Airspace Breach: ଜେଲେନସ୍କିଙ୍କ ସହ ବଚସା: ଟ୍ରମ୍ପଙ୍କ ଘର ଉପରେ ଉଡିଲା ଯୁଦ୍ଧ ବିମାନ, ଆମେରିକାରେ ଚହଳ
ଓ୍ବାଶିଂଟନ୍,୨।୩:ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି। ଘର ଉପରେ ଉଡିଲା ଯୁଦ୍ଧ ବିମାନ। କହିରଖୁଛୁ ଆମେରିକା ବାୟୁସୀମା ଉଲ୍ଲଘଂନ କରି ଟ୍ରମ୍ପଙ୍କ ଫ୍ଲୋରିଡା ରିସର୍ଟ ଉପରେ ଉଡିଛି ତିନୋଟି ଯୁଦ୍ଧ ବିମା। ଏହା ପରେ, ସେଠାରେ F-16 ଯୁଦ୍ଧ ବିମାନ ମୁତୟନ କରାଯାଇଥିଲା।…
ଗଛରେ ବାଇକ୍ ପିଟି ୨ ଯୁବକ ଗୁରୁତର ଘଟଣା: ଆଖିବୁଜିଲେ ଜଣେ
ଦାରିଙ୍ଗବାଡି,୨।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦେଇ ଯାଇଥିବା ସିମନବାଡ଼ିର ୫୯ନଂ ଜାତୀୟ ରାଜପଥର ବୁଲାଣିରେ ଏକ ବିରାଟକାୟ ଗଛକୁ ବାଇକ ଧକ୍କା ଦେଇ ୨ ଜଣ ଗୁରୁତର ହୋଇଥିଲେ। ତେବେ ଗୁରୁତର ଯୁବକ ଟାଏସନ ପ୍ରଧାନଙ୍କ ବ୍ରହ୍ମପୁର ବଡ଼…
ଆଉ ହାତରୁ ଦେବାକୁ ପଡ଼ିବ ନାହିଁ ଟଙ୍କା: ବଢିଲା ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ, ଜାଣନ୍ତୁ କେତେରୁ କେତେ…
ଭୁବନେଶ୍ୱର,୨।୩: ବଢିଲା ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ । ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର…
ସ୍ବପ୍ନ ସାକାର ପାଇଁ ଶିବଲିଙ୍ଗ ଚୋରି
ଦ୍ୱାରକା(ଗୁଜରାଟ), ୨।୩: ଭିଡ୍ଭଞ୍ଜନ ମହାଦେବ ମନ୍ଦିରରୁ ଶିବଲିଙ୍ଗ ଆଣି ଘରେ ରଖିଲେ ପରିବାରର ସମସ୍ତ ସମସ୍ୟା ସମାଧାନ ସହ ସୁଖ, ଶାନ୍ତି ଫେରି ଆସିବ ବୋଲି ବହୁ ଦିନର ସ୍ବପ୍ନ ଥିଲା। ଝିଅର ଏଭଳି ସ୍ବପ୍ନକୁ ପୂରଣ କରିବା ପାଇଁ ପରିବାର…
ମାନିବାକୁ ନାରାଜ
ହାଟଡିହୀ,୨l୩(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ତରତରାଠାରେ ଶନିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ପଦ୍ମ ଧରିଥିବା ଅନ୍ୟ ଦଳର ଶତାଧିକ ନେତା ଓ କର୍ମୀଙ୍କୁ କେନ୍ଦୁଝର ଏମ୍ପି ଅନନ୍ତ ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର…
Heatwave in Odisha: ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର,୨ା୩(ଅନୁରାଧା ମହାରଣା)ରାଜ୍ୟରେ ପାରଦ ଉପର ମୁହାଁ ହୋଇଛି। ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି। ଶନିବାର ୩୮.୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଥିସହ ରାଜ୍ୟର ପ୍ରାୟ ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ତା’ଠାରୁ…
ଶ୍ରମିକଙ୍କ ବଞ୍ଚିବା ଆଶା କ୍ଷୀଣ: ଅଷ୍ଟମ ଦିନରେ ୪ ଶ୍ରମିକ ଠାବ
ହାଇଦ୍ରାବାଦ,୧।୩: ତେଲଙ୍ଗାନାର ନଗରକୁର୍ନୁଲ ଜିଲାରେ ଥିବା ଏସ୍ଏଲ୍ବିସି ଟନେଲ ଭୁଶୁଡ଼ି ୮ ଶ୍ରମିକ ଏହା ଭିତରେ ୮ ଦିନ ହେଲା ଫସିରହିଥିବାରୁ ସେମାନଙ୍କ ବଞ୍ଚତ୍ବା ଆଶା କ୍ଷୀଣ ହେବାରେ ଲାଗିଛି। ଶନିବାର ଅଷ୍ଟମ ଦିନରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାରକାରୀ…
ଯୁବତୀଙ୍କୁ ବଳାତ୍କାର: ନ୍ୟାୟ ନ ମିଳିଲେ ଆତ୍ମାହୁତି ଚେତାବନୀ
ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ଜଣେ ୧୮ବର୍ଷୟ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ବିଜେପୁର ଗ୍ରାମର ଶିବ ନାଏକ(୫୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବତୀ ଜଣକ ଶୁକ୍ରବାର ସକାଳେ…
ୟୁନିଭର୍ସିଟି କ୍ୟାମ୍ପସ୍ରେ ଶିକ୍ଷାମନ୍ତ୍ରୀଙ୍କୁ ଆକ୍ରମଣ
କୋଲକାତା,୧।୩: ପଶ୍ଚିମବଙ୍ଗ ଯାଦବପୁର ୟୁନିଭର୍ସିଟି କ୍ୟାମ୍ପସ୍ ଭିତରେ ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁଙ୍କୁ ଏସ୍ଏଫ୍ଆଇ (ଷ୍ଟୁଡେଣ୍ଟସ୍ ଫେଡେରେଶନ ଅଫ୍ ଇଣ୍ଡିଆ) ନେତାମାନେ ଶନିବାର ଆକ୍ରମଣ କରିଛନ୍ତି। ଟିଏମ୍ସି ସମର୍ଥତ୍ତ ପଶ୍ଚିମବଙ୍ଗ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଫେସର ସଂଘ (ଡବ୍ଲ୍ୟୁଇବିସିୟୁପିଏ) ବୈଠକରେ ଯୋଗଦେବାକୁ…
ସୁଭଦ୍ରା: ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ
ଭୁବନେଶ୍ୱର,୧ା୩ (ଅନୁରାଧା ମହାରଣା) – ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚ ୬ରେ ମିଳିବ। ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୭ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବେ। ସେହିପରି ମାର୍ଚ୍ଚ ୮ ଅର୍ନ୍ତଜାତୀୟ ମହିଳା ଦିବସ…
ସ୍କୁଲରୁ ଫେରୁଥିଲେ ଶିକ୍ଷୟିତ୍ରୀ: ଘୋଷାଡ଼ି ନେଲା ପିକଅପ୍, ଆଉ ତା’ପରେ..
ନୂଆପଡ଼ା,୧ା୩ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତ ମାଉଳିଭଟା ଛକ ନିକଟରେ ଶନିବାର ଏକ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଉଳିଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସରସି ଯୋଶୀ (୪୯)।…
ଏହି ୩ ରାଶିର ପୁରୁଷ ଏକାଧିକ ଥର ପଡ଼ିଥାନ୍ତି ପ୍ରେମରେ; ରୋମାଣ୍ଟିକ୍ ସତ୍ତ୍ୱେ ହୃଦୟ ଭାଙ୍ଗେ…
ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବହାର ଏବଂ ପସନ୍ଦ-ନାପସନ୍ଦ ଭିନ୍ନ ଭିନ୍ନ। କିଛି ଶାନ୍ତ ସ୍ବଭାବର ହୋଇଥିବା ବେଳେ କିଛି ବହୁତ ରାଗି। ପ୍ରେମକୁ ନେଇ ମଧ୍ୟ ସବୁ ରାଶିର ସ୍ବଭାବ ଭିନ୍ନ। କେହି କେହି ଜୀବନକାଳ ଭିତରେ ଥରେ ପ୍ରେମରେ ପଡ଼ିଥିବା…

