Home Left

ଦେଓଗାଁ ସମିତି ବୈଠକରେ ହଟ୍ଟଗୋଳ: ବର୍ଜନ କଲେ ସରପଞ୍ଚ ସଂଘ

ଦେଓଗାଁ,୨।୫(କୃଷ୍ଣ ପ୍ରସାଦ ପାଣିଗ୍ରାହୀ):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଶୁକ୍ରବାର ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ମାନେ ଅଣଦେଖା କରାଯାଉଥିବା ଅଭିଯୋଗ ଉଠାଇଥିଲେ। ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର ବୈଠକରେ ସରପଞ୍ଚ ମାନଙ୍କ ଦ୍ୱାରା…

ନିଜ ଭୁଲକୁ ସ୍ବୀକାର କରୁଛନ୍ତି ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ, କହିଲେ ଆମେ ଆତଙ୍କବାଦୀଙ୍କୁ ପାଳି…

ଇସଲାମାବାଦ,୨।୫: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ପରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋଙ୍କ ବୟାନ ସାମ୍ନାକୁ ଆସିଛି। ଆତଙ୍କବାଦ ଉପରେ ଖ୍ବାଜା ଆସିଫଙ୍କ ବୟାନକୁ ବିଲାୱଲ ଭୁଟ୍ଟୋ ନିଶ୍ଚିତ କରିଛନ୍ତି। ପହଲଗାମ ଆକ୍ରମଣ ପରେ ଖ୍ବାଜା…

ଡଲାର ତୁଳନାରେ ଶକ୍ତିଶାଳୀ ହେଲା ଟଙ୍କା, ଭାଙ୍ଗିଲା ବର୍ଷକର ରେକର୍ଡ

ନୂଆଦିଲ୍ଲୀ, ୨।୫: ଭାରତୀୟ ଟଙ୍କା ଅକ୍ଟୋବର ୨୦୨୪ ପରଠାରୁ ନିଜର ଶକ୍ତିଶାଳୀ ଅବସ୍ଥାକୁ ଫେରିଛି। ଯେଉଁଥିରେ ଏହା ଆମେରିକୀୟ ଡଲାର ବିରୁଦ୍ଧରେ ପ୍ରତି ଡଲାର ପିଛା ୮୪ ଟଙ୍କାରେ ପହଞ୍ଚିଛି। ଅର୍ଥନୈତିକ ସ୍ଥିରତା, ବୈଦେଶିକ ବିନିଯୋଗରେ ବୃଦ୍ଧି ଏବଂ ରିଜର୍ଭ ବ୍ୟାଙ୍କ…

ବରଡ଼ା ଶାଗ ଦେଇଛି ମହିଳାଙ୍କୁ ଜୀବିକା, ଜଙ୍ଗଲି ଶାଗ ବିକି…

ଦାରିଙ୍ଗବାଡ଼ି,୨ା୫(ଅରୁଣ ସାହୁ): ଗ୍ରୀଷ୍ମ ଋତୁରେ ବିଶେଷ କରି ବୈଶାଖ ମାସରେ ବରଡ଼ା ଶାଗର ଚାହିଦା ବୃଦ୍ଧି ପାଇବା ସହ ଅମଳ ବୃଦ୍ଧି ପାଇଥାଏ। ଏହି ପ୍ରରିପ୍ରେକ୍ଷୀରେ ଏହି ଶାଗ କନ୍ଧମାଳ ଜିଲାର ବହୁ ଗ୍ରାମରେ ଅମଳ ହେଉଥିବା ବେଳେ ଅଧିକ ରାଇକିଆ…

ଭୟଭୀତ ଅବସ୍ଥାରେ ପାକିସ୍ତାନ! PoKରେ ହୋଟେଲ, ଗେଷ୍ଟହାଉସରେ ସେନା…, ମଦ୍ରାସା ହେଲାଣି ବନ୍ଦ

ଇସଲାମାବାଦ,୨।୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବହୁ ପରିମାଣରେ ବୃଦ୍ଧି ପାଇଛି। ଏହି ସମୟରେ, ପାକ ଅଧିକୃତ କାଶ୍ମୀର (PoK)ରେ ମଧ୍ୟ ଆତଙ୍କ ରହିଛି ଏବଂ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱର-ଉଲ-ହକ ସୂଚିତ କରିଛନ୍ତି ଯେ…

ଘରେ ରନ୍ଧା ଖାଦ୍ୟର ଅଭାବକୁ ନେଇ ସୁପ୍ରିମକୋର୍ଟଙ୍କ ଚିନ୍ତା, ଅଭିଭାବକତ୍ୱ ହରାଇଲେ ବ୍ୟକ୍ତି

ନୂଆଦିଲ୍ଲୀ, ୨।୫: ସୁପ୍ରିମକୋର୍ଟ ଏପ୍ରିଲ ୨୯ରେ କେରଳ ହାଇକୋର୍ଟର ଏକ ଆଦେଶକୁ ଖାରଜ କରିଛନ୍ତି, ଯେଉଁଥିରେ ଦୁଇ ନାବାଳକ ସନ୍ତାନଙ୍କୁ ତାଙ୍କ ପିତାଙ୍କୁ ଅସ୍ଥାୟୀ ଅଭିଭାବକତ୍ୱ ପ୍ରଦାନ କରାଯାଇଥିଲା। ବିଚାରପତି ବିକ୍ରମ ନାଥ, ସଞ୍ଜୟ କରୋଲ ଓ ସନ୍ଦୀପ ମେହେଟାଙ୍କ ଖଣ୍ଡପୀଠ…

ବିଚ୍‌ ରାସ୍ତାରେ କୁମ୍ଭୀର ସହ ଲଢ଼େଇ, ଭାଇରାଲ ଭିଡିଓ ଦେଖିଲେ ଅଟକି ଯିବ ନିଃଶ୍ୱାସ

କୁମ୍ଭୀର ଏପରି ଏକ ପ୍ରାଣୀ ଯାହାକୁ ଦେଖିବା ମାତ୍ରେ ମଣିଷର ଅବସ୍ଥା ଆହୁରି ଖରାପ ହୋଇଯାଏ। ଏହାର ଆତଙ୍କ ଏତେ ଯେ, ଜଙ୍ଗଲର ରାଜା ସିଂହ ମଧ୍ୟ ଏହାର ଏରିଆରେ ପ୍ରବେଶ କରିବା ପୂର୍ବରୁ ଶହେ ଥର ଚିନ୍ତା କରେ। କାରଣ…

‘ଚୁଡ଼ି ପିନ୍ଧି ନାହିଁ ପାକିସ୍ତାନ, ତା’ପାଖରେ ବି ଅଛି ଆଟମ ବମ…,’ ଫାରୁକ ଅବଦୁଲ୍ଲା ନେଲେ ୟୁଟର୍ନ

ନୂଆଦିଲ୍ଲୀ,୨।୫: ଜମ୍ମୁ-କଶ୍ମୀରର ପହଲଗାମ ଆକ୍ରମଣକୁ ନେଇ ଦେଶ ଚିନ୍ତାରେ ପଡ଼ିଯାଇଛି। ଭାରତର କ୍ରୋଧ ଯେକୌଣସି ସମୟରେ ପାକିସ୍ତାନ ଉପରେ ପଡ଼ିପାରେ। ଏହି ସମୟରେ, ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବାରମ୍ବାର ଓକିଲାତି କରୁଥିବା ଫାରୁକ ଅବଦୁଲ୍ଲା ମଧ୍ୟ ଏବେ ୟୁଟର୍ନ ନେଇଛନ୍ତି। ପହଲଗାମ ଆତଙ୍କବାଦୀ…

୬ ବର୍ଷ ବୟସରେ ସାରିଛନ୍ତି ହାଇସ୍କୁଲ ପଢ଼ା, ୧୧ ବର୍ଷରେ…

ପୃଥିବୀର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଭାବେ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ଓ ଷ୍ଟିଫେନ୍‌ ହକିଂଗଙ୍କୁ ଗଣନା କରାଯାଏ। ହେଲେ ଏବେ ଜର୍ମାନୀର ଜଣେ ୧୧ ବର୍ଷୀୟା ଝିଅ ଆଇକ୍ୟୁ କ୍ଷେତ୍ରରେ ଏହି ବଡ଼ ବଡ଼ ଜ୍ଞାନୀଙ୍କୁ ପଛରେ ପକାଇ ଦେଇଛି। ଅଧାରା ପେରେଜ ସାଞ୍ଚେଜ୍‌…

ନିଜେ ନିଜର ମଜା ଉଡ଼ାଉଛି ପାକିସ୍ତାନ, ଶୀଘ୍ର ଆକ୍ରମଣ କରିବାକୁ ଭାରତକୁ ଦେଉଛି ଆହ୍ବାନ

ଇସଲାମାବାଦ,୨ା୫: ଭାରତୀୟ ନୌସେନା ଆରବ ସାଗରରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି। ପାକିସ୍ତାନ ଏହାକୁ ୩୦ ଏପ୍ରିଲରୁ ନିଜ ସୀମା ମଧ୍ୟରେ ଆରମ୍ଭ କରିଥିଲା। ଭାରତ ଏହାକୁ ଉପଯୁକ୍ତ ଜବାବ ଦେଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ ଯୁଦ୍ଧ…

ଡାକ୍ତରମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨।୫: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶରେ କହିଛନ୍ତି ଯେ ସାରା ଦେଶରେ ଡାକ୍ତରମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ। ଏହା ଦ୍ୱାରା ଔଷଧର ମୂଲ୍ୟ ହ୍ରାସ ପାଇବ ଏବଂ ସାଧାରଣ ଲୋକଙ୍କ ପାଇଁ…

KIITରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: କ୍ଷୋଭ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ

ଭୁବନେଶ୍ୱର,୨।୫:କିଟ ବିଶ୍ୱବିଦ୍ୟାଳୟ(KIIT)ରେ ପୁଣି ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ପୋଲିସ କମିଶନର ଏନେଇ ସୂଚନା ଦେଇଛନ୍ତି। ସେପଟେ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା। ସେ ଟୁଇଟ୍‌ ଯୋଗେ ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?