ଟ୍ରକ୍କୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍: ଡ୍ରାଇଭର, ହେଲ୍ପର ମୃତ, ୯ ଗୁରୁତର
ଜଳେଶ୍ୱର,୨୯।୧୦ ( ନବିନ ସାହୁ): ଓଡ଼ିଶାରୁ କଲିକତା ଫେରୁଥିବା ଘରେଇ ଯାତ୍ରୀବାହୀ ବସ୍ ଜଳେଶ୍ୱର ଲକ୍ଷ୍ମଣନାଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ହେଲପର ଏବଂ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ...
ଟ୍ରକ୍ ପାର୍କିଂକୁ ନେଇ ତୁମୁଳକାଣ୍ଡ: ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବାନ୍ଦେନଟିକ୍ରାରେ ଟ୍ରକ୍ ପାର୍କିଂକୁ ନେଇ ଗତ କିଛିଦିନ ତଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମଙ୍ଗଳବାର ଏଭଳି ଟ୍ରକ ପାର୍କିଂକୁ ନେଇ ବରଗଡ଼ ବ୍ଲକ ତୋରା ଗ୍ରାମରେ ଉତ୍ତେଜନା ଦେଖାଯାଇଥିଲା। ଗ୍ରାମର ରାସ୍ତା ପାଶର୍ବରେ ଟ୍ରକ୍ଗୁଡ଼ିକ...
ରନ୍ଧା ମଟନ ଆଉ ମିଠା ଖାଇ ସବୁ ଲୁଟିନେଲେ ଦୁର୍ବୃତ୍ତ, କୋର୍ଟ କର୍ମଚାରୀ ଘରେ ନଥିବାର ସୁଯୋଗ ନେଇ…
ବଣାଇ,୨୯।୧୦(ପ୍ରଦୀପ ତ୍ରିପାଠୀ): ବଣାଇ ସହରରେ ବନ୍ଧୁକ ମୁନରେ ପ୍ରାୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ଟଙ୍କା, ସୁନା ଗହଣା ଲୁଟ ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ପୁଣି ଦୁର୍ବୃତ୍ତମାନେ ଛତିଆଢିପାଠାରେ ଥିବା କୋର୍ଟ କର୍ମଚାରୀ ନିକୁଞ୍ଜ ବେହେରାଙ୍କ...
ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ହେଲା ବାତ୍ୟା ‘ମୋନ୍ଥା’! ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା
ଭୁବନେଶ୍ୱର,୨୯।୧୦: ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ହେଲା ବାତ୍ୟା ‘ମୋନ୍ଥା’। ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଭୟଙ୍କର ଘୂର୍ଣ୍ଣିଝଡ଼। ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି।ଘଣ୍ଟାପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି। ଏବେ ନରସପୁର ଓ ମଛଲିପଟ୍ଟନମ...
ସ୍ଥଳଭାଗ ଛୁଇଁଲା ‘ମୋନ୍ଥା’: ଆଜି ୫ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୯ା୧୦(ବନ୍ଦନା ସେଠୀ): ଭୀଷଣ ବାତ୍ୟାର ରୂପ ନେଇଛି ‘ମୋନ୍ଥା’। ମଙ୍ଗଳବାର ବାତ୍ୟା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିବା ସହ ଘଣ୍ଟା ପ୍ରତି ୧୫ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରିଥିଲା। ସନ୍ଧ୍ୟା ୭.୩୦ ବେଳକୁ କାକିନାଡ଼ା ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ୍...
ବାପା ହେଲେ ‘କ୍ୟାପ୍ଟେନ୍ ଆମେରିକା’, ପ୍ରଥମ ସନ୍ତାନକୁ କଲେ ସ୍ୱାଗତ
ଲସ୍ ଏଞ୍ଜେଲସ୍,୨୮।୧୦: ହଲିଉଡ୍ ଅଭିନେତା ତଥା ‘କ୍ୟାପ୍ଟେନ୍ ଆମେରିକା’ ଷ୍ଟାର୍ କ୍ରିସ୍ ଇଭାନ୍ସ ଏବଂ ତାଙ୍କ ପତ୍ନୀ ଆଲବା ବାପ୍ଟିଷ୍ଟା ଏକ ଶିଶୁର ବାପା-ମା’ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, କ୍ରିସ୍ ଏବଂ ଆଲବା ଶନିବାର (ଅକ୍ଟୋବର ୨୫) ଆମେରିକାର ମାସାଚୁସେଟ୍ସ୍ରେ...
