Home Left

ନିଆରା ମୟୁର: ଜଙ୍ଗଲ ନୁହେଁ, ଲୋକଙ୍କ ଗହଣରେ ରହିବାକୁ କରୁଛି ପସନ୍ଦ

ଦାରିଙ୍ଗବାଡି,୧୮।୧୨ (ଅରୁଣ ସାହୁ): ଜଙ୍ଗଲରେ ରହୁଥିବା ପ୍ରାଣୀ ମଧ୍ୟ ମଣିଷକୁ ଭଲ ପାଏ। ଏଭଳି ପରିସ୍ଥିତି ହୁଏ ନିଜ ଜଙ୍ଗଲ ଛାଡି ଗାଁ ବସତିକୁ ଚାଲିଆସେ। ଆଉ ଲୋକଙ୍କ ଗହଣରେ ରହିବାକୁ ପସନ୍ଦ କରେ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି…

ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’

ମୁମ୍ବାଇ,୧୮।୧୨: ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’ । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍‌ରୁ ବାହାରି ଯାଇଥିବା ବେଳେ ଭାରତୀୟ…

ଉତ୍ତର କୋରିଆ ସେନାଙ୍କ ମୃତଦେହ ଜଳାଇ ଦେଉଛି ରୁଷିଆ? ରାଷ୍ଟ୍ରପତି ଜେଲନସ୍କିଙ୍କ ଗୁରୁତର ଅଭିଯୋଗ

କ୍ୱିଭ,୧୮।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ବିପଜ୍ଜନକ ସ୍ତରରେ ପହଞ୍ଚୁଛି। ମଙ୍ଗଳବାର ରୁଷିଆ ବିରୁଦ୍ଧରେ ଭୋଲୋଡିମିର ଜେଲେନସ୍କି ଏକ ନୂଆ ଦାବି କରିଛନ୍ତି ଯେ ରୁଷିଆ ଉତ୍ତର କୋରିଆ ସୈନିକମାନଙ୍କ ମୁହଁ ଜାଳି ସେମାନଙ୍କ ଉପସ୍ଥିତି ଲୁଚାଉଛି। ଏଥି ସହିତ, ଜେଲେନସ୍କି ଇନଷ୍ଟାଗ୍ରାମରେ ଏକ…

‘ଏକ ଦେଶ ଏକ ନିର୍ବାଚନ’ ବିଲ୍‌ ବଢାଇବ ମୋଦି ସରକାରଙ୍କ ଟେନସନ୍‌, ଭାଜପା ପାଇଁ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୮।୧୨: ବିରୋଧୀ ଦଳର ଦୃଢ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ କରିବାର ବ୍ୟବସ୍ଥା ସହିତ ମଙ୍ଗଳବାର ଲୋକ ସଭରେ ‘ଏକ ଦେଶ ଏକ ନିର୍ବାଚନ’ ବିଲ୍‌ ଆଗତ କରିଛନ୍ତି। ସରକାରଙ୍କ ତରଫରୁ ଏହା…

ହ୍ବିପ ଜାରି ପରେ ବି ନିଖୋଜ ଅଛନ୍ତି ଏମପି, ଜ୍ୟୋତିରାଦିତ୍ୟଙ୍କଠାରୁ ଗଡକରୀଙ୍କ ପର୍ଯ୍ୟନ୍ତ…, ଏବେ ହେବ ବଡ଼ ଆକ୍ସନ!

ନୂଆଦିଲ୍ଲୀ,୧୮।୧୨: ମଙ୍ଗଳବାର ଲୋକ ସଭାରେ ‘ଓ୍ବାନ ନେଶନ- ଓ୍ବାନ ଇଲେକ୍ସନ’ ଉପରେ ଏକ ବିତର୍କ ହେବାର ଥିଲା ଏବଂ ଏଥିପାଇଁ ଭାଜପା ଏହାର ସମସ୍ତ ଏମପିଙ୍କୁ ସଂସଦରେ ଉପସ୍ଥିତ ହେବାକୁ କହିଥିଲେ। ଏଥିପାଇଁ ସମସ୍ତଙ୍କୁ ଏକ ତିନି ଧାଡି ହ୍ବିପ ଦିଆଯାଇଥିଲା।…

