Home Left

Women’s Dayରେ ରାଜସ୍ଥାନ ରୟାଲ୍ସର ‘ପିଙ୍କ୍‌ ପ୍ରୋମିଜ୍‌’ ଜର୍ସି ଉନ୍ମୋଚନ

ଜୟପୁର,୮ା୩: ରାଜସ୍ଥାନ ରୟାଲ୍ସ ଶନିବାର ‘ପିଙ୍କ୍‌ ପ୍ରୋମିଜ’ ଜର୍ସି ଉନ୍ମୋଚନ କରି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି। ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମେ ୧ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚରେ ସମସ୍ତେ ଗୋଲାପୀ ଜର୍ସି ପରିଧାନ…

ନିଆଁ ଲାଗି ଜଳିଗଲା ଘର: ୩ ଆହତ

ସୁନ୍ଦରଗଡ଼,୩।୮: ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲାରେ ଶନିବାର ଏକ ଅଗ୍ନିକାଣ୍ଡ ଘଟିଛି। ଶର୍ଟ ସର୍କିଟରୁ ଘରେ ନିଆଁ ଲାଗିଥିବା ଜଣାପଡିଛି। ଅଗ୍ନିକାଣ୍ଡରେ ଘରେ ଉପସ୍ଥିତ ଥିବା ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ…

ଖରାଦିନେ ଦହି ଖାଇଲେ ଦୂର ହୁଏ ଏସବୁ ସମସ୍ୟା…

ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍‌ ଇତ୍ୟାଦି। ତେବେ ଏକ…

ଏସ୍‌ପି ବାସଭବନ ସମ୍ମୁଖରେ ହତ୍ୟା: ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ନୂଆପଡ଼ା,,୮ା୩ (ମକାରୁ ବେମାଲ): ୫ଦିନ ପୂର୍ବେ ନୂଆପଡ଼ା ଏସ୍‌ପି ଅଫିସ ସମ୍ମୁଖ ରାଜପଥରେ ବୃଦ୍ଧଙ୍କୁ ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏ ନେଇ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଜିଆର୍‌ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।…

ଓଡ଼ିଶା ସ୍ବାସ୍ଥ୍ୟ ମିଶନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଡାକରା

ନୂଆପଡ଼ା,,୮ା୩(ମକାରୁ ବେମାଲ): ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଦୀର୍ଘ ୨୦ବର୍ଷ ହେବ କାର୍ଯ୍ୟରତ ଥାଇ ମଧ୍ୟ ସରକାରୀ ମାନ୍ୟତା ପାଇନାହାନ୍ତି ା ଏହାକୁ ନେଇ ସେମାନେ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି। ଜିଲା ସ୍ବାସ୍ଥ୍ୟ ସମିତି ସଭାଗୃହଠାରେ ଶୁକ୍ରବାର ଏକ ଖବରଦାତା…

ପୋଲିସକୁ ଦେଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

ସାଲେପୁର,୮ା୩: କଟକ ଜିଲା ଜଗତପୁର ଥାନା ବାରଗଡ଼ିଆରେ ବାଲି ଉଠାଇବା ରେଡ୍‌ରୁ ଅଘଟଣ ଘଟିଛି। ଖଣି ବିଭାଗ ଓ ପୋଲିସର ଚଢ଼ାଉ ବେଳେ ଡରିକୁ କିଛି ଯୁବକ ମହାନଦୀକୁ ଡେଇଁ ପଡ଼ିଥିଲେ। ଏଥିରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ…

ମହିଳାଙ୍କୁ ୧୪ କୋଟି ୮୬ ଲକ୍ଷର ଋଣ

ନୂଆପଡ଼ା,୮ା୩ (ମକାରୁ ବେମାଲ): ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜାତୀୟ ତଥା ଘରୋଇ ବ୍ୟାଙ୍କକୁ ନେଇ ଋଣମେଳା ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୧୪ କୋଟି ୮୬ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ଜିଲାପାଳ ମଧୁସୂଦନ ଦାଶ, ନାବାର୍ଡ…

ଦିନକୁ ୨୭ ଟଙ୍କା ଦେଇ ବାହାଦୂରୀ ନେବାକୁ ଚାହୁଁଛି ଭାଜପା: ନବୀନ

ଭୁବନେଶ୍ୱର,୮ା୩: ଭାଜପା ଦିନକୁ ୨୭ ଟଙ୍କା ଦେଇ ବାହାଦୂରୀ ନେବାକୁ ଚେଷ୍ଟା କରୁଛି ବୋଲି ମହିଳା ଦିବସ ଅବସରରେ ଭାଜପାକୁ ଟାର୍ଗେଟ କରି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁବାବୁ ମହିଳାଙ୍କୁ ସଶକ୍ତ କରିଛନ୍ତି ବୋଲି ନବୀନ କହିଛନ୍ତି। ନବୀନ…

ନବୀନଙ୍କୁ କଡ଼ା କଥା କହିଲେ ଟଙ୍କଧର…

ଭୁବନେଶ୍ୱର,୮।୩: ବିଜୁ ବାବୁଙ୍କ ଶେଷ ସମୟରେ କେଉଁଠି ଥିଲେ ବିଜେଡି ମୁଖିଆ ? ରୋଗଗ୍ରସ୍ତ ସମୟରେ ବିଜେଡି ମୁଖିଆ ତାଙ୍କର କେତେ ଦିନ ସେବା କରିଥିଲେ ? ବିଜେଡି ମୁଖିଆ ବିଜୁଙ୍କ ନାଁରେ ସଂକୀର୍ଣ୍ଣ ରାଜନୀତି କରି ତାଙ୍କୁ ଅପମାନ କରିଛନ୍ତି…

ଅନ୍ତର୍ଜାତୀୟ ମହିଳା ଦିବସ: ସସ୍ମିତାଙ୍କ ଦେହରେ ଏବେ ବି ରହିଛି ପୋଲିସ ଗୁଳି

କେନ୍ଦ୍ରାପଡ଼ା,୮ା୩ (ଜଗନ୍ନାଥ ଧଳ): ୨୦୧୫ ବିଶ୍ୱ ମହିଳା ଦିବସକୁ ଇତିମଧ୍ୟରେ ୧୦ ବର୍ଷ ପୂରିଛି। ଏହିଦିନରେ ମଦ ବିରୋଧରେ ଆନ୍ଦୋଳନରତ ମହିଳାଙ୍କୁ ପୋଲିସ ଗୁଳିମାଡ଼ ଘଟଣା କେନ୍ଦ୍ରାପଡ଼ା ଜିଲାରେ ଏବେ ବି ତାଜା ରହିଛି। ଯନ୍ତ୍ରଣା ସତ୍ତ୍ୱେ ମହିଳାମାନେ ମଦ ବିରୋଧରେ…

ଉତ୍ତମ ମହାନ୍ତିଙ୍କ ଆଜି ଦଶାହ: ନିର୍ମଳଧୀର ତୁଠରେ ଚାଲିଛି

ଭୁବନେଶ୍ୱର,୮।୩: ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ଶନିବାର ଦଶାହ। ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମରେ ପୁଅ ବାବୁସାନଙ୍କ ସମେତ ପରିବାର ସଦସ୍ୟ, ସମ୍ପର୍କୀୟମାନେ ସାମିଲ ହୋଇଛନ୍ତି । ଅନ୍ୟପକ୍ଷେ…

ହଟିବ ବେଆଇନ ବିଜ୍ଞାପନ

ପଟ୍ଟାମୁଣ୍ଡାଇ,୮ା୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଘରୋଇ ପ୍ରଚାରପତ୍ର ଓ ବେଆଇନ ବିଜ୍ଞାପନ ହୋର୍ଡିଂ ଛାଇହୋଇଯାଇଛି। ସହରର ରାସ୍ତା ପାର୍ଶ୍ୱରେ ଏଭଳି ସ୍ଥିତି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜୁଛି। ରାସ୍ତାପାଶର୍‌ବରେ ଲାଗିଥିବା ବଡ଼ ବ୍ୟାନର ଓ ହୋର୍ଡିଂଗୁଡ଼ିକ ଚାଳକମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?