ରେକର୍ଡ ପରିମାଣର ସୁନା ଚାହିଦା
ନୂଆଦିଲ୍ଲୀ,୨।୧୧: ୱାଲର୍ଡ ଗୋଲ୍ଡ କାଉନସିଲ(ଡବ୍ଲ୍ୟୁଜିସି)ର ତ୍ରୈମାସିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍ସ ରିପୋର୍ଟକୁ ମଧ୍ୟ ନିକଟରେ ଉନ୍ମୋଚନ କରାଯାଇଛି। ଏହି ସମୟ ମଧ୍ୟରେ ମୋଟ ସୁନା ଚାହିଦା ବାର୍ଷିକ…
ଟିପିସିଓଡିଏଲ୍କୁ ଇନୋଭେସନ୍ ୱିଥ୍ ଇମ୍ପାକ୍ଟ ଆୱାର୍ଡ
ଭୁବନେଶ୍ୱର,୨।୧୧ (ଅଭୟ ଦାଶ): ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍)କୁ ନିକଟରେ ଆଉ ଏକ ସମ୍ମାନ ‘ଇନୋଭେସନ୍ ୱିଥ୍ ଇମ୍ପାକ୍ଟ ଆୱାର୍ଡ’ ପ୍ରଦାନ କରାଯାଇଛି। ଏପରିକି ଟିପିସିଓଡିଏଲ୍ କ୍ରମାଗତ…
ରେକର୍ଡ ପରିମାଣରେ ଟିକସ ସଂଗ୍ରହ
ନୂଆଦିଲ୍ଲୀ,୨।୧୧: ଚଳିତ ଆର୍ଥିକ ବର୍ଷର ସପ୍ତମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଜିଏସ୍ଟି) ସଂଗ୍ରହ କରାଯାଇଛି ବୋଲି ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ,୨୦୨୪-୨୫…
ମହିଳା ଚାକିରି ଛାଡ଼ୁଛନ୍ତି କାହିଁକି
ନିକଟରେ ବିଶ୍ୱବ୍ୟାଙ୍କ୍ର ଗଣନାନୁଯାୟୀ ବିବାହ ପରେ ଚାକିରି ଛାଡୁଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ଆର୍ଥିିକ ସ୍ଥିତି ପ୍ରଭାବିତ ହେବା ଆଶଙ୍କା ଉପୁଜିଛି। ଭାରତ ପରି ଜନସଂଖ୍ୟାବହୁଳ ବିକାଶଶୀଳ ରାଷ୍ଟ୍ରରେ ନାରୀ ଆର୍ଥିକ ସ୍ବତନ୍ତ୍ରତା ହାସଲକରିବା ସହ ଦେଶର ଅଭିବୃଦ୍ଧିରେ ଅଂଶୀଦାର ହେବା…
ପରିବେଶ ଓ ପରିବାର
ପ୍ରକୃତି ଓ ପରିବେଶ ପରସ୍ପର ଓତପ୍ରୋତ ଭାବେ ଜଡ଼ିତ। ପରିବେଶ କହିଲେ ସାଧାରଣତଃ ଆମ ଚତୁଃପାର୍ଶ୍ୱରେ ଘେରି ରହିଥିବା ପ୍ରାକୃତିକ ଓ କୃତ୍ରିମ ଉପାଦାନ ସମୂହକୁ ବୁଝାଏ, ଯାହା ଆମ ଜୀବନକୁ ପ୍ରଭାବିତ କରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ। ଏହା…
ତଦନ୍ତ ନା ପ୍ରତିଶୋଧ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଏହି ସମୟରେ କ୍ୟାବିନେଟ୍ ମନ୍ତ୍ରୀ ତଥା ଭାଜପା ନେତା ଗିରୀଶ ମହାଜନଙ୍କ ବିରୋଧରେ ଆଇପିଏସ୍ ଅଧିକାରୀ ଭାଗ୍ୟଶ୍ରୀ ନାଭାଟେକ କରିଥିବା ଅଭିଯୋଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ମହାଜନ ୧,୨୦୦ କୋଟି…
ଋଣ ଭାର ସହି ନ ପାରି ରିକ୍ସା ଚାଳକଙ୍କ ଆତ୍ମହତ୍ୟା
ଭୋଗରାଇ,୨ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଡ ଆଉସା ଗ୍ରାମର ଧରଣୀଧର ପାତ୍ର (୫୦) ନାମକ ରିକ୍ସା ଚାଳକ ଋଣ ଭାର ସହି ନ ପାରି ଆତ୍ମହତ୍ୟା ଭଳି ଚରମ ପନ୍ଥା ଅବଲମ୍ବନ କରିଛନ୍ତି। ସେ ରିକ୍ସା ଚଳାଇ ଯେତିକି…
ବାର୍ହା ଶିକାରକଲା ‘ଯମୁନା’
ବାରିପଦା,୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍କ୍ଲୋଜରରେ ବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଶିକାର କରିବା ଆରମ୍ଭ କରିଛି ା ଏକ ବାର୍ହାକୁ ଶିକାର କରିବା ପରେ ଖାଇବା ଦେଖି ବନ ବିଭାଗର କର୍ମଚାରୀମାନେ ଖୁସି ପ୍ରକଟ କରିଛନ୍ତି।…
ବେଲୁଚିସ୍ତାନରେ ବିସ୍ଫୋରଣ: ୫ ସ୍କୁଲପିଲାଙ୍କ ସମେତ ୮ ମୃତ
ଇସ୍ଲାମାବାଦ,୨ା୧୧(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଶୁକ୍ରବାର ଏକ ପୋଲିସ ଭ୍ୟାନ୍କୁ ଟାର୍ଗେଟକରି ରିମୋଟ୍ କଣ୍ଟ୍ରୋଲ୍ଡ ବୋମା ବିସ୍ଫୋରଣ କରାଯିବାରୁ ୫ ସ୍କୁଲପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ…
ନାବାଳିକାଙ୍କ ଆପତ୍ତିଜନକ ଫଟୋ ଉଠାଇ ଧମକ,ଯୁବକ ଗିରଫ ମାରିବାକୁ କଟୁରୀ ଧରି ଖୋଜୁଥିଲେ
ଭୁବନେଶ୍ୱର୧,ା୧୧(ସୂର୍ଯ୍ୟକାନ୍ତ ବେହେରା): ବନ୍ଧୁ ହୋଇ ନାବାଳିକା ଛାତ୍ରୀଙ୍କ ସହ ବିଶ୍ୱାସଘାତକତା କଲେ ଜଣେ ଯୁବକ। ଅଚେତ ଅବସ୍ଥାରେ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ ସହ ବିବାହ କରିବା ଜିଦ କରି ତାଙ୍କୁ କଟୁରୀ ସାହାଯ୍ୟରେ ମାରିବା ପାଇଁ ପ୍ରୟାସ…
ମଧ୍ୟାହ୍ନ ଭୋଜନରେ ନାହିଁ ଡାଲି କି ଅଣ୍ଡା ମାଗିବାରୁ ଶିକ୍ଷୟିତ୍ରୀ କହୁଛନ୍ତି ଲଙ୍କା, ଲୁଣ ଲଗେଇ ଖା
କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦି ବ୍ଲକ ଟୋଲକାନି ଝାଡଶ୍ୱର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଖାଲି ଭାତ ଖାଇବାକୁ ଦିଆଯାଉଛି। ଶୁକ୍ରବାର ମଧ୍ୟାହ୍ନ ଭୋଜନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କୁ କେବଳ ଭାତ ଖାଇବାକୁ ଦିଆଯାଇଥିଲା। ପିଲାମାନେ ତରକାରି ମାଗିବାରୁ…
ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା
ନୂଆଦିଲ୍ଲୀ,୧।୧୧: ସୁଧୁରୁନି କାନାଡା। କ୍ଷମା ମାଗିବା ପରେ ବି ଭାରତକୁ ତର ଦେଖାଇଛି କାନାଡା। ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା। କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ପ୍ରଥମ ଥର ପାଇଁ ଏକ ସରକାରୀ ଡକ୍ୟୁମେଣ୍ଟରେ ଭାରତକୁ ‘ଶତ୍ରୁ…
Archives