ପ୍ରମିଳାଙ୍କ ଭାଇଙ୍କ ଘରେ ପଶିଲା ଇଡି

ଭୁବନେଶ୍ୱର,୧୮।୧୨: ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ଇଡି ରେଡ ହୋଇଛି। ସମ୍ବଲପୁର ଓ ଦିଲ୍ଲୀରେ ଇଡି ଚଢାଉ କରିଛି।…

ଅବସର ପ୍ରାପ୍ତ ଡିଏସପିଙ୍କ ଘରେ ଲାଗିଲା ନିଆଁ, ୬ ମୃତ

କଠୁଆ,୧୮।୧୨: ଜମ୍ମୁ କଠୁଆ ଜିଲାର ଶିବନଗରରେ ଏକ ଘରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସମୟରେ ୪ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ସକାଳେ ଜମ୍ମୁ କଶ୍ମୀରର କଠୁଆରେ…

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୮।୧୨: ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୪ ଦିନ ବର୍ଷା ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା…

ମଣିପୁରରୁ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ

ଇମ୍ଫାଲ,୧୮।୧୨: ମଣିପୁରର କେରୋ ଖୁନାଓରେ ଉଗ୍ରବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗରେ ଭାରତୀୟ ସୁରକ୍ଷା ବାହିନୀ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ କରିଛି। ଦୁଇ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା।…

୧୦ ଦିନ ପରେ ବଳଦ ମାରିଲା, ଖାଇ ପାରିଲା ନାହିଁ : ଜିନ୍ନତକୁ ନେଇ ତେଜୁଛି ଅସନ୍ତୋଷ

ବାରିପଦା,୧୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ରାଜ୍ୟ ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ରହୁଥିବା ମହାବଳ ବାଘୁଣୀ ଜିନ୍ନତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୧୦ ଦିନ ପରେ ଜଙ୍ଗଲକୁ ଚରିବାକୁ ଯାଇଥିବା ଏକ ବଳଦକୁ ସେ…

ବଜାରକୁ ଆସିବ ଓମ୍‌ଫେଡ୍‌ ପାଣି, ଚକୋଲେଟ୍‌

ଭୁବନେଶ୍ୱର,୧୮ା୧୨(ଅନୁରାଧା ମହାରଣା):ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ଗୁଜରାଟର ଆନନ୍ଦଠାରେ ଥିବା ଭାରତ ସରକାରଙ୍କ ସ୍ବୀକୃତିପ୍ରାପ୍ତ ନ୍ୟାଶନାଲ ଡାଏରୀ ଡେଭଲପ୍‌ମେଣ୍ଟ ବୋର୍ଡ (ଏନ୍‌ଡିଡିବି) ପରିଦର୍ଶନରେ ଯାଇଛନ୍ତି। ଏହି ଅବସରରେ ପରିଚାଳକଙ୍କ ତାଲିମ, କ୍ରୟ,…

ରାଜ୍ୟ ପର୍ଯ୍ୟଟନ ସଚିବଙ୍କ ଦିଗପହଣ୍ଡି ଗସ୍ତ: ୫-ଟି ହାଇସ୍କୁଲ, ମିଶନ ଶକ୍ତି ଗୃହ

ଦିଗପହଣ୍ଡି,୧୮ା୧୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ଗସ୍ତରେ ରାଜ୍ୟ ପର୍ଯ୍ୟଟନ ସଚିବ ତଥା କମିଶନର ବାଲୱନ୍ତ ସିଂ ଆସିଛନ୍ତି। ମଙ୍ଗଳବାର ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟ, ଶ୍ରୀଜଗନ୍ନାଥ ୫-ଟି ହାଇସ୍କୁଲ, ମିଶନ ଶକ୍ତି ଗୃହ ଏବଂ ଅଙ୍ଗନୱାଡ଼ି ଗୃହ ପରିଦର୍ଶନ କରିଥିଲେ। ଅଙ୍ଗନୱାଡ଼ି ଶିଶୁମାନଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri