ଚାଷୀଙ୍କ ପାଇଁ ଆସିଲା ବଡ଼ ଖବର, ଯୋଗାଣ ମନ୍ତ୍ରୀ କହିଲେ ମିଳିବ….
ଭୁବନେଶ୍ୱର, ୨୬।୧୨: ଅଦିନିଆ ବର୍ଷାରେ ଫସଲ ବ୍ୟାପକ କ୍ଷତି ହେବାର ଚାଷୀକୂଳ ହତାସ ହୋଇଯାଇଛି। ଅନେକ ଫସଲ କ୍ଷତି ହେବାରୁ ଚାଷୀ ନାହିଁ ନ ଥିବା ସମସ୍ୟାର ସମୁଖୀନ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ଏ ନେଇ…
ଭାଜପାର ମିଥ୍ୟା ପ୍ରତିଶ୍ରୁତି ଲୋକଲୋଚନକୁ ଆଣିବା ପାଇଁ ଦୃଢ଼ ପ୍ରତିଜ୍ଞା, ଜିଲାର ଦାୟିତ୍ୱ ବାହାର ରାଜ୍ୟ ନେତାଙ୍କୁ ନ ଦେଇ…
ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଗୁରୁବାର ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ୧୦ ନଂ ଜୋନ୍ର ଜିଲାପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ…
ପୋଖରୀରେ ଭାସୁଥିଲା ଅଜଣା ଶିଶୁକନ୍ୟାର ମୃତଦେହ, କାରଣ ଖୋଜୁଛି ପୋଲିସ
ପାଟଣା,୨୬ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କଣ୍ଟିଆପଡ଼ା କଲରାଟାଙ୍ଗର ସାହି ପୋଖରୀରୁ ଗୁରୁବାର ୨ରୁ ୩ ଦିନର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଶିଶୁ କନ୍ୟା ଟିର ମୃତଦେହ ପୋଖରୀ ରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଦେଖି ତୁରୁମୁଙ୍ଗା…
‘ମୋତେ କହିଥିଲେ ମୁଁ ରାଜନୀତି କରିପାରିବି ନାହିଁ…’ଭାଜପାକୁ କଡ଼ା ଟାର୍ଗେଟ କଲେ ନବୀନ, ଶୁଣନ୍ତୁ କ’ଣ କହିଲେ…
ଭୁବନେଶ୍ୱର,୨୬।୧୨: କଟକ, ୨୬।୧୨(ଶିଳ୍ପା ପ୍ରିୟଦର୍ଶିନୀ): ବିଜେଡି ପ୍ରତିଷ୍ଠା ଦିବସରେ ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ନବୀନ କହିଛନ୍ତି, ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା। ବିଜୁ ବାବୁଙ୍କ ଆଦର୍ଶ…
ଛାତ୍ର ସଂସଦ ନିର୍ବାଚନ ଉପରେ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କଟକ, ୨୬।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆରମ୍ଭ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନ । ଏହି ଅଧିବେଶନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ସମୟରେ…
ଘରୁ ଫେରାର ହୋଇଯାଇଥିଲେ ବିବାହିତ ପ୍ରେମୀଯୁଗଳ, ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଉଭୟଙ୍କ ମୃତଦେହ
ଦିଗପହଣ୍ଡି,୨୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସଦର ଥାନା ଅଲାରିଗଡ଼ ନିସ୍ତିିପୁର ଗ୍ରାମ ନିକଟ ଜଙ୍ଗଲରୁ ଗୁରୁବାର ସକାଳେ ପୋଲିସ ବିବାହିତ ପ୍ରେମୀଯୁଗଳଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜବତ କରିଛି। ପରକିୟା ପ୍ରୀତିରୁ ଅନୈତିକ ପ୍ରେମସମ୍ପର୍କ ପରେ…
ପ୍ରେମ କରି ଘରୁ ପଳାଇ ଥିଲେ, ବିବାହ ପରେ ଏବେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ…
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରଥାନା ଏସ୍ ଗୋପାଳପୁର ଗ୍ରାମରେ ଜଣେ ନବବଧୂଙ୍କ ସନ୍ଦେହଜନକ ମତ୍ୟୁ ଘଟିଛି। ମୃତକ ଜଣକ ହେଲେ ବିକ୍ରମ ବରାଡଙ୍କ ସ୍ତ୍ରୀ ନିଶା ପ୍ରଧାନ। ନିଶାଙ୍କ ମା’କୁମାରୀ ପ୍ରଧାନଙ୍କ ଏତଲାକ୍ରମେ ପାଟପୁର ଥାନା…
‘ଭାଜପା ମିଛ କହି…’, ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ହାରିବାର କାରଣ ଖୋଲି କହିଲେ ନବୀନ
ଭୁବନେଶ୍ୱର,୨୬।୧୨: ବିଜେଡି ହାରିବାର କାରଣ ଖୋଲି କହିଛନ୍ତି ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଭାଜପା ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଆମର ଭୁଲ ଆମେ ଭାଜପାର ମିଛକୁ କାଉଣ୍ଟର କଲୁନି। ଭାଜପା…
କଂଗ୍ରେସ ପୋଷ୍ଟରରେ ଭାରତ ମ୍ୟାପ୍ର ଅଧା, ଭାଜପା କହିଲା ଏହା ନୂଆ ମୁସ୍ଲିମ୍…
ନୂଆଦିଲ୍ଲୀ,୨୬ା୧୨: କଂଗ୍ରେସର ବେଲଗାଭି ଅଧିବେଶନରେ ପୋଷ୍ଟରରେ ପ୍ରଦର୍ଶିତ ହୋଇଥିବା ଭାରତର ମାନଚିତ୍ରକୁ ନେଇ ସାରା ଦେଶରେ ରାଜନୀତି ଉଷ୍ଣ ହୋଇଛି। ପୋଷ୍ଟରରେ କଶ୍ମୀରକୁ ପାକିସ୍ତାନର ଏକ ଅଂଶ ଭାବରେ ଦର୍ଶାଯାଇଛି ବୋଲି ଭାଜପା ଅଭିଯୋଗ କରିଛି। ଭାଜପା ଆଇଟି ସେଲ ମୁଖ୍ୟ…
ଅଦିନିଆ ବର୍ଷା ଉଜାଡ଼ିଲା ଧାନ ଫସଲ: ସହିପାରିଲେନି ଚାଷୀ, ଆପଣାଇଲେ ଚରମ ପଦକ୍ଷେପ…
ଛତ୍ରପୁର,୨୬ା୧୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ବଡ଼ମାଧପୁର ପଞ୍ଚାୟତ ଅଧୀନ ବରଙ୍ଗ ଗାଁର ଜଣେ ଚାଷୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଚାଷୀ ଜଣକ ହେଲେ ବରଙ୍ଗ ଗ୍ରାମର ବନମାଳୀ ପେଣ୍ଠେଇ(୬୪)। ଅଦିନିଆ ବର୍ଷାରେ ଧାନ ଫସଲ…
ବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ: ବିଜୁବାବୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କଲେ ନେତା-କର୍ମୀ
ଗଞ୍ଜାମ,୨୬।୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ବିଜେଡି ପକ୍ଷରୁ ୨୮ତମ ପ୍ରତିଷ୍ଠା ଉତ୍ସବ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ସାମନ୍ତରା ସାହି ଷ୍ଟେଶନ ରୋଡ଼ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ନେତା ଓ କର୍ମୀ। ଏନଏସି ବିଜେଡି ଯୁବ…
କୋହଲା ପାଗକୁ ବଢ଼ିଲାଣି ଶୀତ, ଜନଜୀବନ ଅସ୍ତବ୍ୟସ୍ତ
ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛିଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଥିଲା। ତେବେ ଏହି ବର୍ଷା ବୁଧବାର ରାତିରୁ ବନ୍ଦ ହୋଇଯାଇଥିବାବେଳେ ଗୁରୁବାର ସକାଳେ କିଛି ସମୟ ଖରା ପଡ଼ିଥିଲା। ପୁଣି ସକାଳ ୧୦ଟାରୁ ପାଗ…
Archives


