ଲକ୍ଷ ଟଙ୍କା, ଗାଡ଼ି ଆଦି ଠକିଥିବା ସତ୍ୟଜିତ ସାମଲଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ। ଶନିବାର ସକାଳେ ତାଙ୍କୁ ଝାରପଡ଼ା ଜେଲରୁ ଆଣିବା…

ସବୁଦିନ ଟ୍ରାଫିକ୍‌ ଜାମ

ଭୁବନେଶ୍ୱର,୧୧ା୮(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଜାମ୍‌ ସହରୀଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପଦାକୁ ବାହାରିଲେ ଭିଡ଼ରେ ଫସିବା ଭୟ ରହୁଛି। ଅଫିସ୍‌ ବା ଗନ୍ତବ୍ୟସ୍ଥଳରେ କେତେବେଳେ ପହଞ୍ଚତ୍ବେ ଆଶଙ୍କାରେ ରହୁଛନ୍ତି। ସେହିଭଳି ସହରକୁ ଆସୁଥିବା ବା ସହର ଦେଇ ଯିବାଆସିବା କରୁଥିବା…

ସମୁଦ୍ର ଦେଇ ମାଡି ଆସୁଛନ୍ତି, ତଟରେ କଡ଼ା ନଜର

ଭଦ୍ରକ,୧୧ା୮(ସନାତନ ରାଉତ): ବାଂଲାଦେଶରେ ହିଂସା ଯୋଗୁ ଦେଶରେ ଅସ୍ଥିରତା ଲାଗି ରହିଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିବାରୁ ବାଂଲାଦେଶୀମାନେ ଭାରତ ଆସିବାର ସମ୍ଭାବନା ରହିଛି। ଦେଶ ଛାଡ଼ି ଅନୁପ୍ରବେଶକାରୀମାନେ ସମୁଦ୍ର ପଥ ଦେଇ ବୋଟ୍‌ ଯୋଗେ ପଳାଇ ଆସିବାର ଆଶଙ୍କାରେ ସରକାରଙ୍କ ପକ୍ଷରୁ…

୧୪ରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର, ୧୧ା୮(ଅସମାପିକା ସାହୁ): ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ବର୍ଷା ଲାଗି ରହିଛି। ଶନିବାର ନୟାଗଡ଼ରେ ସର୍ବାଧିକ ୨୫.୬ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ମାଲକାନଗିରିରେ ୧୩.୪, ସୋନପୁର ୧୨, ବାରିପଦା ୮.୪, ବଲାଙ୍ଗୀର ୮, ଢେଙ୍କାନାଳ ୭.୬ ଓ ରାଉରକେଲାରେ…

ପୁରୀ ସମୁଦ୍ରରେ ବୁଲୁଛି ଯୁଦ୍ଧ ଜାହାଜ, ହାଇ ଆଲର୍ଟ!

ପୁରୀ,୧୧ା୮( ଅଜିତ୍‌ କୁମାର ମହାନ୍ତି): ଏୟାର ଶୋ’ ପରେ ଏବେ ପୁରୀରେ ଅନୁଷ୍ଠିତ ହେବ ନୌସେନା ଦିବସ ବା ନାଭାଲ୍‌ ଡେ। ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ନୌସେନା ଦିବସ ଅନୁଷ୍ଠିତ ହେବ। ଏହାପୂର୍ବରୁ ନୌସେନା ମୁଖ୍ୟଙ୍କ…

ରାଜ୍ୟ ସରକାରଙ୍କୁ ଜମି ଓ ଅର୍ଥ ମାଗିବା ଛଡ଼ା କେନ୍ଦ୍ର ସରକାର ଆଉ କିଛି କରିନାହାନ୍ତି : ବିଜେଡି

ଭୁବନେଶ୍ୱର, ୧୧।୮(ଅନିଲଦାସ): ଗତ ୮ ବର୍ଷ ମଧ୍ୟରେ ଓଡ଼ିଶା ପାଇଁ କୌଣସି ନୂଆ ରେଳଲାଇନ ମଞ୍ଜୁର ହୋଇନାହିଁ। କିଛି ପ୍ରକଳ୍ପ ବଜେଟରେ ମଞ୍ଜୁରୀ ପାଇ ମଧ୍ୟ କେନ୍ଦ୍ର ସରକାର ଶୀତଳଭଣ୍ଡାରରେ ରଖି ଦେଇଛନ୍ତି। ଅଣଭାଜପା ଶାସିତ ରାଜ୍ୟ ପ୍ରତି କେନ୍ଦ୍ର ସରକାର…

