Home Left

ରଘୁବର ଦାସଙ୍କ ଇସ୍ତଫା ପରେ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଢ଼ିଲା ଦାବି

ଭୁବନେଶ୍ୱର,୨୬ା୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିବା ପରେ ହରିବାବୁ କମ୍ଭମପତିଙ୍କୁ ରାଜ୍ୟର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରଘୁବରଙ୍କ ଇସ୍ତଫା ପରେ ତାଙ୍କ ପୁଅଙ୍କ ବିରୋଧରେ ହୋଇଥିବା ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ…

ଏକଲବ୍ୟଙ୍କ ପରି ଯୁବବର୍ଗଙ୍କ ଆଙ୍ଗୁଠି କାଟି ଦିଆଯାଉଛି: BPSC ପେପର ଲିକକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୧୨: ଡିସେମ୍ବର ୧୩ରେ ବିହାର ଲୋକସେବା ଆୟୋଗ (ବିପିଏସସି) ଦ୍ୱାରା କରାଯାଇଥିବା ମିଳିତ ପ୍ରାଥମିକ ପରୀକ୍ଷା ବାତିଲ କରିବାକୁ ଦାବି କରିଥିବା ପ୍ରଦର୍ଶନକାରୀଙ୍କ ଉପରେ ଲାଟିଚାର୍ଜ ହୋଇଥିଲା। ଏ ସମ୍ପର୍କରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଏନଡିଏ ସରକାରଙ୍କୁ ଟାର୍ଗେଟ କରି…

ପାଣି ଉପରେ କବ୍‌ଜା କରିବ ଚାଇନା! ତିବ୍ବତରେ ନିର୍ମାଣ କରିବ ବିଶ୍ୱର ସର୍ବବୃହତ୍ତ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଚାଇନା ବିଶ୍ୱର ବୃହତ୍ତମ ଜଳ ବିଦ୍ୟୁତ ବନ୍ଧ ବା ହାଇଡ୍ରୋପାଓ୍ବାର ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ବନ୍ଧଟି ତିବ୍ଦତୀୟ ମାଳଭୂମିର ପୂର୍ବ ଭାଗରେ ନିର୍ମାଣ ହେବ। ଏହି ପ୍ରକଳ୍ପ ଦ୍ୱାରା ଭାରତ ଏବଂ ବାଂଲାଦେଶର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ…

ଭାରତର ଶତ୍ରୁ ମାସୁଦ ଅଜହରଙ୍କୁ ହାର୍ଟ ଆଟାକ୍‌, ଜାଣନ୍ତୁ କେଉଁଠି ଥିଲେ ସେ, ଏବେ କେଉଁଠି ହୋଇଛନ୍ତି ଭର୍ତ୍ତି?

ଭାରତର ଶତ୍ରୁ ମାସୁଦ ଅଜହରଙ୍କୁ ହାର୍ଟ ଆଟାକ୍‌, ଜାଣନ୍ତୁ କେଉଁଠି ଥିଲେ ସେ, ଏବେ କେଉଁଠି ହୋଇଛନ୍ତି ଭର୍ତ୍ତି? ନୂଆଦିଲ୍ଲୀ,୨୬।୧୨: ଭାରତର ଶତ୍ରୁ ମାସୁଦ ଅଜହରଙ୍କ ବିଷୟରେ ଏକ ବଡ଼ ଖବର ଅଛି । ଦେଶର ମୋଷ୍ଟ ଓ୍ବାଣ୍ଟେଡ ଜୈଶ ନେତା…

ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ

ତିହିଡି,୨୬।୧୨(ସଞ୍ଜିତ ବଳ): ଟ୍ରେନ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଘଟଣା ହେଉଛି ତିହିଡି ବ୍ଲକ ପୀରହାଟ ଥାନା ଅଧୀନ ଭଦ୍ରକ-ଧାମରା ରେଳପଥର ଗୁରୁଦାସପୁର ନିକଟରେ। ଗୁରୁବାର ସକାଳେ ଟ୍ରେନରେ କଟିଯାଇଥିବା ସୁରକ୍ଷା କର୍ମୀଙ୍କ…

ଇଣ୍ଡିଆ ମେଣ୍ଟରୁ କଂଗ୍ରେସ ହେବ ଆଉଟ୍‌! ଜାଣନ୍ତୁ ଦିଦିଙ୍କ ସ୍କ୍ରିପ୍ଟରେ କେଜରିଓ୍ବାଲଙ୍କ କ୍ଲାଇମେକ୍ସ

ନୂଆଦିଲ୍ଲୀ,୨୬।୧୨: ‘ଇଣ୍ଡିଆ’ ମିଳିତ ମଞ୍ଚରେ କାହାର ରହିବ ଦବ୍‌ଦବା ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପାଲଟିଛି। ଇଣ୍ଡିଆର ସହଯୋଗୀ ଦଳ କଂଗ୍ରେସର ନେତୃତ୍ୱକୁ ପସନ୍ଦ କରୁନାହାଁନ୍ତି। ସେ ଇଣ୍ଡିଆ ମେଣ୍ଟର ଦାୟିତ୍ୱ ନେବେ ବୋଲି ମମତା ବାନାର୍ଜୀ କହିଛନ୍ତି। କୋଲକାତାରୁ ମମତା…

କେନ୍ଦ୍ର ଫୋକସ୍‌ରେ ଓଡ଼ିଶା, ଶାହା ଆସିବେ ହେଲେ ସମ୍ବଲପୁର ଯିବେନି…

ଭୁବନେଶ୍ୱର,୨୬।୧୨: ଚଳିତ ମାସ ୨୮ ତାରିଖରେ ଭୁବନେଶ୍ବର ଆସିବେ ଅମିତ ଶାହା। ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି। ଏହା ସହ ସେ ଅମିତ ଶାହାଙ୍କ ସମ୍ବଲପୁର ଗସ୍ତ ନାହିଁ ବୋଲି କହିଛନ୍ତି। କଳିଙ୍ଗ…

ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି: ୪ ବ୍ୟାଟ୍ସମ୍ୟାନ୍‌ ହାସଲ କଲେ ଅର୍ଦ୍ଧଶତକ

ମେଲବୋର୍ନ,୨୬।୧୨: ମେଲବୋର୍ନରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ନାମରେ ହୋଇଥିଲା। ପାଞ୍ଚ ମ୍ୟାଚ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ୧୯ ବର୍ଷୀୟ ସାମ କନଷ୍ଟାସ ଡେବ୍ୟୁ କରିଥିଲେ ଏବଂ ନିଜର ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରିଥିଲେ।…

ବିଜେଡିର ପ୍ରତିଷ୍ଠା ଦିବସରେ ଏକାଠୀ ହେଲେ ନେତା କର୍ମୀ

ଛତ୍ରପୁର,୬।୧୨ (ଦିଲ୍ଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳ ୨୮ତମ ପ୍ରତିଷ୍ଠା ଉତ୍ସବ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ଲୋୟରବସଷ୍ଟାଣ୍ଡ ଠାରେ ନେତା ଓ କର୍ମୀ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ…

ଆଜି ଓଡ଼ିଶା ଛାଡିବେ ରଘୁବର, ଅଛି ବଡ଼ ପ୍ଲାନ!

ଭୁବନେଶ୍ୱର,୨୬।୧୨: ଓଡ଼ିଶା ଛାଡିବେ ବିଦାୟୀ ରାଜ୍ୟପାଳ ରଘୁବର ଦାସ। ଆଜି ସେ ଓଡ଼ିଶାରୁ ବିଦାୟ ନେବେ। ଏନେଇ ଅତିଥି ଭବନରେ ରଘୁବରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଉଛି। ଏହି ବିଦାୟୀ ସମ୍ବର୍ଦ୍ଧନାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳ ସଦସ୍ୟ…

ଏହି କାମ ପାଇଁ କୋହଲିଙ୍କ ଉପରେ ଲାଗିଲା ଜୋରିମନା

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା ହୋଇଥିଲା। ଏଥିପାଇଁ ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବାକୁ ଆଗକୁ ଆସିବାକୁ ପଡିଲା। ବର୍ତ୍ତମାନ ଆଇସିସି କନଷ୍ଟାସଙ୍କୁ…

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିପୋଡ଼ି ସବୁ ଛାରକାର

ବଲାଙ୍ଗୀର,୨୬।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଗାଁରେ ଜଣେ ଚାଷୀଙ୍କ ଧାନଗଦା ଜଳିପୋଡି ଛାରଖାର୍‌ ହୋଇଯାଇଛି। ବୁଧବାର ରାତିରେ କେହି ଦୁର୍ବୃତ୍ତ ଧାନଗଦାରେ ନିଆଁ ଲଗାଇ ଦେବାରୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ଗାପାଲି ଗାଁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri