Home Left

‘ସୋସିଆଲ୍ ମିଡିଆରୁ ଦୂରରେ ରହି କଠିନ ପରିଶ୍ରମ’: ଜାଣନ୍ତୁ OJS ପରୀକ୍ଷାରେ କେମିତି ସଫଳତା ହାସଲ କଲେ ରାଜଶ୍ରୀ ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୪।୩: ତୃତୀୟ ପ୍ରୟାସରେ OJS ପରୀକ୍ଷାରେ ସଫଳ ହୋଇଥିବା ରାଜଶ୍ରୀ ପ୍ରିୟଦର୍ଶିନୀ ୯ମ ରାଙ୍କ ହାସଲ କରିଛନ୍ତି। ଏଥିସହିତ ରାଜଶ୍ରୀ ଓଡ଼ିଶାର ଅନେକ ଯୁବକ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ତାଙ୍କର ସଫଳତାର କାହାଣୀ…

ଅମରାବତି ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ଜଲଗାଁଓ,୧୪।୩: ଶୁକ୍ରବାର ମହାରାଷ୍ଟ୍ରର ଜଳଗାଁଓରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୋର ୪ଟାରେ ମୁମ୍ବାଇ-ଅମରାବତୀ ଏକ୍ସପ୍ରେସ ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଅମରାବତୀ ଏକ୍ସପ୍ରେସ ଜଳଗାଁଓର ବୋଡୱାଡ ଦେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଏକ…

ଆମିର ଖାନଙ୍କ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟ କିଏ? ଯାହାଙ୍କୁ ବାହାହେବାକୁ କଲେ ଖୁଲାସା

ମୁମ୍ବାଇ: ଗୌରୀ ସ୍ପ୍ରେଟ ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ ମହିଳା ଯାହାଙ୍କ ବାପା ତାମିଲ-ବ୍ରିଟିଶ ବଂଶୋଦ୍ଭବ ଏବଂ ମାଆ ପଞ୍ଜାବୀ-ଆରିଶ ବଂଶୋଦ୍ଭବ। ସେ ବାଙ୍ଗାଲୋରରେ ରୁହନ୍ତି ଏବଂ ଆମିର ଖାନଙ୍କ ପ୍ରଯୋଜନା କମ୍ପାନୀରେ କାମ କରନ୍ତି। ଗୌରୀଙ୍କର ଏକ ଛଅ ବର୍ଷର ପୁଅ ମଧ୍ୟ…

ହାତୀ ପାଇଁ ରାତି ଉଜାଗର

ସମ୍ବଲପୁର,୧୪।୩: ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ରହିଥିବା ବେଳେ ସମ୍ବଲପୁର ବନାଞ୍ଚଳ ଅଧୀନ ସୁନାତେନପାଲି ଗାଁରେ ଭୟର ବାତାବରଣ ଖେଳି ଯାଇଛି। ଗୁରୁବାର ରାତିରେ ସ୍ଥାନୀୟ ବନାଞ୍ଚଳରୁ ୨ଟି ହାତୀ ଗାଁକୁ ପଶି ଆସିଥିଲେ। ହାତୀକୁ ଦେଖି…

ଅଫିସରୁ ଘରକୁ ଫେରୁଥିଲେ କିରାଣୀ, ଜଙ୍ଗଲ ରାସ୍ତାରେ ମାଡିବସିଲା ଭିଜିଲାନ୍ସ, ଏତେ ଟଙ୍କା ଦେଖି ତାଜୁବ…

ଭଞ୍ଜନଗର/ବୁଗୁଡ଼ା,(ବାବୁଲା ପ୍ରଧାନ/କାଳୀ ଚରଣ ଦାସ): ଗଞ୍ଜାମ ଜିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ ବେଲଗୁଣ୍ଠା ସବ ରେଜିଷ୍ଟର ଅଫିସର କିରାଣୀ ଶ୍ରୀକାନ୍ତ ଡାକୁଆଙ୍କ ଠାରୁ ଗୁରୁବାର ରାତିରେ ୧ ଲକ୍ଷ ୮୬ ହଜାର ଟଙ୍କା ଜବତ କରିଛି। ଏହାପରେ ଶ୍ରୀକାନ୍ତ ଘର, ଅଫିସ…

ଆଜି ଦୋଳ ପୂର୍ଣ୍ଣିମା: ଘଣ୍ଟଘଣ୍ଟାରେ କମ୍ପୁଛି ମେଳଣ ପଡ଼ିଆ

ଭୁବନେଶ୍ୱର,୧୪ା୩: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶନିବାର ହୋଲି। ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବର ପରିବେଶ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ ସହର କଟକରେ ଦୋଳ ପୂର୍ଣ୍ଣିମାରେ ପରମ୍ପରା ଅନୁଯାୟୀ ଠାକୁର ବିମାନରେ ବସି ନଗର କୀର୍ତ୍ତନ କରିବା…

ବାରିପଦାରେ ଚାଞ୍ଚଲ୍ୟ: ଘରେ ପଶି ବ୍ୟବସାୟୀଙ୍କ ବେକ କାଟିଦେଲେ…

ବାରିପଦା,୧୪।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ବ୍ୟବସାୟୀଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ…

ରାସ୍ତା ପାର୍‌ ହେଉଥିବାବେଳେ ଶ୍ରମିକଙ୍କ ଉପରେ ଚଢିଗଲା ହାଇଓ୍ବା, ଘଟଣାସ୍ଥଳରେ…

ପାରାଦୀପ ୧୪।୩(ଶରତ ରାଉତ): ପାରାଦୀପ ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥର ଇଫକୋ ଛକ ନିକଟରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବା ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋବରା ବାରିକ (୪୮)। ତାଙ୍କ…

ରୋହିତଙ୍କ ନେଇ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୩: ନିକଟରେ, ଭାରତୀୟ କ୍ରିକେଟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଏହା ପରେ ରୋହିତ ଶର୍ମା ସ୍ପଷ୍ଟ କରିଥିଲେ ଯେ ସେ ODI ଫର୍ମାଟରେ ଖେଳିବା ଜାରି ରଖିବେ। ବର୍ତ୍ତମାନ ପାଇଁ, ଏହି ଫର୍ମାଟକୁ ବିଦାୟ…

ହୋଲି ରଙ୍ଗରେ ରଙ୍ଗେଇ ହେଲେ ରାଜନେତା

ନୂଆଦିଲ୍ଲୀ,୧୪।୩: ହୋଲିର ପବିତ୍ର ଅବସରରେ, ସାରା ଦେଶ ରଙ୍ଗରେ ରଙ୍ଗେଇ ହୋଇଛି। ରଙ୍ଗ ପର୍ବର ଏହି ଆନନ୍ଦ ସମାଜର ପ୍ରତ୍ୟେକ ବର୍ଗରେ, ଛୋଟଠାରୁ ବୃଦ୍ଧ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ସାଧାରଣ ଲୋକ ହୋଲିର ଆନନ୍ଦରେ ବୁଡ଼ି ରହିଥିବା ବେଳେ, ରାଜନେତାମାନେ ମଧ୍ୟ…

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କଲା ଡଅଁର ସେବା ସମବାୟ ସମିତି

ହାଟଡିହୀ,୧୪।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ସେବା ସମବାୟ ସମିତିର ମ୍ୟାନେଜମେଣ୍ଟ କମିଟିର ବର୍ତ୍ତମାନ ଅବସ୍ଥା/ସ୍ଥିତାବସ୍ଥା ବଜାୟ ରଖିବାକୁ ଗତ ୫ ମାର୍ଚ୍ଚ ୨୦୨୫ ରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ। ଏଥିସହ ପକ୍ଷଭୁକ୍ତଙ୍କ…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବିସ୍ଫୋରଣ, ଟିକେଟ୍‌ କାଉଣ୍ଟର୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର,୧୪l୩: ଶୁକ୍ରବାର ସକାଳେ ଏକ ବିସ୍ଫୋରଣ ପରେ ଭୁବନେଶ୍ୱରର ବାରମୁଣ୍ଡା ବସ୍ ଷ୍ଟାଣ୍ଡରେ ଥିବା ଏକ ଟିକେଟ୍ କାଉଣ୍ଟରରେ ବିସ୍ଫୋରଣ ହୋଇଛି। ଫଳରେ ସେଠାରେ ନିଆଁ ଲାଗିଯିବାରୁ ଟର୍ମିନାଲରେ ଥିବା ଯାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?