୨୬ତମ ବୀମା ଲୋକପାଳ ଦିବସ ପାଳିତ
ଭୁବନେଶ୍ୱର,୧୨।୧୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବୀମା ଲୋକପାଳ ଦିବସ (ଡେ) ସୋମବାର ସର୍ବଭାରତୀୟସ୍ତରରେ ପାଳିତ ହୋଇଯାଇଛି। ଏପରିକି ବୀମା ଲୋକପାଳର ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର(ଓଡ଼ିଶା) ପକ୍ଷରୁ ସୋମବାର ଭୁବନେଶ୍ୱରର ଗୀତଗୋବିନ୍ଦ ସଦନ(ଜୟଦେବ ଭବନ)ଠାରେ ୨୬ତମ ବୀମା ଲୋକପାଳ ସ୍ବତନ୍ତ୍ର ସଭାର…
ବିଆଇଏସ୍ର ମାନକ ମହୋତ୍ସବ
ଭୁବନେଶ୍ୱର,୧୨ା୧୧(ଅନୁରାଧା ମହାରଣା): କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍), ଭୁବନେଶ୍ୱର ପକ୍ଷରୁ ବିଶ୍ୱ ମାନକ ଦିବସ ପାଳନ କରାଯାଇଛି। ଏହି ଅବସରରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ଆୟୋଜିତ ମାନକ ମହୋତ୍ସବରେ…
ରୟାଲ ଏନ୍ଫିଲ୍ଡର ଅଲ୍ ନ୍ୟୁ ବିୟର ୬୫୦
ଭୁବନେଶ୍ୱର,୧୨।୧୧ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବୁଲେଟ ବ୍ରାଣ୍ଡ୍ ତଥା ରୟାଲ ଏନ୍ଫିଲ୍ଡର ‘ଅଲ ନ୍ୟୁ ବିୟର ୬୫୦’ର ସର୍ବଭାରତୀୟ ଅନାବରଣ (ଉନ୍ମୋଚନ) ଉତ୍ସବ ସହିତ ବଜାର ପ୍ରବେଶ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍ର ଓଡିଶା ୟୁନିଟ…
ଗର୍ଭବତୀ, ସ୍କୁଲ ପିଲାଙ୍କ ଖାଦ୍ୟରେ ସାମିଲ ହେବ ମାଣ୍ଡିଆ
ଭୁବନେଶ୍ୱର,୧୨ା୧୧(ଅନିଲ ଦାସ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଲୋକସେବା ଭବନରେ ଆୟୋଜିତ ୨ ଦିନିଆ ଅନ୍ତର୍ଜାତୀୟ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଉଦ୍ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ…
୨.୩୬ ଲକ୍ଷରେ ନିଲାମ ହେଲା କ୍ୱିନ୍ ଏଲିଜାବେଥ୍-୨ଙ୍କ ବିବାହ କେକ୍ ଖଣ୍ଡ
ଲଣ୍ଡନ: ଦୀର୍ଘ ୭୭ ବର୍ଷ ପରେ ବ୍ରିଟେନ୍ର ପୂର୍ବତନ ରାଣୀ ଏଲିଜାବେଥ୍ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପ୍ଙ୍କ ବିବାହ କେକ୍ର ଏକ ଖଣ୍ଡକୁ ନିଲାମ କରାଯାଇଛି। ୧୯୪୭ ନଭେମ୍ବର ୨୦ରେ କ୍ୱିନ୍ ଏଲିଜାବେଥ ଏବଂ ପ୍ରିନ୍ସ ଫିଲିପ୍ଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଉକ୍ତ…
୨୦୪୦ ସୁଦ୍ଧା ଲୁନାର ସ୍ପେସ୍ ଷ୍ଟେଶନ୍ ନିର୍ମାଣ କରିବ ଇସ୍ରୋ
ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଦିଗରେ ୨୦୪୦ ସୁଦ୍ଧା ଲୁନାର ସ୍ପେସ୍ ଷ୍ଟେଶନ୍ ନିର୍ମାଣ କରିବାକୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଯୋଜନା ପ୍ରସ୍ତୁତ କରିଛି। ଭାରତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ର ମିଶନର ତୃତୀୟ ପର୍ଯ୍ୟାୟରେ ଇସ୍ରୋର…
ପୌରାଣିକ ଚଳଚ୍ଚିତ୍ର ନିର୍ମାଣରୁ ଦୂରେଇ ରୁହନ୍ତି ରୋହିତ
ମୁମ୍ବାଇ: ଆକ୍ସନ୍-ପ୍ୟାକ୍ ଫିଲ୍ମ ପାଇଁ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ବେଶ୍ ଜଣାଶୁଣା। ସମ୍ପ୍ରତି ସେ ତାଙ୍କ ଚଳଚ୍ଚିତ୍ର ‘ସିଙ୍ଘମ୍ ଏଗେନ୍’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହି ଚଳଚ୍ଚିତ୍ରରେ ସେ ହିନ୍ଦୁଧର୍ମର ପବିତ୍ର ମହାକାବ୍ୟ ରାମାୟଣର କେତେକ ଝଲକ…
ସଚେତନତାକୁ ପ୍ରାଥମିକତା ଦିଆଯାଉ
ନିମୋନିଆ ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା, ଯାହା ଶିଶୁ, ଯୁବପିଢ଼ି, ବୟସ୍କଙ୍କୁ ହୋଇପାରେ। ଏହାର କେତୋଟି ପ୍ରମୁଖ ଲକ୍ଷଣ ରହିଛି। ସେଗୁଡିକ ବିଷୟରେ ଆମେ ଜାଣିବା ନିହାତି ଦରକାର। ଜଣେ ନିମୋନିଆ ଦ୍ୱାରା ଆକ୍ରାନ୍ତ ହେଲେ ଶ୍ୱାସକ୍ରିୟାରେ କଷ୍ଟ ହୁଏ। ଛାତି…
ଆଜିଠାରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଭୁବନେଶ୍ୱର,୧୨ା୧୧(ଅନୁରାଧା ମହାରଣା): ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମଙ୍ଗଳବାରଠାରୁ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ୍ ପରିସରରେ ଆରମ୍ଭ ହେବ। ୧୪ ତାରିଖ ଯାଏ ଚାଲିବାକୁ ଥିବା ଏହି ମହୋତ୍ସବରେ ବ୍ଲକ ଓ…
ସବୁଦିନ ବାଣ ବନ୍ଦ ନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନିଅନ୍ତୁ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୨ା୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଥିବାବେଳେ ବାଣ ଉପରେ ନିଷେଧାଦେଶ ଲଗାଇବା ପାଇଁ ସୁପ୍ରିମକୋର୍ଟ ଦୀପାବଳି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦିଲ୍ଲୀ ପୋଲିସ କେବଳ କିଛି ବାଣ ତିଆରି ସାମଗ୍ରୀ ଜବତ କରିଥିବାବେଳେ ବାଣ ନିଷେଧାଦେଶ…
କୁମାରସ୍ବାମୀଙ୍କୁ ନେଇ କର୍ନାଟକ ମନ୍ତ୍ରୀଙ୍କ ଜାତିଆଣ ମନ୍ତବ୍ୟ: ଇସ୍ତଫା ଦାବି କଲା ଜେଡିଏସ୍
ବେଙ୍ଗାଲୁରୁ, ୧୧।୧୧: କର୍ନାଟକ ସରକାରଙ୍କ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ ଜମିର ଅହମଦ ଖାନ୍ ସୋମବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଭାରି ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍. ଡି. କୁମାରସ୍ବାମୀଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟର ଚନ୍ନାପଟନା…
ଜାପାନ ପ୍ରଧାନମନ୍ତ୍ରୀ ଭାବେ ଶିଗେରୁ ଇଶିବା ପୁନଃନିର୍ବାଚିତ
ଟୋକିଓ, ୧୧।୧୧: ଜାପାନର ଲିବରାଲ ଡେମୋକ୍ରାଟିକ ପାର୍ଟି(ଏଲ୍ଡିପି) ନେତା ଶିଗେରୁ ଇଶିବା(୬୭) ସୋମବାର ଦେଶର ନିମ୍ନ ସଦନରେ ସର୍ବାଧିକ ଭୋଟ ପାଇ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଗତ ମାସ ୨୭ରେ ହୋଇଥିବା ଜାପାନ ସାଧାରଣ ନିର୍ବାଚନରେ ଇଶିବାଙ୍କ ଏଲ୍ଡିପି…
Archives


