Home Left

ହ୍ୟାକ୍‌ ହେଲା ଶ୍ରେୟା ଘୋଷାଲଙ୍କ ‘ X ’ ଆକାଉଣ୍ଟ, ପୋଷ୍ଟ କରି ସୂଚନା ଦେଲେ ଗାୟିକା

ମୁମ୍ବାଇ: ଶ୍ରେୟା ଘୋଷାଲ ବଲିଉଡର ଜଣେ ପ୍ରସିଦ୍ଧ ପ୍ଲେବ୍ୟାକ ଗାୟିକା। ସେ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ଚମତ୍କାର ଗୀତ ଗାଇଛନ୍ତି। ଏବେ ଶ୍ରେୟାଙ୍କ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରକୃତରେ ଗାୟିକାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌…

ସହଦେବ ନାୟକଙ୍କୁ ବିଚ୍‌ ରାସ୍ତାରେ ହାଣିଥିଲେ: ସ୍ତ୍ରୀ ବାରମ୍ବାର କହୁଥିଲେ ସୁଶେଇ ନାୟକଙ୍କୁ ଗିରଫ କର, ଶେଷରେ ବନ୍ଧାହେଲେ….

ଭୁବନେଶ୍ୱର,୧।୩: ବାଣୀବିହାର- ରସୁଲଗଡ଼ ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଓରଫ ସୁଶାନ୍ତଙ୍କୁ ଗିରଫ କରିଛି । ତାଙ୍କୁ କଟକ କାନପୁରରୁ ମଞ୍ଚେଶ୍ବର ପୋଲିସ ଗିରଫ କରିଛି । ସୁଶାନ୍ତ ହତ୍ୟାକାଣ୍ଡ ପରେ…

ଫେରିଗଲେ ନଡ୍ଡା: ରାଜ୍ୟ ସଭାପତି ଘୋଷଣା ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର, ୧।୩(ସୁନିତ୍‌ ମିଶ୍ର):ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର ପ୍ରାୟ ଏକ ଘଣ୍ଟା ଧରି ଦଳର କେତେଜଣ ବରିଷ୍ଠ ନେତାଙ୍କ ସହ ରାଜ୍ୟ ଅତିଥି ଭବନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦଳର ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା…

ବ୍ୟାଙ୍କ କାଉଣ୍ଟରରୁ ଟଙ୍କା ଲୁଟି ମାରୁଥିଲେ ଚମ୍ପଟ, ଗୋଡାଇ ଗୋଡାଇ ଧରିଲେ ଲୋକେ

ବରଗଡ଼, ୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ମୁଖ୍ୟ ଶାଖା କାଉଣ୍ଟରରୁ ଶନିବାର ମଧ୍ୟାହ୍ନରେ ଲକ୍ଷାଧିକ ଟଙ୍କା ଲୁଟ୍ କରି ଚମ୍ପଟ୍ ମାରୁଥିବା ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଗୋଡାଇ ଧରିବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତ ଯୁବଟଙ୍କ…

ଗୋପୀନାଥ ମନ୍ଦିରରୁ ଚୋରି: ମୁଖା ପିନ୍ଧି ଠାକୁରଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ନୟାଗଡ଼,୧।୩(ଲୋକନାଥ ମିଶ୍ର):ନୟାଗଡ଼ ଜଗନ୍ନାଥ ମନ୍ଦିରର ଚୋରିର ପର୍ଦ୍ଦାଫାସ ହୋଇ ନ ଥିବାବେଳେ ପୁରୁଣା ସହର ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି। ଅଜଣା ଦୁର୍ବୃତ୍ତ ମୁଖା ପିନ୍ଧି ମନ୍ଦିରରେ ପଶି ଗୋପୀନାଥ ଜୀଉଙ୍କ ନାକ ବସଣି, ଚିତା ଏବଂ ପୂଜକଙ୍କ ବାକ୍ସରୁ କିଛି…

Weight Loss Diet in 1 Month : ମାସକରେ ଓଜନ କମାଇବା ପାଇଁ ଚାହୁଁଛନ୍ତି? ଏହି ୭ଟି ଖାଦ୍ୟ ଡେଲି ରୁଟିନ୍‌ରେ କରନ୍ତୁ ସାମିଲ୍‌

Weight Loss Diet in 1 Month : ଶୀଘ୍ର ଓଜନ ହ୍ରାସ କରିବା ପାଇଁ, ଆମେ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁ। କିଛି ଲୋକ ଜିମ ଯାଇ ବ୍ୟାୟାମ କରନ୍ତି, କିଛି ଲୋକ କମ ଖାଆନ୍ତି। ଯଦି ଆପଣ ମାତ୍ର…

କୋହଲିଙ୍କୁ ନେଇ ଏମିତି କହିଦେଲେ କେଏଲ ରାହୁଲ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧।୩: ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିର ଶେଷ ଗ୍ରୁପ ମ୍ୟାଚ ପୂର୍ବରୁ କେଏଲ ରାହୁଲ ବିରାଟ କୋହଲିଙ୍କୁ ବହୁତ ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମହମ୍ମଦ ଶାମି ଏବଂ ରୋହିତ ଶର୍ମାଙ୍କ ଫିଟନେସରେ କୌଣସି ସମସ୍ୟା…

ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି, ଚିନ୍ତାରେ ପଡ଼ିଲେ ଛାତ୍ରୀଛାତ୍ର

କଟକ,୧।୩: ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି। ବିଜ୍ଞାନ C ସେଟ୍‌ରେ ୪ ମାର୍କ କମ୍‌ ଥିବା ସୂଚନା ମିଳିଛି। ଏପଟେ ବୋର୍ଡ ସଭାପତି ତ୍ରୁଟିକୁ ସ୍ବୀକାର କରିଛନ୍ତି। ବୋର୍ଡ ସଭାପତି କହିଛନ୍ତି, ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର…

ଆପ୍‌ ଅଫିସ୍‌ରେ ପଡ଼ିଲା ତାଲା: ୪ ମାସ ହେବ ଭଡ଼ା ନ ଦେବାରୁ…

ଭୋପାଳ,୧।୩: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ଏବେ ଏହି ପରାଜୟର ପ୍ରଭାବ ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳୁଛି। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଥିବା ଆପ ପାର୍ଟି କାର୍ଯ୍ୟାଳୟରେ ତାଲା…

ପାସ୍‌ପୋର୍ଟର ନିୟମ ବଦଳାଇଲେ ସରକାର, ପରିଚୟ ପାଇଁ କେବଳ ଦରକାର ଏହି ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ,୧।୩: ପାସ୍‌ପୋର୍ଟ ହେଉଛି ଏକ ଡକ୍ୟୁମେଣ୍ଟ ଯାହା ଜଣେ ବ୍ୟକ୍ତିଙ୍କ ପରିଚୟ ଏବଂ ଜାତୀୟତାକୁ ପ୍ରମାଣିତ କରେ। ବିଦେଶ ଯାତ୍ରା ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହା ସାହାଯ୍ୟରେ, ଆପଣ ପର୍ଯ୍ୟଟନ ପାଇଁ, ପାଠପଢ଼ା ପାଇଁ, ବ୍ୟବସାୟ କରିବା ପାଇଁ…

ଛାଡପତ୍ର ପରେ ଶ୍ୱଶୁରଙ୍କୁ ଭରଣପୋଷଣ ଟଙ୍କା ମାଗିପାରିବେ କି ବୋହୂ, ନିୟମ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୧।୩: ଭାରତ ବିଶ୍ୱର ଏପରି ଏକ ଦେଶ ଯେଉଁଠାରେ ଛାଡପତ୍ରର ସଂଖ୍ୟା ସବୁଠାରୁ କମ। ଯଦି ଆମେ ପରିସଂଖ୍ୟାନ ଆଧାରରେ କଥା ହେବା, ତେବେ ୧୦୦ ବିବାହ ମଧ୍ୟରୁ କେବଳ ଗୋଟିଏ ବିବାହ ଛାଡପତ୍ରରେ ଶେଷ ହୁଏ। କିନ୍ତୁ ଯଦି ଆମେ…

Video:ନଦୀରେ ଗାଧୋଉଥିଲେ, ହଠାତ୍‌ ଆସିଲା କୁମ୍ଭୀର: ଆଉ ତା’ପରେ…ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନେ ଜଳ ଆବଶ୍ୟକତା ପାଇଁ ନଦୀ ଏବଂ ହ୍ରଦ ଉପରେ ନିର୍ଭର କରୁଥିଲେ ଏବଂ ସେଠାକୁ ଗାଧୋଇବା ପାଇଁ ଯାଉଥିଲେ। କିନ୍ତୁ ଏବେ ଏହା କମିବାରେ ଲାଗିଛି। କାରଣ ଆଜିକାଲି ଘରେ ଘରେ ନଳକୂପ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?