ବକ୍ସାଇଟ ଖଣି ପରିଦର୍ଶନ ପୁର୍ବରୁ ଜିଲା ପ୍ରଶାସନ, ନାଲକୋ’କୁ ବିରୋଧ କଲେ ଗ୍ରାମବାସୀ, ନିରାଶ ହୋଇ ଫେରିଲେ କେନ୍ଦ୍ରମନ୍ତ୍ରୀ

ପଟ୍ଟାଙ୍ଗି, ୧୦ା୮: (ଶରତ ଧଳ)ଆଜି ନାଲକୋ ତରଫରୁ ସେରୁବନ୍ଧ ଖଣିର ବକ୍ସସାଇଟ ଖନନ ପାଇଁ ଭୂମିପୂଜା କରିବାର କାର୍ଯ୍ୟକ୍ରମ ଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଆନୁସାରେ କେନ୍ଦ୍ର ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ବିଶାଖାପାଟଣାର ବିମାନ ବନ୍ଦରରୁ ବାହାରି…

ଥାନାରୁ ଚମ୍ପଟ ମାରିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଝରିଗାଁ,୧୦ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ହୋଇଥିବା ବେଳେ ଏସ୍‌ପି ରୋହିତ ବର୍ମା ଥାନା ସେଣ୍ଟ୍ରି ଦାୟିତ୍ୱରେ ରହିଥିବା କନଷ୍ଟେବଳ ଧନର ନାୟକଙ୍କୁ ନିଲମ୍ବନ କରିଛନ୍ତି। ଶନିବାର ଝରିଗାଁ ପୋଲିସ ଦ୍ୱାରା ସଂପୃକ୍ତ ଚମ୍ପଟ…

ଜାତୀୟ କୃମିନାଶକ ଦିବସରେ ରାଜ୍ୟର ୧୯ଟି ଜିଲାରେ ଔଷଧ ବଣ୍ଟନ

ଭୁବନେଶ୍ୱର,୧୦ା୮: ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ଆଜି ରାଜ୍ୟର ୧୯ଟି ଜିଲାରେ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲାଗୁଡ଼ିକରେ ୧ରୁ ୧୯ ବର୍ଷ ପର୍ଯ୍ୟନ୍ତ ବାଳକ, ବାଳିକା ଏବଂ ୨୦ରୁ ୨୪ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ…

ଚାକିରି କରାଇ ଦେବାକୁ କହି ଶିକ୍ଷୟିତ୍ରୀ ଠକିନେଇଥିଲେ ୫ ଲକ୍ଷ ଟଙ୍କା, ଯିବାକୁ ପଡ଼ିଲା ଜେଲ୍‌

ଘସିପୁରା,୧୦ା୮(ନିରଞ୍ଜନ ସାହୁ): ଚାକିରି କରାଇ ଦେବା ନାଁରେ ଅର୍ଥ ତୋଷରପାତ କରି ଜଣେ ଶିକ୍ଷୟିତ୍ରୀଙ୍କୁ ଶେଷରେ ଜେଲ୍‌ ଯିବାକୁ ପଡ଼ିଛି। ଶିକ୍ଷୟିତ୍ରୀ ଜଣଙ୍କ ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ବେଳେ ଠକାମିର ଶିକାର ଜଣେ…

ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳମାର୍ଗ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବାରୁ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତି…

ଭାଜପା ଉପରେ ବର୍ଷିଲେ ପ୍ରମିଳା: କହିଲେ ଆଳୁ ସମସ୍ୟାକୁ ସମାଧାନ କରିବାକୁ ଏ ସରକାର ନୁହେଁ…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଆଳୁ ସମସ୍ୟା ଲାଗି ରହିଥିବା ବେଳେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଏବେ ରାଜ୍ୟରେ ଆଳୁ ଆମଦାନୀକୁ ନେଇ ଦୂରାବସ୍ଥା ଜାରି ଥିବାବେଳେ ଯୋଗାଣ ମନ୍ତ୍ରୀଙ୍କ ବିଭିନ୍ନ ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri