ପାକିସ୍ତାନର ଶୋଚନୀୟ ପରାଜୟ ପରେ ବିସ୍ଫୋରକ ବୟାନ ଦେଲେ ଶୋଏବ ଅଖତର, କହିଲେ…
ଦୁବାଇ,୨୪ା୨: ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳଠାରୁ ପାକିସ୍ତାନର ଶୋଚନୀୟ ପରାଜୟ ପରେ କିମ୍ବଦନ୍ତୀ ପେସର ଶୋଏବ ଅଖତର ଟିମ ମ୍ୟାନେଜମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ ମତରେ ପାକିସ୍ତାନ ଦଳ ବିନା କୌଣସି ଯୋଜନାରେ ଟୁର୍ନାମେଣ୍ଟରେ ପ୍ରବେଶ କରିଥିଲା। ଲଗାତର ଦୁଇଟି…
ମହିଳା ସମିତିର ନିଶାମୁକ୍ତ ଅଭିଯାନ: ନିଶାମୁକ୍ତି ପାଇଁ ଜେଲ ଅନ୍ତେବାସୀ କଲେ ଶପଥ ପାଠ
ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ ): ଜେଲ ସମୟକୁ ଜୀବନର ମୂଲ୍ୟବାନ ସମୟ ଭାବି ଏହାର ସଦୁପଯୋଗ କରିବା ସାଙ୍ଗକୁ ନିଶାମୁକ୍ତ ସମାଜ ଗଠନରେ ନିଜକୁ ସାମିଲ କରିବା ପାଇଁ ବରଗଡ଼ ଜିଲା କାରାଗାର ଅନ୍ତେବାସୀମାନେ ସୋମବାର ଶପଥ ପାଠ କରିଛନ୍ତି । ନିଶାମୁକ୍ତ…
Sim Card ବିକ୍ରି କରିବାକୁ ହେଲେ କରିବାକୁ ପଡ଼ିବ ଏହି କାମ, ନଚେତ୍ ଦେବାକୁ ପଡ଼ିବ ମୋଟାଅଙ୍କର ଜରିମାନା
ନୂଆଦିଲ୍ଲୀ,୨୪।୨: ଦେଶରେ ସିମ କାର୍ଡ ବିକ୍ରି କରିବାର ନିୟମ ୧ ଏପ୍ରିଲରୁ ପରିବର୍ତ୍ତନ ହେବାକୁ ଯାଉଛି। ୧ ଏପ୍ରିଲ ପରେ ଅଣପଞ୍ଜିକୃତ ଡିଲରମାନେ ସିମ କାର୍ଡ ବିକ୍ରି କରିପାରିବେ ନାହିଁ। ଯଦି ସେମାନେ ଏପରି କରୁଥିବାର ଧରାପଡ଼ନ୍ତି, ତେବେ ସେମାନଙ୍କୁ କଳାତାଲିକାଭୁକ୍ତ…
ଏହି ଦେଶରେ ସବୁଠାରୁ ଅଧିକ ଥର ହୋଇଛି ଇଣ୍ଟରନେଟ ବନ୍ଦ, ଦ୍ୱିତୀୟ ସ୍ଥାନରେ ରହିଛି ଭାରତ
ନୂଆଦିଲ୍ଲୀ,୨୪।୨: ଗତ ବର୍ଷ, ୨୦୧୮ ପରେ ପ୍ରଥମ ଥର ପାଇଁ ଭାରତ ଇଣ୍ଟରନେଟ ବନ୍ଦ କ୍ଷେତ୍ରରେ ସବୁଠାରୁ ଆଗରେ ନାହିଁ। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୪ରେ ମିଆଁମାରରେ ସବୁଠାରୁ ଅଧିକ ଇଣ୍ଟରନେଟ ଶଟଡାଉନ୍ ହୋଇଛି। ଏଠାରେ ୮୫ ଥର ଇଣ୍ଟରନେଟ…
ଦ୍ୱିଶତକ ହାସଲର ୧୫ ବର୍ଷ ପରେ ସଚିନଙ୍କୁ ମିଳିଲା ବଡ଼ ସରପ୍ରାଇଜ୍: ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୪।୨: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପାଇଁ ଫେବୃଆରୀ ୨୪ ଏକ ଅତ୍ୟନ୍ତ ସ୍ବତନ୍ତ୍ର ଦିନ। ଏହି ଦିନ ସେ ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ପ୍ରଥମ ବ୍ୟକ୍ତି ହୋଇଥିଲେ। ଆଜି, ଅର୍ଥାତ୍ ୨୪ ଫେବୃଆରୀ ୨୦୨୫ରେ, ସେହି ଐତିହାସିକ…
ନୂତନ ବ୍ଳକ ମାନ୍ୟତା ଦାବିରେ ଏକାଠି ହେଲେ ୧୪ ପଞ୍ଚାୟତବାସୀ
ସୋନପୁର,୨୪।୨(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟରେ ବ୍ଲକ ସଂଖ୍ୟା ବୃଦ୍ଧି ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରାବି ନାରାୟଣ ନାଏକ ଗତ ବିଧାନସଭାରେ ଘୋଷଣା କରିଥିଲେ। ମନ୍ତ୍ରୀଙ୍କ ଏହି ଘୋଷଣା ପରେ ସୋନପୁର ବ୍ଲକ ନାରାୟଣପୁରକୁ ବ୍ଲକ ମାନ୍ୟତା ଦାବି ଜୋର ଧରିଛି। ଏନେଇ ନାରାୟଣପୁର…
ଜଳଯୋଗାଣ ବନ୍ଦ: ୧୫ ଦିନ ହେଲା ଲୋକଙ୍କୁ ମିଳୁନି ପିଇବା ପାଣି
ବୋଡ଼େନ,୨୪।୨(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକର ଖଇରା ଗ୍ରାମକୁ ବାଗବାହାଲରୁ ବସୁଧା ଯୋଜନାରେ ଜଳଯୋଗାଣ ହେଉଥିଲା। ହେଲେ ୧୫ ଦିନରୁ ଅଧିକ ହେଲା ଠିକାଦାର ଡ୍ରେନ ନିର୍ମାଣ ସମୟରେ ଅବହେଳା ଯୋଗୁ ମନ୍ଦିର ପାଖରେ ମୁଖ୍ୟ ପାଇପ୍ ଫାଟି ଯିବାରୁ…
ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ପୋଲିସ ତଦନ୍ତ ଜାରି, ସିସିଟିଭି ଫୁଟେଜ ଯାଞ୍ଚ
ଛତ୍ରପୁର,୨୪।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଲାଇନ ସାହିସ୍ଥିତ ବନ୍ଧ ନିକଟରେ ଏକ ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି l ଛତ୍ରପୁର ବ୍ଲକ ଅନ୍ତର୍ଗତ ସାମନ୍ତରା ପୁର ଗ୍ରାମର ପ୍ରତାପ କୁମାର ମିଶ୍ର…
EPFOକୁ ନେଇ ବଡ଼ ଖବର: UAN, ଆଧାର ଲିଙ୍କ କରିବାର ତାରିଖ ବଢିଲା, ଏବେ ଏହି ତାରିଖ ଯାଏ….
ନୂଆଦିଲ୍ଲୀ,୨୪।୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ, ନିଯୁକ୍ତି-ସଂଯୋଜିତ ପ୍ରୋତ୍ସାହନ (ELI) ଯୋଜନା ଅଧୀନରେ ଲାଭ ପାଇବା ପାଇଁ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ସକ୍ରିୟ କରିବା ଏବଂ ବ୍ୟାଙ୍କ…
କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ ରୋକିବ ଅପରାଧ: ଲାଗିବ AI କ୍ୟାମେରା
ଭୁବନେଶ୍ୱର,୨୪ା୨: ଅପରାଧ, ଅପରାଧୀ ଏବଂ ଟ୍ରାଫିକ୍ ଉଲ୍ଲଂଘନ ବିରୁଦ୍ଧରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ କଟକ ଏବଂ ଭୁବନେଶ୍ୱରର ଟ୍ୱିନ୍ ସିଟିରେ ଖୁବ୍ ଶୀଘ୍ର ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା (AI) କ୍ୟାମେରା ଲଗାଯିବ। ସୋମବାର ଟ୍ୱିନ୍ ସିଟି ପୋଲିସ କମିଶନର…
Watch: ମ୍ୟାଚ୍ ନ ଖେଳି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲେ ଏହି ଭାରତୀୟ କ୍ରିକେଟର୍: ପାକିସ୍ତାନ କିମ୍ବଦନ୍ତୀ ବି କରୁଛନ୍ତି ପ୍ରଶଂସା
ଦୁବାଇ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଆଶା ଅନୁଯାୟୀ କ୍ରିକେଟ ଜଗତ ପାଇଁ ସବୁଠାରୁ ବଡ଼ ଆକର୍ଷଣ ହୋଇ ରହିଥିଲା। ଏହି ମ୍ୟାଚ ଦେଖିବା ପାଇଁ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଦୁବାଇରେ ପହଞ୍ଚିଥିଲେ। ଏହି ସମୟରେ, ଜଣେ…
କୋହଲିଙ୍କ ଭଳି କେହି ଚାପକୁ ସମ୍ଭାଳି ପାରିବେ ନାହିଁ: ଅନୁରାଗ ଠାକୁର
ଦୁବାଇ,୨୪ା୨: ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ ଚାପ ପରିସ୍ଥିତିରେ ବିରାଟ କୋହଲି ଯେଉଁ ଭଳି ଅପରାଜିତ ଶତକୀୟ ଇନିଂସ ଖେଳିଥିଲେ, ତାହାକୁ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ପ୍ରଶଂସା କରିଛନ୍ତି।…
Archives


