ହାତପାହାନ୍ତାରେ ରୋଗୀଙ୍କୁ ମିଳିଲା ଚିକିତ୍ସା ସୁବିଧା, ଅଭିଜ୍ଞ ଡାକ୍ତର ଆସି…
ଭଞ୍ଜନଗର,୨୬ା୧୦(ବାବୁଲା ପ୍ରଧାନ): ସିଲ୍କ ସିଟି ସର୍ଜନ୍ସ କ୍ଲବ ବ୍ରହ୍ମପୁର, ଭାରତୀୟ ଚିକିତ୍ସକ ସଂଘ ବ୍ରହ୍ମପୁର ଶାଖା ଏବଂ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ବ୍ରହ୍ମପୁର ଶାଖାର ମିଳିତ ସହଯୋଗରେ ରବିବାର ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା...
ସିଡନୀରେ କୋହଲି ଦେଖାଇଲେ ଦେଶଭକ୍ତି, Video ଦେଖି ପ୍ରଶଂସକ କରୁଛନ୍ତି ବାଃ
ସିଡନୀ,୨୬।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତୀୟ ଦଳ ଏକ ବଡ଼ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କର ଦେଶଭକ୍ତି ଆଭିମୁଖ୍ୟ ଦେଖାଇ ସମସ୍ତଙ୍କ ହୃଦୟ...
ଉଠା ପନିପରିବା ଦୋକାନୀଙ୍କ ମନମାନି: ପରିବା ଦରରେ ରହୁନି ନିୟନ୍ତ୍ରଣ
ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ବଡ଼ ବଜାରଠାରୁ ଆରମ୍ଭ କରି ସାନ ବଜାର ପର୍ଯ୍ୟନ୍ତ ମାଳମାଳ ଉଠା ପନିପରିବା ବେପାରୀ । ପବିତ୍ର କାର୍ତିକ ମାସ ଚାଲିଥିବା ହେତୁ ଉଠା ପନିପରିବା ଦୋକାନ ଗୁଡିକରେ ନାହିଁ ନ ଥିବା...
ବିମାନ ବନ୍ଦରରେ ନାଚିଲେ ରାଷ୍ଟ୍ରପତି,ସମସ୍ତେ ଆଶ୍ଚର୍ଯ୍ୟ!
କୁଆଲାଲମପୁର,୨୬।୧୦: ମାଲେସିଆରେ ଆସିଆନ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ମାଲେସିଆ ବିମାନବନ୍ଦରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭବ୍ୟ ସ୍ବାଗତ ପାଇଁ ଶନିବାର ମାଲେସିଆରେ ପହଞ୍ଚିଥିଲେ। ସେ ତାଙ୍କ ନୃତ୍ୟ ପ୍ରଦର୍ଶନ ମଧ୍ୟ କରିଥିଲେ, ଯାହାର ଏକ ଭିଡିଓ ଏବେ...
ପାକିସ୍ତାନର ହିନମନ୍ୟତା, ସଲମାନଙ୍କୁ ଘୋଷଣା କଲା ଆତଙ୍କବାଦୀ
ନୂଆଦିଲ୍ଲୀ,୨୬।୧୦: ବଲିଉଡ ଅଭିନେତା ସଲମାନ ଖାନ ସାଉଦି ଆରବରେ ଏକ ଶୋ’ ସମୟରେ ବାଲୁଚିସ୍ତାନକୁ ପାକିସ୍ତାନଠାରୁ ଅଲଗା ଦେଶ ବୋଲି ବର୍ଣ୍ଣନା କରିଥିଲେ, ଯାହା ପଡ଼ୋଶୀ ଦେଶକୁ କ୍ରୋଧିତ କରିଛି। ଶହେବାଜ ସରକାର ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି।...
YouTubeରେ ୫୦ ହଜାର ସବ୍ସ୍କ୍ରାଇବର ହେଲେ କେତେ ଟଙ୍କା କରିପାରିବେ ରୋଜଗାର, ଜାଣନ୍ତୁ Instagramଠାରୁ ଅଧିକ ନା କମ୍
ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ କେବଳ ମନୋରଞ୍ଜନ ନୁହେଁ ଆୟର ଏକ ଭଲ ଉତ୍ସ ପାଲଟିଛି। YouTube, Instagram ଏବଂ Facebook ପରି ସୋସିଆଲ ମିଡିଆ ଆପ୍ସରେ କଣ୍ଟେଣ୍ଟ ଅପଲୋଡD କରି ଆପଣ ଭଲ ଆୟ କରିପାରିବେ, ଯାହା tଦ୍ୱାରା...
ଛଟ୍ ଘାଟରେ ବୁଡି ନାବାଳକ ନିଖୋଜ
ରାଉରକେଲା,୨୬।୧୦(ସଙ୍ଗୀତା ଜେନା): ରାଉରକେଲା ସେକ୍ଟର ୧୯ଥାନା ଅନର୍ଗତ ହମିରପୁର ଛଟ୍ ଘାଟରେ ରବିବାର ସକାଳେ ଜଣେ ନାବାଳକ ବୁଡି ନିଖୋଜ ହୋଇଛନ୍ତି। ନାବାଳକ କୋଏଲ ନଦୀରେ ବୁଡି ନିଖୋଯ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଞ୍ଚି ଉଦ୍ଧାର...
ଇକୋ ରିଟ୍ରିଟ୍ କାର୍ଯ୍ୟ ତଦାରଖ କଲେ ବିଡିଓ, ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇ…
ଦାରିଙ୍ଗବାଡ଼ି,୨୬ା୧୦(ଅରୁଣ ସାହୁ): ପର୍ଯ୍ୟଟନ ଋତୁକୁ ନଜରରେ ରଖି ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ପାଇଁ ବିଡିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟ ଚାଲିଥିବା ପର୍ଯ୍ୟଟନକ୍ଷେତ୍ରକୁ ରବିବାର ପରିଦର୍ଶନ କରିଛନ୍ତି। ସେ କନ୍ଧମାଳ ଜିଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶ କ୍ରମେ...
ଚମକାଇଲା ବାତ୍ୟା ଖବର! ପୁରୀରେ ହାଇ ଆଲର୍ଟ, ଆଜି ରାତିରେ…
ଭୁବନେଶ୍ୱର,୨୬ା୧୦: ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ। ଆଗାମୀ ୧୨ ଘଣ୍ଟାରେ ବାତ୍ୟା । ଆଜି ସକାଳ ୫ଟା ୩୦ ମିନିଟ ବେଳର ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତକାଲିର ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ।...
ଆସ ଫେରିଯିବା ରେଡ଼ିଓ ଯୁଗକୁ ,ମୋବାଇଲକୁ ଟିକେ ଦୁରେଇ
ଧର୍ମଶାଳା,୨୬।୧୦(ଶିବପ୍ରସାଦ ମହାନ୍ତି): ଯାଜପୁରରେ ଧୁମ୍ ଧାମରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ଚାଲିଛି । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ବଡ଼ ବଡ଼ ତୋରଣ ସାଙ୍ଗକୁ ବିଭିନ୍ନ ରଙ୍ଗର ଲାଇଟ୍ରେ ଝଲୁସୁଛି ସହର। ପାଖାପାଖି ୪୬ଟି ମଣ୍ଡପରେ ପୂଜାଚର୍ନା ଚାଲିଥିବା...
ଟାଙ୍ଗିଆରେ ସ୍ତ୍ରୀକୁ ହାଣି ହତ୍ୟା: ୨୧ ଦିନ ପରେ ସ୍ବାମୀ ଏବିଡିିଓ ଗିରଫ
ହାଟଡିହୀ,୨୬।୧୦(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ଗ୍ରାମରେ ୨ ଅକ୍ଟୋବରରେ ଏବିଡ଼ିଓ ଦେବୀ ପ୍ରସାଦ ଜେନା ସ୍ତ୍ରୀ ସୁଦେଷ୍ନା (୪୨ )ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଉକ୍ତ ଘଟଣାରେ ଅଭିଯୁକ୍ତ ଦେବୀ ପ୍ରସାଦ ଫେରାର ଥିବା...
୩ ଦିନରେ ହେବ ଜିଏସ୍ଟି ପଞ୍ଜୀକରଣ
ଭୁବନେଶ୍ୱର,୨୬।୧୦: କେନ୍ଦ୍ର ସରକାର ନଭେମ୍ବର ପହିଲାରୁ ସାମଗ୍ରୀ ଓ ସେବା କର (ଜିଏସ୍ଟି) ପାଇଁ ଏକ ନୂଆ ଓ ସରଳ ପଞ୍ଜୀକରଣ ପ୍ରଣାଳୀ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ, ନୂଆ ଆବେଦନକାରୀମାନଙ୍କୁ କେବଳ ୩ କାର୍ଯ୍ୟ ଦିବସ...
Archives


