ବିନା ପରୀକ୍ଷାରେ ପାଆନ୍ତୁ ସରକାରୀ ଚାକିରି, ଏହିଦିନ ପର୍ଯ୍ୟନ୍ତ ରହିଛି ଅବଧି, ତୁରନ୍ତ କରନ୍ତୁ ଆବେଦନ
ନୂଆଦିଲ୍ଲୀ,୧୫ା୧୧: ଅର୍ଡନାନ୍ସ ଫ୍ୟାକ୍ଟ୍ରି ମେଡକରେ ଅନେକ ପଦବୀ ପାଇଁ ନିଯୁକ୍ତି ରହିଛି। ସମୁଦାୟ ୮୬ଟି ପଦବୀ ପାଇଁ ଖାଲି ରହିଥିବାବେଳେ ଆବେଦନ ପାଇଁ ୩୦ ନଭେମ୍ବର ପର୍ଯ୍ୟନ୍ତ ଅବଧି ରହିଛି। ଏପରି ପରିସ୍ଥିତିରେ ଯଦି ଆପଣ ଏହି ନିଯୁକ୍ତି ପାଇଁ ଆବେଦନ…
ଓଡିଶାର ଗୌରବମୟ ଇତିହାସକୁ ସ୍ମରଣ କଲେ ବିଏଚୟୁ ଛାତ୍ରୀଛାତ୍ର
ବାରାଣସୀ,୧୫।୧୧: ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ (ବି.ଏଚ.ୟୁ) ପାଳନ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମାର ପ୍ରାତଃରୁ ଛାତ୍ରୀଛାତ୍ର ଏବଂ…
କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ବୁଗୁଡ଼ା,୧୫।୧୧(କାଳିଚରଣ ଦାଶ): ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମାରେ ବୁଗୁଡ଼ା ଅଞ୍ଚଳର ବାଘୁଆ ନଦୀ ଏବଂ ବିଭିନ୍ନ ପୁଷ୍କରିଣୀରେ ବୋଇତ ବନ୍ଦାଣ ପର୍ବ ପାଳନ ସାଙ୍ଗକୁ ଠାକୁର ଦର୍ଶନ ପାଇଁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କାର୍ତ୍ତିକ ପୂର୍ଣ୍ଣିମା ହେତୁ…
ବୁମ୍ରାଙ୍କୁ ଏମିତି ବାଉନ୍ସର ମାରିଲେ ରିଷଭ ପନ୍ତ: ପରିଣାମ ହେଲା ଏମିତି….
ସିଡନୀ,୧୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ୨୨ରୁ ଆରମ୍ଭ ହେଉଛି। ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥ ଷ୍ଟାଡିୟମରେ ଖେଳାଯିବ ଏବଂ ଟିମ ଇଣ୍ଡିଆ ଆଜିକାଲି ପଡ଼ିଆରେ ଅଭ୍ୟାସ କରୁଛି। ଏହି ସମୟରେ ଖେଳାଳିମାନେ ମଧ୍ୟ ଏକ ମଜାଦାର…
ସଂସଦରେ Haka Dance କଲେ ମହିଳା ସାଂସଦ, ଭିଡିଓ ଭାଇରାଲ
ଓ୍ବିଲଙ୍ଗଟନ,୧୫।୧୧: ଗୁରୁବାର ନ୍ୟୁଜିଲ୍ୟାଣ୍ଡର ସଂସଦରେ ବହୁ ଅସନ୍ତୋଷ ଦେଖାଦେଇଥିଲା, ଯେଉଁଠାରେ ଏକ ନିଆରା ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଠାରେ ସଂସଦର ସର୍ବ କନିଷ୍ଠ ସାଂସଦ ହାନା-ରାଓତି ଏକ ବିଲ ବିରୋଧରେ ଏତେ ବିରୋଧ କରିଥିଲେ ଯେ ବର୍ତ୍ତମାନ ତାଙ୍କ ଭିଡିଓ ଭାଇରାଲ…
ଗ୍ରୋସରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାଉରକେଲା,୧୫।୧୧: ସୁନ୍ଦରଗଡ଼ ଜିଲା ରଘୁନାଥପାଲି ଥାନା ଅଧୀନ ରାଉରକେଲା ସିଭିଲ ଟାଉନ୍ଶିପରେ ଥିବା ଏକ ବଡ଼ ଗ୍ରୋସରୀ ଦୋକାନରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଗ୍ରୋସରୀ ଦୋକାନ ମାଲିକ ଅଭିଯୋଗ କରିଛନ୍ତି।…
ରେଳ ଧାରଣାରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ
ଭଦ୍ରକ,୧୫।୧୧: ଭଦ୍ରକ ଜିଲା କେନ୍ଦୁଆପଦା ରେଲଓ୍ବେ ଷ୍ଟେଶନ ନିକଟ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଶୁକ୍ରବାର ଜିଆର୍ପି ପୋଲିସ ଉଦ୍ଧାର କରିଛି। ମୃତ ବ୍ୟାଙ୍କ କର୍ମଚାରୀ ଜଣକ ଶେରପୁର ଗାଁର ବୋଲି ଜଣାପଡିଛି। ଅନ୍ୟପକ୍ଷେ ବ୍ୟାଙ୍କ କର୍ମଚାରୀ ଜଣକ…
ଗଞ୍ଜାମ ଏନ୍ଏସିର ବିଚିତ୍ର ନୀତି: ଆହାର କେନ୍ଦ୍ର ସମ୍ମୁଖରେ ଡମ୍ପିଂୟାର୍ଡ
ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସିରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଶୁକ୍ରବାର ସହରବାସୀ ପବିତ୍ର କାର୍ତ୍ତିକ ମାସ ଶେଷ ବ୍ରତ ପୂଜା ପାଳନ କରୁଥିବା ବେଳେ ତ୍ରିବେଣୀ ମଠ ଛକସ୍ଥିତ ଆହାର କେନ୍ଦ୍ର ସମ୍ମୁଖରେ କୁଢ଼କୁଢ଼ ଅଳିଆ…
ମାନିଲେ ଶରଦ ପାଓ୍ବାର, କହିଲେ ହଁ ଆମେ ଅମିତ ଶାହାଙ୍କୁ ଭେଟିଥିଲୁ…
ମୁମ୍ବାଇ,୧୫।୧୧: ମହାରାଷ୍ଟ୍ର ନିର୍ବାଚନ ସମୟରେ ଅଜିତ ପାୱାର ଏଭଳି ସୂଚନା ଦେଇଛନ୍ତି, ଯାହା ପରେ ଶରଦ ପାୱାରଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିବ। ଅଜିତ ପାୱାରଙ୍କ ଦାବି ଉପରେ ନିଜେ ଶରଦ ପାୱାର ମୋହର ଲଗାଇଛନ୍ତି। ୨୦୧୯ରେ ଏକ ବଡ ବ୍ୟବସାୟୀଙ୍କ ଘରେ…
ବଲାଙ୍ଗୀରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଡଙ୍ଗା ଭସାଇ…
ବଲାଙ୍ଗୀର,୧୫ା୧୧(ସୁନୀଲ କୁମାର ମହାନ୍ତି): ପାଞ୍ଚଦିନ ଧରି ପବିତ୍ର ପଞ୍ଚକ ପାଳିତ ହେବା ପରେ ଶୁକ୍ରବାର ଉତ୍ସାହର ସହ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଛି। ଏହି ଅବସରରେ ବଲାଙ୍ଗୀର ସହରର ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ବୋଇତ ବନ୍ଦାଣ କରିବା ସହ…
ଲାଇଭ ଶୋ’ରେ କୁରାଢିରେ କରିଥିଲେ ଆକ୍ରମଣ, ଏବେ ହେଲେ ପ୍ରତିରକ୍ଷା ମନ୍ତ୍ରୀ
ଓ୍ବାଶିଂଟନ,୧୫।୧୧: ଆମେରିକାରେ ନିର୍ବାଚନ ବିଜୟ ପରେ ଟ୍ରମ୍ପଙ୍କ ଆଗାମୀ କ୍ୟାବିନେଟ ବିଷୟରେ ଗୋଟିଏ ପରେ ଗୋଟିଏ ଖବର ଆସିବା ଆରମ୍ଭ କରିଛି। ନିକଟରେ ପୂର୍ବତନ ସୈନିକ ତଥା ଟିଭି ଅଭିନେତା ପିଟ ହେଗସେଥଙ୍କୁ ତାଙ୍କ ନୂତନ ସରକାରରେ ପ୍ରତିରକ୍ଷା ସଚିବ (ମନ୍ତ୍ରୀ)…
କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ୧୬୦ ଫୁଟର ଡ଼ଙ୍ଗା
ସୋର,୧୫।୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ନୌବାଣିଜ୍ୟ ପରମ୍ପରାପକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ନଦୀ, ପୋଖରୀ, ମହୋଦଧିରେ ଡଙ୍ଗା ଭସାଇଛନ୍ତି। ଠିକ୍ ସେହିପରି ବାଲେଶ୍ୱର ଜିଲା ସୋର ବ୍ଲକ ମାଣତ୍ରୀ…
Archives