ବାତ୍ୟା ‘ମୋନ୍ଥା’: ପ୍ରଶାସନର ସ୍ବତନ୍ତ୍ର ନଜରରେ ପଟ୍ଟାଙ୍ଗି ବ୍ଲକ୍, ନେଟୱର୍କ ଅଚଳ ପାଇଁ…
ପଟ୍ଟାଙ୍ଗି,୨୮ା୧୦(ଶରତ କୁମାର ଧଳ)-ବାତ୍ୟା ମୋନ୍ଥାର ଗତିବିଧିକୁ ନେଇ କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପଟ୍ଟାଙ୍ଗି ବ୍ଲକ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜରରେ ରଖାଯାଇଛି। ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ...
ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଉଠାଇଥିଲେ ଲକ୍ଷାଧିକ ଟଙ୍କା, ପଲସରରେ ଆସି ଝାମ୍ପି ନେଇ ଚମ୍ପଟ ମାରିଲେ…
ଦିଗପହଣ୍ଡି,୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଜନଗହଳି ପୂର୍ଣ୍ଣ ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ୨ ଦୁର୍ବୃତ୍ତ ଜଣେ ମହିଳାଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା...
ବିଜୟ ଦେବରକୋଣ୍ଡାଙ୍କ ସହ ନିର୍ବନ୍ଧ ଚର୍ଚ୍ଚାକୁ ନିଶ୍ଚିତ କଲେ ରଶ୍ମିକା: କହିଲେ- “ସମସ୍ତେ ଜାଣିଛନ୍ତି”
ହାଇଦ୍ରାବାଦ: ଦୀର୍ଘ ଦିନରୁ ଚାଲିଥିବା ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପ୍ରେମ ସମ୍ପର୍କ ଓ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ନିଜର ଆଗାମୀ ଫିଲ୍ମ ‘ଥମ୍ମା’ର ପ୍ରମୋସନ ସମୟରେ ରଶ୍ମିକାଙ୍କର ଏକ ଉତ୍ତର...
ବାତ୍ୟା ‘ମୋନ୍ଥା’ ପ୍ରଭାବ: ପାହାଡ଼ ଘେରରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର,ରାମନଦୀରେ ବନ୍ୟା ସ୍ଥିତି, ପ୍ରଶାସନ…
ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ’ ମୋନ୍ଥା’ ପ୍ରଭାବରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ ମଙ୍ଗଳବାର ଭୋରରୁ ତୁହାକୁ ତୁହା ବର୍ଷା ଲାଗିରହିଛି। ଫଳରେ ଘୋଡ଼ାହାଡ଼ ଓ ରାମନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତପ୍ତପାଣି, ଶୁଳିଆ,...
ବାତ୍ୟାରେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ: ଆରଡିରେ ଝୁଲୁଛି ତାଲା
ଭଞ୍ଜନଗର,୨୮ା୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବାତ୍ୟା ‘ମୋନ୍ଥା’ ପାଇଁ ମଙ୍ଗଳବାର ଦିନ ତମାମ କୋହଲା ପାଗ ରହିଛି। ବେଳେବେଳେ ଝିପଝିପି ବର୍ଷା ହେଉଥିଲା। ସନ୍ଧ୍ୟାରୁ ବର୍ଷା ପରିମାଣ ବଢ଼ିଛି। ତେବେ ବାତ୍ୟା ପାଇଁ ମତ୍ସ୍ୟଜୀବୀମାନେ ଚିନ୍ତାରେ ରହିଛନ୍ତି। ଭଞ୍ଜନଗର...
ଘୋଡାହାଡ ନଦୀ ରେ ବଢୁଛି ଜଳସ୍ତର :ନଈ କୂଳିଆ ଲୋକେ ଭୟଭୀତ
ଦିଗପହଣ୍ଡି,୨୮।୧୦(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା‘ମୋନ୍ଥା’ ପ୍ରଭାବରେ ମଙ୍ଗଳବାର ସକାଳୁ ତୁହାକୁ ତୁହା ବର୍ଷା ଲାଗିରହିଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ ଅଧୀନ ଦିଗପହଣ୍ଡିସ୍ଥିତ ଘୋଡାହାଡ ଡ଼୍ୟାମରୁ ସ୍ପିଲ ୱେ ମୁଖ୍ୟ ଫାଟକର ୨ଟି...
Archives


