Home Left

ବ୍ୟକ୍ତିଙ୍କୁ ଧକ୍କା ଦେଇ ଘୋଷାଡ଼ି ଘୋଷାଡ଼ି ନେଇଗଲା ଟ୍ରକ୍‌

ସଇଁତଳା,୨୩ା୧୦: ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥିବା ଜାତୀୟ ରାଜପଥ ୨୬ରେ ଗୁରୁବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂଚନାନୁସାରେ, ବଲାଙ୍ଗୀର ପଟକୁ ଯାଉଥିବା ଏକ ଟ୍ରକ୍‌ ନମ୍ବର NL 01 AA...

ଭାରତୀୟ ବିମାନରେ ବ୍ୟବହାର କରିପାରିବେନି ପାଓ୍ବାର ବ୍ୟାଙ୍କ? DGCA ଆଣିବାକୁ ଯାଉଛି କଡ଼ା ନିୟମ

ନୂଆଦିଲ୍ଲୀ,୨୩।୧୦: ଭାରତରେ ବିମାନ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାତୀୟ ସ୍ତରରେ କଠୋର ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)। ସମ୍ପ୍ରତି ଦିଲ୍ଲୀରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଅଗ୍ନିକାଣ୍ଡ ଘଟିବା...

‘କ୍ୟୁଙ୍କି ସାସ୍‌ ଭି କଭି ବୋହୂ ଥି’ ଶୋରେ ସ୍ମୃତି ଇରାନୀଙ୍କ ସହ ନଜର ଆସିବେ ବିଲ ଗେଟସ୍‌

ନୂଆଦିଲ୍ଲୀ,୨୩।୧୦: ଆଇକନିକ ଟିଭି ଶୋ ‘କ୍ୟୁଙ୍କି ସାସ୍‌ ଭି କଭି ବୋହୂ ଥି’ ଏହାର ନୂଆ ସିଜିନ ସହିତ ପୁଣି ଥରେ ଛୋଟ ପରଦାରେ ଚହଳ ସୃଷ୍ଟି କରୁଛି। ବର୍ଷ ବର୍ଷ ପରେ ଶୋ’ର ପୁନରାଗମନ ପ୍ରଶଂସକମାନଙ୍କ ମଧ୍ୟରେ ମଧୁର...

ବେକାରୀ ସମସ୍ୟା ଦୂର ପାଇଁ ଜିଲା ନିଯୁକ୍ତି କାର୍ଯ୍ୟାଳୟର ପ୍ରୟାସ, ନିଯୁକ୍ତି ପାଇବେ…

ଦାରିଙ୍ଗବାଡ଼ି,୨୩ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବେକାର ଯୁବତୀଯୁବକଙ୍କୁ କର୍ମ ନିଯୁକ୍ତି ପାଇଁ ଜିଲା ଦକ୍ଷତା ବୃଦ୍ଧି ତଥା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରୟାସ ଜୋରଦାର କରାଯାଇଛି। ଜିଲାରେ ରହିଥିବା ସମସ୍ତ ୧୨ ଟି ବ୍ଲକ ଅଞ୍ଚଳରେ...

ବନ୍ଦ ହେଲା ADEOଙ୍କ ଦରମା, ଜାଣନ୍ତୁ କ’ଣ ପାଇଁ…

କଟକ,୨୩।୧୦: କଟକ ଜିଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଗୁରୁବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କଟକ ଜିଲା ୬ଟି ବ୍ଲକର ସମସ୍ତ ପଞ୍ଚାୟତ ADEO(Assistant Development Extension Officer)ଙ୍କ ୩ ମାସର ଦରମା ବନ୍ଦ କରିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ...

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ: ୨୪ ଘଣ୍ଟାରେ ଆହୁରି ଘନୀଭୂତ ସମ୍ଭାବନା

ଭୁବନେଶ୍ୱର,୨୩ା୧୦: ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଦକ୍ଷିଣପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଲାଗି ରହିବ। ଉତ୍ତର ପଶ୍ଚିମ ଦିଗରେ...

ASEAN ସମ୍ମିଳନୀରେ ଯୋଗ ଦେବେ ନାହିଁ ମୋଦି? ଏହା ପଛର ସତ୍ୟତା କ’ଣ ଖୋଲି କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୬ ଅକ୍ଟୋବର)ରୁ ଆରମ୍ଭ ହେଉଥିବା ASEAN ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ନାହିଁ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଶେୟାର କରିଛନ୍ତି।...

ରାଜ୍ୟସ୍ତରୀୟ ଭାଗବତ ମହୋତ୍ସବ

ଭୁବନେଶ୍ୱର,୨୩।୧୦: ପ୍ରେସ କଲୋନି ୟୁନିଟ-୩ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ଆନୁକୂଲ୍ୟରେ ସନ୍ଧ୍ୟାତାରା ଯୁବକ ସଂଘ ଏବଂ ମନ୍ଦିର ପରିଚାଳନା କମିଟି ସହଯୋଗରେ ୭ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଭାଗବତ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି...

କଂଗ୍ରେସର ବଡ଼ ଘୋଷଣା: ତେଜସ୍ବୀ ହେବେ ମୁଖ୍ୟମନ୍ତ୍ରୀ, ରହିବେ ୨ ଉପ ମୁଖ୍ୟମନ୍ତ୍ରୀ

ପାଟନା,୨୩।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ମହାମେଣ୍ଟ ଏକ ବଡ଼ ଘୋଷଣା କରିଛି, ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ପାଟନାର ହୋଟେଲ ମୌର୍ଯ୍ୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ଅନ୍ୟାନ୍ୟ...

ଐତିହ୍ୟ ପରମ୍ପରାକୁ ଉଜ୍ଜୀବିତ କରୁଛି ଗିରି ଗୋବର୍ଦ୍ଧନ ପୂଜା

କେନ୍ଦୁଝର,୨୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଉତ୍କଳୀୟ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ସଦର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଜିତେନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ରାଇକଳା ପରମାନନ୍ଦ ଭାଗବତ ଟୁଙ୍ଗିରେ ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ...

ବକେୟା ବିଲ୍‌ ନଦେବାରୁ ପୁରା ଗାଁର ବିଦ୍ୟୁତ୍‌ ଠପ୍‌ କରିଦେଲା TPSODL, ପୋଡମପେଟ୍ଟାରେ ତୀବ୍ର ଉତ୍ତେଜନା

ଗଞ୍ଜାମ, ୨୩।୧୦(ଅଖିଳ ତରାଇ):  ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଧିନସ୍ଥ ମସ୍ୟଯିବି ଗ୍ରାମ ପୋଡ଼ମପେଟ୍ଟାରେ ଟିପିଏସ୍‌ଓଡିଏଲ(TPSODL)ର ମନମୁଖୀ କାର୍ଯ୍ୟକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ବକେୟା ବିଲ, ମିଟର ଟ୍ୟାମ୍ପରିଂ ଥିବା ଉପଭୋକ୍ତାଙ୍କୁ ଦଣ୍ଡ ଦେବାକୁ ଯାଇ ସମଗ୍ର...

ବିହାର ନିର୍ବାଚନ: ମହାମେଣ୍ଟର ପ୍ରେସ କନଫରେନ୍ସରେ କେବଳ ତେଜସ୍ବୀଙ୍କ ଫଟୋ ଦେଖି ଭାଜପା କହିଲା…

ପାଟନା,୨୩।୧୦: ବିହାରର ରାଜଧାନୀ ପାଟନାରେ ମହାମେଣ୍ଟର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ, ଭାରତୀୟ ଜନତା ପାର୍ଟି (ଭାଜପା) କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ କଡା ଆକ୍ରମଣ କରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବଙ୍କୁ ବିହାର ନିର୍ବାଚନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri