Home Left

ଜିଏସ୍‌ଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ, ୫ଟି ସ୍ଥାନରେ ଏକକାଳୀନ ଚଢାଉ

ଭୁବନେଶ୍ୱର,୧୭।୮: ଯାଜପୁର ଜିଏସ୍‌ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଥିବା ସୂଚନା ମିଳିଛି। ଜଣେ ଡିଲର୍‌ ଠାରୁ ଜବତ ସ୍କ୍ରାପ୍‌କୁ ଅନ୍ୟତ୍ର ବିକ୍ରି କରିଥିବା…

ନିଟ୍‌ ପେପର ଲିକ୍‌ ମାମଲାର ମାଷ୍ଟରମାଇଣ୍ଡ ସଞ୍ଜିବ-ସିକନ୍ଦରଙ୍କ ସମ୍ପତ୍ତି ହେବ ଜବତ

ପାଟନା,୧୭।୮: ନିଟ୍‌ ପେପର ଲିକ ଦୁର୍ନୀତି ସହ ଜଡିତ ଆଜି ପର୍ଯ୍ୟନ୍ତ ସବୁଠାରୁ ବଡ ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଇଡି ଠାରୁ ଦୂରରେ ଥିବା ନିଟ ପେପର ଲିକ ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ମୁଖିଆ ଏବଂ ସିକନ୍ଦରଙ୍କ ସମ୍ପତ୍ତି…

କୋଲକାତା ଲଜ୍ୟା: ‘ପୀଡିତାଙ୍କ ମାଆବାପାଙ୍କୁ କିଏ କହିଲା ଏହା ସୁଇସାଇଡ’, ମମତା ସରକାରଙ୍କ ଉପରେ ଗର୍ଜିଲେ ସ୍ମୃତି

ନୂଆଦିଲ୍ଲୀ,୧୭।୮: ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ କଲେଜର ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ସହ ହୋଇଥିବା ବଳାତ୍କାର ଓ ହତ୍ୟା ମାମଲା ସାରା ଦେଶବାସୀଙ୍କୁ ଚକିତ କରି ଦେଇଛି। ଏହି ଘଟଣା ପରେ ମମତା ସରକାର ଏବଂ ବଙ୍ଗଳା ପ୍ରଶାସନ ପ୍ରଶ୍ନ ଘେରକୁ…

ଗାଡ଼ି ଚଳାଇବା ସମୟରେ ନିଦ ଆସିଲେ ସିଟ୍‌ ହେବ ଭାଇବ୍ରେସନ, ବାଜିବ ସାଇରନ୍‌, ଜାଣନ୍ତୁ ଆହୁରି କ’ଣ ରହିଛି ସୁବିଧା…

ଭୋପାଳ,୧୭ା୮: ଭାରତରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ୨୦୨୨ ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଷରେ ସାଢ଼େ ୪ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ପ୍ରାୟ ଦେଢ଼ ଲକ୍ଷ ଲୋକ…

ଜଶପ୍ରୀତ ବୁମ୍‌ରାଙ୍କ ରୋଲ୍‌ ମଡେଲ୍‌ କିଏ ଜାଣନ୍ତି: ବଡ଼ ରାଜ୍‌ ଖୋଲିଲେ…

ନୂଆଦିଲ୍ଲୀ,୧୭।୮: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଆଜି ଦୁନିଆର ସବୁଠାରୁ ବିପଜ୍ଜନକ ବୋଲରଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। କିନ୍ତୁ ଏହି ଅବସ୍ଥାରେ ପହଞ୍ଚିବା ଯାତ୍ରା ସହଜ ନ ଥିଲା। ନିକଟରେ ଅହମ୍ମଦାବାଦରେ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ…

ଧୋନିଙ୍କ ଆଇପିଏଲ ଦରମାରୁ କଟିବ ୩ ଗୁଣା! ଏହି ନିୟମ ଯୋଗୁ ହେବ କୋଟି କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୧୭।୮: ନିକଟରେ ବିସିସିଆଇ ଆଇପିଏଲ ଦଳ ମାଲିକଙ୍କ ସହ ଏକ ବୈଠକ କରିଥିଲା। ସେହି ବୈଠକରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଜଣେ ଅନକ୍ୟାପଡ ବା ଅଣସଂରକ୍ଷିତ ଖେଳାଳି ଘୋଷଣା କରାଯାଇଥିଲା। ସେତେବେଳେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)…

ଟ୍ରେନି ମହିଳା ଡାକ୍ତର ହତ୍ୟା ଘଟଣା: ମାତାପିତା କଲେ ଚାଞ୍ଚଲ୍ୟକର ଖୁଲାସା

କୋଲକାତା.୧୭।୮: କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ଦେଶରେ ଚହଳ ପକାଇଛି। ମହିଳା ଡାକ୍ତରଙ୍କ ମାତାପିତା ସେମାନଙ୍କ ଝିଅ ସହିତ ଘଟିଥିବା ଘଟଣାରେ ଡାକ୍ତର ଏବଂ ସେମାନଙ୍କ ସହ କାର୍ଯ୍ୟ କରୁଥିବା ନର୍ସଙ୍କ ସମ୍ପୃକ୍ତି ନେଇ ସନ୍ଦେହ ପ୍ରକଟ…

ଝାଡଖଣ୍ଡରେ ବଡ଼ ରାଜନୈତିକ ହଲଚଲ: ଭାଜପାରେ ଯୋଗଦେଇପାରନ୍ତି ଚମ୍ପାଇ ସୋରେନ

ରାଞ୍ଚି,୧୭।୮: ବିଧାନସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡରେ ବଡ଼ ରାଜନୈତିକ ହଲଚଲ ହେବାର ସମ୍ଭାବନା ରହିଛି। ଶାସକ ଜେଏମଏମ ଏକ ବଡ଼ ଝଟକା ଲାଗିପାରେ। ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମେତ କିଛି ଦଳର ବିଧାୟକ ଖୁବ ଶୀଘ୍ର ଭାଜପାରେ ଯୋଗ…

ବିଧବାଙ୍କୁ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କଲେ ଯୁବକ

ଆଠଗଡ଼,୧୭ା୮: କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ ଶନିବାର ଏକ ଅଭାବନୀୟ କାଣ୍ଡ ଘଟିଛି। ବିଧବାଙ୍କୁ ଜଣେ ଯୁବକ ହତ୍ୟା କରିବା ପରେ ଥାନାରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି। ତେବେ ଉକ୍ତ ଯୁବକ ଜଣକ ବିଧବା ମହିଳାଙ୍କ ଘରେ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଣିଲେ ସଙ୍ଗୀନ ଅଭିଯୋଗ: ସାବରମତି ଏକ୍ସପ୍ରେସ ଦୁର୍ଘଟଣା ଏକ ଷଡଯନ୍ତ୍ର…

କାନପୁର,୧୭।୮:ସାବରମତି ଏକ୍ସପ୍ରେସ କାନପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନର ୨୨ଟି ବଗି ଲାଇନଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ କେହି ଆହତ ହୋଇ ନ ଥିବା ଜଣାପଡିଛି। ଯାତ୍ରୀମାନଙ୍କୁ କାନପୁରକୁ ନେବା ପାଇଁ ବସ ଉକ୍ତ ସ୍ଥାନରେ ପହଞ୍ଚିଛି। ସାବରମତି…

କୁସ୍ତିକୁ ଫେରିଲେ ଭିନେଶ! ଚିଠି ଶେୟାର କରି ବଡ଼ ସଙ୍କେତ ଦେବା ପରେ ଭଉଣୀ ଗୀତା ଫୋଗଟ କହିଲେ…

ନୂଆଦିଲ୍ଲୀ,୧୭।୮: ଭାରତୀୟ ରେସଲର ଭିନେଶ ଫୋଗଟ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରୁ ୧୦୦ ଗ୍ରାମ ଅଧିକ ହେତୁ ଅଯୋଗ୍ୟ ହୋଇଥିଲେ। ଏହି ପ୍ରସଙ୍ଗରେ ଭିନେଶ ମଧ୍ୟ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନକୁ ମଧ୍ୟ ଖାରଜ କରାଯାଇଥିଲା। ସେ ରୌପ୍ୟ ପଦକ ପାଇଁ…

୨ ଦୁର୍ବୃତ୍ତଙ୍କ ସହ ସୁନା ଦୋକାନୀ ଜେଲ ଗଲେ

ରାଜକନିକା,୧୭ା୮(ସଞ୍ଜୟ କୁମାର ଦାଶ):କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିଲା। ଚୋରି ଘଟଣାରେ ଗୁରୁବାର ପୋଲିସ ୩୪. ୫ ଗ୍ରାମ୍‌ ସୁନା ଜବତ କରିବା ସହ ୨ ଦୁର୍ବୃତ୍ତଙ୍କ ସହ ସୁନା କିଣିଥିବା ଦୋକାନୀଙ୍କୁ ଧରି କୋର୍ଟଚାଲାଣ କରିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri