ଆଇପିଏଲର ଏହି ଦଳରେ ଅଛନ୍ତି ୪ ଅଧିନାୟକ
ନୂଆଦିଲ୍ଲୀ,୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଥର ଆଇପିଏଲ ଚାମ୍ପିୟନ ହୋଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏମଆଇ ପ୍ରତ୍ୟେକ ଥର ଟାଇଟଲ ଜିତିଛି। କିନ୍ତୁ ବର୍ତ୍ତମାନ ମୁମ୍ବାଇ ଦଳ ମଧ୍ୟରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି କାରଣ…
ଦିଗପହଣ୍ଡିକୁ ପୁଣି ଲେଉଟିଲା ମହାବଳ, ଗାଁ ନିକଟରେ ବାଘ ପାଦ ଚିହ୍ନ ଠାବ, ଭୟରେ ଲୋକେ
ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ଜକର ପଞ୍ଚାୟତ ଚୈତନ୍ୟ ପ୍ରସାଦ ଗ୍ରାମ ସଂଲଗ୍ନ ରତନେଇ ଜଙ୍ଗଲରେ ସୋମବାର ବନବିଭାଗ ମହାବଳ ବାଘର ପାଦ ଚିହ୍ନ ଚିହ୍ନଟ ହୋଇଛି। ଖବର ପାଇ ବ୍ରହ୍ମପୁର ସହକାରୀ ବନ୍ୟପ୍ରାଣୀ…
ପୋଲିସ ବେଶରେ ଆସି ଡକାୟତି: ୩ ଜଣଙ୍କୁ ଧରିଦେଲେ ଗ୍ରାମବାସୀ
ଭବାନୀପାଟଣା,୧୧ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍ ରାମପୁର ଥାନା ଅନ୍ତର୍ଗତ ଦେଢ଼ଶୂଲି ପଞ୍ଚାୟତ ଡଙ୍ଗରିଆ ରୁବେନ ଗାଁର ରିପା ମାଝିଙ୍କ ଘରକୁ ରବିବାର ରାତିରେ ପୋଲିସ ବେଶରେ କେତେଜଣ ଦୁର୍ବୃତ୍ତ ଆସି ଡକାୟତି କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ୩…
୪୩ ଅଭିଯୋଗରେ ସୀମିତ ରହିଲା ଅଭିଯୋଗ ଶୁଣାଣି
ଥୁଆମୂଳ ରାମପୁର,୧୧ା୧୧ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସୋମବାର ଅନୁଷ୍ଠିତ ଅଭିଯୋଗ ଶୁଣାଣି ମାତ୍ର ୪୩ ଅଭିଯୋଗରେ ସୀମିତ ରହିଛି। ଶିବିରରେ ଜିଲାପାଳ ପାୱାର ସଚିନ ପ୍ରକାଶ, ସଦର ଏସ୍ଡିପିଓ ସୁନାରାମ ହେମ୍ବ୍ରମଙ୍କ ସମେତ ସମସ୍ତ ବିଭାଗର…
ଆଇପିଏଲ ୨୦୨୫ ଖେଳିପାରିବେନି ହାର୍ଦ୍ଦିକ ପାଣ୍ଡ୍ୟା, ଆସିଲା ଏହି ବଡ଼ କାରଣ
ନୂଆଦିଲ୍ଲୀ,୧୧।୧୧: ଆଇପିଏଲ ୨୦୨୫ର ୧୮ତମ ସିଜନ ପାଇଁ ବିଗୁଲ ବାଜିସାରିଛି। ଚଳିତ ମାସରେ ଆଗାମୀ ସିଜନ ପାଇଁ ଏକ ମେଗା ନିଲାମ ହେବ। ସମସ୍ତ ୧୦ଟି ଦଳ ନିଜର ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରି ସାରିଛନ୍ତି। ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…
ମହିଳାଙ୍କୁ ବଳାତ୍କାର ପରେ ଆପତ୍ତିଜନକ ଫଟୋ ଭାଇରାଲ କରି ଗଲେ ଜେଲ
ଦିଗପହଣ୍ଡି,୧୧ା୧୧(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ପରେ ବ୍ଲାକମେଲ୍ କରି ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୪୦ ହଜାର ଟଙ୍କା ଠକି ନେବା ଓ ତାଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ପୋଲିସ…
ସରପଞ୍ଚଙ୍କୁ ମାଡ଼ ମାରି ସର୍ଟ ଚିରିବା ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି
ବୁଗୁଡ଼ା:୧୧।୧୧(କାଳିଚରଣଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ମୋଟାବାଡି ପଞ୍ଚାୟତର ସରପଞ୍ଚ ତଥା ସରପଞ୍ଚ ସଂଘର କୋଷାଧକ୍ଷ ପିଣ୍ଟୁ କୁମାର ସେଠୀଙ୍କୁ ରବିବାର ଦୀପକ ରାଉତ ନାମକ ଜନୈକ ଯୁବକ ଦ୍ବାରା ମରଣାନ୍ତକ ଆକ୍ରମଣ ହୋଇଥିଲେ। ସରପଞ୍ଚ ପିଣ୍ଟୁ ବୁଗୁଡା ମେଡିକାଲରେ ଚିକିତ୍ସିତ…
ମାଛ ମାରିବାକୁ ଯାଇ ଆଉ ଫେରିଲେନି ବୃଦ୍ଧ
କୋକସରା,୧୧।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ମାରିବାକୁ ଯାଇ ପାଣିରେ ପଡି ବୃଦ୍ଧଙ୍କ ମୃତ୍ୟୁ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ କୋକସରା ଗ୍ରାମରେ। ଗ୍ରାମର ଘନଶ୍ୟାମ ପରାଭୋଇ (୬୦)ଙ୍କ ଚାଷଜମିରେ ପଡି ମୃତ୍ୟୁ ଘଟିଛି। ସୂଚନାନୁସାରେ, ଘନଶ୍ୟାମ…
ରାହୁଲ ଗାନ୍ଧୀଙ୍କ ବଢିପାରେ ଅଡ଼ୁଆ! ନିର୍ବାଚନ ଆୟୋଗଙ୍କ ନିକଟରେ ଏଭଳି ଅଭିଯୋଗ ଆଣିଲା ଭାଜପା
ନୂଆଦିଲ୍ଲୀ,୧୧।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂରକ୍ଷଣ ସମ୍ପର୍କରେ ଦେଇଥିବା ବିବୃତ୍ତି ବିରୋଧରେ ଭାଜପା କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିଛି। ସୋମବାର ଭାଜପା ପକ୍ଷରୁ କରାଯାଇଥିବା ଅଭିଯୋଗରେ ଦାବି କରାଯାଇଛି ଯେ ରାହୁଲ ଗାନ୍ଧୀଙ୍କୁ ପ୍ରଚାରରୁ ନିବୃତ୍ତ କରାଯାଉ। ଭାଜପା…
ଆଶାକର୍ମୀଙ୍କ ଉପରେ ଫିଡିକି ଗଲେଣି ଗ୍ରାମବାସୀ: ଥରୁଟିଏ ବି ବୁଝୁନାହାନ୍ତି ଗର୍ଭବତୀଙ୍କ କଥା, ରାଗିକି କହିଲେ…
ବ୍ରାହ୍ମଣୀଗାଁ:୧୧।୧୧(ମନୋରଞ୍ଜନ ରଣା): ପ୍ରଥମିକ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀ ମାନଙ୍କ ଗୁରୁତ୍ୱ ରହିଛି, ବିଶେଷ କରି ଗର୍ଭ ସଂଚାରଠାରୁ ପ୍ରସବ ପର୍ୟ୍ୟନ୍ତ ଆଶାକର୍ମୀମାନେ ମହିଳା ମାନଙ୍କୁ ମେଡିକାଲ ନେବା, ଟୀକା କରଣ କରିବା, ପଞ୍ଜୀକରଣ କରିବା, ବିଭିନ୍ନ ସର୍ଭେ କରିବା ଆଦି…
କେନ୍ଦୁଝର ସଦର ବ୍ଲକର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ
କେନ୍ଦୁଝର,୧୧।୧୧(ନରେଶ ପଟ୍ଟନାୟକ): ସୋମବାର ସ୍ଥାନୀୟ ସଦର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ୧୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୧୧ ଜଣ ସରପଞ୍ଚ ଲିଖିତ ଭାବେ ଅନସ୍ଥା ଆଣି ଉପଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଦୀର୍ଘ ଅଢେଇ ବର୍ଷ ଅତିକ୍ରାନ୍ତ କରିଥିବା…
ଓଡ଼ିଶାରେ ଅଗ୍ନିଶମ ଆଧୁନିକୀକରଣ ପାଇଁ ୨୦୧ କୋଟି ଟଙ୍କା ମଞ୍ଜୁର କଲେ ସରକାର
ଭୁବନେଶ୍ୱର,୧୧।୧୧: ରାଜ୍ୟରେ ଅଗ୍ନିଶମ ବାହିନୀକୁ ଆହୁରି ସଶକ୍ତ କରିବାକୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସହ ୩ଟି ରାଜ୍ୟ ପାଇଁ ମୋଟ ୭୨୫.୬୨…
Archives


