ସଂସଦରେ ସ୍କ୍ରିନିଂ ହେବ ଜାପାନୀ ଫିଲ୍ମ, ଏକାଠି ବସି ଦେଖିବେ ଲୋକ ସଭା ବାଚସ୍ପତିଙ୍କ ସହ ଏମପି
ନୂଆଦିଲ୍ଲୀ,୨।୨: ସଂସଦ ଭବନରେ ପୂର୍ବରୁ ଅନେକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇସାରିଛି। ଏବେ ସଂସଦ ପରିସରରେ ଏକ ଜାପାନୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଯାଉଛି। ଏହି ଫିଲ୍ମଟି ଆଜିର ନୁହେଁ। ଏହି ଚଳଚ୍ଚିତ୍ରଟି ୧୯୯୩ ମସିହାରେ ମୁକ୍ତିଲାଭ କରିଥିଲା। ଖୁବ ଶୀଘ୍ର, ଏହି…
ସରସ୍ବତୀ ପୂଜା କରିବାକୁ ବାଇକ୍ରେ ଯାଉଥିଲେ ୨ ଛାତ୍ର: ବାଟରେ ପିଟିଦେଲା ଅଜଣା ଗାଡ଼ି, ତା’ପରେ…
ସୋନପୁର,୨।୨: ସୁବର୍ଣ୍ଣପୁର ଜିଲା ମୁର୍ଶୁଣ୍ଡି ମେଟାକାନି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ବାଇକ୍କୁ ଧକ୍କାଦେଇ ଫେରାର ହୋଇଯାଇଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଦଶମ ଶ୍ରେଣୀ ଛାତ୍ର…
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ
କେନ୍ଦୁଝର,୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଶିବନାରାୟଣପୁରଗୋଡ଼ା ଗ୍ରାମର ପ୍ରଧାନଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା…
ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ଶୁଣିଲେ ସ୍ବାସ୍ଥ୍ୟମନ୍ତ୍ରୀ, କହିଲେ ପୂର୍ବ ସରକାରରେ ଯାହା…
କେସିଙ୍ଗା,୨ା୨(ତୁମେଶ୍ୱର ସାହୁ): ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କଳାହାଣ୍ଡି ଜିଲା ଉତ୍କେଳା ଏୟାରଷ୍ଟ୍ରିପ୍ରେ ରବିବାର ଓହ୍ଲାଇ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ କିଛି ସମୟ କେସିଙ୍ଗା ଏନ୍ଏସି ଗେଷ୍ଟ ହାଉସ୍ରେ ରହଣି ବେଳେ ନଗର ଭାଜପା…
ତାତିଲା ଭାଜପା: ସୋନିଆ ରାହୁଲଙ୍କ କୁଶପୁତ୍ତଳିକା କଲା ଦାହ
ପାଟଣା,୨ା୨(ବୀରକିଶୋର ଦାଶ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭାଜପା ପକ୍ଷରୁ କଡ଼ା ସମାଲୋଚନା କରାଯିବା ସହ ଏହାର ପ୍ରତିବାଦରେ ରବିବାର କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ…
ଇତିହାସ ରଚିଲା ୧୯ ବର୍ଷରୁ କମ୍ ଭାରତୀୟ ମହିଳା ଟିମ୍, ଦ୍ୱିତୀୟ ଥର ଜିତିଲା ଟି୨୦ ବିଶ୍ୱକପ୍
ନୂଆଦିଲ୍ଲୀ, ୨ା୨: ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ଦଳକୁ ୯ ୱିକେଟରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ମହିଳା ୧୯ ବର୍ଷରୁ କମ୍ ଟି୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ଭାରତ ୨୦୨୩ ୧୯ ବର୍ଷରୁ କମ୍ ମହିଳା ଟି୨୦…
ଆଜି ଦିଗପହଣ୍ଡିରେ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ
ଦିଗପହଣ୍ଡି,୧ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀଛକରେ ପ୍ରତିବର୍ଷ ଭଳି ଚଳିତବର୍ଷ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ ପାଇଁ ପ୍ରସ୍ତୁତି ସରିଛି। ଶନିବାର ଏନ୍ଏସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତିକମିଟି ପକ୍ଷରୁ ଆଲୋଚନା ସଭା ହୋଇଛି। ଆଇନଜୀବୀ ଅଶେଷ ନାଥ…
ପୁରୁଣା ଟାୟାରରୁ ହୋଇପାରିବ…
ଗାଡିର ଟାୟାର ଖରାପ ହେଇଗଲେ ତାହା ଅଦରକାରୀ ହୋଇଯାଏ। ଏଠି ସେଠି ପଡ଼ି ରହେ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ପୁନାର ୨୮ ବର୍ଷୀୟା ଆଇଟି ପ୍ରଫେଶନାଲ୍ ପୂଜା ଆପ୍ତେ ବାଦାମୀକର ଏହି ଅଦରକାରୀ ପୁରୁଣା ଟାୟାରରୁ ତିଆରି କରୁଛନ୍ତି ଫ୍ୟାଶନେବୁଲ…
ଚେହେରା ଚିହ୍ନାଚିହ୍ନା ଲାଗେ ହେଲେ ମନେ ପଡ଼ି ନ ଥାଏ ନାମ ଏଭଳି କାହିଁକି ହୁଏ ଜାଣନ୍ତୁ
ବେଳେବେଳେ କାହାକୁ ଦେଖିଲେ ତାଙ୍କ ଚେହେରା ଚିହ୍ନା ଚିହ୍ନା ଲାଗେ। ହେଲେ ମନେ ପଡ଼ି ନ ଥାଏ ସେହି ବ୍ୟକ୍ତିଙ୍କ ନାମ। କେବେ ଭାବିଛନ୍ତି କି ଏଭଳି କାହିଁକି ହୁଏ? ଏଥର ଜାଣିବା ଏହି ପ୍ରଶ୍ନର ଉତ୍ତର.. ଏମିତି ଅନେକ ସମୟରେ…
ହାଇଓ୍ବେରେ ଭୟଙ୍କର ଦୁର୍ଘଟଣା…୨୦୦ ଫୁଟ ତଳକୁ ଖସିପଡ଼ି ଖଣ୍ଡ ଖଣ୍ଡ ହୋଇଗଲା ବସ୍; ୭ ମୃତ
ନାସିକ,୨।୨: ନାସିକ-ସୁରକ୍ଷ ରାଜପଥର ସାପୁତାରା ଘାଟରେ ରବିବାର ସକାଳେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ୫୦ଜଣ ଭକ୍ତଙ୍କୁ ନେଇ ଯାଉଥିବା ଏକ ବିଳାସପୂର୍ଣ୍ଣ ଘରୋଇ ବସ୍ ନିୟନ୍ତ୍ରଣ ହରାଇ ୨୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୭ଜଣଙ୍କର…
ପୃଥିବୀଆଡକୁ ମାଡିଆସୁଛି ଭୟଙ୍କର ଆଷ୍ଟ୍ରଏଡ, ଜାଣନ୍ତୁ ଗୋଟିଏ ଝଟ୍କାରେ କେଉଁ ସହର ହେବ ଧ୍ୱଂସ!
ପୁରା ବ୍ରହ୍ମାଣ୍ଡ ରହସ୍ୟରେ ପରିପୂର୍ଣ୍ଣ। କେତେବେଳେ କ’ଣ ହେବ ଏବଂ କେବେ ହେବ ତାହା ଜାଣିବା କଷ୍ଟକର। ତଥାପି, ଅନେକ ବୈଜ୍ଞାନିକ ଏହା ଉପରେ ଗବେଷଣା ଜାରି ରଖିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ…
ଘର ଭିତରେ ପଶି ୨ ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
ପାଟଣା,୨ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗ୍ରାମର ତରଣୀସେନ ପାତ୍ରଙ୍କ ଘର ପରିସରରେରେ ଥିବା ବୁଲେଟ୍ ଓ ବାଇକ୍କୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜାଳି ଦେଇଛନ୍ତି। ଏକ ବଡ଼ଧରଣର ଅଘଟଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି…
Archives


